ETV Bharat / politics

75 ବିଧାନସଭା ଆସନରେ ପ୍ରାର୍ଥୀ ଦେଲା କଂଗ୍ରେସ: ଭଣ୍ଡାରୀପୋଖରୀରୁ ନିରଞ୍ଜନ, ଆନନ୍ଦପୁରରୁ ଜୟଦେବ - Congress announces candidates

author img

By ETV Bharat Odisha Team

Published : Apr 14, 2024, 9:15 PM IST

Updated : Apr 14, 2024, 10:17 PM IST

Congress announces candidates for 75 Assembly seats in Odisha: 75 ବିଧାନସଭା ଆସନରେ ପ୍ରାର୍ଥୀ ଦେଲା କଂଗ୍ରେସ: ଭଣ୍ଡାରୀପୋଖରୀରୁ ନିରଞ୍ଜନ, ଆନନ୍ଦପୁରରୁ ଜୟଦେବ ଜେନା । ଅଧିକ ପଢନ୍ତୁ

75 ବିଧାନସଭା ଆସନରେ ପ୍ରାର୍ଥୀ ଦେଲା କଂଗ୍ରେସ: ଭଣ୍ଡାରୀପୋଖରୀରୁ ନିରଞ୍ଜନ, ଆନନ୍ଦପୁରରୁ ଜୟଦେବ
75 ବିଧାନସଭା ଆସନରେ ପ୍ରାର୍ଥୀ ଦେଲା କଂଗ୍ରେସ: ଭଣ୍ଡାରୀପୋଖରୀରୁ ନିରଞ୍ଜନ, ଆନନ୍ଦପୁରରୁ ଜୟଦେବ

ଭୁବନେଶ୍ବର: ଆଜି କଂଗ୍ରେସ ପରବର୍ତ୍ତୀ ପର୍ଯ୍ୟାୟରେ 75 ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଚଳିତ ତାଲିକାରେ ବହୁ ହେଭିଓ୍ବେଟଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି ଦଳ । ଆନନ୍ଦପୁର ଆସନରୁ ଜୟଦେବ ଜେନାଙ୍କୁ ଦଳ ଟିକେଟ୍‌ ଦେଇଥିବା ବେଳେ ଭଣ୍ଡାରୀପୋଖରୀ ଆସନରୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେହିପରି ବାଙ୍କୀରୁ ଦେବାଶିଷ ପଟ୍ଟନାୟକଙ୍କୁ ଓ ଭଦ୍ରକରୁ ଅସିତ ପଟ୍ଟନାୟକଙ୍କୁ ଟିକେଟ୍‌ ଦେଇଛି ଦଳ ।

ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ୮ ଲୋକସଭା ଓ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ଗତକାଲି ଦଳ ୯ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । ଆଜି ଆଉ ୭୫ ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିଛି । ସେହିପରି ଦଳ ତିନି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି । ଅତାବିରା ଆସନରୁ ପ୍ରବୋଧ ତୀର୍କୀଙ୍କ ଦେବେନ୍ଦ୍ର ଭଟ୍ଟାରିଆଙ୍କୁ ଟିକେଟ ମିଳିଛି । ସେହିପରି ବାଲିଗୁଡାରୁ ସରଦା ପ୍ରଧାନଙ୍କ ସ୍ଥାନ ନେଇଛନ୍ତି ଉପେନ୍ଦ୍ର ପ୍ରଧାନ । କବିସୂର୍ଯ୍ୟନଗରରେ ଚିରଞ୍ଜୀବି ବିଶୋଇଙ୍କୁ ଦଳ ବାଦ ଦେଇ ବିପିନ ବିହାରୀ ସ୍ବାଇଁଙ୍କୁ ଦଳ ଟିକେଟ ଦେଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ପୁଅ ପଥ୍ବୀବଲ୍ଲଭ ବେଗୁନିଆରୁ ଟିକେଟ ପାଇଛନ୍ତି ।

