ରଜରେ ସଜବାଜ ହୋଇ ଦୋଳି ଖେଳୁଛନ୍ତି ଯୁବତୀ, ଦେଖନ୍ତୁ ଗାଁ ଗଣ୍ଡାରେ କେମିତି ଚାଲିଛି ପର୍ବ ପାଳନ - RAJA PARBA - RAJA PARBA
![ରଜରେ ସଜବାଜ ହୋଇ ଦୋଳି ଖେଳୁଛନ୍ତି ଯୁବତୀ, ଦେଖନ୍ତୁ ଗାଁ ଗଣ୍ଡାରେ କେମିତି ଚାଲିଛି ପର୍ବ ପାଳନ - RAJA PARBA Raja Festival 2024](https://etvbharatimages.akamaized.net/etvbharat/prod-images/15-06-2024/1200-675-21716465-thumbnail-16x9-ddd.jpg?imwidth=3840)
ଭୁବନେଶ୍ୱର: କୃଷିଭିତ୍ତିକ ରଜ ପର୍ବର ଆଜି ଦ୍ବିତୀୟ ଦିନ । ରଜ ସଂକ୍ରାନ୍ତିରେ ମନ୍ଦିର ଯାଇ ଦିନ ଆରମ୍ଭ କରିଛନ୍ତି ସମସ୍ତେ । ଏହି ଦିନ ଠାରୁ ମିଥୁନ ମାସ ଆରମ୍ଭ ହୋଇଥାଏ । ରଜକୁ ନେଇ ଉତ୍ସବ ମୁଖର ପୁରଠୁ ପଲ୍ଲୀ । ସବୁଠି ଚାଲିଛି ରଜ ଦୋଳି ଖେଳ । ଯୁବତୀମାନେ ହାତରେ ମେହେନ୍ଦୀ, ମଥାରେ କୁକୁମ ଓ ନୂଆ ଜାମା ପିନ୍ଧି ଦୋଳି ଖେଳୁଛନ୍ତି ।
(ETV BHARAT ODISHA)
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jun 15, 2024, 12:38 PM IST