କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନୀତ ଭାରତୀୟଙ୍କ ତାଲିକା, ପକାନ୍ତୁ ନଜର - Cannes Film Festival Award Winner - CANNES FILM FESTIVAL AWARD WINNER
୭୭ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ 14ମେରୁ ଆରମ୍ଭ ହୋଇ 25ମେ ପର୍ଯ୍ୟନ୍ତ ଚାଲିଥିଲା । ଆସନ୍ତୁ ନଜର ପକାଇବା 2000 ମସିହା ଠାରୁ 2023 ପର୍ଯ୍ୟନ୍ତ ଗୌରବ ଆଣିଥିବା ପ୍ରତିଭାଶାଳୀ ଭାରତୀୟଙ୍କ ବିଷୟରେ। ଡକ୍ୟୁମେଣ୍ଟାରୀ ଏବଂ ସଟ ଫିଲ୍ମ ମେକର ମଧ୍ଯ ଏହି ତାଲିକାରେ ଅଛନ୍ତି ସାମିଲ ।
(Instagram)
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : May 27, 2024, 8:35 AM IST