ETV Bharat / sports

IPL 2025 ଫ୍ରାଞ୍ଚାଇଜ ରିଟେନସନ ଲିଷ୍ଟ, ପୁଣି କମାଲ ଦେଖାଇବେ ଧୋନି-ରୋହିତ-ବିରାଟ - IPL RETENTION 2025

ଇଣ୍ଡିଆନ ପ୍ରିମିୟର ଲିଗ IPL 2025 ପାଇଁ ଫ୍ରାଞ୍ଚାଇଜଙ୍କ ରିଟେନସନ ଲିଷ୍ଟ । ଟପ ବ୍ୟାଟର ରୋହିତ ଶର୍ମା, ବିରାଟ କୋହଲି ଏବଂ ଧୋନି ନିଜ ଦଳ ପାଇଁ ଖେଳିବେ ।

IPL 2025
IPL 2025 (IANS Photo)
author img

By ETV Bharat Odisha Team

Published : Nov 1, 2024, 10:58 AM IST

ହାଇଦ୍ରାବାଦ: ବିଶ୍ବର ସବୁଠାରୁ ଦାମୀ କ୍ରିକେଟ ଲିଗ ଇଣ୍ଡିଆନ ପ୍ରିମିୟର ଲିଗର ମେଗା ଅକ୍ସନ ପୂର୍ବରୁ ଖେଳାଳିଙ୍କ ରିଟେନସନ ତାଲିକା ଜାରି କରିଛନ୍ତି 10ଟି ଯାକ ଫ୍ରାଞ୍ଚାଇଜ ଟିମ । ମୁମ୍ବାଇ ଇଣ୍ଡିଆନ୍ସରେ ସ୍ଥାନ ବଜାୟ ରଖିଲେ ରୋହିତ ହାର୍ଦ୍ଧିକ ଓ ସୂର୍ଯ୍ୟ । ଧୋନିଙ୍କୁ ରଖିଲା ଚେନ୍ନାଇ , କୋହଲିଙ୍କୁ ରଖିଲା ଆରସିବି । ଅଧିନାୟକ ହୋଇ ମଧ୍ୟ, ପନ୍ତ ଶ୍ରେୟସ ଆୟର ଓ କେଏଲ ରାହୁଲଙ୍କୁ ପାଖରେ ରଖିଲାନି ଫ୍ରାଞ୍ଚାଇଜ ।

ରିଟେନସନ ତାଲିକାରେ କେଉଁ ଫ୍ରାଞ୍ଚାଇଜ କେଉଁ ଖେଳାଳିଙ୍କୁ କେତେ ଟଙ୍କାରେ ରଖିଛନ୍ତି ତାହା ଦର୍ଶାଇ ଥାଆନ୍ତି । ନଜର ପକାନ୍ତୁ କେଉଁ ଫ୍ରାଞ୍ଚାଇଜ କେଉଁ ଖେଳାଳିଙ୍କୁ ରଖିଲେ:

  • ମୁମ୍ବାଇ ଇଣ୍ଡିଆନ୍ସ:-
  • ରୋହିତ ଶର୍ମା (16.30 କୋଟି)
  • ହାର୍ଦ୍ଧିକ ପାଣ୍ଡ୍ୟା (16.35)
  • ଯଶପ୍ରୀତ ବୁମରା (18 କୋଟି)
  • ସୂର୍ଯ୍ୟକୁମାର (16.35 କୋଟି)
  • ତିଳକ ବର୍ମା (8କୋଟି)
  • ଚେନ୍ନାଇ ସୁପର କିଙ୍ଗ୍ସ:
  • ଋତୁରାଜ ଗାଏକଓ୍ବାଡ (18 କୋଟି)
  • ରବିନ୍ଦ୍ର ଜାଡେଜା (18 କୋଟି)
  • ଶିବମ ଦୁବେ (12 କୋଟି)
  • ମଥିଶା ପଥିରାନା (13 କୋଟି)
  • ଏମଏସ ଧୋନି (ଅନକ୍ୟାପଡ୍‌) (4 କୋଟି)

ଏହା ମଧ୍ୟ ପଢନ୍ତୁ-ଶ୍ରେୟସ ଆୟରଙ୍କୁ ରିଲିଜ କରିପାରେ KKR , ଫ୍ରାଞ୍ଚାଇଜ ସହ ନାହାନ୍ତି ଯୋଗାଯୋଗରେ

ଏହା ମଧ୍ୟ ପଢନ୍ତୁ-କୋହଲି-ରୋହିତଙ୍କ ସ୍ଥାନ ନେଇପାରନ୍ତି ଏହି ୫ ଖେଳାଳି, ଯୁବ ପ୍ରତିଭାଙ୍କୁ ଗୋଲ୍ଡେନ ଚାନ୍ସ ଦେଲା BCCI

  • ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର:
  • ବିରାଟ କୋହଲି (21 କୋଟି)
  • ରଜତ ପଟିଦାର (11 କୋଟି)
  • ୟଶ ଦୟାଲ (ଅନକ୍ୟାପଡ୍‌) ( 5 କୋଟି)

କୋଲକାତା ନାଇଟ ରାଇଡର୍ସ:

