ETV Bharat / sports

ପ୍ୟାରିସ ଅଲିମ୍ପିକ୍ସରେ ଭାରତ, ଜାଣନ୍ତୁ କେଉଁ ଇଭେଣ୍ଟରେ ଭାଗ ନେବେ କେଉଁ ଖେଳାଳି ? - Paris Olympics 2024

author img

By ETV Bharat Odisha Team

Published : Jul 14, 2024, 2:21 PM IST

Updated : Jul 15, 2024, 1:36 PM IST

INDIA SCHEDULE AT PARIS OLYMPICS: ପ୍ୟାରିସ ଅଲିମ୍ପିକ୍ସରେ 15ଟି ଇଭେଣ୍ଟରେ ଭାଗ ନେବେ ଭାରତୀୟ ଖେଳାଳି । ଜାଣନ୍ତୁ କେଉଁ ଖେଳାଳି କେଉଁ ଇଭେଣ୍ଟରେ ନେବେ ଭାଗ । ଅଧିକ ପଢନ୍ତୁ

Paris Olympics 2024
Paris Olympics 2024 (IANS)

ହାଇଦ୍ରାବାଦ: ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ କ୍ରୀଡା ମହାକୁମ୍ଭ ପ୍ୟାରିସ ଅଲିମ୍ପିକ୍ସ । ଚଳିତ ଥର 206 ଦେଶର 10 ହଜାରରୁ ଊର୍ଦ୍ଧ୍ବ କ୍ରୀଡାବିତ ପ୍ୟାରିସ ଅଲିମ୍ପିକ୍ସରେ 32 କ୍ରୀଡାର 329 ଇଭେଣ୍ଟରେ ଭାଗ ନେବେ । ପ୍ୟାରିସ୍ ଅଲିମ୍ପିକ୍ସ 2024ର ଉଦଘାଟନୀ ସମାରୋହ ପ୍ରଥମ ଥର ପାଇଁ ଏକ ଷ୍ଟାଡିୟମରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ ନାହିଁ । ପଣ୍ଟ ଡି’ଆଷ୍ଟର୍ଲିଜ୍ ଏବଂ ପଣ୍ଟ୍ ଡି’ଲେନା ମଧ୍ୟରେ ଥିବା ସେଇନାରେ ଅନୁଷ୍ଠିତ ହେବ ।

15ଟି ଇଭେଣ୍ଟରେ ପ୍ରତିଦ୍ବନ୍ଦ୍ବିତା କରିବ ଭାରତ: ପ୍ୟାରିସ ଅଲିମ୍ପିକ୍ସ ଖେଳିବାକୁ ଥିବା ଆଥଲେଟ୍ ମାନେ 32ଟି କ୍ରୀଡ଼ାରେ ମୋଟ 329 ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ମହାକୁମ୍ଭରେ ବ୍ରେକ ଡାନସିଂ ସାମିଲ ହୋଇଛି । ଭାରତ 15ଟି ଇଭେଣ୍ଟରେ ଭାଗ ନେଉଥିବା ବେଳେ ଏବଂ ପ୍ରାୟ 100 ଆଥଲେଟ୍ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ।

32 କ୍ରୀଡା: ଜଳକ୍ରୀଡା, ତୀରନ୍ଦାଜୀ, ଆଥଲେଟିକ୍ସରେ 48ଟି ଇଭେଣ୍ଟ, ବ୍ୟାଡମିଣ୍ଟନ, ବାସ୍କେଟବଲ, ବକ୍ସିଂ, ବ୍ରେକଡ୍ୟାନ୍ସ, କାନୋଏ, ସାଇକେଲିଂ, ହର୍ସରାଇଡିଂ,ଫେନ୍ସିଂ, ହକି, ଫୁଟବଲ୍,ଗଲ୍ଫ,ଜିମ୍ନାଷ୍ଟିକ୍, ହ୍ୟାଣ୍ଡବଲ୍, ଜୁଡୋ , ମର୍ଡନ ଆଧୁନିକ ପେଣ୍ଟାଥଲନ୍, ରାଇଡି୍ଂ, ରଗବି, ନୌକା କ୍ରୀଡା, ସୁଟିଂ, ସ୍କେଟବୋଡିଂ, କ୍ଲାଇବିଂ, ସର୍ଫିଂ, ଟେବୁଲ୍ ଟେନିସ୍, ଟାଏକୋଣ୍ଡୋ, ଟେନିସ୍, ଭଲିବଲ୍, ଟ୍ରାଇଥଲ, ଭାରୋତ୍ତୋଳନ, କୁସ୍ତି ।

ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକ୍ସ ଇତିହାସରେ ଓଡିଶା; କେଉଁ ଖେଳାଳି ଦୌଡିଛନ୍ତି ଅଲିମ୍ପିକ୍ସ ଟ୍ରାକରେ, କିଏ କରିଛନ୍ତି ହକିରେ କମାଲ, କିଏ ଜିତିିଛି ମେଡାଲ୍ ? ଦେଖନ୍ତୁ ଓଡିଆ ଖେଳାଳିଙ୍କ ଲିଷ୍ଟ୍ - Paris Olympics 2024

ଭାରତୀୟ ଖେଳାଳି ଓ ଇଭେଣ୍ଟ୍ସ:

ଆଥଲେଟ-

ପୁରୁଷ 3 ହଜାର ମିଟର ଷ୍ଟିପଲଚେଜ୍‌- ଅବିନାଶ ସାବଲେ

ପୁରୁଷ 20କିମି ରେସଓ୍ବାଲ୍କ- ଅକ୍ଷୟଦୀପ ସିଂ, ବିକାଶ ସିଂ, ପରମଜିତ୍ ସିଂ

ମହିଳା 20 କିମି ରେସ ଓ୍ବାଲ୍କ-ପ୍ରିୟାଙ୍କା ଗୋସ୍ବାମୀ

ମହିଳା 3ହଜାର ଓ 5ହଜାର ମିଟର ଷ୍ଟିପଲଚେଜ୍‌- ପାରୁଲ ଚୌଧୁରୀ

ପୁରୁଷ ଜାଭେଲିନ ଥ୍ରୋ-ନୀରଜ ଚୋପ୍ରା, କିଶୋର ଜେନା

ମାରାଥନ ରେସ ଓ୍ବାଲ୍କ ମିକ୍ସ ରିଲେ-ଅକ୍ଷୟଦୀପ ସିଂ, ପ୍ରିୟଙ୍କା ଗୋସ୍ବାମୀ

ପୁରୁଷ 4x400m ରିଲେ- ମହମ୍ମଦ ଆନସ, ମହମ୍ମଦ ଆଜମଲ, ଆମୋଜ ଜାକୋବ, ରାଜେଶ ରମେଶ

ମହିଳା 4x400m ରିଲେ-ରୂପାଲ ଚୌଧୁରୀ, ଏମଆର ପୁଭାମ୍ମା, ଜ୍ୟୋତିକା ଶ୍ରୀ ଦାଣ୍ଡି, ଶୁଭ ଭେଙ୍କଟେସନ