ଚଳିତ ପର୍ଯ୍ୟାୟ ତାଲିକା

୧.ରେଢାଖୋଲ – ଆସଫ୍ ଅଲ୍ଲୀ ଖାନ୍

୨.କୁଚିଣ୍ଡା – କେଦାରନାଥ ବରିହା
୩.ତଳସରା – ଦେବେନ୍ଦ୍ର ଭିତାରିଆ

୪. ରେଙ୍ଗାଲି – ଦିଲ୍ଲୀପ କୁମାର ଦୁରିଆ
୫. ଅତାବିରା – ଅଭିଷେକ ସେଠ୍

୬. ସମ୍ବଲପୁର – ଦୁର୍ଗାପ୍ରସାଦ ପାଢୀ
୭. ଦେବଗଡ – ସେମ୍ ହେମ୍ବ୍ରମ୍
୮. ତେଲକୋଇ – ନିର୍ମଳ ଚନ୍ଦ୍ର ନାୟକ
୯. ଘଷିପୁରା – ସୁବ୍ରତ ଚକ୍ର
୧୦. ପାଟଣା – ହୃଷିକେଶ ନାୟକ
୧୧.ଆନନ୍ଦପୁର – ଜୟଦେବ ଜେନା

୧୨. କେନ୍ଦୁଝର – ପ୍ରତିଭା ମଞ୍ଜରୀ ନାୟକ
୧୩. ଚମ୍ପୁଆ – ଯଶୱନ୍ତ ଲଘୁରୀ
୧୪. ଯଶୀପୁର – ଶ୍ୱେତା ଛଟ୍ଟର
୧୫. ସାରସକଣା – ରାମ କୁମାର ସୋରେନ୍
୧୬. ଉଦଳା – ଦୁର୍ଗା ଚରଣ ଟୁଡୁ

୧୭. ବାଙ୍ଗିରିପୋଷି – ବଦଲା ହେମ୍ବ୍ରମ୍
୧୮. କରଞ୍ଜିଆ – ଲକ୍ଷ୍ମୀଧର ସିଂହ
୧୯. ରାଇରଙ୍ଗପୁର – ଯୋଗେନ୍ଦ୍ର ବନରା
୨୦. ବାରିପଦା – ବାଦଲ ହେମ୍ବ୍ରମ୍
୨୧. ମୋରଡା – ପ୍ରଭାସ କର ମହାପାତ୍ର
୨୨. ଭୋଗରାଇ – ସତ୍ୟଶିବ ଦାସ
୨୩. ବସ୍ତା – ବିଜୟ ନାୟକ
୨୪. ରେମୁଣା – ସୁଦର୍ଶନ ଜେନା
୨୫. ସୋର – ସୁବ୍ରତ ଧଡା
୨୬. ସିମୁଳିଆ – ହିମାଂଶୁ ଶେଖର ବେହେରା
୨୭. ଭଣ୍ଡାରୀପୋଖରୀ – ନିରଞ୍ଜନ ପଟ୍ଟନାୟକ
୨୮. ଭଦ୍ରକ – ଅସିତ୍ ପଟ୍ଟନାୟକ
୨୯. ବାସୁଦେବପୁର – ଅଶୋକ କୁମାର ଦାସ
୩୦. ଧାମନଗର – ରଞ୍ଜନ କୁମାର ବେହେରା
୩୧. ଚାନ୍ଦବାଲି – ଅମୀୟ କୁମାର ମହାପାତ୍ର
୩୨. ବିଞ୍ଝାରପୁର – କନକଲତା ମଲ୍ଲିକ
୩୩. ବରୀ – ଆରତୀ ଦେଓ
୩୪. ଧର୍ମଶାଳା – କିଶାନ ପଣ୍ଡା
୩୫. ଯାଜପୁର – ସୁଦୀପ କୁମାର କର
୩୬. କୋରେଇ – ବନ୍ଦିତା ପରିଡା
୩୭. ଢେଙ୍କାନାଳ – ସୁସ୍ମିତା ସିଂ ଦେଓ
୩୮. ହିନ୍ଦୋଳ – ଗୋବର୍ଦ୍ଧନ ଶେଖର ନାୟକ
୩୯. କାମାକ୍ଷାନଗର – ବିପ୍ରବର ସାହୁ
୪୦. ପରଜଙ୍ଗ – ରଞ୍ଜିତ କୁମାର ସାହୁ
୪୧. ତାଳଚେର – ପ୍ରଫୁଲ ଚନ୍ଦ୍ର ଦାସ
୪୨. ଅନୁଗୁଳ – ଅମ୍ବିକା ପ୍ରସାଦ ଭଟ୍ଟ
୪୩. ଛେଣ୍ଡିପଦା – ନରୋତ୍ତମ ନାୟକ
୪୪. ଆଠମଲ୍ଲିକ – ବିଜୟାନନ୍ଦ ଚାଉଳିଆ
୪୫. ବୀରମହାରାଜପୁର – ପ୍ରଦୀପ ସେଠୀ
୪୬. ସୋନପୁର – ପ୍ରିୟବ୍ରତ ସାହୁ
୪୭. ଟିଟିଲାଗଡ – ବୀରେନ୍ଦ୍ର ବାଗ
୪୮. ଖରିଆର – କମଳ ଚରଣ ତାଣ୍ଡି
୪୯. ବାଲିଗୁଡା – ଉପେନ୍ଦ୍ର ପ୍ରଧାନ
୫୦. ବଡମ୍ବା – ସଞ୍ଜୟ କୁମାର ସାହୁ


