ETV Bharat / entertainment

ବକ୍ସ ଅଫିସ କଲେକ୍ସନ; 150 କୋଟି ପାର୍ କଲା 'ସିଙ୍ଘମ ଏଗେନ', 'ଭୁଲ ଭୁଲେୟା 3'କୁ ପକାଇଲା ପଛରେ

'ସିଙ୍ଘମ ଏଗେନ ଏବଂ ଭୁଲ ଭୁଲେୟା 3' ରିଲିଜର 6 ଦିନରେ ପହଞ୍ଚିଛି । ଉଭୟ ଫିଲ୍ମ ଏପର୍ଯ୍ୟନ୍ତ କେତେ କଲେକ୍ସନ କରିଛି ? ଜାଣନ୍ତୁ,

Singham Again Vs Bhool Bhulaiyaa 3 Collection
Singham Again Vs Bhool Bhulaiyaa 3 Collection (Film Poster)
author img

By ETV Bharat Entertainment Team

Published : Nov 7, 2024, 11:04 AM IST

ହାଇଦ୍ରାବାଦ: ଏହି ଦିୱାଲୀ ଅବସରରେ ଅଜୟ ଦେବଗନଙ୍କ 'ସିଙ୍ଘମ ଏଗେନ' ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ 'ଭୁଲ ଭୁଲେୟା 3' ମଧ୍ୟରେ ଦୁଇଟି ବଡ଼ ଚଳଚ୍ଚିତ୍ର ରିିଜ ହୋଇଥିବା ବେଳେ ଉଭୟ ଫିଲ୍ମ ନେଇ ପ୍ରେକ୍ଷାଳୟରେ କଡ଼ା ଟକ୍କର ଦେଖିବାକୁ ମିିଳିଛି । ଭିନ୍ନ କାହାଣୀ ଉପରେ ଆଧାରିତ ଏହି ଦୁଇଟି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ଗ୍ରହଣ କରୁଛି । ଦୁଇଟି ଚଳଚ୍ଚିତ୍ର କଲେକ୍ସନ ବିଷୟରେ କହିବାକୁ ଗଲେ, ଉଭୟ ବମ୍ପର କଲେକ୍ସନ ସହ ଜୋରଦାର ସଂଘର୍ଷ ଦେଖିବାକୁ ମିଳିଛି । ରିଲିଜର 6ଷ୍ଠ ଦିନରେ 'ଭୁଲ ଭୁଲେୟା 3' ପଛରେ ପକାଇ 150 କୋଟି ପାର୍ କରିଛି 'ସିଙ୍ଘମ ଏଗେନ' । ତେବେ ଉଭୟ ଫିଲ୍ମର କଲେକ୍ସନ ବର୍ତ୍ତମାନ ସୁଦ୍ଧା କେତେ ରିହଛି ? ଜାଣନ୍ତୁ,

'ସିଙ୍ଘମ ଏଗେନ ବନାମ ଭୁଲ ଭୁଲେୟା 3' କଲେକ୍ସନ

ସାକ୍ନିଲକଙ୍କ ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଉଭୟ ଫିଲ୍ମ ରିଲିଜର 6ଷ୍ଠ ଦିନରେ ପହଞ୍ଚିଛି । ସିଙ୍ଘମ ଏଗେନ 43.5 କୋଟି ସହ ଓପନିଂ କରିଥିବା ବେଳେ ବର୍ତ୍ତମାନ 6ଷ୍ଠ ଦିନ ଅର୍ଥାତ୍ ବୁଧବାର ଦିନ 10.25 କୋଟି ଟଙ୍କା ଆୟ କରିଛି । ସେହିପରି 'ଭୁଲ ଭୁଲେୟା 3' ପ୍ରଥମ ଦିନ 35.5 କୋଟି ଆୟ କରିଥିବା ବେଳେ 6ଷ୍ଠ ଦିନରେ 10.50 କୋଟି ଟଙ୍କା ଆୟ କରିଛି । ଏହା 'ସିଙ୍ଘମ ଏଗେନ' ର ମୋଟ ଘରୋଇ ବକ୍ସ ଅଫିସ୍ କୁ 164 କୋଟି ଟଙ୍କା ହୋଇଥିବା ବେଳେ 'ଭୁଲ ଭୁଲେୟା 3' 148.50 କୋଟି ଟଙ୍କା ଆୟ କରିଛି । ତେବେ ଏହିପରି 150 କୋଟି ପାର୍ କରିଛି 'ସିଙ୍ଘମ ଏଗେନ' 'ଭୁଲ ଭୁଲେୟା 3' ପଛରେ ପକାଇଛି ।

