ETV Bharat / state

ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ, ରାଜ୍ୟରେ ମୋଟ ୬୦.୭୦% ଭୋଟିଂ - ODISHA ELECTION 2024 SECOND PHASE

author img

By ETV Bharat Odisha Team

Published : May 20, 2024, 6:44 AM IST

Updated : May 20, 2024, 10:15 PM IST

ODISHA ELECTION 2024
ODISHA ELECTION 2024

21:19 May 20

ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ, ରାଜ୍ୟରେ ମୋଟ ୬୦.୭୦% ଭୋଟିଂ

ରାଜ୍ୟରେ ଶେଷ ହେଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଶେଷ ତଥ୍ୟ ସୁଦ୍ଧା ମୋଟ ୬୦.୭୦% ଭୋଟିଂ ରେକର୍ଡ ହୋଇଛି ।

17:43 May 20

ସନ୍ଧ୍ୟା 5ଟା ସୁଦ୍ଧା କେଉଁଠି କେତେ ମତଦାନ ?

ODISHA ELECTION 2024
ODISHA ELECTION 2024

ଭୁବନେଶ୍ବର: ସନ୍ଧ୍ୟା ୫ଟା ସୁଦ୍ଧା ୬୦.୫୫% ମତଦାନ ହୋଇଛି । ଆସିକା ଲୋକସଭା କ୍ଷେତ୍ରରେ ୫୫.୬୫%, ବରଗଡ଼ରେ ୬୬.୧୪%, ବଲାଙ୍ଗୀରରେ ୬୧.୩୫%, କନ୍ଧମାଳରେ ୫୭.୪୬% ଓ ସୁନ୍ଦରଗଡ଼ରେ ୬୧.୫୩% ପ୍ରତିଶତ ମତଦାନ ହୋଇଛି । ୫ଟା ସୁଦ୍ଧା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫୩.୧୬%, ହିଞ୍ଜିଳିରେ ୫୭.୨୧%, କବିସୂର୍ଯ୍ୟନଗରରେ ୫୬.୬୬%, ଖଲ୍ଲିକୋଟରେ ୫୮.୨୩%, ପୋଲସରାରେ ୫୮.୬୬%, ସାନଖେମୁଣ୍ଡିରେ ୫୭.୩୯%, ସୋରଡ଼ାରେ ୪୭.୮୦% ମତଦାନ ହୋଇଛି । ସେହିପରି ଅତାବିରାରେ ୬୭.୦୦%, ବରଗଡ଼ରେ ୬୫.୧୧%, ଭଟଲିରେ ୬୫.୨୩%, ବିଜେପୁରରେ୬୪.୮୦%, ବ୍ରଜରାଜନଗରରେ ୬୭.୪୨%, ଝାରସୁଗୁଡ଼ା ୬୮.୩୭%, ପଦ୍ମପୁର ୬୫.୩୨% ମତଦାନ ହୋଇଛି ।ସେହିପରି ବୀରମିତ୍ରପୁର ୬୮.୬୧%, ବଣାଇ ୬୮.୮୫%, ରଘୁନାଥପାଲ୍ଲୀରେ ୫୮.୨୫%, ରାଜଗାଙ୍ଗପୁରରେ ୫୭.୫୮%, ରାଉରକେଲାରେ ୫୫.୧୬%, ସୁନ୍ଦରଗଡ଼ରେ ୬୨% ଓ ତଳସରାରେ ୫୯% ମତଦାନ ହୋଇଛି ।

16:32 May 20

୩ଟା ସୁଦ୍ଧା ୪୮.୯୫% ମତଦାନ

ODISHA ELECTION 2024
ODISHA ELECTION 2024

ଭୁବନେଶ୍ବର: ୩ଟା ସୁଦ୍ଧା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୪୫.୨୦%, ହିଞ୍ଜିଳିରେ ୪୬.୯୮%, କବିସୂର୍ଯ୍ୟନଗରରେ ୪୭.୮୮%, ଖଲ୍ଲିକୋଟରେ ୪୭.୫୨%, ପୋଲସରାରେ ୪୮.୪୨%, ସାନଖେମୁଣ୍ଡିରେ ୪୬.୧୬%, ସୋରଡ଼ାରେ ୪୧.୨୦% ମତଦାନ ହୋଇଛି । ସେହିପରି ଅତାବିରାରେ ୫୬.୦୦%, ବରଗଡ଼ରେ ୫୧.୫୩%, ଭଟଲିରେ ୫୯.୬୮%, ବିଜେପୁରରେ ୪୯.୩୦%, ବ୍ରଜରାଜନଗରରେ ୫୩.୯୧%, ଝାରସୁଗୁଡ଼ା ୫୬.୧୯%, ପଦ୍ମପୁର ୫୧.୧୨% ମତଦାନ ହୋଇଛି ।

