ETV Bharat / technology

ଆସିଗଲା ୱାନପ୍ଲସର Diwali ଅଫର; ସ୍ମାର୍ଟଫୋନ ଉପରେ ମିଳିବ ବଡ଼ ରିହାତି - One Plus Diwali Sale 2024

author img

By ETV Bharat Tech Team

Published : 2 hours ago

One Plus Diwali Sale 2024: ସ୍ମାର୍ଟଫୋନ ଲଭରଙ୍କ ଲାଗି ଖୁସି ଖବର । ଆମାଜନ ଓ ଫ୍ଲିପକାର୍ଟର ଫେଷ୍ଟିଭ ସେଲ୍‌ ମଧ୍ୟରେ ଦିୱାଲି ଅଫର ଘୋଷଣା କଲା OnePlus । ଏହାସହିତ କମ୍ପାନୀ ନିଜର ସ୍ମାର୍ଟଫୋନ ଉପରେ ଅଫର ସମ୍ପର୍କରେ ଘୋଷଣା କରିଛି । ଜାଣନ୍ତୁ...

One Plus Diwali Sale 2024
One Plus Diwali Sale 2024 (ETV Bharat)

ହାଇଦ୍ରାବାଦ: ଚଳିତ ବର୍ଷ ଲାଗି ଦିୱାଲି ସେଲ୍‌ ଘୋଷଣା କଲା ୱାନପ୍ଲସ । ଏହାର ସ୍ମାର୍ଟଫୋନ ଉପରେ ଗ୍ରାହକଙ୍କୁ ବଡ଼ ରିହାତି ମିଳିବାକୁ ଯାଉଛି । OnePlus 12, OnePlus Nord 4 ଓ ଅନ୍ୟ କିଛି ସ୍ମାର୍ଟଫୋନ ଉପରେ ଗ୍ରାହକଙ୍କୁ ବଡ଼ ଡିସକାଉଣ୍ଟ ମିଳିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ବ୍ୟାଙ୍କ ଅଫର ସହିତ ଗ୍ରାହକ 7ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ପାଇପାରିବେ ।

OnePlus 12 offers
OnePlus 12 offers (OnePlus)

ସେଲ୍‌ କେବେ ଆରମ୍ଭ ହେବ ?

OnePlus 2024 ଦିୱାଲି ଫେଷ୍ଟିଭାଲ୍ ସେଲ୍‌ ସେପ୍ଟେମ୍ବର 26 ତାରିଖରୁ ଆରମ୍ଭ ହେବ । ଆପଣ ଦିୱାଲି ବିକ୍ରିରେ ମନୋନୀତ ବ୍ୟାଙ୍କଗୁଡିକରୁ କାର୍ଡରେ ଭଲ ଅଫର ମଧ୍ୟ ପାଇପାରିବେ । ଅନଲାଇନ୍ ଏବଂ ଅଫଲାଇନ୍ ସହିତ OnePlus ଷ୍ଟୋର୍‌ଗୁଡିକରେ ଏହି ମୋବାଇଲ୍ କ୍ରୟ କରାଯାଇପାରିବ । ଆମାଜନ, ରିଲାଏନ୍ସ ଡିଜିଟାଲ୍, କ୍ରୋମା, ବିଜୟ ସେଲ୍‌ ଏବଂ ଏକାଧିକ ପ୍ଲାଟଫର୍ମରେ ୱାନପ୍ଲସ୍ ଫୋନ୍ ଡିଲ୍ ପ୍ରଦାନ କରୁଛି ।

OnePlus 12 offers: ସେପ୍ଟେମ୍ବର 26ରୁ ଗ୍ରାହକମାନେ ଏକ ଭଲ ଅଫର ସହିତ OnePlus 12 କିଣିପାରିବେ । ଏହି ସେଲରେ ଆପଣ ସ୍ମାର୍ଟଫୋନ୍ ସହିତ ମାଗଣାରେ OnePlus Buds Pro 2 ଇଅର ବଡ୍‌ ସେଟ୍ ପାଇପାରିବେ । ସିଲେକ୍ଟ ବ୍ୟାଙ୍କ କାର୍ଡ ସହିତ OnePlus 12 କିଣୁଥିବା ଗ୍ରାହକମାନେ Rs, 7000 ଟଙ୍କା ରିହାତି ପାଇପାରିବେ । ଏହା ବ୍ୟତୀତ ଆପଣ 6 ମାସ ପର୍ଯ୍ୟନ୍ତ ନୋ- କଷ୍ଟ EMI ସୁବିଧା ମଧ୍ୟ ପାଇପାରିବେ ।

