ETV Bharat / entertainment

SIIMA 2024; ନାନୀ-ରକ୍ଷୀତ ଶେଟ୍ଟୀଙ୍କ ଚାଲିଲା ଯାଦୁ, କୀର୍ତ୍ତି ସୁରେଶ-ମୃଣାଲଙ୍କୁ ମିଳିଲା ଏହି ଆୱାର୍ଡ - SIIMA AWARDS 2024 WINNERS LIST

author img

By ETV Bharat Entertainment Team

Published : Sep 15, 2024, 1:27 PM IST

SIIMA Awards 2024 Winners List: ସାଉଥ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର (SIIMA) 2024 ତେଲୁଗୁ ଏବଂ କନ୍ନଡ଼ ବିଜେତାଙ୍କ ନାମ ପ୍ରକାଶ ପାଇଛି । ଏହି ଆୱାର୍ଡ ଶୋ'ରେ ନାନୀ ଏବଂ ରକ୍ଷୀତ ଶେଟ୍ଟୀଙ୍କ ଫିଲ୍ମର ଯାଦୁ ଦେଖିବାକୁ ମିଳିଛି । ସେପଟେ ମୃଣାଲ ଠାକୁର ଏବଂ କୀର୍ତ୍ତି ସୁରେଶ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ହାତେଇଛନ୍ତି । ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା, ଦେଖନ୍ତୁ..

SIIMA 2024; ନାନୀ-ରକ୍ଷୀତ ଶେଟ୍ଟୀଙ୍କ ଚାଲିଲା ଯାଦୁ, କୀର୍ତ୍ତି ସୁରେଶ-ମୃଣାଲଙ୍କୁ ମିଳିଲା ଏହି ଆୱାର୍ଡ
SIIMA 2024; ନାନୀ-ରକ୍ଷୀତ ଶେଟ୍ଟୀଙ୍କ ଚାଲିଲା ଯାଦୁ, କୀର୍ତ୍ତି ସୁରେଶ-ମୃଣାଲଙ୍କୁ ମିଳିଲା ଏହି ଆୱାର୍ଡ (Film Posters)

ହାଇଦ୍ରାବାଦ: ସାଉଥ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର SIIMA ଭାବରେ ମଧ୍ୟ ଜଣାଶୁଣା ଏହି ବଡ ପୁରସ୍କାର କାର୍ଯ୍ୟ 14 ସେପ୍ଟେମ୍ବରରେ ଦୁବାଇରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ଅଂଶଗ୍ରହଣ କରିଥିଲେ । ସାଇମା 2024 ତେଲୁଗୁ ଏବଂ କନ୍ନଡ ଇଣ୍ଡଷ୍ଟ୍ରିର ବିଜେତା ତାରକାଙ୍କୁ ପ୍ରଥମ ଦିନରେ ପୁରସ୍କାର ଦେଇ ସମ୍ମାନିତ କରିଥିଲେ । ଏହି ପୁରସ୍କାର ତାରକା ଏବଂ ଚଳଚ୍ଚିତ୍ର ଟିମ ମାନଙ୍କୁ ଦିଆଯାଇଥିଲା ଯେଉଁମାନେ 2023 ମସିହାରେ ଉଲ୍ଲେଖନୀୟ ପ୍ରତିଭା ପ୍ରଦର୍ଶନ କରିଥିଲେ ।

ଏହି ଆୱାର୍ଡ ଶୋ'ରେ ନାନୀ ଶ୍ରେଷ୍ଠ ଅଭିନେତା (ତେଲୁଗୁ) ପୁରସ୍କାର ପାଇଥିବାବେଳେ ରକ୍ଷୀତ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା (କନ୍ନଡ) ପୁରସ୍କାର ପାଇଥିଲେ । ସେହିପରି କିର୍ତ୍ତୀ ସୁରେଶ ଏବଂ ମୃଣାଲ ଠାକୁର ଶ୍ରେଷ୍ଠ ଅଭିନେତ୍ରୀ (ତେଲୁଗୁ) ପାଇଁ SIIMA 2024 ପୁରସ୍କାର ପାଇଥିଲେ । ଏଥିସହ ନାନୀଙ୍କ ଫିଲ୍ମ 'ଦଶେରା ଓ ହାଏ ନାନା' ବିଭିନ୍ନ ବର୍ଗରେ ଆୱାର୍ଡ ହାତେଇଥିବା ବେଳେ ରକ୍ଷୀତ ଶେଟ୍ଟୀଙ୍କ ଫିଲ୍ମ 'ସପ୍ତ ସାଗରଦେଚ ଏଲୋ' 6ଟି ବର୍ଗରେ ଆୱାର୍ଡ ନିଜ ନାଁରେ କରିଛି । ଜେଲରେ ଥିବା ଦର୍ଶନଙ୍କ 'କାଟେରା' କନ୍ନଡ଼ରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଏବଂ ନନ୍ଦାମୁରୀ ବାଲକୃଷ୍ଣ ଅଭିନୀତ 'ଭଗବତ କେଶରୀ' ତେଲୁଗୁ ଭାଷାରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା । ବିଜୟ ଦେଭେରାକୋଣ୍ଡାଙ୍କ ଭାଇ ଆନନ୍ଦ ଦେବରାକୋଣ୍ଡା ମୁଖ୍ୟ ଭୂମିକାରେ ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ) ପୁରସ୍କାର ପାଇଥିଲେ । ଆସନ୍ତୁ ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା...

