ETV Bharat / technology

2024 Maruti Dzireର କେଉଁ ଭାରିଏଣ୍ଟରେ କଣ ସୁବିଧା; ଜାଣନ୍ତୁ - 2024 MARUTI SUZUKI DZIRE VARIANTS

ମାରୁତି ସୁଜୁକି ନୂଆ ଡିଜାୟାର କାର ଲଞ୍ଚ କରିଛି । ଏହି ନୂଆ ମାରୁତି ଡିଜାୟାରର କେଉଁ ଭାରିଏଣ୍ଟରେ କଣ ସୁବିଧା ମିଳିବ ଜାଣନ୍ତୁ...

2024 Maruti Dzire
2024 Maruti Dzire (Credit- Maruti Suzuki)
author img

By ETV Bharat Tech Team

Published : Nov 13, 2024, 4:28 PM IST

ହାଇଦ୍ରାବାଦ: ନିକଟରେ ମାରୁତି ସୁଜୁକି ନୂଆ ମାରୁତି ଡିଜାୟାର କାର ଲଞ୍ଚ କରିଛି । ଏହି କାରର ପ୍ରାରମ୍ଭିକ ମୂଲ୍ୟ 6.79 ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ଏହାର ଟପ୍‌ ମଡେଲର ଦାମ 10.14 ଲକ୍ଷ ଟଙ୍କା (ଏକ୍ସ ଶୋରୁମ୍) ରହିଛି । ସବୁଠୁ ଖାସ କଥା ହେଉଛି ଏହା କାରକୁ NCAP କ୍ରାସ୍ ପରୀକ୍ଷଣରେ 5-ଷ୍ଟାର ସୁରକ୍ଷା ମୂଲ୍ୟାୟନ ମିଳିଛି ।

2024 ମାରୁତି ସୁଜୁକି ଡିଜାଯାର ଭାରିଏଣ୍ଟ:-

ମାରୁତି ଡିଜାୟାରର ଲୁକ୍‌ ସ୍ବିଫ୍ଟ ହ୍ୟାଚବାକ୍‌ ଉପରେ ଆଧାରିତ ହେବା ସତ୍ତ୍ବେ ଯନ୍ତ୍ରପାତି ଦୃଷ୍ଟିରୁ ଏହା ମାରୁତି ସ୍ବିଫ୍ଟ ଏବଂ ଏହାର ପୁରୁଣା ମଡେଲ ତୁଳନାରେ ଗୋଟିଏ ପାଦ ଆଗରେ ଅଛି । କମ୍ପାନୀ ମୋଟ 4ଟି ଭାରିଏଣ୍ଟ- LXi, VXi, ZXi ଏବଂ ZXi + ରେ ନୂତନ ମାରୁତି ଡିଜାୟାରକୁ ଲଞ୍ଚ କରିଛି । ଯଦି ଆପଣ ଏହି ନୂତନ ଡିଜାୟାର କିଣିବାକୁ ଯୋଜନା କରୁଛନ୍ତି ତେବେ ଏଠାରେ ଆମେ ଏହାର ପ୍ରତ୍ୟେକ ଟ୍ରିମରେ ଉପଲବ୍ଧ ଫିଚର ସମ୍ପର୍କରେ ଆପଣଙ୍କୁ ବିସ୍ତୃତ ଭାବେ କହିବାକୁ ଯାଉଛୁ ।

ପାୱାର୍ ଟ୍ରେନ୍ ଓ ମାଇଲେଜ:-

ନୂତନ ମାରୁତି ଡିଜାୟାରରେ ସ୍ବିଫ୍ଟ ସହିତ ସମାନ 1.2 ଲିଟର, 3-ସିଲିଣ୍ଡର, Z12E ପେଟ୍ରୋଲ ଇଞ୍ଜିନ ଅଛି ଯାହାକି 80 ବିଏଚପି ପାୱାର ଓ 112 ନ୍ୟୁଟନ୍ ମିଟର ଟର୍କ ପ୍ରଦାନ କରିବ । ଏହା ଚାରୋଟି ଭାରିଏଣ୍ଟରେ 5-ସ୍ପିଡ୍ ମାନୁଆଲ୍ ଏବଂ ଅଟୋମେଟିକ୍‌ ଗିଅରବକ୍ସ ମିଳିବ । ଏହାବାଦ ନୂତନ ଡିଜାୟାରରେ CNG ପାୱାର୍ ଟ୍ରେନ୍ ମିଳିବ ଯାହାକି ମିଡ୍-ସ୍ପେକ୍ VXi ଓ ZXi ଭାରିଏଣ୍ଟରେ ଉପଲବ୍ଧ ।

ଏହା ବି ପଢନ୍ତୁ
  1. ଭାରତରେ ଲଞ୍ଚ୍‌ ହେଲା 2024 Maruti Dzire; ମିଳିଛି 5-ଷ୍ଟାର ସେଫ୍ଟି ରେଟିଂ, ଦାମ ଏତିକି
  2. ମାରୁତି ସୁଜୁକିର ଏହି କାରକୁ 5-ଷ୍ଟାର ସେଫ୍ଟି ରେଟିଂ ଦେଲା Global NCAP; ଦେଖନ୍ତୁ ଭିଡିଓ

