ଲାଲ ଯୋଡ଼ାରେ କ୍ରିତି ସାନନଙ୍କ ଦେଶୀ ଲୁକ, ଫ୍ୟାନ୍ସଙ୍କୁ କଲା ଫିଦା - Kriti Sanon Fastive Looks - KRITI SANON FASTIVE LOOKS
![ଲାଲ ଯୋଡ଼ାରେ କ୍ରିତି ସାନନଙ୍କ ଦେଶୀ ଲୁକ, ଫ୍ୟାନ୍ସଙ୍କୁ କଲା ଫିଦା - Kriti Sanon Fastive Looks Kriti Sanon Latest Pictures](https://etvbharatimages.akamaized.net/etvbharat/prod-images/17-04-2024/1200-675-21245657-thumbnail-16x9-k.jpg?imwidth=3840)
Kriti Sanon Latest Pictures: ଆଜି ପବିତ୍ର ରାମ ନବମୀ । ସାରା ଦେଶ ଉତ୍ସବମୁଖର ରହିଥିବା ବେଳେ ବଲିଉଡ ଅଭିନେତ୍ରୀ କ୍ରିତି ସାନନ ନିଜ ଦେଶୀ ଲୁକର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାକୁ ଫ୍ୟାନ୍ସ ବେଶ ପସନ୍ଦ କରିବା ସହ ଅଭିନେତ୍ରୀଙ୍କ ପ୍ରଶଂସା କରିଛନ୍ତି । ଦେଖନ୍ତୁ କ୍ରିତି ସାନନଙ୍କ ଲାଟେଷ୍ଟ ଫଟୋ
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Apr 17, 2024, 2:11 PM IST