ETV Bharat / sports

ବିଶ୍ବକପ୍‌ରେ ମୁହାଁମୁହିଁ ହେବେନି ଭାରତ-ପାକିସ୍ତାନ ! ଆଇସିସିର ଅଜବ ସେଡ୍ୟୁଲ - U19 Womens T20 World Cup 2025

author img

By ETV Bharat Sports Team

Published : Aug 18, 2024, 5:21 PM IST

Updated : Aug 18, 2024, 5:36 PM IST

U19 Women's T20 World Cup 2025 Schedule : ଅଣ୍ଡର-19 ମହିଳା ଟି20 ବିଶ୍ବକପ 2025 ମ୍ୟାଚର କ୍ରୀଡ଼ାସୂଚୀ ଘୋଷଣା କରିଛି ଆଇସିସି । ହେଲେ ଭିନ୍ନ ଗ୍ରୁପରେ ସ୍ଥାନ ପାଇଛନ୍ତି ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ନିରାଶ ପ୍ରଶଂସକ । ଅଧିକ ପଢ଼ନ୍ତୁ

U19 Women's T20 World Cup 2025 Schedule
U19 Women's T20 World Cup 2025 Schedule (ETV Bharat Odisha)

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ରବିବାର ମାଲେସିଆରେ ଅନୁଷ୍ଠିତ ହେବାକୁ ଥିବା ଅଣ୍ଡର-19 ମହିଳା ଟି20 ବିଶ୍ବକପ 2025 ମ୍ୟାଚର କ୍ରୀଡ଼ାସୂଚୀ ଘୋଷଣା କରିଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଗୋଟିଏ ଦିନ ପରେ ଜାନୁଆରୀ 19ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ଏହାର ଅଭିଯାନ ଆରମ୍ଭ କରିବ । 41ଟି ମ୍ୟାଚ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ବର 16ଟି ଦଳ ଅଂଶଗ୍ରହଣ କରିବେ । ମହିଳା କ୍ରିକେଟର ଭବିଷ୍ୟତ ତାରକାମାନେ ଜାନୁଆରୀ 18ରୁ ଫେବୃଆରୀ 2, 2025 ପର୍ଯ୍ୟନ୍ତ 15 ଦିନିଆ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିବେ । ଏଥିପାଇଁ 4ଟି ଲେଖାଏଁ ଦଳକୁ ନେଇ ଗଠିତ ହୋଇଛି 4ଟି ଗ୍ରୁପ । ହେଲେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଭାରତ ଓ ପାକିସ୍ତାନକୁ ଅଲଗା ଅଲଗା ଗ୍ରୁପରେ ସ୍ଥାନ ଦିଆଯାଇଛି । ଅର୍ଥାତ ଏହି ବିଶ୍ବକପ୍‌ରେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେନାହିଁ । ଯାହାକୁ ନେଇ ନିରାଶ ହୋଇଛନ୍ତି ପ୍ରଶଂସକ । ହେଲେ ଯଦି ଦୁଇ ଦଳ ସେମିଫାଇନାଲ କିମ୍ବା ଫାଇନାଲରେ ପ୍ରବେଶ କରନ୍ତି, ତେବେ ଉଭୟ ମୁହାଁମୁହିଁ ହେବାର ସମ୍ଭାବନା ରହିଛି ।

U19 Women's T20 World Cup
U19 Women's T20 World Cup (IANS Photo)

4ଟି ଲେଖାଏଁ ଦଳକୁ ନେଇ ଗଠିତ ହୋଇଛି 4ଟି ଗ୍ରୁପ :-

  • ଗ୍ରୁପ A - ଭାରତ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଓ ମାଲେସିଆ
  • ଗ୍ରୁପ B - ଇଂଲଣ୍ଡ, ପାକିସ୍ତାନ, ଆୟରଲାଣ୍ଡ ଓ ୟୁଏସ୍‌ଏ
  • ଗ୍ରୁପ C - ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଆଫ୍ରିକା (କ୍ବାଲିଫାୟର), ସମୋଆ
  • ଗ୍ରୁପ D - ଅଷ୍ଟ୍ରେଲିଆ, ବାଂଲାଦେଶ, ଏସିଆ (କ୍ବାଲିଫାୟର), ସ୍କଟଲାଣ୍ଡ
    U19 Women's T20 World Cup
    U19 Women's T20 World Cup (IANS Photo)

ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ (ସ୍ଥାନୀୟ ସମୟ) :-

18 ଜାନୁଆରୀ: ଅଷ୍ଟ୍ରେଲିଆ ବନାମ ସ୍କଟଲ୍ୟାଣ୍ଡ, ଦିନ 10:30

18 ଜାନୁଆରୀ: ଇଂଲଣ୍ଡ ବନାମ ଆୟରଲାଣ୍ଡ, ଦିନ 10:30

18 ଜାନୁଆରୀ: ସମୋଆ ବନାମ ଆଫ୍ରିକା କ୍ବାଲିଫାୟର, ଦିନ 10:30

18 ଜାନୁଆରୀ: ବାଂଲାଦେଶ ବନାମ ଏସିଆ କ୍ବାଲିଫାୟର, ଦିନ 2:30

18 ଜାନୁଆରୀ: ପାକିସ୍ତାନ ବନାମ ୟୁଏସ୍‌ଏ, ଦିନ 2:30

18 ଜାନୁଆରୀ: ନ୍ୟୁଜିଲାଣ୍ଡ ବନାମ ଆଫ୍ରିକା, ଦିନ 2:30

19 ଜାନୁଆରୀ: ଶ୍ରୀଲଙ୍କା ବନାମ ମାଲେସିଆ, ଦିନ 10:30

19 ଜାନୁଆରୀ: ଭାରତ ବନାମ ୱେଷ୍ଟଇଣ୍ଡିଜ, ଦିନ 2:30

20 ଜାନୁଆରୀ: ଅଷ୍ଟ୍ରେଲିଆ ବନାମ ବାଂଲାଦେଶ, ଦିନ 10:30

20 ଜାନୁଆରୀ: ଆୟରଲାଣ୍ଡ ବନାମ ୟୁଏସ୍‌ଏ, ଦିନ 10:30

20 ଜାନୁଆରୀ: ନ୍ୟୁଜିଲାଣ୍ଡ ବନାମ ଆଫ୍ରିକା କ୍ବାଲିଫାୟର, ଦିନ 10:30

20 ଜାନୁଆରୀ: ସ୍କଟଲାଣ୍ଡ ବନାମ ଏସିଆ କ୍ବାଲିଫାୟର, ଦିନ 2:30

20 ଜାନୁଆରୀ: ଇଂଲଣ୍ଡ ବନାମ ପାକିସ୍ତାନ, ଦିନ 2:30

20 ଜାନୁଆରୀ: ଦକ୍ଷିଣ ଆଫ୍ରିକା ବନାମ ସମୋଆ, ଦିନ 2:30

21 ଜାନୁଆରୀ: ୱେଷ୍ଟଇଣ୍ଡିଜ ବନାମ ଶ୍ରୀଲଙ୍କା, ଦିନ 10:30

21 ଜାନୁଆରୀ: ଭାରତ ବନାମ ମାଲେସିଆ, ଦିନ 2:30

22 ଜାନୁଆରୀ: ବାଂଲାଦେଶ ବନାମ ସ୍କଟଲାଣ୍ଡ, ଦିନ 10:30

22 ଜାନୁଆରୀ: ଇଂଲଣ୍ଡ ବନାମ ୟୁଏସ୍‌ଏ, ଦିନ 10:30

22 ଜାନୁଆରୀ: ନ୍ୟୁଜିଲାଣ୍ଡ ବନାମ ସମୋଆ, ଦିନ 10:30

22 ଜାନୁଆରୀ: ଅଷ୍ଟ୍ରେଲିଆ ବନାମ ଏସିଆ କ୍ବାଲିଫାୟର, ଦିନ 2:30

22 ଜାନୁଆରୀ: ପାକିସ୍ତାନ ବନାମ ଆୟରଲାଣ୍ଡ, ଦିନ 2:30

22 ଜାନୁଆରୀ: ଦକ୍ଷିଣ ଆଫ୍ରିକା ବନାମ ଆଫ୍ରିକା କ୍ବାଲିଫାୟର, ଦିନ 2:30

23 ଜାନୁଆରୀ: ମାଲେସିଆ ବନାମ ୱେଷ୍ଟଇଣ୍ଡିଜ, ଦିନ 10:30

23 ଜାନୁଆରୀ: ଭାରତ ବନାମ ଶ୍ରୀଲଙ୍କା, ଦିନ 2:30

24 ଜାନୁଆରୀ: B4 ବନାମ C4, ଦିନ 10:30

24 ଜାନୁଆରୀ: A4 ବନାମ D4, ଦିନ 2:30

25 ଜାନୁଆରୀ: ସୁପର 6 - B2 ବନାମ C3, ଦିନ 10:30

25 ଜାନୁଆରୀ: ସୁପର 6 - B1 ବନାମ C2, ଦିନ 10:30

25 ଜାନୁଆରୀ: ସୁପର 6 - A3 ବନାମ D1, ଦିନ 2:30

25 ଜାନୁଆରୀ: ସୁପର 6 - C1 ବନାମ B3, ଦିନ 2:30

26 ଜାନୁଆରୀ: ସୁପର 6 - A2 ବନାମ D3, ଦିନ 10:30

26 ଜାନୁଆରୀ: ସୁପର 6 - A1 ବନାମ D2, ଦିନ 2:30

27 ଜାନୁଆରୀ: ସୁପର 6 - B1 ବନାମ C3, ଦିନ 10:30

28 ଜାନୁଆରୀ: ସୁପର 6 - A3 ବନାମ D2, ଦିନ 10:30

28 ଜାନୁଆରୀ: ସୁପର 6 - C1 ବନାମ B2, ଦିନ 10:30

28 ଜାନୁଆରୀ: ସୁପର 6 - A1 ବନାମ D3, ଦିନ 2:30

29 ଜାନୁଆରୀ: ସୁପର 6 - C2 ବନାମ B3, ଦିନ 10:30

29 ଜାନୁଆରୀ: ସୁପର 6 - A2 ବନାମ D1, ଦିନ 2:30

31 ଜାନୁଆରୀ: ସେମିଫାଇନାଲ 1, ଦିନ 10:30

31 ଜାନୁଆରୀ: ସେମିଫାଇନାଲ 2, ଦିନ 2:30

2 ଫେବୃଆରୀ: ଫାଇନାଲ, ଦିନ 2:30

U19 Women's T20 World Cup
U19 Women's T20 World Cup (IANS Photo)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 18, 2024, 5:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.