CNG ପାୱାର ଟ୍ରେନ ସହିତ କେବଳ 5-ସ୍ପିଡ ମାନୁଆଲ ଗିଅରବକ୍ସ ଉପଲବ୍ଧ ଏବଂ ଏହି ପାୱାର ଟ୍ରେନ୍ 68 ବିଏଚପି ପାୱାର ଏବଂ CNG ଇନ୍ଧନରେ 101.8 ନ୍ୟୁଟନ୍ ମିଟର ଟର୍କ ଉତ୍ପାଦନ କରିଥାଏ । ନୂତନ ଡିଜାୟାରର ARAI- ରେଟେଡ୍ ମାଇଲେଜ ମାନୁଆଲ୍ ଗିଅରବକ୍ସ ସହିତ 24.79kpl ଏବଂ AMT ଗିଅରବକ୍ସ ସହିତ 25.71kpl ରହିଛି । ଏହାସହ ନୂଆ ଡିଜାୟାରରେ CNG ଭାରିଏଣ୍ଟରେ 33.73 କିମି / କେଜି ମାଇଲେଜ ମିଳିବ ।

2024 Maruti Suzuki Dzireର କେଉଁ ଭାରିଏଣ୍ଟରେ କଣ ଫିଚର ?

1. 2024 Maruti Dzire LXi

ଦାମ: 6.79ଲକ୍ଷ ଟଙ୍କା, ପାୱାରଟ୍ରେନ: ପେଟ୍ରୋଲ-ଏମଟି

  • ପ୍ରୋଜେକ୍ଟର ହାଲୋଜେନ ହେଡଲାଇଟ୍‌ସ
  • LED ଟେଲ୍‌ ଲାଇଟ୍‌
  • କଭର ବିନା 14-ଇଞ୍ଚର ଷ୍ଟିଲ ହ୍ବିଲ
  • ବ୍ଲାକ ଓ ବେଜ ଡୁଆଲ ଇଣ୍ଟିରିଅର
  • ଫେବ୍ରିକ ସିଟ୍‌
  • ଆଡଜଷ୍ଟେବଲ ଫ୍ରଣ୍ଟ ସିଟ୍‌ ହେଡସେଟ୍‌
  • ମଲ୍ଟି ଇନଫର୍ମେସନ ଡିସପ୍ଲେ
  • 4-ପାୱାର ୱିଣ୍ଡୋ
  • ଡ୍ରାଇଭର ସାଇଡ୍‌ ୱିଣ୍ଡୋ ଅଟୋ ଅପ୍‌-ଡାଉନ୍‌
  • ମାନୁଆଲ୍‌ ଏସି
  • ଆଡଜଷ୍ଟେବଲ ଷ୍ଟିଅରିଂ ହ୍ବିଲ
  • 6 ଏୟାରବ୍ୟାଗ୍‌
  • ଇଲେକ୍ଟ୍ରୋନିକ୍‌ ଷ୍ଟାବିଲିଟି ପ୍ରୋଗ୍ରାମ (ESP)
  • ହିଲ୍‌-ହୋଲ୍ଡ ଆସିଷ୍ଟ
  • EBD ସହିତ ABS
  • ରିଭର୍ସ ପାର୍କିଂ ସେନ୍ସର

2. 2024 Maruti Dzire VXi

ଦାମ: 7.79ଲକ୍ଷ-8.74ଲକ୍ଷ ଟଙ୍କା

ପାୱାରଟ୍ରେନ- ପେଟ୍ରୋଲ ଏମଟି, ପେଟ୍ରୋଲ AMT, CNG-MT

  • କଭର ସହିତ 14-ଇଞ୍ଚ ଷ୍ଟିଲ୍ ହ୍ବିଲ
  • ଫ୍ରଣ୍ଟ୍ ଗ୍ରିଲରେ କ୍ରୋମ୍ ଫିନିଶ୍‌
  • ୱିଙ୍ଗ୍ ମିରରରେ ଟର୍ଣ୍ଣ ଇଣ୍ଡିକେଟର
  • ଶରୀର ରଙ୍ଗର ଡୋର ହ୍ୟାଣ୍ଡେଲ ଓ ୱିଙ୍ଗ ମିରର
  • ବୈଦୁତିକ ଭାବରେ ନିୟନ୍ତ୍ରିତ ଏବଂ ଫୋଲଡେବଲ୍ ୱିଙ୍ଗ୍ ମିରର
  • ଡ୍ୟାସବୋର୍ଡରେ ସିଲଭର ଫିନିଶ
  • 7-ଇଞ୍ଚ ଟଚସ୍କ୍ରିନ୍
  • ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ୍ କାରପ୍ଲେ
  • 4ଟି ସ୍ପିକର
  • ଷ୍ଟିଅରିଂ ମାଉଣ୍ଟ୍ କଣ୍ଟ୍ରୋଲ
  • OTA ଅପଡେଟ
  • ଭଏସ ଆସିଷ୍ଟାଣ୍ଟ
  • USB ଏବଂ ବ୍ଲୁଟୁଥ୍ କନେକ୍ଟିଭିଟି
  • ଉଚ୍ଚତା-ନିୟନ୍ତ୍ରିତ ଡ୍ରାଇଭର ସିଟ୍‌
  • ନିୟନ୍ତ୍ରିତ ରିଅର ହେଡରେଷ୍ଟ୍‌
  • ଡେ-ନାଇଟ୍‌ ରିଅରଭ୍ୟୁ ମିରର (IRVM)
  • ଫ୍ରଣ୍ଟ ରୁଫ୍‌ ଲ୍ୟାମ୍ପ
  • ପଛ ଏସି ଭେଣ୍ଟସ୍

