ବିଚ୍ଛିନ୍ନାଞ୍ଚଳବାସୀ ଦେବେ ଭୋଟ୍, ଏମିତି ନଦୀ ପାର୍ ହୋଇ ପହଞ୍ଚିଲେ ପୋଲିଂ ପାର୍ଟି - Polling Party Reached By Motor Boat - POLLING PARTY REACHED BY MOTOR BOAT
Polling Party Reached In Isolated Area: ପ୍ରଥମ ଥର ଭୋଟ ଦେଉଛି ବିଚ୍ଛିନ୍ନାଞ୍ଚଳ । ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଈନ୍ଦ୍ରାବତୀ ବିଚ୍ଛିନ୍ନାଞ୍ଚଳ ଭୋଟରଙ୍କ ପାଇଁ ଚଳିତ ନିର୍ବାଚନରେ ପ୍ରଥମ ଥର ଲୋକସଭା ଓ ବିଧାନସଭା ମତଦାନ ପାଇଁ 2ଟି ବୁଥ କରାଯାଇଛି । ଯେଉଁଠି ପହଞ୍ଚିବାକୁ ନଦୀ ପାର୍ ହୋଇଯାଇଛନ୍ତି ପୋଲିଂ ପାର୍ଟି ।
(ETV Bharat Odisha)
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : May 12, 2024, 10:50 PM IST