ETV Bharat / bharat

ଆଜି କର୍କଟ ସଂକ୍ରାନ୍ତି; ଏହି ରାଶିରେ ଚଳନ କରିବେ ରବି, ଜୀବନରେ ହେବ ବଡ଼ ପରିବର୍ତ୍ତନ - Cancer Sankranti

author img

By ETV Bharat Odisha Team

Published : Jul 16, 2024, 8:17 AM IST

Cancer Sankranti: ଆଜି କର୍କଟ ସଂକ୍ରାନ୍ତି । ଆଜିଠୁ ଏକ ମାସ ପର୍ଯ୍ୟନ୍ତ କର୍କଟ ରାଶିରେ ଚଳନ କରିବେ ରବି । ଜାଣନ୍ତୁ କେଉଁ ରାଶି ଉପରେ କ'ଣ ରହିବ ପ୍ରଭାବ । ଅଧିକ ପଢନ୍ତୁ

ଆଜି କର୍କଟ ସଂକ୍ରାନ୍ତିରେ କେଉଁ ରାଶି ଉପରେ କଣ ରହିବ ପ୍ରଭାବ, ଜାଣନ୍ତୁ
ଆଜି କର୍କଟ ସଂକ୍ରାନ୍ତିରେ କେଉଁ ରାଶି ଉପରେ କଣ ରହିବ ପ୍ରଭାବ, ଜାଣନ୍ତୁ (Getty)

ମେଷ: ମେଷ ରାଶିର ପଞ୍ଚମ ଗୃହର ମାଲିକ ରବି, ବର୍ତ୍ତମାନ ମେଷ ରାଶିର ଚତୁର୍ଥ ଗୃହରେ ପ୍ରବେଶ କରୁଛନ୍ତି । ଏହି ଚଳନର ଫଳସ୍ୱରୂପ ମେଷ ରାଶିର ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆସିବ । ଆପଣ ନିଜର କ୍ୟାରିଅର ପ୍ରତି ମଧ୍ୟ ଯତ୍ନବାନ ହେବେ । ଆପଣ ବ୍ୟବସାୟରେ ଲାଭବାନ ମଧ୍ୟ ହେବେ । ନିଜର ଜୀବନସାଥୀଙ୍କ ସହିତ ଶାନ୍ତିରେ ଜୀବନ ଅତିବାହିତ କରିବେ । ଅନ୍ୟ ଦେଶ ସମ୍ବନ୍ଧିତ କାମରେ ଆପଣ ସଫଳତା ପାଇବାର ସମ୍ଭାବନା ଅଛି । ଶତ୍ରୁମାନେ ଦୁର୍ବଳ ରହିବେ ।

ଉପଚାର: ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ କୁଙ୍କୁମ ମିଶ୍ରିତ ଜଳ ଅର୍ପଣ କରନ୍ତୁ । ଡାଲି ଓ ଗୁଡଦାନ କରନ୍ତୁ ।

ଆଜି କର୍କଟ ସଂକ୍ରାନ୍ତିରେ କେଉଁ ରାଶି ଉପରେ କଣ ରହିବ ପ୍ରଭାବ, ଜାଣନ୍ତୁ
ଆଜି କର୍କଟ ସଂକ୍ରାନ୍ତିରେ କେଉଁ ରାଶି ଉପରେ କଣ ରହିବ ପ୍ରଭାବ, ଜାଣନ୍ତୁ (ARIES)

ବୃଷ: ବୃଷ ରାଶିର ଲୋକମାନଙ୍କ ପାଇଁ ରବି, ଚତୁର୍ଥ ଗୃହର ମାର୍ଗ ଦେଇ ତୃତୀୟ ଗୃହରେ ପ୍ରବେଶ କରୁଥିବା ସମୟ ଲାଭଦାୟକ ହେବ । ଆପଣ ଭାଗ୍ୟଶାଳୀ ହେବେ । ଆୟ ମଧ୍ୟ ବୃଦ୍ଧି ପାଇବ । ପରିବାର ସଦସ୍ୟମାନଙ୍କ ମଧ୍ୟରେ ସମ୍ପର୍କ ଉନ୍ନତ ହେବ । ଆପଣ ସେମାନଙ୍କ ସହ ବାହରକୁ ବୁଲିଯିବାର ସମ୍ଭାବନା ଅଛି । ସ୍ଵାସ୍ଥ୍ୟରେ ସାମାନ୍ୟ କିଛି ସମସ୍ୟା ଦେଖାଦେଇପାରେ; ସତର୍କ ରୁହନ୍ତୁ । ଜଣେ ବ୍ୟବସାୟ ସହଯୋଗୀଙ୍କ ସହିତ ମନମାଳିନ୍ୟ ହେବାର ସମ୍ଭାବନା ଅଛି । ନିଜର ଜୀବନସାଥୀଙ୍କ ସହିତ ମଧ୍ୟ ଅନେକ ମତଭେଦ ଦେଖାଦେବ ।

