ୱାଙ୍ଖଡେ ଷ୍ଟାଡିୟମରେ IPL ମ୍ୟାଚ ଦେଖିଲେ ଜାହ୍ନବୀ, ଏହି ଟିମ୍କୁ କଲେ ସମର୍ଥନ - Janhv in MI Vs KKR Match - JANHV IN MI VS KKR MATCH
![ୱାଙ୍ଖଡେ ଷ୍ଟାଡିୟମରେ IPL ମ୍ୟାଚ ଦେଖିଲେ ଜାହ୍ନବୀ, ଏହି ଟିମ୍କୁ କଲେ ସମର୍ଥନ - Janhv in MI Vs KKR Match ଜାହ୍ନବୀ କପୁର](https://etvbharatimages.akamaized.net/etvbharat/prod-images/05-05-2024/1200-675-21388821-thumbnail-16x9-jan.jpeg?imwidth=3840)
ଶୁକ୍ରବାର ମୁମ୍ବାଇର ୱାଙ୍ଖଡେରେ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଏବଂ କେକେଆର ମ୍ୟାଚକୁ ଦେଖିବାକୁ ଯାଇଥିବା ବେଳର ଫଟୋ ଜାହ୍ନବୀ କପୁର ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଥିଲେ । ଯାହା ତାଙ୍କ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି । (janhvikapoor)
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : May 5, 2024, 9:26 AM IST