3. 2024 Maruti Dzire ZXi

ଦାମ: 7.84-8.89 ଲକ୍ଷ ଟଙ୍କା

ପାୱାରଟ୍ରେନ: ପେଟ୍ରୋଲ-ଏମଟି, ପେଟ୍ରୋଲ-ଏଏମଟି, CNG-ଏମଟି

  • ଅଟୋ LED ହେଡଲାଇଟ୍
  • LED ଡେଟାଇମ ରନିଂ ଲ୍ୟାମ୍ପ
  • 15-ଇଞ୍ଚ୍ ସିଙ୍ଗଲ ଟୋନ୍‌ ଆଲଏ ହ୍ବିଲ୍‌
  • କ୍ରୋମ୍ ୱିଣ୍ଡୋ ଗାର୍ନିସ୍
  • ଡ୍ୟାସବୋର୍ଡରେ ସିଲଭର ଟ୍ରିମ୍
  • ପୁସ୍ ବଟନ୍ ଷ୍ଟାର୍ଟ-ଷ୍ଟପ୍‌
  • ୱେୟାରଲେସ୍‌ ଫୋନ୍ ଚାର୍ଜର
  • କି-ଚାଳିତ ବୁଟ ଓପନିଂ
  • ଅଟୋ ଏସି
  • 6ଟି ସ୍ପିକର
  • ସଂଯୁକ୍ତ କାର ଟେକ୍ନୋଲୋଜି
  • ରିଭର୍ସ ପାର୍କିଂ କ୍ୟାମେରା
  • ଟାୟାର ପ୍ରେସର ମନିଟରିଂ ସିଷ୍ଟମ (TPMS)

4. 2024 Maruti Dzire ZXi+

ଦାମ: 9.69-10.14 ଲକ୍ଷ ଟଙ୍କା

ପାୱାରଟ୍ରେନ: ପେଟ୍ରୋଲ-ଏମଟି, ପେଟ୍ରୋଲ-ଏଏମଟି

  • 15-ଇଞ୍ଚ ଡୁଆଲ୍-ଟୋନ୍ ଆଲଏ
  • LED ଫ୍ରଣ୍ଟ ଫଗ୍‌ ଲ୍ୟାମ୍ପ
  • ଆଗ ଫୁଟୱେଲ ଲାଇଟ୍‌
  • ଲେଦର ର୍ୟାପଡ୍‌ ଷ୍ଟିଅରିଂ ହ୍ବିଲ
  • 9-ଇଞ୍ଚ୍ ଟଚସ୍କ୍ରିନ୍
  • ସିଙ୍ଗଲ ପ୍ୟାନ୍‌ ସନରୁଫ୍‌
  • କ୍ରୁଜ୍ କଣ୍ଟ୍ରୋଲ
  • କାର୍ ଲକ୍ କରିବା ସମୟରେ ଅଟୋ ଫୋଲ୍ଡ ୱିଙ୍ଗ୍ ମିରର
  • 360-ଡିଗ୍ରୀ କ୍ୟାମେରା

ସୂଚନା ଥାଉ କି ମାରୁତି ସୁଜୁକି ଡିଜାୟାର ଲଞ୍ଚ କରିବା ସହିତ ଏହାର ବୁକିଂ ଆରମ୍ଭ କରିଦେଇଛି । ଏହା କମ୍ପାନୀର ୱେବସାଇଟ୍ କିମ୍ବା ଅଫିସିଆଲ୍ ଡିଲରସିପଠାରୁ 11,000 ଟଙ୍କା ଦେଇ ଆଗୁଆ ବୁକ୍ ହୋଇପାରିବ । ତେବେ ଏହି ମୂଲ୍ୟଗୁଡ଼ିକ ହେଉଛି ଏହାର ପ୍ରାରମ୍ଭିକ ମୂଲ୍ୟ, ଯାହା କେବଳ 31 ଡିସେମ୍ବର ପର୍ଯ୍ୟନ୍ତ ପ୍ରଯୁଜ୍ୟ । ଭାରତରେ ମାରୁତି ଡିଜାୟାରର ମୁକାବିଲା Hyundai Aura, Tata Tigor ଓ Honda Amaze ସହିତ ପ୍ରତିଦ୍ବନ୍ଦ୍ବିତା କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.