ଉପଚାର: ସୂର୍ଯ୍ୟାଷ୍ଟକ ଜପ କରନ୍ତୁ । ଚାଉଳ ମିଶ୍ରିତ ଜଳ ଅର୍ପଣ କରନ୍ତୁ ।

ଆଜି କର୍କଟ ସଂକ୍ରାନ୍ତିରେ କେଉଁ ରାଶି ଉପରେ କଣ ରହିବ ପ୍ରଭାବ, ଜାଣନ୍ତୁ (TAURUS)

ମିଥୁନ: ମିଥୁନ ରାଶିର ଲୋକମାନଙ୍କ ପାଇଁ, ତୃତୀୟ ଗୃହର ମାଲିକ ରବି ଆପଣଙ୍କର ଦ୍ଵିତୀୟ ଗୃହରେ ପ୍ରବେଶ କରୁଥିବାରୁ ଏହି ସମୟ ଲାଭଦାୟକ ହେବ । ଆପଣ ଉଭୟ କ୍ୟାରିଅରରେ ଅଗ୍ରଗତି କରିବା ସହିତ ଆପଣ ସୌଭାଗ୍ୟବାନ ହେବେ । ବ୍ୟବସାୟ ପାଇଁ ଯାତ୍ରା କରିବାର ସୁଯୋଗ ମଧ୍ୟ ଆସିବ । ହେଲେ ମଧ୍ୟ ଏହି ସମୟ ଆପଣଙ୍କ ପାଇଁ ସାମାନ୍ୟ ଅସୁବିଧାପୂର୍ଣ୍ଣ ହୋଇପାରେ; ସାବଧାନତାର ସହ ଆଗକୁ ବଢନ୍ତୁ ।

ଉପଚାର: ଦୁବ ଓ କୁଙ୍କୁମ ମିଶ୍ରିତ ଜଳ ଅର୍ପଣ କରନ୍ତୁ । ଓମ୍ ରବ୍ୟେ ନମଃ ମନ୍ତ୍ର ଜପ କରନ୍ତୁ ।

ଆଜି କର୍କଟ ସଂକ୍ରାନ୍ତିରେ କେଉଁ ରାଶି ଉପରେ କଣ ରହିବ ପ୍ରଭାବ, ଜାଣନ୍ତୁ (GEMINI)

କର୍କଟ: ବର୍ତ୍ତମାନ ରବି ଗୋଟିଏ ମାସ ପାଇଁ ଆପଣଙ୍କ ରାଶିରେ ଅବସ୍ଥାନ କରିବେ । ଏହି କାରଣରୁ ଆପଣଙ୍କ ବ୍ୟକ୍ତିତ୍ଵରେ ଉଭୟ କ୍ରୋଧ ଓ ଅହଂଭାବ ଦେଖିବାକୁ ମିଳିବ । ଜୀବନସାଥୀ ଏବଂ ବ୍ୟବସାୟ ସହଭାଗୀଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇପାରେ । ଏହି ସମୟରେ ଆପଣ ନିଜ ମଧ୍ୟରେ ସକାରାତ୍ମକ ମନୋଭାବ ରଖିବା ଜରୁରୀ ଅଟେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଆବଶ୍ୟକତା ଠାରୁ ଅଧିକ ଆତ୍ମବିଶ୍ଵାସୀ ହୁଅନ୍ତୁ ନାହିଁ ।

ଉପଚାର: ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ଆଜି କର୍କଟ ସଂକ୍ରାନ୍ତିରେ କେଉଁ ରାଶି ଉପରେ କଣ ରହିବ ପ୍ରଭାବ, ଜାଣନ୍ତୁ (CANCER)

