LGBTQ ବିଷୟରେ ଜାଣିବାକୁ ଚାହୁଁଛନ୍ତି କି, ଦେଖନ୍ତୁ ଏସବୁ ଫିଲ୍ମ - Lgbtq Pride Month - LGBTQ PRIDE MONTH

ଆରମ୍ଭ ହୋଇଯାଇଛି ମନ୍ଥ ଅଫ ପ୍ରାଇଡ । ସମୟ ଆସିଛି LGBTQ ସମ୍ପ୍ରଦାୟର ସଂଘର୍ଷ ଏବଂ ସଫଳତାକୁ ସମ୍ମାନ କରିବାର । ତେବେ ନେଟଫ୍ଲିକ୍ସରେ LGBTQ ଥିମ୍ ଚଳଚ୍ଚିତ୍ର ଏବଂ ସିରିଜ ଯାହା ଆମକୁ ଏହି ଅବସରର ମହତ୍ତ୍ବ ଏବଂ ଆବଶ୍ୟକତା ବିଷୟରେ ସୂଚନା ଦେଇପାରିବ । ଆସନ୍ତୁ ଜାଣିବା ସେହି ଫିଲ୍ମ ବିଷୟରେ ଯେ, LGBTQ ଜୀବନର ବିବିଧତା ଏବଂ ଜଟିଳତାକୁ ଦର୍ଶାଇଛି ।
(Instagram/Netflix)

Published : Jun 2, 2024, 10:46 PM IST