ହାଇଦ୍ରାବାଦ: ୮ ଏବଂ ୯ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା IIFA (ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ ପୁରସ୍କାର) ରୌପ୍ୟ ଜୟନ୍ତୀ ସଂସ୍କରଣରେ ଶ୍ରେଷ୍ଠ ନିର୍ଦ୍ଦେଶନା, ଶ୍ରେଷ୍ଠ ମୁଖ୍ୟ ଭୂମିକାରେ (ମହିଳା, ପୁରୁଷ), ଶ୍ରେଷ୍ଠ ସହ ଭୂମିକା (ମହିଳା, ପୁରୁଷ), ଶ୍ରେଷ୍ଠ ନକାରାତ୍ମକ ଭୂମିକାଙ୍କ ତାଲିକା ପ୍ରକାଶ ପାଇଛି । ଜୟପୁରରେ ସିନେମା ବ୍ୟକ୍ତିତ୍ୱଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶନା ଏବଂ ଗାୟକ (ପୁରୁଷ, ମହିଳା) ଭଳି 10ଟି ବିଭାଗରେ ସମ୍ମାନିତ କରାଯିବ । ତେବେ ଏହି ତାଲିକାରେ 'ଲାପତା ଲେଡିଜ୍', 'ଭୁଲ ଭୁଲେୟା 3' ଏବଂ 'ସ୍ତ୍ରୀ 2' ଶୀର୍ଷରେ ରହିଛନ୍ତି । 'ଲାପତା ଲେଡିଜ୍'କୁ ୯ଟି, 'ଭୁଲ ଭୁଲେୟା' ୩ଟି ଏବଂ 'ସ୍ତ୍ରୀ ୨' ୬ଟି ବର୍ଗରେ ମନୋନୀତ କରାଯାଇଛି ।
ଏହି ଚଳଚ୍ଚିତ୍ରଗୁଡ଼ିକ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ମନୋନୀତ
- ଲାପତା ଲେଡିଜ
- କିଲ
- ଆର୍ଟିକିଲ ୩୭୦
- ସ୍ତ୍ରୀ 2: ସରକଟା କା ଆତଙ୍କ
- ସୈତାନ
- ଭୁଲ ଭୁଲେୟା ୩
ଶ୍ରେଷ୍ଠ ନିର୍ଦ୍ଦେଶକ ପାଇଁ ମନୋନୀତ
- କିରଣ ରାଓ - ଲାପତା ଲେଡିଜ
- ନିଖିଲ ନାଗେଶ ଭଟ୍ଟ - କିଲ୍
- ଅମର କୌଶିକ- ସ୍ତ୍ରୀ 2: ସରକଟା କା ଆତଙ୍କ
- ସିଦ୍ଧାର୍ଥ ଆନନ୍ଦ - ଫାଇଟର
- ଆଦିତ୍ୟ ସୁହାସ ଜାମ୍ଭାଲେ - ଆର୍ଟିକିଲ ୩୭୦
- ଅନୀସ୍ ବାଜମୀ – ଭୁଲ ଭୁଲେୟା ୩
ଶ୍ରେଷ୍ଠ ଅଭିନେତ୍ରୀ
- ନିତାଂଶୀ ଗୋୟଲ – ଲାପତା ଲେଡିଜ
- ଆଲିଆ ଭଟ୍ଟ - ଜିଗ୍ରା
- ୟାମି ଗୌତମ - ଆର୍ଟିକିଲ ୩୭୦
- କ୍ୟାଟ୍ରିନା କୈଫ୍ – ମେରୀ ଖ୍ରୀଷ୍ଟମାସ
- ଶ୍ରଦ୍ଧା କପୁର – ସ୍ତ୍ରୀ ୨
ଶ୍ରେଷ୍ଠ ଅଭିନେତା
- ସ୍ପର୍ଶ ଶ୍ରୀବାସ୍ତବ - ଲାପତା ଲେଡିଜ
- ରାଜକୁମାର ରାଓ- ଶ୍ରୀକାନ୍ତ
- କାର୍ତ୍ତିକ ଆର୍ଯ୍ୟନ୍ - ଭୁଲ ଭୁଲେୟା ୩
- ଅଭିଷେକ ବଚ୍ଚନ - ଆଇ ୱାଣ୍ଟ ଟୁ ଟକ୍
- ଅଜୟ ଦେବଗନ - ମୈଦାନ
