ETV Bharat / state

ଓଡ଼ିଶା ଲୋକସଭା ନିର୍ବାଚନ: କ'ଣ କହୁଛି ଏକଜିଟ୍ ପୋଲ, କାହାକୁ କେତେ ଆସନ ? - Exit Polls 2024

author img

By ETV Bharat Odisha Team

Published : Jun 1, 2024, 7:34 PM IST

Updated : Jun 1, 2024, 9:59 PM IST

EXIT POLL 2024
EXIT POLL 2024

20:52 June 01

ନ୍ୟୁଜ 18 ସର୍ଭେ: ବିଜେପି 13-15, ବିଜେଡି 6-8

EXIT POLL 2024
EXIT POLL 2024

ନ୍ୟୁଜ ୧୮ ଆକଳନ: ବିଜେଡି ୬ ରୁ ୮ ଆସନ, ବିଜେପି ୧୩ ରୁ ୧୫ ଲୋକସଭା ଆସନ ହାତେଇପାରେ । ଅନ୍ୟପଟେ ନ୍ୟୁଜ ୧୮ର ଆକଳନ ଅନୁସାରେ କଂଗ୍ରେସ-୦ ଅର୍ଥାତ୍ କଂଗ୍ରେସ ଖାତା ଖୋଲିନପାରେ।

20:40 June 01

ମାଟ୍ରିଜ ଆକଳନ: ବିଜେଡି 7-10, ବିଜେପି 9-12

EXIT POLL 2024
EXIT POLL 2024

ମାଟ୍ରିଜ ଆକଳନ: ବିଜେପି ଖାତାକୁ ଯାଇପାରେ ୯-୧୨ ଆସନ । ବିଜେଡି ୭-୧୦ ଲୋକସଭା ସିଟ୍ ଜିତିପାରେ । କଂଗ୍ରେସ ୦-୧ ପାଇପାରେ ।

20:22 June 01

ଏନଡିଟିଭି ଆକଳନ: ବିଜେପି-15 ଓ ବିଜେଡି 3-8

EXIT POLL 2024
EXIT POLL 2024

ଏନଡିଟିଭି ଆକଳନ: ବିଜେପିକୁ ୧୫ ଆସନ ବିଜେଡି ୩-୮ ଆସନ ହାତେଇପାରେ । ଅନ୍ୟପଟେ କଂଗ୍ରେସ ଖାତା ଖୋଲିନପାରେ ବୋଲି ଆକଳନ କରିଛି NDTV ।

20:21 June 01

ଚାଣକ୍ୟର ଆକଳନ : ବିଜେପି-16, ବିଜେଡି-4, କଂଗ୍ରେସ-1

EXIT POLL 2024
EXIT POLL 2024

ଚାଣକ୍ୟର ଆକଳନ : ବିଜେପି ୧୬ ଆସନ ହାତେଇପାରେ । ବିଜେଡିକୁ ୪ ଆସନ ମିଳିପାରେ । ସେହିପରି କଂଗ୍ରେସ ପାଇପାରେ ୧ ଆସନ ।

19:53 June 01

ଜନ କୀ ବାତର ଆକଳନ: ବିଜେପି 15-18, ବିଜେଡି 3-7

EXIT POLL 2024
EXIT POLL 2024

ଜନ କୀ ବାତର ଆକଳନ: ବିଜେପି 15 ରୁ 18ଆସନ ଜିତିପାରେ । ବିଜେଡି ହାତେଇପାରେ 3 ରୁ 7ଆସନ । ହେଲେ କଂଗ୍ରେସ ଶୂନ ଅର୍ଥାତ୍ ଖାତା ଖୋଲିନପାରେ ବୋଲି ବର୍ତ୍ତମାନ ସୁଦ୍ଧା ଜନ କୀ ବାତ ଆକଳନ କରିଛି ।

19:32 June 01

ଇଣ୍ଡିଆ ଟିଭିର ଆକଳନ: ବିଜେପିକୁ 15-17, ବିଜେଡିକୁ 4-6 ଆସନ

EXIT POLL 2024
EXIT POLL 2024

ଇଣ୍ଡିଆ ଟିଭିର ଆକଳନ: ଓଡିଶାରେ ବିଜେପିକୁ 15ରୁ 17 ଆସନ ମିଳିପାରେ । ସେହିପରି ବିଜେଡିକୁ 4ରୁ6 ଆସନ ଓ କଂଗ୍ରେସକୁ 0-1 ଆସନ ମିଳିପାରେ ।

16:53 June 01

ଓଡ଼ିଶାରେ କେଉଁ ଦଳ ଜିତିବ କେତେ ସିଟ୍, କିଏ ଗଢିବ ସରକାର ?

ଭୁବନେଶ୍ବର: ଆସିଲା ବହୁ ପ୍ରତିକ୍ଷିତ ଏକଜିଟ୍ ପୋଲ ରିପୋର୍ଟ । ଦେଶର ସପ୍ତମ ପର୍ଯ୍ୟାୟ ଓ ରାଜ୍ୟର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ । ଭୋଟିଂ ସରିବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ଆସିଲା ବୁଥ ବାହୁଡା ମତ । ରାଜ୍ୟରେ କେଉଁଠି ବିଜେଡି ଆଗରେ ତ କେଉଁଠି ଏଥର ପଦ୍ମ ଫୁଟିବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ସେହିପରି କଂଗ୍ରେସ କେଉଁ ଆସନ ହାତେଇବାର ସମ୍ଭାବନା ରହିଛି ତାହାର ଆକଳନ ଆରମ୍ଭ ହୋଇଛି ।

Last Updated : Jun 1, 2024, 9:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.