ETV Bharat / photos

ଲଣ୍ଡନରେ କରଣ ସହ ଛୁଟି କାଟିଲେ ତେଜସ୍ୱୀ, ଦେଖନ୍ତୁ ଲଭବାର୍ଡଙ୍କ ରୋମାଣ୍ଟିକ ଫଟୋ - Tejasswi Prakash Latest Pictures

author img

By ETV Bharat Odisha Team

Published : Jul 11, 2024, 1:18 PM IST

Tejasswi Prakash Latest Pictures
Tejasswi Prakash Latest Pictures: ଲୋକପ୍ରିୟ ଟିଭି ଲଭବାର୍ଡ କରଣ କୁନ୍ଦ୍ରା ଏବଂ ତେଜସ୍ୱୀ ପ୍ରକାଶ ପୁଣି ନିଜ ରୋମାଣ୍ଟିକ ଫଟୋ ସେୟାର କରି ସମସ୍ତଙ୍କ ମନ ଜିତିଛନ୍ତି । କିଛି ଦିନ ପୂର୍ବରୁ ଉଭୟ ଲଣ୍ଡନ ଭ୍ୟାକସନରେ ଯାଇଥିବା ବେଳେ ବର୍ତ୍ତମାନ ଏହି କପଲ ନିଜ ଭ୍ୟାକସନର ଝଲକ ଦେଖାଇଛନ୍ତି । ନଜର ପକାନ୍ତୁ ଲଭବାର୍ଡଙ୍କ ଫଟୋ ଉପରେ, (Tejasswi Prakash, Instagram)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.