ଫଟୋରେ ଖବର: ସେଲିବ୍ରିଟିଙ୍କ ଗଣତନ୍ତ୍ର ଦିବସ ପାଳନ - Bollywood Celebrities
ବଲିଉଡର ସେଲିବ୍ରିଟିମାନେ 75 ତମ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି । ସମସ୍ତେ ସୋସିଆଲ ମିଡିଆ ମାଧ୍ୟମରେ ସମସ୍ତ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସ କାମନା ଜଣାଇଥିଲେ । ଆସନ୍ତୁ ଦେଖିବା ଫଟୋ ମାଧ୍ୟମରେ ତାହାର ଏକ ଝଲକ ।

Published : Jan 28, 2024, 7:00 AM IST