ETV Bharat / photos

ନୂଆ ରୂପ ପାଇଲା ମା' ସମଲେଶ୍ବରୀ ମନ୍ଦିର, ଦେଖନ୍ତୁ ଫଟୋ

author img

By ETV Bharat Odisha Team

Published : Jan 28, 2024, 6:57 AM IST

ମା' ସମଲେଶ୍ବରୀ ମନ୍ଦିର
ଲୋକାର୍ପିତ ହୋଇଛି ସମଲେଇ ପ୍ରକଳ୍ପ । ଏଥିପାଇଁ ସଜେଇ ହୋଇଥିଲା ମା' ସମଲେଶ୍ବରୀଙ୍କ ମନ୍ଦିର । ମୁଖ୍ୟମନ୍ତ୍ରୀ ସମଲେଶ୍ବରୀ ମନ୍ଦିରରେ ପହଞ୍ଚି ମା'ଙ୍କ ଦର୍ଶନ କରିଥିବାବେଳେ ସମଗ୍ର ମନ୍ଦିର ବୁଲି ଦେଖିଥିଲେ । ଦେଖନ୍ତୁ ନୂଆ ରୂପରେଖ ପାଇଥିବା ମନ୍ଦିରର କିଛି ଝଲକ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.