ସିଙ୍ଘମ ଏଗେନ ବକ୍ସ ଅଫିସ କଲେକ୍ସନ

  • ପ୍ରଥମ ଦିନ- 43.5 କୋଟି
  • ଦ୍ୱିତୀୟ ଦିନ- 42.5 କୋଟି
  • ତୃତୀୟ ଦିନ- 35.75 କୋଟି
  • 4ର୍ଥ ଦିନ- 18 କୋଟି
  • 5ମ ଦିନ- 14 କୋଟି
  • 6ଷ୍ଠ ଦିନ- 10.25 କୋଟି
  • ମୋଟ 164.00 କୋଟି

ଭୁଲ ଭୁଲେୟା 3 ବକ୍ସ ଅଫିସ କଲେକ୍ସନ

  • ପ୍ରଥମ ଦିନ- 35.5 କୋଟି
  • ଦ୍ୱିତୀୟ ଦିନ- 37କୋଟି
  • ତୃତୀୟ ଦିନ- 33.5 କୋଟି
  • 4ର୍ଥ ଦିନ- 18 କୋଟି
  • 5ମ ଦିନ- 14 କୋଟି
  • 6ଷ୍ଠ ଦିନ- 10.50କୋଟି
  • ମୋଟ 148.50 କୋଟି

ଏହା ମଧ୍ୟ ପଢନ୍ତୁ: ସିନେପ୍ରେମୀଙ୍କ ପାଇଁ ଖୁସି ଖବର; ଏହି ସପ୍ତାହରେ ଓଟିଟି ଧମାକା, ରିଲିଜ ହେଉଛି 10ରୁ ଉର୍ଦ୍ଧ୍ୱ ଫିଲ୍ମ-ସିରିଜ

'ସିଙ୍ଘମ ଏଗେନ' ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ଏକ ଆକ୍ସନ୍ ଏବଂ ଥ୍ରୀଲର ଚଳଚ୍ଚିତ୍ର ଅଟେ । ଏଥିରେ ଅଜୟ ଦେବଗନଙ୍କ ସହ ରଣଭୀର ସିଂ, ଦୀପିକା ପାଦୁକୋନଙ୍କ ବ୍ୟତୀତ ମଲ୍ଟି ଷ୍ଟାର ଅର୍ଥାତ୍ ଅକ୍ଷୟ କୁମାର, କରୀନା କପୁର ଖାନ, ଟାଇଗର ଶ୍ରଫ ଏବଂ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ। ଏଥିସହ ଏଥିରେ ସଲମାନ ଖାନଙ୍କୁ ଚୁଲବୁଲ ପାଣ୍ଡେ ଭୂମିକାରେ କ୍ୟାମିଓ ରୋଲରେ ଦେଖିବାକୁ ମିଳିଛି । 'ଭୁଲ ଭୁଲେୟା 3' ବିଷୟରେ କହିବାକୁ ଗଲେ, ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ, ତ୍ରିପ୍ତି ଡିମ୍ରୀ ଏବଂ ବିଦ୍ୟା ବାଲାନ ଓ ମାଧୁରୀ ଦୀକ୍ଷିତ ମଧ୍ୟ ନଜର ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.