5ଦିନ ପରେ ଅଲମ୍ପିକ୍ସ ମହାଲଢେଇ, ସଜେଇ ହୋଇଛି ପ୍ୟାରିସ ସିଟି - Paris 2024 Olympics - PARIS 2024 OLYMPICS

ଜୁଲାଇ 26ରେ ଆରମ୍ଭ ହେବାକୁ ଯାଉଛି ଅଲମ୍ପିକ୍ସ ମହାଲଢେଇ । ଫ୍ରେଞ୍ଚ କ୍ୟାପିଟାଲ ପ୍ୟାରିସରେ ଏନେଇ ବ୍ୟାପକ ବ୍ୟବସ୍ଥା ହୋଇଛି । ସୁନ୍ଦର ସାଜସଜ୍ଜା ଆହୁରି ସୌନ୍ଦର୍ଯ୍ୟମୟ ହୋଇଛି ପ୍ୟାରିସ ସିଟି । ଦେଖନ୍ତୁ ଚିତ୍ତାକର୍ଷକ ଫଟୋ
(AP)

Published : Jul 21, 2024, 9:39 PM IST