ETV Bharat / technology

Googleର Pixel 9 Pro ପାଇଁ ପ୍ରିଅର୍ଡର ଆରମ୍ଭ; ଜାଣନ୍ତୁ କଣ ମିଳୁଛି ଅଫର

Google Pixel 9 Pro: ଆପଲର iPhone ସହ ତୁଳନା ହେଉଥିବା ଗୁଗଲର ପିକ୍ସେଲ 9 ପ୍ରୋ ସ୍ମାର୍ଟଫୋନର ଭାରତରେ ପ୍ରି-ଅର୍ଡର ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ

author img

By ETV Bharat Tech Team

Published : 2 hours ago

Google Pixel 9 Pro
Google Pixel 9 Pro (Photo- Google India)

ହାଇଦ୍ରାବାଦ: ଗୁଗଲ୍ ପିକ୍ସେଲ୍ Pro ଶେଷରେ ଭାରତୀୟ ବଜାରରେ ଉପଲବ୍ଧ ହେବାକୁ ଯାଉଛି । ଗ୍ରାହକ ଏହି ସ୍ମାର୍ଟଫୋନ କିଣିବା ଲାଗି ଫ୍ଲିପକାର୍ଟ ମାଧ୍ୟମରେ ପ୍ରି-ବୁକ୍ କରିପାରିବେ । ଏହି ଡିଭାଇସ୍ ଅଗଷ୍ଟ 2024ରେ ପିକ୍ସେଲ 9, ପିକ୍ସେଲ 9 ପ୍ରୋ XL ଏବଂ ପିକ୍ସେଲ 9 ପ୍ରୋ ଫୋଲ୍ଡ ସହିତ ଦେଶରେ ଲଞ୍ଚ କରାଯାଇଥିଲା । ଗୁଗଲ ପିକ୍ସେଲ 9 ପ୍ରୋର ମୂଲ୍ୟ, ବିଶେଷତା ଏବଂ କଲର ଅପସନକୁ ନିଶ୍ଚିତ କରିଥିବାବେଳେ ଦେଶରେ ଏହି ସ୍ମାର୍ଟଫୋନର ବିକ୍ରି ଖୁବଶୀଘ୍ର ଆରମ୍ଭ ହେବ ।

16GB RAM + 256GB ଷ୍ଟୋରେଜ୍ ମଡେଲ ପାଇଁ ପିକ୍ସେଲ 9 ପ୍ରୋର ମୂଲ୍ୟ 1,09,999 ଟଙ୍କା ରଖାଯାଇଛି । ତଥାପି ଆପଣ ଏହାକୁ ICICI ବ୍ୟାଙ୍କ କ୍ରେଡିଟ୍ କାର୍ଡ କିମ୍ବା କ୍ରେଡିଟ୍ / ଡେବିଟ୍ କାର୍ଡ ଜରିଆରେ EMI ମାଧ୍ୟମରେ 10,000 ଇନଷ୍ଟାଣ୍ଟ କ୍ୟାସବ୍ୟାକ୍ ଅଫର ସାହାଯ୍ୟରେ 99,999 ଟଙ୍କା ମୂଲ୍ୟର ଏକ ଭଲ ମୂଲ୍ୟରେ କିଣିପାରିବେ । ଯେଉଁମାନେ ଫ୍ଲିପକାର୍ଟ ମାଧ୍ୟମରେ ସ୍ମାର୍ଟଫୋନ୍ ପ୍ରି-ଅର୍ଡର କରନ୍ତି, ସେମାନେ 7,999 ଟଙ୍କା ରିହାତି ମୂଲ୍ୟରେ Pixel Buds Pro ମଧ୍ୟ ପାଇବେ ।

Also Read: Google Pixel 9 AI Camera: ଏଣିକି ଗ୍ରୁପଫଟୋରୁ ବାଦ ପଡିବେନି ଫଟୋଗ୍ରାଫର, କେମିତି ସମ୍ଭବ ? ଜାଣନ୍ତୁ

Google Pixel 9 Pro ବିଶେଷତା ଓ ଫିଚର୍ସ:-

  • ଗୁଗଲ୍ ପିକ୍ସେଲ୍ 9 ପ୍ରୋରେ 6.3-ଇଞ୍ଚ୍ ସୁପର ଏକ୍ଟୁଆ LTPO OLED ଡିସପ୍ଲେ ସହିତ ଆସିଛି ଯାହା 1.5K ପିକ୍ସେଲ ରିଜୋଲ୍ୟୁସନ୍, 120Hz ପର୍ଯ୍ୟନ୍ତ ରିଫ୍ରେସ ରେଟ୍‌ ଏବଂ 3000 Nitsର ବ୍ରାଇଟେନେସକୁ ସମର୍ଥନ କରେ ।
  • ସ୍ମାର୍ଟଫୋନ୍ ଟେନସର G4 ଚିପସେଟରୁ ପାୱାର ଆଣିଥାଏ । ଟାଇଟାନ M2 ସୁରକ୍ଷା ଚିପ, 16 ଜିବି ରାମ୍ ଏବଂ 256 ଜିବି ଷ୍ଟୋରେଜ୍ ସହିତ ଏହା ଆସିଛି ।
  • ଏହି ଡିଭାଇସରେ ଏକ ଟ୍ରିପଲ୍ ରିଅର କ୍ୟାମେରା ସେଟଅପ୍ ଅଛି, ଯେଉଁଥିରେ 50MP ପ୍ରାଥମିକ ସେନ୍ସର, 48MP ଅଲଟ୍ରାୱାଇଡ୍ ସୁଟର ଏବଂ 5x ଅପ୍ଟିକାଲ୍ ଜୁମ୍ ସହିତ 48MP ପେରିସ୍କୋପ୍ ଟେଲିଫଟୋ କ୍ୟାମେରା ରହିଛି ।
  • ପିକ୍ସେଲ 9 ପ୍ରୋ ଆଗରେ 42MPର ସେଲଫି କ୍ୟାମେରା ଅଛି ।
  • ସ୍ମାର୍ଟଫୋନ୍ 4,700mAh ବ୍ୟାଟେରୀ ସହିତ ଆସିଥିବା ବେଳେ ଏଥିରେ Qi ୱେରଲେସ ଚାର୍ଜିଂ ବ୍ୟତୀତ 45W ୱେୟାର୍ଡ ଚାର୍ଜିଂକୁ ସମର୍ଥନ କରେ ।
  • ଧୂଳି ଏବଂ ପାଣିକୁ ପ୍ରତିରୋଧ କରିବା ଲାଗି ଏହି ସ୍ମାର୍ଟଫୋନରେ IP68- ରେଟିଂ ରହିଛି । ୱେରଲେସ ସଂଯୋଗ ବିକଳ୍ପ ପାଇଁ ଡିଭାଇସ୍ ୱାଇ-ଫାଇ 6, ବ୍ଲୁଟୁଥ୍ 5.3, ଏବଂ NFCକୁ ସମର୍ଥନ କରେ ।
Also Read: ଗୁଗଲ ପିକ୍ସେଲ 9 ବନାମ ଆଇଫୋନ 16; କେଉଁଟା ଭଲ ?

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.