ସିଂହ: ରବି, ପ୍ରଥମ ଘରର ମାଲିକ ବର୍ତ୍ତମାନ ଆପଣଙ୍କ ଦ୍ଵାଦଶତମ ଘରେ ପ୍ରବେଶ କରୁଛନ୍ତି । ଏହି ଚଳନ ଆପଣଙ୍କ କ୍ୟାରିଅର ପାଇଁ ଲାଭଦାୟକ ଅଟେ କିନ୍ତୁ ଏହାଦ୍ଵାରା ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ଅଛି । ଆପଣ ସମ୍ପର୍କଗୁଡିକୁ ନେଇ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ଏବଂ ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଗାଡ଼ି ଚଲାଇବା ସମୟରେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ । କିଛି ଲୋକଙ୍କର ପରିବାର କିମ୍ବା ଶ୍ୱଶୁର ଘର ଲୋକଙ୍କ ସହିତ ଯୁକ୍ତିତର୍କ ମଧ୍ୟ ହୋଇପାରେ ।

ଉପଚାର: ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରନ୍ତୁ ।

ଆଜି କର୍କଟ ସଂକ୍ରାନ୍ତିରେ କେଉଁ ରାଶି ଉପରେ କଣ ରହିବ ପ୍ରଭାବ, ଜାଣନ୍ତୁ (LEO)

କନ୍ୟା: କନ୍ୟା ରାଶି ପାଇଁ, ଦ୍ଵାଦଶତମ ଘରର ମାଲିକ ରବି ଏକାଦଶତମ ଘରେ ପ୍ରବେଶ କରୁଥିବା କାରଣରୁ ଆପଣ ମିଶ୍ରିତ ଫଳ ପାଇବେ । ଆପଣ ନିଜ କ୍ୟାରିଅରକୁ ନେଇ ସାମାନ୍ୟ ଚାପରେ ରହିବାର ସମ୍ଭାବନା ଅଛି । ଆପଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ଅଛି । ହେଲେ ଏହି ମାସରେ ଆପଣଙ୍କ କ୍ୟାରିଅରରେ ଉନ୍ନତି ପରିଲକ୍ଷିତ ହୋଇପାରେ । କଥାବାର୍ତ୍ତା ହେବା ସମୟରେ ଅହଂଭାବ ଠାରୁ ଦୂରେଇ ରୁହନ୍ତୁ ।

ଉପଚାର: ସୂର୍ଯ୍ୟ ଚାଳିଶା ଜପ କରନ୍ତୁ ।

ଆଜି କର୍କଟ ସଂକ୍ରାନ୍ତିରେ କେଉଁ ରାଶି ଉପରେ କଣ ରହିବ ପ୍ରଭାବ, ଜାଣନ୍ତୁ (VIRGO)

ତୁଳା: ତୁଳା ରାଶିର ଲୋକମାନେ, ଏକାଦଶ ଗୃହର ମାଲିକ ରବି ଦଶମ ଗୃହରେ ପ୍ରବେଶ କରୁଥିବା କାରଣରୁ ଭାଗ୍ୟଶାଳୀ ହେବେ । ଏହି ସମୟରେ ଆପଣ କିଛି ଆର୍ଥିକ ପୁରସ୍କାର ପାଇବେ । ଅନେକ ପ୍ରକାର ଉତ୍ସରୁ ମଧ୍ୟ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ଆପଣ ବ୍ୟବସାୟ ସହଭାଗୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଆପଣ ନିଜର ବାପାଙ୍କ ଦ୍ଵାରା ଲାଭବାନ ହେବେ । ସମ୍ପର୍କ ମଧ୍ୟ ଆନନ୍ଦଦାୟକ ହେବ ।

ଉପଚାର: ପ୍ରତିଦିନ ନିଜ ବାପାଙ୍କ ଚରଣ ସ୍ପର୍ଶ କରି ଦିନ ଆରମ୍ଭ କରନ୍ତୁ । ଓମ୍ ହିରଣ୍ୟଗର୍ଭାୟ ନମଃ ମନ୍ତ୍ର ଜପ କରନ୍ତୁ ।

ଆଜି କର୍କଟ ସଂକ୍ରାନ୍ତିରେ କେଉଁ ରାଶି ଉପରେ କଣ ରହିବ ପ୍ରଭାବ, ଜାଣନ୍ତୁ (LIBRA)

