ଆଜି ରାମମନ୍ଦିର ପ୍ରାଣ ପ୍ରତିଷ୍ଠା: ଝଲସୁଛି ଅଯୋଧ୍ୟା, ଦେଖନ୍ତୁ ଅପୂର୍ବ ଝଲକ - ସଜେଇ ହୋଇଛି ରାମ ମନ୍ଦିର
![ଆଜି ରାମମନ୍ଦିର ପ୍ରାଣ ପ୍ରତିଷ୍ଠା: ଝଲସୁଛି ଅଯୋଧ୍ୟା, ଦେଖନ୍ତୁ ଅପୂର୍ବ ଝଲକ latest photo of ram mandir](https://etvbharatimages.akamaized.net/etvbharat/prod-images/22-01-2024/1200-675-20564686-thumbnail-16x9-bgrgf.jpg?imwidth=3840)
ଅଯୋଧ୍ୟା: ଆଜି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ଅଯୋଧ୍ୟା ସମେତ ସମଗ୍ର ଦେଶ ଉତ୍ସବ ମୁଖର ହୋଇଉଠିଛି । ଚାରିଆଡେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଯଜମାନ ଭାବେ ଯୋଗ ଦେଇ ମନ୍ଦିର ପ୍ରତିଷ୍ଠା କରିବେ । ଆସନ୍ତୁ ଦେଖିବା ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୋସିଆଲ ମିଡିଆରେ ସେୟାର ହୋଇଥିବା କିଛି ଫଟୋ ।
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jan 22, 2024, 8:22 AM IST