ETV Bharat / technology

Honda CB300F ଫ୍ଲେକ୍ସଟେକ୍‌ ଲଞ୍ଚ୍‌; 85% ଇଥାନଲରେ ଚାଲିବ, ଜାଣନ୍ତୁ ଦାମ

ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ Honda Motorcycle ଭାରତରେ Honda CB300F FlexTech ବାଇକ୍‌ ଲଞ୍ଚ କରିଛି । ଯାହାକି ପେଟ୍ରୋଲ ଖର୍ଚ୍ଚରୁ ମୁକ୍ତି ଦେବ । 85% ଇଥାନଲରେ ଚାଲିବ ।

author img

By ETV Bharat Tech Team

Published : 3 hours ago

Honda CB300F FlexTech
Honda CB300F FlexTech (Photo- Honda Motorcycle)

ହାଇଦ୍ରାବାଦ: ଦିନକୁ ଦିନ ବଢୁଛି ପେଟ୍ରୋଲ ଦର । ଫଳରେ ଲୋକେ ଏହାର ବିକଳ୍ପ ଖୋଜିବା ଆରମ୍ଭ କଲେଣି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବାଇକ ଓ କାର ନିର୍ମାତା କମ୍ପାନୀ ପେଟ୍ରୋଲର ବିକଳ୍ପ ଇନ୍ଧନରେ ଚାଲିପାରୁଥିବା ଗାଡି ନିର୍ମାଣ କରୁଛନ୍ତି । ଏହାରି ମଧ୍ୟରେ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ Honda Motorcycle ନୂଆ ବାଇକ୍‌ ହୋଣ୍ଡା CB300F ଫ୍ଲେକ୍ସଟେକ୍‌ ଲଞ୍ଚ କରିଛି । ଯାହାକି 85 ପ୍ରତିଶତ ଇନ୍ଧନରେ ଚାଲିପାରିବ ।

ଏହା ପ୍ରଥମେ ଭାରତ ମୋବିଲିଟି ସୋ 2024ରେ ପ୍ରଦର୍ଶିତ ହୋଇଥିଲା । ଏହାର ଡିଜାଇନ ଷ୍ଟାଣ୍ଡାର୍ଡ ହୋଣ୍ଡା CB300F ସହିତ ସମାନ ଏବଂ ସମାନ ଫିଚର ପ୍ରଦାନ କରେ । ଏହା ମାସ ଶେଷରେ ହୋଣ୍ଡାର ବିଗୱିଙ୍ଗ୍ ରେଞ୍ଜର ଡିଲରସିପରେ ଉପଲବ୍ଧ ହେବ ।

ଏହା ବି ପଢନ୍ତୁ
  1. ବ୍ଲାକ ଥିମରେ ବଜାର ପ୍ରବେଶ କଲା ମହିନ୍ଦ୍ରା ସ୍କର୍ପିଓ କ୍ଲାସିକ ବସ୍‌ ଏଡିସନ; ଏତିକି ଦାମ
  2. Bajaj Pulsar NS160: ପେଟ୍ରୋଲ ଖର୍ଚ୍ଚରୁ ମିଳିବ ମୁକ୍ତି; ନୂଆ ବାଇକ୍‌ ଆଣୁଛି ବଜାଜ୍‌, 100% ଇଥାନଲରେ ଚାଲିବ
  3. ପେଟ୍ରୋଲରେ 20% ଇଥାନଲ ମିଶିଲେ ବର୍ଷକୁ ମିଳିବ ଲକ୍ଷେ କୋଟିର ଲାଭ

କଣ ରହିଛି ଫିଚର ?

  • ଏହି ମୋଟର ସାଇକେଲ 2ଟି କଲର ଅପସନ ରହିଛି । ଯେଉଁଥିରେ ଆପଣଙ୍କୁ ସ୍ପୋର୍ଟସ ରେଡ ଓ ମ୍ୟାଟ୍‌ ଆକ୍ସିସ ଗ୍ରେ ମେଟାଲିକ କଲର ମିଳିଯିବ ।
  • ଏହି 2 କଲର ଅପସନ ଷ୍ଟାଣ୍ଡାର୍ଡ ମୋଟରସାଇକେଲ ପାଇଁ ମଧ୍ୟ ଉପଲବ୍ଧ ।
  • ଦୁଇଟି ଭିନ୍ନ ମଡେଲକୁ ଆପଣ ଚିହ୍ନିବାର ଗୋଟିଏ ଉପାୟ ହେଉଛି CB300F ଫ୍ଲେକ୍ସର ତେଲ ଟାଙ୍କି ଉପରେ ଏକ ନୀଳ ରଙ୍ଗର ଡିକଲ ରହିଥାଏ । ଏଥିରେ ବ୍ରାଣ୍ଡର ନାମ 'FlexTech' ଲେଖା ହୋଇଥାଏ ।
  • ବ୍ରେକିଂ ପାଇଁ ଉଭୟ ପାର୍ଶ୍ବରେ ଡିସ୍କ ବ୍ରେକ୍ ଲଗାଯାଇଛି ।
  • ଯଦି ଆମେ ପାୱାରଟ୍ରେନ ବିଷୟରେ କହିବା ତେବେ ଏହା ଏକ 293.53cc, ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ୍ ରହିଛି, ଯାହା ବର୍ତ୍ତମାନ E85 ଇନ୍ଧନ ସହିତ ସୁସଙ୍ଗତ ଅର୍ଥାତ ଏହା 85 ପ୍ରତିଶତ ଇଥାନଲ ସହିତ ଇଥାନଲ-ପେଟ୍ରୋଲ ମିଶ୍ରଣରେ ଚାଲିପାରିବ ।
  • ଏହି ଇଞ୍ଜିନ୍ 24.5 bhpର ଶକ୍ତି ଏବଂ ଟର୍କ 25.9 Nm ଦେଇଥାଏ, ଯାହା ଷ୍ଟାଣ୍ଡାର୍ଡ ମୋଟର ସାଇକେଲଠାରୁ ଟିକେ ଅଧିକ ।
  • ଏହା ଏକ 6-ସ୍ପିଡ୍ ଗିଅରବକ୍ସ ସହିତ ଯୋଡ଼ି ହୋଇଥିବା ଯୋଗୁଁ ଏକ ସ୍ଲିପ୍ ଏବଂ ସହାୟକ କ୍ଲଚ ସପୋର୍ଟ କରେ ।

ଦାମ କେତେ ?

  • କମ୍ପାନୀ ଏହାକୁ 1.70 ଲକ୍ଷ ଟଙ୍କା (ଏକ୍ସ-ଶୋ’ରୁମ୍) ବଜାର ପ୍ରବେଶ କରାଇଛି ।
  • ବିଶେଷ କଥା ହେଉଛି ଏହାର ମୂଲ୍ୟ ଏହାର ଷ୍ଟାଣ୍ଡାର୍ଡ ମୋଟରସାଇକେଲ ସହିତ ସମାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.