ବିଛା: ବିଛା ରାଶିର ଲୋକଙ୍କ ପାଇଁ, ଦଶମ ଘରର ମାଲିକ ରବିଙ୍କର ନବମ ଘରକୁ ଚଳନ ଦ୍ଵାରା ଆପଣ ସାଧାରଣ ଭାବେ ଲାଭବାନ ହେବେ । କାମରେ ଉନ୍ନତି ଦେଖିବାକୁ ମିଳିବ । ବ୍ୟବସାୟରେ ଆପଣଙ୍କ ଭାଗ୍ୟ ଅନୁକୂଳ ହେବ । ଖର୍ଚ୍ଚ ରହିବ କିନ୍ତୁ ଆର୍ଥିକ ଅବସ୍ଥା ଉନ୍ନତ ହେବ । ଏହି ସମୟରେ ଆପଣ ନିଜ ଉଦ୍ୟମ ଉପରେ ଭରସା ରଖିବା ଉଚିତ । ନିଜ ସାଥୀଙ୍କ ସହିତ ଉପଯୁକ୍ତ ବ୍ୟବହାର କରନ୍ତୁ ।

ଉପଚାର: ସୂର୍ଯ୍ୟ ଦେବତାଙ୍କୁ କୁଙ୍କୁମ ମିଶ୍ରିତ ଜଳ ଏବଂ ଲାଲ ଫୁଲ ଅର୍ପଣ କରନ୍ତୁ ।

ଆଜି କର୍କଟ ସଂକ୍ରାନ୍ତିରେ କେଉଁ ରାଶି ଉପରେ କଣ ରହିବ ପ୍ରଭାବ, ଜାଣନ୍ତୁ (SCORPIO)

ଧନୁ: ଧନୁ ରାଶିର ଲୋକମାନଙ୍କ ପାଇଁ ନବମ ଗୃହର ମାଲିକ ରବି, ଅଷ୍ଟମ ଗୃହରେ ପ୍ରବେଶ କରୁଛନ୍ତି, ଯେଉଁ କାରଣରୁ ଆପଣ ବିଶେଷ ରୂପେ ଭାଗ୍ୟଶାଳୀ ହେବେ ନାହିଁ । ଆପଣଙ୍କ କ୍ୟାରିଅରରେ ଅନେକ ବାଧାବିଘ୍ନ ଦେଖାଦେବାର ସମ୍ଭାବନା ଅଛି । ଆପଣ ବ୍ୟବସାୟରେ ମଧ୍ୟ ହତାଶ ଅନୁଭବ କରିବେ । ଆର୍ଥିକ କ୍ଷତି ମଧ୍ୟ ହୋଇପାରେ । ନିଜ ସମ୍ପର୍କରେ ସନ୍ତୁଳନ ବଜାୟ ରଖନ୍ତୁ; ଅନ୍ୟଥା ଦ୍ଵନ୍ଦ୍ଵ ସୃଷ୍ଟି ହୋଇପାରେ ।

ଉପଚାର: ଓମ୍ ଆଦିତ୍ୟାୟ ନମଃ ମନ୍ତ୍ର ଜପ କରନ୍ତୁ । ରାମଚରିତମାନସର ପଦ୍ୟାବଳୀଗୁଡିକୁ ପାଠ କରିବା ଫଳପ୍ରଦ ହେବ ।

ଆଜି କର୍କଟ ସଂକ୍ରାନ୍ତିରେ କେଉଁ ରାଶି ଉପରେ କଣ ରହିବ ପ୍ରଭାବ, ଜାଣନ୍ତୁ (SAGITTARIUS)

ମକର: ରବି, ଅଷ୍ଟମ ଗୃହର ମାଲିକ ମକର ରାଶିର ସପ୍ତମ ଗୃହରେ ପ୍ରବେଶ କରିବେ । ଆପଣ ଏହି ସମୟରେ ସମ୍ପର୍କଗୁଡିକରେ ଆନନ୍ଦ ଖୋଜିବା ପାଇଁ ଉତ୍ସୁକ ହେବେ । କମ୍ପାନୀ ଓ ଚାକିରିକୁ ନେଇ କିଛି ସମସ୍ୟା ଦେଖାଦେଇପାରେ । ଯଦି ଆପଣ ଏହି ସମୟରେ କାହାକୁ ଟଙ୍କା ଉଧାର ଦେଉଛନ୍ତି, ତେବେ ସେହି ଟଙ୍କା ଫେରସ୍ତ ନପାଇବାର ସମ୍ଭାବନା ଅଛି । ନିଜର ଜୀବନସାଥୀଙ୍କ ସହିତ ଯୁକ୍ତିତର୍କ ହୋଇପାରେ ।