ଶ୍ରେଷ୍ଠ ସହ-ଅଭିନେତ୍ରୀ
- ଛାୟା କଦମ- ଲାପତା ଲେଡିଜ
- ବିଦ୍ୟା ବାଲନ- ଭୁଲ ଭୁଲେୟା 3
- ଜାନକୀ ବୋଡିୱାଲା- ସୈତାନ
- ପ୍ରିୟମଣି- ଆର୍ଟିକିଲ ୩୭୦
- ଜ୍ୟୋତିକା- ଶ୍ରୀକାନ୍ତ
ଶ୍ରେଷ୍ଠ ସହ-ଅଭିନେତା
- ରବି କିଶନ- ଲାପତା ଲେଡିଜ
- ଅଭିଷେକ ବାନାର୍ଜୀ- ସ୍ତ୍ରୀ 2
- ଫରଦୀନ୍ ଖାନ- ଖେଲ୍ ଖେଳ ମେଁ
- ରାଜପାଲ ଯାଦବ- ଭୁଲ ଭୁଲେୟା 3
- ମନୋଜ ପାହୱା- ଜିଗ୍ରା
ଶ୍ରେଷ୍ଠ ନକାରାତ୍ମକ ଭୂମିକା ପାଇଁ ମନୋନୀତ
- ରାଘବ ଜୁୟାଲ- କିଲ୍
- ଆର ମାଧବନ- ସୈତାନ
- ଗଜରାଜ ରାଓ- ମୈଦାନ
- ବିବେକ ଗୋମ୍ବର- ଜିଗ୍ରା
- ଅର୍ଜୁନ କପୁର- ସିଙ୍ଘମ ଏଗେନ
ଶ୍ରେଷ୍ଠ ପ୍ଲେବ୍ୟାକ୍ ଗାୟକ
- ଅରିଜିତ ସିଂହ- ସଜନୀ (ଲାପତା ଲେଡିଜ)
- କିରଣ ଆଉଜଲା - ତୌବା-ତୌବା (ବ୍ୟାଡ ନ୍ୟୁଜ୍)
- ଦିଲଜିତ୍ ଦୋସାଞ୍ଜ-ବାଦଶାହା- ନୈନା (କ୍ରୁ)
- ଜୁବିନ୍ ନୌଟିଆଲ୍ - ଦୁଆ (ଆର୍ଟିକିଲ ୩୭୦)
- ମିତ୍ରଜ - ଆଖିୟାଁ ଗୁଲାବ (ତେରି ବାତୋଁ ମେ ଐସା ଉଲଝା ଜିଆ)
ପ୍ଲେବ୍ୟାକ୍ ଗାୟିକା
- ମଧୁବନ୍ତୀ ବାଗଚୀ– ଆଜି କି ରାତ (ସ୍ତ୍ରୀ ୨)
- ଶ୍ରେୟା ଘୋଷାଲ – ଆମେ ଜେ ତୋମାର 3.0 (ଭୁଲ ଭୁଲେୟା 3)
- ଶ୍ରେୟା ଘୋଷାଲ – ଧୀମେ ଧୀମେ (ଲାପତା ଲେଡିଜ)
- ରେଖା ଭରଦ୍ୱାଜ - ନିକଟ (କିଲ୍)
- ଶିଳ୍ପା ରାଓ – ଇସ୍କ ଜୈସା କୁଚ୍ (ଫାଇଟର)
ଏହା ମଧ୍ୟ ପଢନ୍ତୁ: କମ ବଜେଟ୍ ବଡ଼ ଧମାକା, ଲୋକପ୍ରିୟତା ସହ ଛାପିଲା ମୋଟା ନୋଟ୍
ଏଗୁଡ଼ିକ ବ୍ୟତୀତ, ଶ୍ରେଷ୍ଠ ଟାଇଟଲ୍ ଟ୍ରାକ୍, ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ, ଶ୍ରେଷ୍ଠ ଅଣ-ସ୍କ୍ରିପ୍ଟେଡ୍ ସିରିଜ୍, ଶ୍ରେଷ୍ଠ କାହାଣୀ, ଶ୍ରେଷ୍ଠ ୱେବ୍ ସିରିଜ୍ ନିର୍ଦ୍ଦେଶକ, ୱେବ୍ ସିରିଜ୍ ପାଇଁ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ, ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ଭଳି ବର୍ଗରେ ମଧ୍ୟ IIFA ପୁରସ୍କାର ପ୍ରଦାନ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