ସେହିପରି ବୀରମହାରାଜପୁରରେ ୫୩.୪୦%, ବଲାଙ୍ଗୀରରେ ୪୦.୦୧%, କଣ୍ଟାବାଞ୍ଜିରେ ୪୬.୨୮%, ଲୋଇସିଂହାରେ ୪୯.୬୨%, ପାଟଣାଗଡ଼ରେ ୪୧.୧୭%, ସୋନପୁରରେ ୪୮.୮୮%, ଟିଟିଲାଗଡ଼ରେ ୫୧.୩୧% ଭୋଟିଂ ହୋଇଛି । ବାଲୁଗୁଡାରେ ୪୭.୪୩%, ଭଞ୍ଜନଗରରେ ୪୧.୭୫%, ବୌଦ୍ଧରେ ୫୬.୩୯%, ଦଶପଲ୍ଲାରେ ୫୦.୧୦, ଜି ଉଦୟଗିରିରେ ୪୭.୨୬%, କଣ୍ଟାମାଳରେ ୫୨.୨୧%, ଫୁଲବାଣୀରେ ୫୦.୪୨% ଭୋଟିଂ ହୋଇଛି । ଏହାସହ ୩ଟା ସୁଦ୍ଧା ବୀରମିତ୍ରପୁରରେ ୫୪.୦୧, ବଣାଇରେ ୫୮.୩୦%, ରଘୁନାଥପାଲ୍ଲୀରେ ୪୬.୩୦%, ରାଜଗାଙ୍ଗପୁରରେ ୪୫.୦୦%, ରାଉରକେଲାରେ ୪୩.୪୪%, ସୁନ୍ଦରଗଡ଼ରେ ୪୮.୦୦%, ତଳସରାରେ ୪୬.୮୦% ମତଦାନ ହୋଇଛି ।

15:45 May 20

୩ଟା ସୁଦ୍ଧା ୪୮.୯୫% ମତଦାନ

ODISHA ELECTION 2024
ODISHA ELECTION 2024

ଭୁବନେଶ୍ୱର: ଅପରାହ୍ନ ୩ ଟା ସୁଦ୍ଧା ଓଡ଼ିଶାରେ ୪୮.୯୫% ମତଦାନ ହୋଇଛି । ଅପରାହ୍ନ ୩ଟା ସୁଦ୍ଧା ବରଗଡ଼ ଲୋକସଭା କ୍ଷେତ୍ରରେ ୫୩.୮୮% ମତଦାନ ହୋଇଛି । ସେହିପରି ସୁନ୍ଦରଗଡ଼ରେ ୪୮.୯୬% ମତଦାନ ହୋଇଛି । ବଲାଙ୍ଗୀରରେ ୪୬.୯୬%, କନ୍ଧମାଳରେ ୪୮.୯୩%, ଆସିକାରେ ୪୬.୨୩% ଭୋଟିଂ ହୋଇଛି । ଆଜି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଦିନ 1ଟା ସୁଦ୍ଧା 35.31 ପ୍ରତିଶତ ମତଦାନ ହୋଇଥିଲା । ବର୍ତ୍ତମାନ ଏହା ୪୮.୯୫%କୁ ବୃଦ୍ଧି ପାଇଛି ।

13:47 May 20

ଦିନ 1ଟା ସୁଦ୍ଧା 35.31 ପ୍ରତିଶତ ମତଦାନ

ODISHA ELECTION 2024
ODISHA ELECTION 2024

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଦିନ 1ଟା ସୁଦ୍ଧା 35.31 ପ୍ରତିଶତ ମତଦାନ ହୋଇଛି । ଆସିକା ଲୋକସଭାରେ 34.38 ପ୍ରତିଶତ, ବରଗଡରେ 38.18 ପ୍ରତିଶତ, ବଲାଙ୍ଗୀରରେ 32.82 ପ୍ରତିଶତ, କନ୍ଧମାଳରେ 35.09 ପ୍ରତିଶତ ଓ ସୁନ୍ଦରଗଡରେ 36.32 ପ୍ରତିଶତ ମତଦାନ ହୋଇଛି ।

12:34 May 20

ଭୋଟ ଦେଲେ ଜୁଏଲ ଓରାମ

ସୁନ୍ଦରଗଡ: ଭୋଟ ଦେଲେ ସୁନ୍ଦରଗଡ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ । ଜନସାଧାରଣଙ୍କୁ ଭୋଟ ଦେବାକୁ କଲେ ଅପିଲ ।

12:33 May 20

କେଉଁ ବିଧାନସଭାରେ କେତେ ପ୍ରତିଶତ ମତଦାନ ?