ମହିଳା 100 ମିଟର ହଡଲ୍ସ- ଜ୍ୟୋତି ୟାରାଜି

ମହିଳା ସଟଫୁଟ- ଆଭା ଖଟୁଆ

ମହିଳା ଜାଭେଲିନ ଥ୍ରୋ- ଅନୁ ରାନୀ

ପୁରୁଷ ଉଚ୍ଚଡିଆଁ- ସାରଭେଶ କୁଶାରେ

ପୁରୁଷ ଟ୍ରିପଲ ଜମ୍ପ- ଅବଦୁଲ୍ଲା ଆବୁବାକର, ପ୍ରବୀନ ଚିତ୍ରାଭେଲ

ପୁରୁଷ ସଟ ଫଉଟ-ତାଜିନ୍ଦ୍ରେ ପାଲ ସିଂ

ପୁରୁଷ ଲଙ୍ଗ ଜମ୍ପ-ଜୟସ୍ବିନୀ ଆଲଡ୍ରିନ

ତିରନ୍ଦାଜୀ-

ପୁରୁଶ ତିରନ୍ଦାଜି- ଧୀରଜ, ତରୁଣଦୀପ, ପ୍ରବୀଣ

ମହିଳା ତିରନ୍ଦାଜୀ-ଦିପୀକା, ଅଙ୍କିତା,ଭଜନ

ବକ୍ସିଂ-

ମହିଳା ବକ୍ସିଂ 75 କେଜି ବର୍ଗ: ଲଭଲିନା

ମହିଳା ବକ୍ସିଂ 54 କେଜି ବର୍ଗ: ପ୍ରୀତି ପାୱାର

ମହିଳା ବକ୍ସିଂ 50 କେଜି ବର୍ଗ: ନିଖତ୍ ଜରିନ୍

ପୁରୁଷ ବକ୍ସିଂ 51 କେଜି ବର୍ଗ: ଅମିତ ପାଙ୍ଗଲ

ପୁରୁଷ ବକ୍ସିଂ 71କେଜି ବର୍ଗ: ନିଶାନ୍ତ ଦେବ

ମହିଳା ବକ୍ସିଂ 57 କେଜି ବର୍ଗ: ଜସ୍ମିନ୍ ଲମ୍ବୋରିଆ

ସୁଟିଂ-

ପୁରୁଷ ବିଭାଗ 10 ମିଟର ଏୟାର ରାଇଫଲ

ପୁରୁଷ ବିଭାଗ 50 ମିଟର ଏୟାର ରାଇଫଲ

ପୁରୁଷ ଟ୍ରାପ

ମହିଳା ବିଭାଗ 10 ମିଟର ଏୟାର ରାଇଫଲ

ମହିଳା ବିଭାଗ 50 ମିଟର ରାଇଫଲ୍

ମହିଳା ଟ୍ରାପ

ପୁରୁଷ 10 ମିଟର ଏୟାର ପିସ୍ତଲ

ମହିଳା 10 ମିଟର ଏୟାର ପିସ୍ତଲ

ମହିଳା 25 ମିଟର ଏୟାର ପିସ୍ତଲ

ପୁରୁଷଙ୍କ 25 ମିଟର ରାପିଡ ଫାୟାର ପିସ୍ତଲ

ପୁରୁଷ ସ୍କେଟ

ମହିଳା ସ୍କେଟ

କୁସ୍ତି-

ମହିଳା 53 କେଜି - ଅନ୍ତିମ ପାଙ୍ଗଲ

ମହିଳା 50 କେଜି - ଭିନେଶ ଫୋଗେଟ୍

ମହିଳା 57 କେଜି - ଅଂଶୁ ମଲିକ

ମହିଳା 68 କେଜି - ନିଶା ଦାହିଆ

ମହିଳା 76 କେଜି - ରିତିକା

ପୁରୁଷ 57 କେଜି - ଅମନ ଶେରାୱାଟ

ହକି- ଭାରତୀୟ ପୁରୁଷ ହକି ଦଳ (16 ଖେଳାଳି)

ସେଲିଂ- ବିଷ୍ଣୁ ସରଭାନନ ସେଲିଂରେ ILCA7 ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ନେତ୍ର କୁମାନନ୍ ILCA6 ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।

ଟେବୁଲ ଟେନିସ- ଟେବୁଲ ଟେନିସରେ ଉଭୟ ଭାରତୀୟ ପୁରୁଷ ଏବଂ ମହିଳା ଦଳ ପ୍ୟାରିସ୍ ଅଲିମ୍ପିକ୍ସ 2024 ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ବ୍ୟାଡମିଣ୍ଟନ୍-

ପୁରୁଷ ସିଙ୍ଗଲ୍ସ: ଏଚ୍.ଏସ୍ ପ୍ରଣୟ, ଲକ୍ଷ ସେନ୍

ମହିଳା ସିଙ୍ଗଲ୍ସ: ପିଭି ସିନ୍ଧୁ

ପୁରୁଷ ଡବଲ୍ସ: ସାତ୍ବିକସାଇରାଜ, ଚିରାଗ ସେଠୀ

ମହିଳା ଡବଲ୍ସ: ଅଶ୍ୱିନୀ ପୋନ୍ନପ୍ପା , ତନିଶା କାଷ୍ଟ୍ରୋ

ରାଇଡିଂ- ପୁରୁଷ ସିଙ୍ଗଲ୍ସରେ ବଲରାଜ ପାନଓ୍ବାର

ଭାର ଉତ୍ତୋଳନ: ମିରାବାଇ ଚାନୁ (ମହିଳା 49 କିଲୋଗ୍ରାମ ବର୍ଗରେ)

ଟେନିସ- ପୁରୁଷ ଡବଲ୍ସ: ରୋହନ ବୋପାନ୍ନା, ପୁରୁଷ ସିଙ୍ଗଲ୍ସ: ସୁମିତ ନାଗଲ

ଗଲ୍ଫ-

ପୁରୁଷ ଇଭେଣ୍ଟ: ଶୁଭଙ୍କର ଶର୍ମା, ଗଗନଜିତ୍ ଭୁଲାର୍

ମହିଳା ଇଭେଣ୍ଟ: ଆଦିତି ଅଶୋକ, ଦିକ୍ଷ୍ସା ଦାଗର

ଜୁଡୋ- ମହିଳା 78+ କେଜି ଇଭେଣ୍ଟ: ତୁଲିକା ମନ

ସୁଇମିଂ-ଶ୍ରୀହରି ନାଟାରାଜ, ଧିନିଧି ଦେଶସିଂହ

Last Updated : Jul 15, 2024, 1:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.