୫୧. ବାଙ୍କୀ – ଦେବାଶିଷ ପଟ୍ଟନାୟକ
୫୨. ଆଠଗଡ – ମେହବୁବ୍ ଅହମ୍ମଦ ଖାନ୍
୫୩. ଚୌଦାର-କଟକ –ମୀରା ମଲ୍ଲିକ
୫୪. ନିଆଳି – ଜ୍ୟୋତିରଞ୍ଜନ ମଲ୍ଲିକ
୫୫. କଟକ ସଦର – ରାମଚନ୍ଦ୍ର ଗୋଚ୍ଛାୟତ
୫୬. ସାଲେପୁର – ଆକ୍ୟୁବ୍ ଉଜ୍ଜମାନ୍ ଖାନ୍
୫୭. ପାଟକୁରା – ରତିକାନ୍ତ କାନୁନଗୋ
୫୮. ଆଳି – ଦେବସ୍ମିତା ଶର୍ମା
୫୯. ପାରାଦୀପ – ନିରଞ୍ଜନ ନାୟକ
୬୦. ତିର୍ତ୍ତୋଲ – ହିମାଂଶୁ ଭୂଷଣ ମଲ୍ଲିକ
୬୧. ବାଲିକୁଦା ଏରସମା – ନଳିନୀ ସ୍ୱାଇଁ
୬୨. ପୁରୀ – ସୁଜାତା ମହାପାତ୍ର
୬୩. ବ୍ରହ୍ମଗିରି – ମିତ୍ରଭାନୁ ମହାପାତ୍ର
୬୪. ଜୟଦେବ – ଜୟନ୍ତ କୁମାର ଭୋଇ
୬୫. ଏକାମ୍ର – ଭୁବନେଶ୍ୱର – ପ୍ରଶାନ୍ତ କୁମାର ଚମ୍ପତି
୬୬. ଜଟଣୀ – ସନ୍ତୋଷ ଜେନା
୬୭. ବେଗୁନିଆ – ପୃଥ୍ୱୀବଲ୍ଲଭ ପଟ୍ଟନାୟକ
୬୮. ରଣପୁର – ବିଭୁପ୍ରସାଦ ମିଶ୍ର
୬୯. ନୟାଗଡ – ରଞ୍ଜିତ ଦାଶ
୭୦. କବିସୂର୍ଯ୍ୟନଗର – ବିପିନ ବିହାରୀ ସ୍ୱାଇଁ
୭୧. ଖଲ୍ଲିକୋଟ – ଚିତ୍ରସେନ ବେହେରା
୭୨. ଆସ୍କା – ସୁରଭି ବିଶୋୟୀ
୭୩. ହିଞ୍ଜିଳି – ରଞ୍ଜିକାନ୍ତ ପାଢୀ
୭୪. ବ୍ରହ୍ମପୁର – ଦୀପକ ପଟ୍ଟନାୟକ
୭୫. ଦିଗପହଣ୍ଡି – ଶ୍ରୀଧର ଦେବ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଭୁବନେଶ୍ବର: ଆଜି କଂଗ୍ରେସ ପରବର୍ତ୍ତୀ ପର୍ଯ୍ୟାୟରେ 75 ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଚଳିତ ତାଲିକାରେ ବହୁ ହେଭିଓ୍ବେଟଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି ଦଳ । ଆନନ୍ଦପୁର ଆସନରୁ ଜୟଦେବ ଜେନାଙ୍କୁ ଦଳ ଟିକେଟ୍‌ ଦେଇଥିବା ବେଳେ ଭଣ୍ଡାରୀପୋଖରୀ ଆସନରୁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେହିପରି ବାଙ୍କୀରୁ ଦେବାଶିଷ ପଟ୍ଟନାୟକଙ୍କୁ ଓ ଭଦ୍ରକରୁ ଅସିତ ପଟ୍ଟନାୟକଙ୍କୁ ଟିକେଟ୍‌ ଦେଇଛି ଦଳ ।

ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ୮ ଲୋକସଭା ଓ ୪୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ଗତକାଲି ଦଳ ୯ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । ଆଜି ଆଉ ୭୫ ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିଛି । ସେହିପରି ଦଳ ତିନି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି । ଅତାବିରା ଆସନରୁ ପ୍ରବୋଧ ତୀର୍କୀଙ୍କ ଦେବେନ୍ଦ୍ର ଭଟ୍ଟାରିଆଙ୍କୁ ଟିକେଟ ମିଳିଛି । ସେହିପରି ବାଲିଗୁଡାରୁ ସରଦା ପ୍ରଧାନଙ୍କ ସ୍ଥାନ ନେଇଛନ୍ତି ଉପେନ୍ଦ୍ର ପ୍ରଧାନ । କବିସୂର୍ଯ୍ୟନଗରରେ ଚିରଞ୍ଜୀବି ବିଶୋଇଙ୍କୁ ଦଳ ବାଦ ଦେଇ ବିପିନ ବିହାରୀ ସ୍ବାଇଁଙ୍କୁ ଦଳ ଟିକେଟ ଦେଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ପୁଅ ପଥ୍ବୀବଲ୍ଲଭ ବେଗୁନିଆରୁ ଟିକେଟ ପାଇଛନ୍ତି ।

ଚଳିତ ପର୍ଯ୍ୟାୟ ତାଲିକା

୧.ରେଢାଖୋଲ – ଆସଫ୍ ଅଲ୍ଲୀ ଖାନ୍

୨.କୁଚିଣ୍ଡା – କେଦାରନାଥ ବରିହା
୩.ତଳସରା – ଦେବେନ୍ଦ୍ର ଭିତାରିଆ

୪. ରେଙ୍ଗାଲି – ଦିଲ୍ଲୀପ କୁମାର ଦୁରିଆ
୫. ଅତାବିରା – ଅଭିଷେକ ସେଠ୍

୬. ସମ୍ବଲପୁର – ଦୁର୍ଗାପ୍ରସାଦ ପାଢୀ
୭. ଦେବଗଡ – ସେମ୍ ହେମ୍ବ୍ରମ୍
୮. ତେଲକୋଇ – ନିର୍ମଳ ଚନ୍ଦ୍ର ନାୟକ
୯. ଘଷିପୁରା – ସୁବ୍ରତ ଚକ୍ର
୧୦. ପାଟଣା – ହୃଷିକେଶ ନାୟକ
୧୧.ଆନନ୍ଦପୁର – ଜୟଦେବ ଜେନା