ODISHA ELECTION 2024
ODISHA ELECTION 2024

ଭୁବନେଶ୍ୱର: ଅତାବିରାରେ 27.00% ମତଦାନ ହୋଇଥିବା ବେଳେ ବ୍ରଜରାଜନଗରରେ 25.52% ଭଟଲିରେ 23.50 %, ବଣେଇ 34.56%, ଟିଟିଲାଗଡ 21.28%, କଣ୍ଟାବାଞ୍ଜି 11.58%,ବଲାଙ୍ଗୀର 14.96%, ବିଜେପୁର 22.50 % ଆସିକା 20.95% ଓ ସୋନପୁରରେ 20.00% ମତଦାନ ହୋଇଛି ।

11:46 May 20

ଦିନ 11ଟା ସୁଦ୍ଧା ରାଜ୍ୟରେ 21.07 ପ୍ରତିଶତ ମତଦାନ

ODISHA ELECTION 2024
ODISHA ELECTION 2024

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଦିନ 11ଟା ସୁଦ୍ଧା 21.07 ପ୍ରତିଶତ ମତଦାନ ହୋଇଛି । ଆସିକା ଲୋକସଭାରେ 21.53 ପ୍ରତିଶତ, ବରଗଡରେ 22.95 ପ୍ରତିଶତ, ବଲାଙ୍ଗୀରରେ 17.90 ପ୍ରତିଶତ, କନ୍ଧମାଳରେ 21.19 ପ୍ରତିଶତ ଓ ସୁନ୍ଦରଗଡରେ 22.19 ପ୍ରତିଶତ ମତଦାନ ହୋଇଛି ।

10:41 May 20

2019ରେ କାହାକୁ କେତେ ଆସନ ?

ODISHA ELECTION 2024
ODISHA ELECTION 2024

ଭୁବନେଶ୍ୱର: ଯଦି 2019 ନିର୍ବାଚନ ଫଳ ଉପରେ ନଜର ପକାଇବା, ତେବେ ଏହି ପାଞ୍ଚଟି ଆସନ କନ୍ଧମାଳ, ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼ ଏବଂ ଆସିକା ମଧ୍ୟରୁ ବିଜେପି 2ଟିରେ ଏବଂ ବିଜେଡି 2ଟିରେ ବିଜୟୀ ହୋଇଥିଲେ । ଖାତା ଖୋଲି ପାରିନଥିଲା କଂଗ୍ରେସ ପାର୍ଟି । ବିଜେପି 2019ରେ ସୁନ୍ଦରଗଡ଼, ବଲାଙ୍ଗୀର ଏବଂ ବରଗଡ଼ ଆସନ ହାତେଇ ଥିବା ବେଳେ, କନ୍ଧମାଳ ଏବଂ ଆସିକାରେ ବାଜି ମାତ କରିଥିଲା ବିଜେଡି ।

10:07 May 20

କେଉଁ ବିଧାନସଭା ଆସନରେ କେତେ ପ୍ରତିଶତ ମତଦାନ ?

ODISHA ELECTION 2024
ODISHA ELECTION 2024

ଭୁବନେଶ୍ୱର: ବରଗଡ ଲୋକସଭା ଅଧିନରେ ଆସୁଥିବା 7 ବିଧାନସଭା ଆସନରେ ଭଟଲିରେ ସର୍ବାଧିକ 11.48 ପ୍ରତିଶତ ମତଦାନ ହୋଇଥିବା ବେଳେ ବରଗଡରେ ସର୍ବନିମ୍ନ 8.21 ପ୍ରତିଶତ ମତଦାନ ହୋଇଛି । ସେହିପରି ଆସିକା ଲୋକସଭା ଅଧିନରେ ଆସୁଥିବା 7 ବିଧାନସଭା ଆସନ ମଧ୍ୟରୁ ପୋଲସରାରେ ସର୍ବାଧିକ 8.70 ପ୍ରତିଶତ ମତଦାନ ହୋଇଥିବା ବେଳେ ସୋରଡାରେ ସର୍ବାନିମ୍ନ 5.30 ପ୍ରତିଶତ ମତଦାନ ହୋଇଛି । ଅତାବିରାରେ 10.00 %, ଝାରସୁଗୁଡାରେ 9.98 %, ଆସିକାରେ 7.20 %, କବିସୂର୍ଯ୍ୟନଗରରେ 8.65 %, ହିଞ୍ଜିଳିରେ 6.96 %, ସୋନପୁରରେ 8.00 %, ଟିଟିଲାଗଡରେ 6.97 %, କଣ୍ଟାବାଞ୍ଜିରେ 4.00 %ବଲାଙ୍ଗୀରରେ 3.00 % ଭୋଟିଂ ହୋଇଛି ।

