ବିଜେଡି ଛାଡିଛନ୍ତି ଏହି ଚର୍ଚ୍ଚିତ ଅଭିନେତା, ଦେଖନ୍ତୁ ଫଟୋ - ollywood actors left bjd - OLLYWOOD ACTORS LEFT BJD
ଅଭିନେତା ଭାବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଲୱା ଦେଖାଇଥିବା ଅଭିନେତା ରାଜନୀତିରେ ମଧ୍ୟ ସକ୍ରିୟ । ସାଂସଦ ଅନୁଭବ ମହାନ୍ତି, କୋରେଇ ପୂର୍ବତନ ବିଧାୟକ ଆକାଶ ଦାସ ନାୟକ, ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଓ ଅରିନ୍ଦମ ରାୟ ବିଜେଡି ଛାଡିଛନ୍ତି । ନିର୍ବାଚନକୁ ଆଉ କିଛି ଦିନ ବାକି ଥିବାବେଳେ ବିଜେଡି ଛାଡି ଏହି ଅଭିନେତାମାନେ ବିଜେପି ମୁହାଁ ହେଉଥିବା ଦେଖିବାକୁ ମିଳିଛି ।
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Mar 30, 2024, 10:27 PM IST