ETV Bharat / photos

୩୩ ବର୍ଷ ପରେ ରଜନୀକାନ୍ତଙ୍କ ସହ କାମ କଲେ ବିଗ-ବି, କହିଲେ ଜମାରୁ ବଦଳିନାହାନ୍ତି ଥାଲା - Photos Of Amitabh And Rajnikant - PHOTOS OF AMITABH AND RAJNIKANT

ଅମିତାଭ-ରଜନୀକାନ୍ତଙ୍କ ଫଟୋ
ହାଇଦ୍ରାବାଦ: ଆସୁଛି ଦୁଇ ସୁପରଷ୍ଟାର ରଜନୀକାନ୍ତ ଓ ଅମିତାଭ ବଚ୍ଚନଙ୍କ ଫିଲ୍ମ 'ଭେଟ୍ଟାୟାନ' । ୩୩ ବର୍ଷ ପରେ ଥଲାଇଭାଙ୍କ ସହ କାମ କରିବା ପରେ ଖୁସି ବ୍ୟକ୍ତ କରିଛନ୍ତି ବିଗ-ବି ଅମିତାଭ ବଚ୍ଚନ । ଏନେଇ ସେ ନିଜ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି । (Amitabh bachchan)
author img

By ETV Bharat Odisha Team

Published : May 4, 2024, 11:00 PM IST

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.