କେକେଆର(KKR) ରିଟେନସନ ତାଲିକା ଜାରି କରିଛି । ଏହି ତାଲିକାରେ ଦଳକୁ ଗତଥର ଚମ୍ପିଆନ କରିଥିବା ଅଧିନାୟକ ଶ୍ରେୟସ ଆୟରଙ୍କ ନାମ ନାହିଁ । ଟ୍ରଫି ବିଜେତା ଅଧିନାୟକ ଶ୍ରେୟାସ ଆୟରଙ୍କୁ ମୁକ୍ତ କରିଛି କେକେଆର୍ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଇପିଏଲ୍ ଇତିହାସରେ ଏହା ପ୍ରଥମ ଥର ପାଇଁ ଏକ ଦଳ ଚାମ୍ପିଅନ୍ କରିଥିବା ଅଧିନାୟକଙ୍କୁ ରଖିନାହିଁ ଫ୍ରାଞ୍ଚାଇଜ ।

  • ସୁନିଲ ନାରାୟଣ (12 କୋଟି)
  • ରିଙ୍କୁ ସିଂହ (13 କୋଟି)
  • ଆନ୍ଧ୍ର ରସେଲ (12 କୋଟି)
  • ରମନଦୀପ ସିଂହ (4 କୋଟି)
  • ବରୁଣ ଚକ୍ରବର୍ତ୍ତି (12 କୋଟି)
  • ଦିଲ୍ଲୀ କ୍ୟାପିଟାଲ୍ସ:
  • ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଅଧିନାୟକ ଥିବା ଋଷଭ ପନ୍ତଙ୍କୁ ରିଲିଜ କରି ଦେଇଛି । ରିଟେନସନ ତାଲିକାରେ ରହିଛନ୍ତି,
  • କୁଳଦୀପ ଯାଦବ (13.25 କୋଟି)
  • ଅକ୍ଷର ପଟେଲ (16.50 କୋଟି)
  • ତ୍ରିଷ୍ଟାନ୍ ଷ୍ଟବ୍ସ୍ (10 କୋଟି)
  • ଅଭିଷେକ ପୋରେଲ (4 କୋଟି)
  • ରାଜସ୍ଥାନ ରୟାଲ୍ସ:
  • ରାଜସ୍ଥାନ ରୟାଲ୍ସ ଜୋସ୍ ବଟଲର ଏବଂ ଟ୍ରେଣ୍ଟ ବୋଲ୍ଟ ପରି ତାରକାଙ୍କୁ ରିଜିଲ କରିଛି। ରାଜସ୍ଥାନ ଏହି ଖେଳାଳିମାନଙ୍କୁ ଆଇପିଏଲ 2025 ପାଇଁ ରଖିଛି ।
  • ସଞ୍ଜୁ ସାମସନ୍ (18 କୋଟି)
  • ଯଶସ୍ୱୀ ଜୟସ୍ବାଲ (18 କୋଟି)
  • ରିୟାନ୍ ପରାଗ (14 କୋଟି)
  • ସନ୍ଦୀପ ଶର୍ମା (ଅନକ୍ୟାପ୍ଡ) (4କୋଟି)
  • ଶିମରେନ୍ ହେଟମାୟର (11 କୋଟି)
  • ଧ୍ରୂବ ଜୁରେଲ (14 କୋଟି)
  • ଲକ୍ଷ୍ନୌ ସୁପର ଜାଏଣ୍ଟସ୍:
  • LSG ଏହାର ଅଧିନାୟକ କେ.ଏଲ୍ ରାହୁଲଙ୍କୁ ରିଲିଜ କରିଛି। ଲକ୍ଷ୍ନୌର ରିଟେନସନ ତାଲିକାରେ ରହିଛନ୍ତି ।
  • ନିକୋଲାସ୍ ପୁରନ (21 କୋଟି)
  • ମୟଙ୍କ ଯାଦବ (11 କୋଟି)
  • ରବି ବିଷ୍ଣନୋଇ (11 କୋଟି)
  • ଆୟୁଷ ବାଡୋନି (ଅନକ୍ୟାପଡ୍‌) (4 କୋଟି)
  • ମୋହସିନ୍ ଖାନ୍ (4 କୋଟି)
  • ଗୁଜୁରାଟ ଟାଇଟାନ୍ସ:
  • 2022ରେ ଚମ୍ପିଆନ ହୋଇଥିବା ଦଳ ଯୁବ ତାରକାଙ୍କ ନେତୃତ୍ୱରେ ଏଥର ମଇଦାନକୁ ଓହ୍ଲାଇବାକୁ ଲକ୍ଷ୍ୟ ରଖିଛି । ଜିଟି ଏହି ଖେଳାଳୀମାନଙ୍କୁ ନିଜ ତାଲିକାରେ ରଖିଛି ।
  • ଶୁଭମନ ଗିଲ (16.50 କୋଟି)
  • ରସିଦ ଖାନ(18 କୋଟି)
  • ସାଇ ସୁଦର୍ଶନ (8.50 କୋଟି)
  • ଶାହାରୁଖ ଖାନ (4 କୋଟି)
  • ରାହୁଲ ତେୱାତିଆ (4କୋଟି)
  • ସନରାଇଜର୍ସ ହାଇଦ୍ରାବାଦ:
  • ପ୍ୟାଟ୍ କମିନ୍ସ (18 କୋଟି)
  • ହେନେରିଚ କ୍ଲାସେନ୍ (23 କୋଟି)
  • ଅଭିଷେକ ଶର୍ମା(14 କୋଟି)
  • ଟ୍ରାଭିସ୍ ହେଡ (14 କୋଟି)
  • ନିତୀଶ କୁମାର ରେଡ୍ଡୀ ( 6କୋଟି)
  • ପଞ୍ଜାବ କିଙ୍ଗ୍ସ:
  • ଶଶାଙ୍କ ସିଂହ (5.50 କୋଟି)
  • ପ୍ରଭାସିମରନ ସିଂହ (4 କୋଟି)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.