09:45 May 20

ସକାଳ 9ଟା ସୁଦ୍ଧା 6.87 % ମତଦାନ

ODISHA ELECTION 2024
ODISHA ELECTION 2024

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ସକାଳ 9ଟା ସୁଦ୍ଧା 6.87 % ମତଦାନ ହୋଇଛି । ଆସିକା ଲୋକସଭାରେ 7.62 ପ୍ରତିଶତ, ବରଗଡରେ 9.31 ପ୍ରତିଶତ, ବଲାଙ୍ଗୀରରେ 5.76 ପ୍ରତିଶତ, କନ୍ଧମାଳରେ 6.79 ପ୍ରତିଶତ ଓ ସୁନ୍ଦରଗଡରେ 4.89 ପ୍ରତିଶତ ମତଦାନ ହୋଇଛି ।

09:17 May 20

ଭୋଟ ଦେଲେ ଦିଲ୍ଲୀପ ତିର୍କୀ

ସୁନ୍ଦରଗଡ: ମତ ସାବ୍ୟସ୍ତ କଲେ ସୁନ୍ଦରଗଡ ବିଜେଡି ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀ । ସୁନ୍ଦରଗଡବାସୀଙ୍କୁ ଭୋଟ୍ ଦେବାକୁ କଲେ ଅପିଲ ।

08:53 May 20

ଭୋଟ ଦେବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ନବୀନ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆପଣଙ୍କ ଭୋଟ୍, ଆପଣଙ୍କ ଅଧିକାର। ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ ୨୦୨୪ ରେ ସାମିଲ ହୋଇ ନିଜ ମତାଧିକାର ସାବ୍ୟସ୍ତ କରନ୍ତୁ। ନିଜେ ମତଦାନ କରିବା ସହ ଏଦିଗରେ ଅନ୍ୟମାନଙ୍କୁ ଉତ୍ସାହିତ କରନ୍ତୁ ବୋଲି ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ।

08:42 May 20

ଆଜି ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା

ODISHA ELECTION 2024
ODISHA ELECTION 2024

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା । ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜିରେ ଭୋଟିଂ ଜାରି । ଗତଥର ପରି ଚଳିତ ଥର ମଧ୍ୟ ଦୁଇ ଆସନରେ ଲଢୁଛନ୍ତି ନବୀନ ।

08:17 May 20

35 ବିଧାନସଭା ଆସନରେ 8 ପ୍ରମୁଖ ପ୍ରାର୍ଥୀ

ODISHA ELECTION 2024
ODISHA ELECTION 2024

ଭୁବନେଶ୍ୱର: 35 ବିଧାନସଭା ଆସନରେ 8ଜଣ ପ୍ରମୁଖ ପ୍ରାର୍ଥୀ ରହିଛନ୍ତି । ଏହି ପ୍ରାର୍ଥୀଙ୍କ ମଧ୍ୟରୁ କିଏ ନିର୍ବାଚନରେ ବାଜି ମାରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

08:16 May 20

5 ଲୋକସଭା ଆସନର ପ୍ରମୁଖ ପ୍ରାର୍ଥୀ

ODISHA ELECTION 2024
ODISHA ELECTION 2024

ଭୁବନେଶ୍ୱର: ଦ୍ବିତୀୟ ପର୍ଯ୍ୟାୟରେ 5 ଲୋକସଭା ଆସନରେ ଭୋଟ ଗ୍ରହଣ ହେବ । 5 ଜଣ ପ୍ରମୁଖ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସୁନ୍ଦରଗଡରୁ ବିଜେପି ପ୍ରାର୍ଥୀ ଜୁଏଲ ଓରାମ, ବିଜେଡି ପ୍ରାର୍ଥୀ ଦିଲ୍ଲୀପ ତିର୍କୀ, ବଲାଙ୍ଗୀର ବିଜେପି ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂହଦେଓ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ ଓ ସେହି ଆସନରୁ ବିଜେପି ପ୍ରାର୍ଥୀ ସୁକାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ପ୍ରାର୍ଥୀ ରହିଛନ୍ତି ।

