ସିଡ-କିଆରାଙ୍କ ପ୍ରଥମ ବିବାହ ବାର୍ଷିକୀ; ଏମିତି ଆରମ୍ଭ ହୋଇଥିଲା ଦୁହିଁଙ୍କ ଲଭଷ୍ଟୋରୀ - Sidharth Kiara Wedding Anniversary
![ସିଡ-କିଆରାଙ୍କ ପ୍ରଥମ ବିବାହ ବାର୍ଷିକୀ; ଏମିତି ଆରମ୍ଭ ହୋଇଥିଲା ଦୁହିଁଙ୍କ ଲଭଷ୍ଟୋରୀ Sid-Kiara 1st Wedding Anniversary](https://etvbharatimages.akamaized.net/etvbharat/prod-images/07-02-2024/1200-675-20689233-thumbnail-16x9-kiara.jpg?imwidth=3840)
Sid-Kiara 1st Wedding Anniversary: ବଲିଉଡର ଲୋକପ୍ରିୟ ଦମ୍ପତି କିଆରା ଆଡଭାନି ଏବଂ ସିଦ୍ଧାର୍ଥ ମଲହୋତ୍ରା ଫେବୃଆରୀ ୭, ୨୦୨୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଜି ଏହି ଦମ୍ପତି ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଏହି ଅବସରରେ ଦୁହିଁଙ୍କର ଲଭଷ୍ଟୋରୀ କେବେ ଏବଂ କିପରି ଆରମ୍ଭ ହୋଇଥିଲା ? ଜାଣନ୍ତୁ
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Feb 7, 2024, 2:22 PM IST