ETV Bharat / state

ଟ୍ୟାକ୍ସ ଆଦାୟ ନାଁରେ ନେଉଥିଲେ ଲାଞ୍ଚ, ଭିଜିନାନ୍ସ ଜାଲରେ CT GST ଆସିଷ୍ଟାଣ୍ଟ କମିସନର - CT GST OFFICER ON VIGILANCE NET - CT GST OFFICER ON VIGILANCE NET

Vigilance Raid Assistant Commissioner CT & GST Enforcement Unit Jajpur: ଭିଜିଲାନ୍ସ ଜାଲରେ ଯାଜପୁର CT & GST ଆସିଷ୍ଟାଣ୍ଟ୍ କମିସନର । CT & GST ଆସିଷ୍ଟାଣ୍ଟ୍ କମିସନର ବିନୟ ଭୂଷଣ ତ୍ରିପାଠୀ । ୫ ଲକ୍ଷ ୮୫ ହଜାର ସରକାରୀ ଅର୍ଥ ହଡ଼ପ ଅଭିଯୋଗ । ଅଧିକ ପଢନ୍ତୁ

Vigilance sleuths raid
Vigilance sleuths raid (ETV Bharat Odisha)
author img

By ETV Bharat Odisha Team

Published : Aug 17, 2024, 12:11 PM IST

Updated : Aug 17, 2024, 1:39 PM IST

ଭୁବନେଶ୍ୱର: ଟ୍ୟାକ୍ସର ଭୟ ଦେଖାଇ ଲାଞ୍ଚ ଅସୁଲ ପଡିଲା ମହଙ୍ଗା । ଭିଜିଲାନ୍ସ ରାଡାରରେ ସିଟି ଜିଏସଟି ସହ କମିସନର । ବିନୟ ଭୁଷଣ ତ୍ରିପାଠୀ । ଚାଲିଛି ତାଙ୍କ ଘରେ ଭିଜିଲାନ୍ସ ସର୍ଚ୍ଚ ଅପରେସନ । ଆୟ ବହିର୍ଭୂତ ସମ୍ପତ୍ତି କେତେ ରଖିଛନ୍ତି ଖୋଜୁଛନ୍ତି ଭିଜିଲାନ୍ସ ଟିମ୍ । ଏନେଇ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତାଙ୍କ ନାଁରେ ବେଆଇନ ଭାବେ ଜବତ ଜିନିଷ ବିକ୍ରି କରି ସରକାରୀ ଟଙ୍କା ଚଳୁର ଅଭିଯୋଗ ରହିଛି ।

ଭିଜିନାନ୍ସ ଜାଲରେ CT GST ଆସିଷ୍ଟାଣ୍ଟ କମିସନର (ETV Bharat Odisha)
ଏହା ବି ପଢନ୍ତୁ- ଲାଞ୍ଚ ନେଇ ଫସିଗଲେ ଲାଞ୍ଚୁଆ ପୋଷ୍ଟାଲ ଇନ୍ସପେକ୍ଟର, ବାନ୍ଧିଲା CBI - postal inspector in CBI net

ଏନେଇ ସୁଚନା ମୁତାବକ ୫ଲକ୍ଷ ୮୫‌ହଜାର ଟଙ୍କାର ଟାକ୍ସ ବସୁଲରେ ହେରଫେର କରିବା ଅଭିଯୋଗରେ‌ ରେଡ ହୋଇଛି । 5ଟି ସ୍ଥାନରେ ୭ ଡିଏସପି ଓ ୧୪ଇନସ୍ପେକ୍ଟରଙ୍କ ସହ ୨୦ରୁ ଉର୍ଦ୍ଧ୍ବ ପୋଲିସ କର୍ମଚାରୀ ମିଶିକି ଏକକାଳୀନ ଭାବେ ରେଡ ଜାରି ରଖିଛନ୍ତି । ଏନେଇ‌ ବିନୟ ତ୍ରିପାଠିଙ୍କ ୟୁନିଟ ୨ ସରକାରୀ କ୍ବାର୍ଟର ସମେତ ଖୋର୍ଦ୍ଧା ନିରାକାର ପୁରରେ ଥିବା ପୈତୃକ ଘର ଓ ନିରାକାର ପୁରରେ ଥିବା ତାଙ୍କର ଏକ ଫାର୍ମ ହାଉସରେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ସେହିପରି ବରମୁଣ୍ଡାରେ ଥିବା ଏକ ଆପାର୍ଟମେଣ୍ଟ ସମେତ କେନ୍ଦ୍ରାପଡାରେ ମଧ୍ୟ ସର୍ଚ୍ଚ ଜାରି ରହିଛି ।

CT GST ଆସିଷ୍ଟାଣ୍ଟ କମିସନର
CT GST ଆସିଷ୍ଟାଣ୍ଟ କମିସନର (ETV Bharat Odisha)

ଏହା ବି ପଢନ୍ତୁ- ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଘରୁ ମିଳିଲା ପୁଳା ପୁଳା ସୁନା, ତାରା ପ୍ରସାଦ ମିଶ୍ରଙ୍କୁ ବାନ୍ଧିଲା ଭିଜିଲାନ୍ସ - Ex chief engineer Vigilance scanner

ସ୍କ୍ରାପ ବ୍ୟବସାୟିକଠୁ ଟ୍ୟାକ୍ସ ହେରଫେର
ଗତ ମେ ମାସରେ ତ୍ରିପାଠି ଓ ତାଙ୍କ ଏନଫୋର୍ସମେଣ୍ଟ ୟୁନିଟ ଯାଯପୁରରେ ଏକ ସ୍କ୍ରାପ ବ୍ୟବସାୟିକୁ ଧରିଥିଲେ । ଟ୍ରକ ବୋଝେଇ ସ୍କ୍ରାପ ନେଇଯାଉଥିବା ଟ୍ରକ OD-04-L-2233 ରେ ୮ଲକ୍ଷ ୮୯ହଜାର ଟଙ୍କାର ଜିନିଷ ଥିଲା । ଏନେଇ ଟ୍ରକ ଓନରକୁ ୩ଲକ୍ଷ ୨୦ହଜାର‌ଟଙ୍କା ଡିପୋଜିଟ ପାଇଁ କହିଥିଲେ । ଆଉ ବେଆଇନ ଭାବେ ୨ଲକ୍ଷ ୫୦ହଜାର‌ଟଙ୍କା ଦେଲେ ତାଙ୍କ ଗାଡି ଓ ଜିନିଷ ରିଲିଜ କରିବା ପାଇଁ ।

ଏହା ବି ପଢନ୍ତୁ- ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ, ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି - Vigilance Raid

ଯେତେବେଳେ ସେହି ସ୍କ୍ରାପ ମାଲିକ ଏନେଇ ଲାଞ୍ଚ ଟଙ୍କା ମିଳିନଥିଲା‌ । ଏନେଇ‌ ବାଧ୍ୟ ହୋଇ ଜବତ କରିଥିବା ସ୍କ୍ରାପକୁ ବେଆଇନଭାବେ ଆଉ ଜଣେ ସ୍କ୍ରାପ ବ୍ୟବସାୟିକୁ ୫ଲକ୍ଷ ୮୫ହଜାରରେ‌ ବିକ୍ରି କରିଦେଇଥିଲେ । ଫଳରେ ଏଭଳି ବେଆଇନ‌ କାରବାର ସାମ୍ନାକୁ ଆସଥିଲା ।

Last Updated : Aug 17, 2024, 1:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.