ETV Bharat / state

ବିଜେଡିରେ ବରିଷ୍ଠ ନେତାଙ୍କୁ ଗୁରୁତ୍ବ: ଗଠନ ହେଲା ଉପଦେଷ୍ଟା-ସଭ୍ୟ ସଂଗ୍ରହ-କାର୍ଯ୍ୟକ୍ରମ କାର୍ଯ୍ୟାନ୍ଵୟନ କମିଟି - BJD New Committee - BJD NEW COMMITTEE

BJD New Committee: ବିଜେଡିରେ ବରିଷ୍ଠ ନେତାଙ୍କୁ ଦାୟିତ୍ବ ବଣ୍ଟନ । ବିଜେଡି ଗଠନ କଲା ଉପଦେଷ୍ଟା, ସଭ୍ୟ ସଂଗ୍ରହ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ଵୟନ କମିଟି । ଅଧିକ ପଢନ୍ତୁ

BJD New Committee
BJD New Committee (@Naveen_Odisha)
author img

By ETV Bharat Odisha Team

Published : Sep 25, 2024, 10:29 PM IST

ଭୁବନେଶ୍ବର: ନିର୍ବାଚନରେ ପରାଜୟ ପରେ ଏହାର କାରଣ ଖୋଜୁଛି ବିଜେଡି । ଏଥିସହ ବରିଷ୍ଠଙ୍କୁ ଦାୟିତ୍ବ ବାଣ୍ଟିଛି ଦଳ । ଆଜି ସମନ୍ୱୟ କମିଟିକୁ ସହଯୋଗ କରିବା ଲାଗି ବିଜେଡି ପକ୍ଷରୁ ଆଉ 3ଟି କମିଟି ଗଠନ କରାଯାଇଛି । 3 କମିଟି ହେଉଛି ଉପଦେଷ୍ଟା କମିଟି, ସଭ୍ୟ ସଂଗ୍ରହ କମିଟି ଓ କାର୍ଯ୍ୟକ୍ରମ କାର୍ଯ୍ୟନ୍ଵୟନ କମିଟି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି କମିଟି ଗଠନ ହୋଇଛି । ଉପଦେଷ୍ଟା କମିଟିର ଆବାହକ ପ୍ରସନ୍ନ ଆଚାର୍ଯ୍ୟ ହୋଇଥିବାବେଳେ ସହଯୋଗ ଲାଗି ରହିଛନ୍ତି 17 ସଦସ୍ୟ । ସଭ୍ୟ ସଂଗ୍ରହ କମିଟିରେ 22 ଜଣ ସଦସ୍ୟ ଥିବାବେଳେ ଆବାହକ ଅତନୁ ସବ୍ୟସାଚୀ ନାୟକ ହୋଇଛନ୍ତି । ସେହିପରି କାର୍ଯ୍ୟକ୍ରମ କାର୍ଯ୍ୟାନ୍ଵୟନ କମିଟିର ଆବାହକ ସଞ୍ଜୟ ଦାସବର୍ମା ହୋଇଥିବାବେଳେ ରହିଛନ୍ତି 22 ସଦସ୍ୟ ।

ବିଜେଡି ପକ୍ଷରୁ ଘୋଷଣା ହୋଇଥିବା ଉପଦେଷ୍ଟା କମିଟିର ଆବାହକ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ 17 ସଦସ୍ୟ ହେଉଛନ୍ତି:

BJD New Committee
BJD New Committee (ETV Bharat Odisha)
  • ଉଷା ଦେବୀ
  • ପ୍ରଫୁଲ୍ଲ କୁମାର ମଲ୍ଲିକ
  • ଚନ୍ଦ୍ରଶେଖର ସାହୁ
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ
  • ପ୍ରଫୁଲ୍ଲ ସାମଲ
  • ଅଶୋକ ଚନ୍ଦ୍ର ପଣ୍ଡା
  • ପଦ୍ମନାଭ ବେହେରା
  • ବଦ୍ରୀ ନାରାୟଣ ପାତ୍ର
  • ମଙ୍ଗଳା କିଷାନ
  • ଭୂପିନ୍ଦର ସିଂ
  • ରବି ନାରାୟଣ ନନ୍ଦ
  • ଆୟୁବ ଖାଁ
  • ସରୋଜିନୀ ହେମ୍ବ୍ରମ
  • ଶଶୀଭୂଷଣ ବେହେରା
  • ରଜନୀକାନ୍ତ ସିଂ
  • ଗଣେଶ୍ୱର ବେହେରା

