ରଥଖଳା ହାଲଚାଲ, 3 ରଥର ଦଣ୍ଡାଫ୍ରେମ ପ୍ରସ୍ତୁତି ଶେଷ - Ratha Khala Update - RATHA KHALA UPDATE
![ରଥଖଳା ହାଲଚାଲ, 3 ରଥର ଦଣ୍ଡାଫ୍ରେମ ପ୍ରସ୍ତୁତି ଶେଷ - Ratha Khala Update Ratha Yatra 2024 Ratha Khala](https://etvbharatimages.akamaized.net/etvbharat/prod-images/14-06-2024/1200-675-21712832-thumbnail-16x9-od.jpg?imwidth=3840)
ପୁରୀ: ପାଖେଇ ଆସୁଛି ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା । ଏନେଇ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଚଳଚଞ୍ଚଳ ରହିଛି ରଥଖଳା । ରଥ ଗୁଜରେ ନିରାଜି ସଂଜୋଗ କରାଯାଇ ଦଣ୍ଡା ଫ୍ରେମ ପ୍ରସ୍ତୁତି ଶେଷ ହୋଇଛି । ଦଣ୍ଡା ଫ୍ରେମ ପ୍ରସ୍ତୁତି କାର୍ଯ୍ୟ ମୁଖ୍ୟ ମହାରଣାଙ୍କ ତତ୍ତ୍ବାବଧାନରେ ଭୋଇ ସେବକମାନଙ୍କ ଦ୍ବାରା ସମ୍ପନ୍ନ ହୋଇଛି ।
(ETV Bharat Odisha)
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jun 14, 2024, 8:31 PM IST