OnePlus 12R offers
OnePlus 12R offers (OnePlus)

OnePlus 12R: ଯେଉଁମାନେ ଏହି ମଡେଲଟି କିଣିବାକୁ ଚାହୁଁଛନ୍ତି ସେମାନେ ବ୍ୟାଙ୍କ କାର୍ଡ ସହିତ 3ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ପାଇପାରିବେ । ଏହାସହିତ ଆପଣ 6ମାସ ପର୍ଯ୍ୟନ୍ତ ନୋ-କଷ୍ଟ EMI ସୁବିଧା ପାଇପାରିବେ ।

Also Read: Flipkart BBD ସେଲରେ POCO ଫୋନରେ 7ହଜାର ଡିସକାଉଣ୍ଟ - Best discount on Poco smartphone

OnePlus Nord CE4 Lite 5G: ୱାନପ୍ଲସ ନର୍ଡ ସିଇ4 ଲାଇଟ 5ଜି ଫୋଲ୍ଡେବଲ ସ୍ମାର୍ଟଫୋନ ନିକଟରେ ଲଞ୍ଚ ହୋଇଛି । ଏହାର ଦାମ ରହିଛି 1,39,999 ଟଙ୍କା । ଏହି ସେଲରେ ଆପଣ 2ହଜାର ରିହାତି ପାଇପାରିବେ ।

OnePlus Nord CE4: ଗ୍ରାହକ ଯଦି ଏହି ମୋବାଇଲ କିଣୁଛନ୍ତି ତେବେ 1500ଟଙ୍କା ପର୍ଯ୍ୟନ୍ତ ଇନଷ୍ଟାଣ୍ଟ ବ୍ୟାଙ୍କ ଡିସକାଉଣ୍ଟ ପାଇପାରିବେ । ଏହାସହିତ 3ମାସ ପର୍ଯ୍ୟନ୍ତ ନୋ-କଷ୍ଟ EMI ସୁବିଧା ପାଇପାରିବେ ।

OnePlus Nord 4
OnePlus Nord 4 (OnePlus)

OnePlus Nord 4: ଏହି ସେଲରେ OnePlus Nord 4 ସ୍ମାର୍ଟଫୋନର ଗ୍ରାହକ 2ହଜାର ଟଙ୍କା ପର୍ଯ୍ୟନ୍ତ ଅଫର୍ ପାଇପାରିବେ । ଏହାସହ 3000 ଟଙ୍କା ପର୍ଯ୍ୟନ୍ତ ତତକ୍ଷଣାତ୍ ବ୍ୟାଙ୍କ ରିହାତି ଏବଂ 6 ମାସ ପର୍ଯ୍ୟନ୍ତ ବିନା ମୂଲ୍ୟରେ EMI ବିକଳ୍ପ ମଧ୍ୟ ପାଇପାରିବେ ।

Also Read: 24GB RAM ସହିତ ରିଲିଜ ହେବ One plusର ଏହି ମୋବାଇଲ, ଜାଣନ୍ତୁ ଦାମ - One Plus 13 Launching soon

Rs. 20,000 Instant Bank Offers: ସେପ୍ଟେମ୍ବର 26ରୁ ଆପଣ OnePlus ଓପନ୍ ଆପେକ୍ସ ଏଡିସନ କିଣିବାରେ ଭଲ ଅଫର ପାଇପାରିବେ । OnePlus Openର ସିଲେକ୍ଟ ଭାରିଏଣ୍ଟ କ୍ରୟ କରୁଥିବା ଗ୍ରାହକମାନେ 12 ମାସ ପର୍ଯ୍ୟନ୍ତ 20ହଜାର ଟଙ୍କା ତତକ୍ଷଣାତ୍ ବ୍ୟାଙ୍କ ଅଫର୍ ଏବଂ ବିନା ମୂଲ୍ୟରେ EMI ଲାଭ ଉଠାଇପାରିବେ । ଏହି ଅଫର OnePlus.in, OnePlus Experience stores, ଅଫଲାଇନ୍ ପାର୍ଟନର ଷ୍ଟୋରରେ ଉପଲବ୍ଧ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.