ETV Bharat / photos

ଫଟୋରେ ଖବର: ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତ ଦେଶ, କେନ୍ଦ୍ରରେ ପହଞ୍ଚିଲେ ପୋଲିଂ ଅଫିସର - Lok Sabha Elections 2024

author img

By ETV Bharat Odisha Team

Published : Apr 18, 2024, 10:54 PM IST

Lok Sabha Elections 2024
2024 ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭାରତ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ରାତି ପାହିଲେ 102 ନିର୍ବାଚନମଣ୍ଡଳୀ 21ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ହେବ । ତେବେ ଫଟୋରେ ଦେଖନ୍ତୁ କେଉଁଠି ଚାଲିଛି କିପରି ପ୍ରସ୍ତୁତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.