ବିଶ୍ବ ଚମ୍ପିଆନଙ୍କୁ ଭବ୍ୟ ସ୍ବାଗତ; ନାଚିଲେ ଝୁମିଲେ ଉଭୟ ଖେଳାଳି-ଫ୍ୟାନ୍ସ - Mumbai Victory Parade Pics - MUMBAI VICTORY PARADE PICS
![ବିଶ୍ବ ଚମ୍ପିଆନଙ୍କୁ ଭବ୍ୟ ସ୍ବାଗତ; ନାଚିଲେ ଝୁମିଲେ ଉଭୟ ଖେଳାଳି-ଫ୍ୟାନ୍ସ - Mumbai Victory Parade Pics T20 World Cup Win Celebrations](https://etvbharatimages.akamaized.net/etvbharat/prod-images/04-07-2024/1200-675-21872212-thumbnail-16x9-ppppp.jpg?imwidth=3840)
ଟିମ ଇଣ୍ଡିଆର ବିଜୟୀ ପରେଡରେ ଲୋକାରଣ୍ୟ ହେଲା ମାୟାନଗରୀ ମୁମ୍ବାଇ । ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଲା ସହର । ପ୍ରିୟ ଖେଳାଳିଙ୍କ ଝଲକ ପାଇଁ ରାସ୍ତାରେ ଫ୍ୟାନ୍ସଙ୍କ ପ୍ରବଳ ଗହଳି ଜମିଲା । ଖୋଲା ବସ୍ରେ ରାସ୍ତା ସାରା ଫ୍ୟାନ୍ସଙ୍କୁ ଅଭିବାଦନ ଜଣାଇ ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବା ପରେ ଫ୍ୟାନ୍ସଙ୍କୁ 125 କୋଟି ପୁରସ୍କାର ରାଶି ପ୍ରଦାନ କଲା ବିସିସିଆଇ । ଫଟୋରେ ଦେଖନ୍ତୁ ବିଜୟ ଶୋଭାଯାତ୍ରାର ଝଲକ.. (T20 World Cup Win Celebrations)
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jul 4, 2024, 10:54 PM IST