୧୨. କେନ୍ଦୁଝର – ପ୍ରତିଭା ମଞ୍ଜରୀ ନାୟକ
୧୩. ଚମ୍ପୁଆ – ଯଶୱନ୍ତ ଲଘୁରୀ
୧୪. ଯଶୀପୁର – ଶ୍ୱେତା ଛଟ୍ଟର
୧୫. ସାରସକଣା – ରାମ କୁମାର ସୋରେନ୍
୧୬. ଉଦଳା – ଦୁର୍ଗା ଚରଣ ଟୁଡୁ

୧୭. ବାଙ୍ଗିରିପୋଷି – ବଦଲା ହେମ୍ବ୍ରମ୍
୧୮. କରଞ୍ଜିଆ – ଲକ୍ଷ୍ମୀଧର ସିଂହ
୧୯. ରାଇରଙ୍ଗପୁର – ଯୋଗେନ୍ଦ୍ର ବନରା
୨୦. ବାରିପଦା – ବାଦଲ ହେମ୍ବ୍ରମ୍
୨୧. ମୋରଡା – ପ୍ରଭାସ କର ମହାପାତ୍ର
୨୨. ଭୋଗରାଇ – ସତ୍ୟଶିବ ଦାସ
୨୩. ବସ୍ତା – ବିଜୟ ନାୟକ
୨୪. ରେମୁଣା – ସୁଦର୍ଶନ ଜେନା
୨୫. ସୋର – ସୁବ୍ରତ ଧଡା
୨୬. ସିମୁଳିଆ – ହିମାଂଶୁ ଶେଖର ବେହେରା
୨୭. ଭଣ୍ଡାରୀପୋଖରୀ – ନିରଞ୍ଜନ ପଟ୍ଟନାୟକ
୨୮. ଭଦ୍ରକ – ଅସିତ୍ ପଟ୍ଟନାୟକ
୨୯. ବାସୁଦେବପୁର – ଅଶୋକ କୁମାର ଦାସ
୩୦. ଧାମନଗର – ରଞ୍ଜନ କୁମାର ବେହେରା
୩୧. ଚାନ୍ଦବାଲି – ଅମୀୟ କୁମାର ମହାପାତ୍ର
୩୨. ବିଞ୍ଝାରପୁର – କନକଲତା ମଲ୍ଲିକ
୩୩. ବରୀ – ଆରତୀ ଦେଓ
୩୪. ଧର୍ମଶାଳା – କିଶାନ ପଣ୍ଡା
୩୫. ଯାଜପୁର – ସୁଦୀପ କୁମାର କର
୩୬. କୋରେଇ – ବନ୍ଦିତା ପରିଡା
୩୭. ଢେଙ୍କାନାଳ – ସୁସ୍ମିତା ସିଂ ଦେଓ
୩୮. ହିନ୍ଦୋଳ – ଗୋବର୍ଦ୍ଧନ ଶେଖର ନାୟକ
୩୯. କାମାକ୍ଷାନଗର – ବିପ୍ରବର ସାହୁ
୪୦. ପରଜଙ୍ଗ – ରଞ୍ଜିତ କୁମାର ସାହୁ
୪୧. ତାଳଚେର – ପ୍ରଫୁଲ ଚନ୍ଦ୍ର ଦାସ
୪୨. ଅନୁଗୁଳ – ଅମ୍ବିକା ପ୍ରସାଦ ଭଟ୍ଟ
୪୩. ଛେଣ୍ଡିପଦା – ନରୋତ୍ତମ ନାୟକ
୪୪. ଆଠମଲ୍ଲିକ – ବିଜୟାନନ୍ଦ ଚାଉଳିଆ
୪୫. ବୀରମହାରାଜପୁର – ପ୍ରଦୀପ ସେଠୀ
୪୬. ସୋନପୁର – ପ୍ରିୟବ୍ରତ ସାହୁ
୪୭. ଟିଟିଲାଗଡ – ବୀରେନ୍ଦ୍ର ବାଗ
୪୮. ଖରିଆର – କମଳ ଚରଣ ତାଣ୍ଡି
୪୯. ବାଲିଗୁଡା – ଉପେନ୍ଦ୍ର ପ୍ରଧାନ
୫୦. ବଡମ୍ବା – ସଞ୍ଜୟ କୁମାର ସାହୁ


