ଗର୍ଜିୟସ ଲୁକରେ ଶ୍ରଦ୍ଧା କପୁର, ଫଟୋରୁ ହଟୁନି ନଜର - Shraddha Kapoor Latest Pictures - SHRADDHA KAPOOR LATEST PICTURES

Shraddha Kapoor Latest Film: ପୁଣି ପରଦାରେ ଧମାକା କରିବାକୁ ପ୍ରସ୍ତୁତ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର । ସେ 'ସ୍ତ୍ରୀ 2' ସହ ପୁଣି ଫେରୁଛନ୍ତି । ଆସନ୍ତା ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧୀନତା ଦିବସରେ ଫିଲ୍ମ ହେବାକୁ ଯାଉଥିବାବେଳେ ବର୍ତ୍ତମାନ ଶ୍ରଦ୍ଧା ନିଜ ଲାଟେଷ୍ଟ ଲୁକରେ ଫ୍ୟାନ୍ସଙ୍କୁ ଦିୱାନା କରିଛନ୍ତି । ଦେଖନ୍ତୁ ଶ୍ରଦ୍ଧାଙ୍କ ଲାଟେଷ୍ଟ ଫଟୋ,
(shraddhakapoor, instagram)

Published : Jul 28, 2024, 11:08 AM IST