  • SIIMA 2024 ତେଲୁଗୁ ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା:

ଶ୍ରେଷ୍ଠ ଚଳଚ୍ଚିତ୍ର: ଭଗବନ୍ତ କେଶରୀ

ଶ୍ରେଷ୍ଠ ଅଭିନେତା: ନାନୀ (ଦଶେରା)

ଶ୍ରେଷ୍ଠ ଅଭିନେତ୍ରୀ: କିର୍ତ୍ତୀ ସୁରେଶ (ଦଶେରା)

ଶ୍ରେଷ୍ଠ ସହ ଅଭିନେତା: ଦୀକ୍ଷିତ୍ ଶେଟ୍ଟୀ (ଦଶେରା)

ଶ୍ରେଷ୍ଠ ନିର୍ଦ୍ଦେଶକ: ଶ୍ରୀକାନ୍ତ ଓଡେଲା (ଦଶେରା)

ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ: ଶୌରଭ (ହାଏ ନାନ୍ନା)

ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ): ମୃଣାଲ ଠାକୁର (ହାଏ ନାନ୍ନା)

ଶ୍ରେଷ୍ଠ ସହ ଅଭିନେତ୍ରୀ: ବେବି କିଆରା (ହାଏ ନାନ୍ନା)

ଶ୍ରେଷ୍ଠ ଡେବ୍ୟୁ ପ୍ରଡକ୍ସନ: ୱାଇରା ଏଣ୍ଟରଟେନମେଣ୍ଟ (ହାଏ ନନ୍ନା)

ଶ୍ରେଷ୍ଠ ସଂଗୀତ ରଚନା: ହେଶାମ ଅବଦୁଲ ୱାହାବ (ଖୁସୀ ଏବଂ ହାଏ ନାନ୍ନା)

ଶ୍ରେଷ୍ଠ ନିର୍ଦ୍ଦେଶକ (କ୍ରିଟିକ୍ସ): ସାଇ ରଜେଶ (ବେବି)

ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ): ଆନନ୍ଦ ଦେବରାକୋଣ୍ଡା (ବେବି)

ଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ: ବୈଷ୍ଣବ ଚୈତନ୍ୟ (ବେବି)

ଶ୍ରେଷ୍ଠ ଡେବ୍ୟୁ ଅଭିନେତା: ସଂଗୀତ ଶୌବନ (MAD)

ଶ୍ରେଷ୍ଠ ହାସ୍ୟ ଅଭିନେତା: ବିଷ୍ଣୁ (MAD)

ଶ୍ରେଷ୍ଠ ଗାୟକ: ରାମ ମିରିଆଲା (ବାଲାଗମ୍)

ଶ୍ରେଷ୍ଠ ଗୀତିକାର: ଅନନ୍ତ ଶ୍ରୀରାମ

ଶ୍ରେଷ୍ଠ ସିନେମାଟୋଗ୍ରାଫର: ଭୁବନ ଗୌଡା (ସାଲାର)

ସେନ୍ସନ ଅଫ୍ ଦ ଇୟର: ସନ୍ଦୀପ ରେଡ୍ଡୀ ଭଙ୍ଗା

ଏହା ମଧ୍ୟ ପଢନ୍ତୁ: ୬୯ ତମ ସାଉଥ ଫିଲ୍ମଫେୟାର ଆୱାର୍ଡ୍ସ; 'ବାଲାଗମ୍' ଓ 'ଚିଠା'କୁ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ, ୬ଟି ଆୱାର୍ଡ ହାତେଇଲା ଫିଲ୍ମ 'ଦଶେରା'

  • SIIMA 2024 କନ୍ନଡ ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା:

ଶ୍ରେଷ୍ଠ ଚଳଚ୍ଚିତ୍ର: କାଟେରା

ଶ୍ରେଷ୍ଠ ଅଭିନେତା: ରକ୍ଷୀତ ଶେଟ୍ଟୀ

ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ: ଭି ହରିକୃଷ୍ଣ (କାଟେରା)

ଶ୍ରେଷ୍ଠ ପ୍ଲେବ୍ୟାକ୍ ଗାୟିକା: ମଙ୍ଗଲି (କାଟେରା)

ଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ: ଆରାଧନା (କାଟେରା)

ଶ୍ରେଷ୍ଠ ଅଭିନେତ୍ରୀ: ଟୈଥ୍ର ଆଚାର (Toby)

ଶ୍ରେଷ୍ଠ ନିର୍ଦ୍ଦେଶକ: ହେମନ୍ତ ରାଓ (ସପ୍ତ ସାଗରଡଦାଚେ ଏଲୋ- ସାଇଡ୍ A)

ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ): ରୁକ୍ମିଣୀ ବସନ୍ତ (ସପ୍ତ ସାଗରଡଦାଚେ ଏଲୋ- ସାଇଡ୍ A)

ଶ୍ରେଷ୍ଠ ପ୍ଲେବ୍ୟାକ୍ ଗାୟକ : କପିଲ କପିଲାନ୍ (ସପ୍ତ ସାଗରଡଦାଚେ ଏଲୋ- ସାଇଡ୍ A)

ନକାରାତ୍ମକ ଭୂମିକାରେ ଶ୍ରେଷ୍ଠ ଅଭିନେତା: ରମେଶ ଇନ୍ଦିରା (ସପ୍ତ ସାଗରଡଦାଚେ ଏଲୋ- ସାଇଡ୍ A)

ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ (କନ୍ନଡ): ନିତିନ କୃଷ୍ଣମୂର୍ତ୍ତି (ହଷ୍ଟେଲ ହୁଡୁଗୁରୁ ବେକାଗିଡେରେ)

ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ): ଧନଞ୍ଜୟ (ଗୁରୁଦେବ ହୋୟସାଲା)

ଏକ୍ସଲେନ୍ସ ଇନ ସିନେ ଆୱାର୍ଡ: ଶିବରାଜ କୁମାର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.