୫୧. ବାଙ୍କୀ – ଦେବାଶିଷ ପଟ୍ଟନାୟକ
୫୨. ଆଠଗଡ – ମେହବୁବ୍ ଅହମ୍ମଦ ଖାନ୍
୫୩. ଚୌଦାର-କଟକ –ମୀରା ମଲ୍ଲିକ
୫୪. ନିଆଳି – ଜ୍ୟୋତିରଞ୍ଜନ ମଲ୍ଲିକ
୫୫. କଟକ ସଦର – ରାମଚନ୍ଦ୍ର ଗୋଚ୍ଛାୟତ
୫୬. ସାଲେପୁର – ଆକ୍ୟୁବ୍ ଉଜ୍ଜମାନ୍ ଖାନ୍
୫୭. ପାଟକୁରା – ରତିକାନ୍ତ କାନୁନଗୋ
୫୮. ଆଳି – ଦେବସ୍ମିତା ଶର୍ମା
୫୯. ପାରାଦୀପ – ନିରଞ୍ଜନ ନାୟକ
୬୦. ତିର୍ତ୍ତୋଲ – ହିମାଂଶୁ ଭୂଷଣ ମଲ୍ଲିକ
୬୧. ବାଲିକୁଦା ଏରସମା – ନଳିନୀ ସ୍ୱାଇଁ
୬୨. ପୁରୀ – ସୁଜାତା ମହାପାତ୍ର
୬୩. ବ୍ରହ୍ମଗିରି – ମିତ୍ରଭାନୁ ମହାପାତ୍ର
୬୪. ଜୟଦେବ – ଜୟନ୍ତ କୁମାର ଭୋଇ
୬୫. ଏକାମ୍ର – ଭୁବନେଶ୍ୱର – ପ୍ରଶାନ୍ତ କୁମାର ଚମ୍ପତି
୬୬. ଜଟଣୀ – ସନ୍ତୋଷ ଜେନା
୬୭. ବେଗୁନିଆ – ପୃଥ୍ୱୀବଲ୍ଲଭ ପଟ୍ଟନାୟକ
୬୮. ରଣପୁର – ବିଭୁପ୍ରସାଦ ମିଶ୍ର
୬୯. ନୟାଗଡ – ରଞ୍ଜିତ ଦାଶ
୭୦. କବିସୂର୍ଯ୍ୟନଗର – ବିପିନ ବିହାରୀ ସ୍ୱାଇଁ
୭୧. ଖଲ୍ଲିକୋଟ – ଚିତ୍ରସେନ ବେହେରା
୭୨. ଆସ୍କା – ସୁରଭି ବିଶୋୟୀ
୭୩. ହିଞ୍ଜିଳି – ରଞ୍ଜିକାନ୍ତ ପାଢୀ
୭୪. ବ୍ରହ୍ମପୁର – ଦୀପକ ପଟ୍ଟନାୟକ
୭୫. ଦିଗପହଣ୍ଡି – ଶ୍ରୀଧର ଦେବ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 14, 2024, 10:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.