ETV Bharat / photos

ସୋମି ଖାନଙ୍କ ହାତ ଧରିଲେ ରାକ୍ଷୀଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ, ଦେଖନ୍ତୁ ବିବାହର ଝଲକ

author img

By ETV Bharat Odisha Team

Published : Mar 10, 2024, 11:51 AM IST

Adil Khan Durrani-Somi Khan Wedding Pictures
Adil Khan Durrani-Somi Khan Wedding Pictures: ପୁଣି ବିବାହ ବନ୍ଧନରେ ବାନ୍ଧି ହେଲେ ରାକ୍ଷୀ ସାୱନ୍ତଙ୍କ ପୂର୍ବତନ ସ୍ୱାମୀ ଆଦିଲ ଖାନ ଦୁରାନୀ । ମାର୍ଚ୍ଚ ୩ରେ ସେ 'ବିଗ ବସ ୧୨' ପ୍ରତିଯୋଗୀ ତଥା ଅଭିନେତ୍ରୀ ସୋମି ଖାନଙ୍କୁ ବିବାହ କରିଛନ୍ତି । ସୋସିଆଲ ମିଡିଆରେ ଉଭୟ ବିବାହର ଫଟୋ ସେୟାର କରି ଝଲକ ଦେଖାଇଛନ୍ତି । ଦେଖନ୍ତୁ, ଆଦିଲ-ସୋମିଙ୍କ ବିବାହର ଫଟୋ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.