ସଭ୍ୟ ସଂଗ୍ରହ କମିଟିରେ 22 ଜଣ ସଦସ୍ୟ ରହିଛନ୍ତି । ଆବାହକ ଭାବେ ଅତନୁ ସବ୍ୟସାଚୀ ନାୟକ ନିଯୁକ୍ତ ହୋଇଛନ୍ତି । ଅନ୍ୟ ସଦସ୍ୟ ହେଲେ:

BJD New Committee
BJD New Committee (ETV Bharat Odisha)
  • ରାଜେନ୍ଦ୍ର ଢୋଲକିଆ
  • କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର
  • ରବୀନ୍ଦ୍ର କୁମାର ଜେନା
  • ଚନ୍ଦ୍ର ସାରଥୀ ବେହେରା
  • ମୁନ୍ନା ଖାଁ
  • ଅନନ୍ତ ନାରାୟଣ ଜେନା
  • ଅମର ପଟ୍ଟନାୟକ
  • ରାଜଶ୍ରୀ ମଲ୍ଲିକ, ଜଗନ୍ନାଥ ସାରକା
  • ବିଜୟ ନାୟକ
  • ଶର୍ମିଷ୍ଠା ସେଠୀ
  • ଉମାକାନ୍ତ ସାମନ୍ତରାୟ
  • ସଞ୍ଜୀବ କୁମାର ମଲ୍ଲିକ
  • ମୁକେଶ କୁମାର ପାଲ
  • ନିରଞ୍ଜନ ବିଶି
  • ଶୁଭାଶିଷ ଖୁଣ୍ଟିଆ
  • ରୋମାଞ୍ଚ ରଞ୍ଜନ ବିଶ୍ବାଳ
  • ଗୌତମବୁଦ୍ଧ ଦାସ
  • ଯୋଗେଶ କୁମାର ସିଂ
  • ଅରବିନ୍ଦ ମହାପାତ୍ର

ରମାକାନ୍ତ ଭୋଇ

BJD New Committee
BJD New Committee (@Naveen_Odisha)
ସେହିପରି କାର୍ଯ୍ୟକ୍ରମ କାର୍ଯ୍ୟନ୍ଵୟନ କମିଟିର ଆବାହକ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା । କମିଟିରେ ସଞ୍ଜୟଙ୍କ ସହ 22 ସଦସ୍ୟ ଅଛନ୍ତି । ସେମାନେ ହେଉଛନ୍ତି ପ୍ରଶାନ୍ତ କୁମାର ମୁଦୁଲି, ରାଜେନ୍ଦ୍ର କୁମାର ସାହୁ, କଳିକେଶ ନାରାୟଣ ସିଂଦେଓ, ସାନନ୍ଦ ମାରାଣ୍ଡି, ସୁଧୀର କୁମାର ସାମଲ, ପ୍ରୀତି ରଞ୍ଜନ ଘଡେଇ, ପ୍ରଣବ ବଳବନ୍ତରାୟ, ଲତିକା ପ୍ରଧାନ, ବିକ୍ରମ କୁମାର ପଣ୍ଡା, ବ୍ରଜ କିଶୋର ପ୍ରଧାନ, ଧ୍ରୁବ ଚରଣ ସାହୁ, ଶ୍ରୀକାନ୍ତ ସାହୁ, ସୁଶାନ୍ତ କୁମାର ବେହେରା, ଅଧିରାଜ ମୋହନ ପାଣିଗ୍ରାହୀ, ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ମନ୍ମଥ କୁମାର ରାଉତରାୟ, ମନୋରମା ମହାନ୍ତି, ଦୀପାଳି ଦାସ ଓ ବିଶ୍ୱ ରଞ୍ଜନ ମଲ୍ଲିକ ।
BJD New Committee
BJD New Committee (@Naveen_Odisha)

ବିଜେଡି ସମ୍ପର୍କିତ ଖବର ପଢନ୍ତୁ:

ନବୀନଙ୍କୁ ମୋହନଙ୍କ ବାଣ: ‘ଓଡ଼ିଆ ଯଦି କଷ୍ଟ ପାଇବ ସରକାର ନିଶ୍ଚିତ ପରିବର୍ତ୍ତନ କରିବ

ବିଜେଡି ଡାକିଲା ଗୁରୁତ୍ୱପୂର୍ଣ୍ଣ ବୈଠକ, ଏହି ଦିନ ଶଙ୍ଖ ଭବନ ଆସିବେ ଦଳର ସବୁ ବରିଷ୍ଠ ନେତା

ରାଜ୍ୟସଭାରେ ଦୁର୍ବଳ ହେଉଛି ବିଜେଡି, ବିଜେପିର ବଳ ସାଜୁଛନ୍ତି ଦଳ ଡିଆଁ ନେତା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.