ETV Bharat / sports

ଟିମ୍ ଇଣ୍ଡିଆ କ୍ୟାପଟେନଙ୍କୁ ଦେଖି ସିଟରୁ ଉଠିଗଲେ KKR କ୍ୟାପଟେନ୍, ରୋହିତ-ଆୟର ବ୍ରୋମାନ୍ସ ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ ଏହା ହିଁ ଭଲପାଇବା... - Iyer wins hearts of rohit fans

author img

By ETV Bharat Sports Team

Published : Aug 22, 2024, 12:48 PM IST

Updated : Aug 22, 2024, 3:06 PM IST

CEAT cricket awards shreyas iyer rohit sharma viral video: କ୍ରିକେଟ କାର୍ଯ୍ୟକ୍ରମରେ କ୍ୟାପଟେନ ରୋହିତ ଶର୍ମାଙ୍କୁ ଷ୍ଟାର ବ୍ୟାଟର ଆୟର ଅତ୍ୟନ୍ତ ସମ୍ନାନର ସହିତ ଦେଖୁ ଦେଖୁ ନିଜେ ସିଟରୁ ଉଠି ସିଟ୍ ଅଫର କରଥିଲେ । ଏଥିରେ ଉଭୟ କ୍ରିକେଟରଙ୍କ ବ୍ରୋମାନ୍ସ ଦେଖିବାକୁ ମିଳିଥିଲା । ଏହା ଟିମ୍ ଇଣ୍ଡିଆ କ୍ୟାପଟେନଙ୍କ ପ୍ରତି କେକେଆର କ୍ୟାପଟେନଙ୍କ ସମ୍ନାନ ଫ୍ୟାନ୍ସ ଲେଖିଛନ୍ତି । ଅଧିକ ପଢନ୍ତୁ

ଶ୍ରେୟର ଆୟର-ରୋହିତ ଶର୍ମା
ଶ୍ରେୟର ଆୟର-ରୋହିତ ଶର୍ମା ((twitter video))

ହାଇଦ୍ରାବାଦ: କ୍ରିକେଟ ଫ୍ୟାନ୍ସଙ୍କ ହାର୍ଟ ଜିତିଲେ ଷ୍ଟାର ବ୍ୟାଟର ଶ୍ରେୟର ଆୟର । ମୁମ୍ବାଇର ଏକ କ୍ରିକେଟ କର୍ଯ୍ୟକ୍ରମରେ ଆୟରଙ୍କ କ୍ୟାପଟେନ୍ ରୋହିତ ଶର୍ମାଙ୍କୁ ସିଟ୍ ଅଫର ସମସ୍ତଙ୍କ ମନ ଜିଣିଛି । ଏହି ଭିଡିଓ ଧିରେ ଧିରେ ଭାଇରାଲ ହେବାରେ ଲାଗିଛି । ବିଶେଷ କରି ରୋହିତ ଶର୍ମାଙ୍କ ଫ୍ୟାନ୍ସ ଏହି 'ହାର୍ଟ ଓ୍ବିନିଂ' ଭିଡିଓକୁ ପ୍ରବଳ ମାତ୍ରାରେ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଗତକାଲି (ବୁଧବାର) ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ସିଇଏଟି କ୍ରିକେଟ ଆଓ୍ବାର୍ଡ୍ସ (CEAT Cricket Awards) ଅନୁଷ୍ଠିତ ହୋଇଥିଲା । ଏହି କ୍ରିକେଟ କାର୍ଯ୍ୟକ୍ରମରେ କ୍ୟାପଟେନ ରୋହିତ ଶର୍ମାଙ୍କୁ ଷ୍ଟାର ବ୍ୟାଟର ଆୟର ଅତ୍ୟନ୍ତ ସମ୍ନାନର ସହିତ ଦେଖୁ ଦେଖୁ ନିଜେ ସିଟରୁ ଉଠି ସିଟ୍ ଅଫର କରଥିଲେ । ଏଥିରେ ଉଭୟ କ୍ରିକେଟରଙ୍କ ବ୍ରୋମାନ୍ସ ଦେଖିବାକୁ ମିଳିଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ଫ୍ୟାନ୍ସ କହୁଛନ୍ତି କ୍ଯାପଟେନଙ୍କ ପ୍ରତି ଏହା ଖେଳାଳିଙ୍କ ଭଲପାଇବା ।