ଉପଚାର: ଗାୟତ୍ରୀ ଚାଳିଶା ପାଠ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ ।

ଆଜି କର୍କଟ ସଂକ୍ରାନ୍ତିରେ କେଉଁ ରାଶି ଉପରେ କଣ ରହିବ ପ୍ରଭାବ, ଜାଣନ୍ତୁ (CAPRICORN)

କୁମ୍ଭ: କୁମ୍ଭ ରାଶିର ଲୋକମାନଙ୍କ ପାଇଁ, ସପ୍ତମ ଗୃହର ମାଲିକ ରବି ଆପଣଙ୍କର ଷଷ୍ଠ ଗୃହରେ ପ୍ରବେଶ କରିବେ, ଯାହାଦ୍ଵାରା ସମ୍ପର୍କଗୁଡିକ ସମସ୍ୟାପୂର୍ଣ୍ଣ ହୋଇପାରେ । ବର୍ତ୍ତମାନ କାମର ବହୁତ ଚାପ ରହିବ । ବ୍ୟବସାୟରେ ଲାଭ ମଧ୍ୟ ହ୍ରାସ ପାଇବ । ଆପଣ ଗୋଟିଏ ଋଣ କରିବାର ସମ୍ଭାବନା ଅଛି । ଆପଣ ନିଜର ଶତୃମାନଙ୍କ ଉପରେ ବିଜୟଲାଭ କରିବେ । ସମ୍ପର୍କଗୁଡିକରେ ସନ୍ତୁଳନ ବଜାୟ ରଖନ୍ତୁ ଏବଂ ଅନାବଶ୍ୟକ ଚିନ୍ତାଗୁଡିକରୁ ଦୂରେଇ ରୁହନ୍ତୁ ।

ଉପଚାର: ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ । ସୂର୍ଯ୍ୟ ଦେବତାଙ୍କର ଦର୍ଶନ ପରେ ନିଜର କାମ ଆରମ୍ଭ କରନ୍ତୁ ।

ଆଜି କର୍କଟ ସଂକ୍ରାନ୍ତିରେ କେଉଁ ରାଶି ଉପରେ କଣ ରହିବ ପ୍ରଭାବ, ଜାଣନ୍ତୁ (AQUARIUS)

ମୀନ: ଷଷ୍ଠ ଗୃହର ଦେବତା ରବି ବର୍ତ୍ତମାନ ମୀନ ରାଶିର ପଞ୍ଚମ ଗୃହରେ ପ୍ରବେଶ କରିବେ । ସୂର୍ଯ୍ୟ ସଂକ୍ରାନ୍ତିର ପ୍ରଥମ ମାସ ମୀନ ରାଶି ପାଇଁ ଲାଭଦାୟକ ହେବ । ଆପଣ ଯେକୌଣସି ନୂଆ ଜିନିଷ ଶିଖିବା ପାଇଁ ଆଗ୍ରହୀ ହେବେ । ବ୍ୟବସାୟ ଲାଭଦାୟକ ହେବ । ଆପଣ ନିଜର ସମ୍ପର୍କଗୁଡିକୁ ନେଇ ଚାପରେ ରହିପାରନ୍ତି । ଆପଣ ଆଇନଗତ ସହାୟତା ପାଇବେ ।

ଉପଚାର: ଭଗବାନ ବିଷ୍ଣୁଙ୍କ ମନ୍ତ୍ର ସହିତ ସୂର୍ଯ୍ୟ ଦେବତାଙ୍କ ଯେକୌଣସି ମନ୍ତ୍ର ଜପ କରନ୍ତୁ ।

ଆଜି କର୍କଟ ସଂକ୍ରାନ୍ତିରେ କେଉଁ ରାଶି ଉପରେ କଣ ରହିବ ପ୍ରଭାବ, ଜାଣନ୍ତୁ (PISCES)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.