ସେଲିବ୍ରିଟିଙ୍କ ଦେଶୀ ଲୁକ୍, ଫଟୋ ଦେଖି ଫ୍ୟାନ୍ସ ଫିଦା - ଅନନ୍ତ ରାଧିକା ପ୍ରିୱେଡିଂ
Traditional looks of Bollywood Actresses: ସରିଛି ଅନନ୍ତ ଅମ୍ବାନି-ରାଧିକାଙ୍କ ପ୍ରି-ୱେଡିଂ ସମାରୋହ । ଏବେ ବି ସରୁନି ସେଲିବ୍ରେସନର ଚର୍ଚ୍ଚା । ଖାସ କରି ସେଲିବ୍ରିଟିଙ୍କ ଦେଶୀ ଲୁକ ଏବେ ବି ଇଣ୍ଟରନେଟରେ ଚହଳ ପକାଇଛି । ଦେଖନ୍ତୁ କିଛି ସେଲିବ୍ରିଟିଙ୍କ ଦେଶୀ ଲୁକ
Published : Mar 7, 2024, 6:59 AM IST