ଏହା ବି ପଢନ୍ତୁ -ଘରୋଇ କ୍ରିକେଟରେ ବିଦେଶୀ ଖେଳାଳିଙ୍କୁ ମୌକା ଦେଉନି BCCI; ଜାଣନ୍ତୁ କାହିଁକି - BCCI DOMESTIC CRICKET RULES

ତେବେ ଏହି କ୍ରିକେଟ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି କି, ଆଇପିଏଲ ଟିମ୍ କୋଲକାତା ନାଇଟ ରାଇଡର୍ସର କ୍ୟାପଟେନ୍ ଶ୍ରେୟସ ଆୟର ଭାରତୀୟ ଟିମ୍ କ୍ୟାପଟେନ ରୋହିତ ଶର୍ମାଙ୍କ ପ୍ରତି ବେଶ ଭଲପାଇବା ଏବଂ ସମ୍ମାନ ଜଣାଇଛନ୍ତି । ରୋହିତ କାର୍ଯ୍ୟକ୍ରମରେ ପହଞ୍ଚିବା ପରେ ଶ୍ରେୟସ ତାଙ୍କ ସିଟରୁ ଉଠିପଡିଥିଲା । ଏହା ପରେ ରୋହିତଙ୍କୁ ଶ୍ରେୟସ ସିଟ୍ ଅଫର କରିଥିଲେ । ତେବେ ରୋହିତ ସେହି ସିଟ୍ ଗ୍ରହଣ କରିନଥିଲେ ।

ଏହା ବି ପଢନ୍ତୁ -ଗାଙ୍ଗୁଲିଙ୍କୁ କଡ଼ା ସମାଲୋଚନା କଲେ ଶାମିଙ୍କ ପୂର୍ବତନ ପତ୍ନୀ; କହିଲେ... - Haseen Jahan Criticized Ganguly

ଏହି ଭିଡିଓରେ ପ୍ରତିକ୍ରିୟା ରଖି ଫ୍ୟାନ୍ସ କହିଛନ୍ତି କି, "ଆୟର ପ୍ରଥମ ଧାଡିରେ ରୋହିତଙ୍କୁ ସିଟ୍ ଅଫର କରିଥିଲେ କିନ୍ତୁ ରୋହିତ ତାହାକୁ ମନା କରିଥିଲେ ମଧ୍ୟ ଦ୍ବିତୀୟ ଲାଇନରେ ବସିଥିଲେ ।"

ଏହା ବି ପଢନ୍ତୁ -ଓଡ଼ିଶାରେ ହକି ହିରୋ: ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଦେଖନ୍ତୁ କାହାକୁ ମିଳିଲା କେତେ - Odisha CM felicitate Hockey Players

ଆଇ ଜଣେ କ୍ରିକେଟ ଫ୍ୟାନ୍ସ ସୋସିଆଲ ମିଡିଆ ଟ୍ବିଟର ଲେଖିଛନ୍ତି କି, "ଆୟରଙ୍କର ଏହା ମହାନତା । ଅତି ସୁନ୍ଦର ଭିଡିଓ । ଆୟର ଉଠି ପଡି ନିଜ ସିଟ୍ ରୋହିତଙ୍କୁ ଦେଇଥିଲେ । ଏହା ଦୁଇ ଖେଳାଳିଙ୍କ ମଧ୍ୟରେ ସମ୍ବନ୍ଧକୁ ପ୍ରତିପାଦନ କରୁଛି ।"

Last Updated : Aug 22, 2024, 3:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.