08:06 May 20

ବରଗଡ଼ରେ ଇଭିଏମରେ ତ୍ରୁଟି, ହୋଇ ପାରିନି ମତଦାନ

ବରଗଡ: ମତଦାନ ଆରମ୍ଭରୁ ବରଗଡ଼ରେ ଇଭିଏମରେ ତ୍ରୁଟି । 92 ନମ୍ବର ବୁଥରେ ଇଭିଏମରେ ତ୍ରୁଟି ଯୋଗୁଁ ହୋଇ ପାରିନି ମତଦାନ ।

08:03 May 20

ଭୋଟ ଦେଲେ ଦିଲ୍ଲୀପ ରାୟ

ରାଉରକେଲା: ଭୋଟ୍ ଦେଲେ ରାଉରକେଲା ବିଧାନସଭା ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ । ରାଉରକେଲାର ଏକ ବୁଥରେ କଲେ ମତଦାନ । ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଜନତାଙ୍କୁ କଲେ ଅପିଲ ।

07:07 May 20

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଆରମ୍ଭ ହେଲା ମତଦାନ

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ । 5 ଲୋକସଭା ଓ 35 ବିଧାନସଭା ଆସନରେ ମତଦାନ ଜାରି । ବୁଥରେ ଧାଡିରେ ଛିଡା ହୋଇ ଭୋଟ ଦେଉଛନ୍ତି ଭୋଟର । 305 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 79 ଲକ୍ଷ 62 ହଜାର 148 ମତଦାତା ।

06:30 May 20

35 ବିଧାନସଭା ଆସନରେ କେତେ ରହିଛନ୍ତି ମହିଳା ଓ ପୁରୁଷ ପ୍ରାର୍ଥୀ ?

ODISHA ELECTION 2024
ODISHA ELECTION 2024

ଭୁବନେଶ୍ୱର: 35 ବିଧାନସଭା ଆସନରେ ମୋଟ 265 ପ୍ରାର୍ଥୀ ଅଛନ୍ତି । ସେଥିମଧ୍ୟରୁ 224 ଜଣ ପୁରୁଷ ଏବଂ 41 ଜଣ ମହିଳା ପ୍ରାର୍ଥୀ । ମୋଟ 9 ହଜାର 148ଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ଏଥିରୁ 20 ପ୍ରତିଶତ ସମ୍ବେଦନଶୀଳ କେନ୍ଦ୍ର ରହିଛି । ଦ୍ବିତୀୟ ପର୍ଯ୍ୟାୟରେ ସମୁଦାୟ 79 ଲକ୍ଷ 62 ହଜାର 148 ଭୋଟର ରହିଛନ୍ତି । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା 40 ଲକ୍ଷ 30 ହଜାର 283 ଏବଂ ମହିଳା ଭୋଟର 39 ଲକ୍ଷ 31 ହଜାର 015 ରହିଛି । 850 ଜଣ ତୃତୀୟ ଲିଙ୍ଗୀ ରହିଛନ୍ତି ।

06:22 May 20

5 ଲୋକସଭା 35 ବିଧାନସଭା ଆସନରେ ମତଦାନ

ODISHA ELECTION 2024
ODISHA ELECTION 2024

ଭୁବନେଶ୍ୱର: ଆଜି 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସିକା ଆସନ ପାଇଁ ଭୋଗ ଗ୍ରହଣ ହେବ । 35 ବିଧାନସଭା ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ, ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି, ହିଞ୍ଜିଳିରେ ହେବ ମତଦାନ ।

06:07 May 20

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, 305 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

ODISHA ELECTION 2024
ODISHA ELECTION 2024

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ଆଜି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । 5 ଲୋକସଭା ଓ 35ଟି ବିଧାନସଭା ଆସନ ପାଇଁ ପଡିବ ଭୋଟ । ଆଉ କିଛି ସମୟ ପରେ ଭୋଟିଂ ଆରମ୍ଭ ହୋଇଯିବ । ମୋଟ 305 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଲୋକସଭା ଆସନ ପାଇଁ 40 ଜଣ ପ୍ରାର୍ଥୀ ରହିଥିବା ବେଳେ ବିଧାନସଭା ନିର୍ବାଚନ ପାଇଁ 265 ପ୍ରାର୍ଥୀ ରହିଛନ୍ତି । ମତଦାନ ପାଇଁ ପୋଲିଂ ବୁଥ ଗୁଡିକରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Last Updated : May 20, 2024, 10:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.