ETV Bharat / bharat

କୁମ୍ଭ ରାଶିରେ ଚଳନ କଲେ ରବି, ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ

Aquarius Sankranti: ଆଜି କୁମ୍ଭ ସଂକ୍ରାନ୍ତି । ଆଜିଠୁ ଏକ ମାସ ପର୍ଯ୍ୟନ୍ତ କୁମ୍ଭ ରାଶିରେ ଚଳନ କରିବେ ରବି । ଜାଣନ୍ତୁ କଣ ରହିବ ପ୍ରଭାବ ? ବଦଳି ପାରେ ଆପଣ ଭାଗ୍ୟ । ଜାଣନ୍ତୁ କେଉଁ ରାଶି ଉପରେ କଣ ରହିବ ପ୍ରଭାବ । ଅଧିକ ପଢନ୍ତୁ

Aquarius Sankranti
Aquarius Sankranti
author img

By ETV Bharat Odisha Team

Published : Feb 13, 2024, 6:31 AM IST

ମେଷ: କୁମ୍ଭ ସଂକ୍ରାନ୍ତି ଠାରୁ ଗୋଟିଏ ମାସ ସମୟ ମେଶ ରାଶିର ଲୋକଙ୍କ ପାଇଁ ବହୁତ ଭଲ ରହିବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ଏବଂ ବକିଆ କାର୍ଯ୍ୟ ସମ୍ପୁର୍ଣ୍ଣ ହେବ । ସରକାରୀ ବିଭାଗ ସମ୍ପର୍କିତ କାମରୁ ମଧ୍ୟ ଆପଣ ଲାଭବାନ ହେବେ । କଠିନ ପରିଶ୍ରମ କରନ୍ତୁ । ଭାଗ୍ୟ ଉପରେ ଆସ୍ଥା ରଖନ୍ତୁ ନାହିଁ ।

ଉପଚାର: ଜଳରେ କୁଙ୍କୁମ ମିଶାଇ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରନ୍ତୁ ।

ବୃଷ: ବର୍ତ୍ତମାନ ରବି କୁମ୍ଭ ରାଶିରେ ପ୍ରବେଶ କରିବେ । ଆପଣଙ୍କ ଆର୍ଥିକ ଅବସ୍ଥା ପାଇଁ ଏହି ସମୟ ଶୁଭ ହେବ । ଚାକିରି କରୁଥିବା ଲୋକଙ୍କ ପାଇଁ ମଧ୍ୟ ପଦୋନ୍ନତିର ଅନେକ ସୁଯୋଗ ଆସିବ । ଏହି ସମୟରେ ଆପଣ କାମ ଉପରେ ଧ୍ୟାନ ଦେବେ ।

ଉପଚାର – ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରନ୍ତୁ ।

ମିଥୁନ: କୁମ୍ଭ ସଂକ୍ରାନ୍ତି ଠାରୁ ଗୋଟିଏ ମାସ ପର୍ଯ୍ୟନ୍ତ ସମୟ ଆପଣଙ୍କ ପାଇଁ ସାଧାରଣ ଠାରୁ ବହୁତ ଭଲ ରହିବ । ଆପଣଙ୍କର ସାହାସ ବୃଦ୍ଧି ହେବ । ଆଜି ନୂଆ କାମ ମିଳିପାରେ । ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାର ସମ୍ଭାବନା ଅଛି । ଏହି ସମୟରେ ଆପଣ ନିଜ ବାପାଙ୍କର ଆଶୀର୍ବାଦ ନେବା ପରେ ସମସ୍ତ ପ୍ରକାରର କାମ କରିବା ଉଚିତ ।

ଉପଚାର – ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

କର୍କଟ: କୁମ୍ଭ ରାଶିରେ ରବିଙ୍କର ଚଳନ ହେଉଥିବା କାରଣରୁ ଏହି ସମୟ କର୍କଟ ରାଶିର ଲୋକଙ୍କ ପାଇଁ ସାମାନ୍ୟ ଚିନ୍ତାଜନକ ହେବ । ଏହି ସମୟରେ ଆପଣ କଠିନ ପରିଶ୍ରମ କରିବା ପାଇଁ ଭୟଭୀତ ହୁଅନ୍ତୁ ନାହିଁ । ଏହି ଅବଧିରେ ନିଜର ବ୍ୟବସାୟ ସହଭାଗୀ ଏବଂ ଜୀବନସାଥିଙ୍କ ସହିତ ଆପଣଙ୍କର ମନୋମାଳିନ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି ।

ଉପଚାର – ଶିବ ଭଗବାନଙ୍କର ଅଭିଷେକ କରନ୍ତୁ ।

ସିଂହ: ବର୍ତ୍ତମାନ କୁମ୍ଭ ରାଶିରେ ରବିଙ୍କର ଚଳନ ହେବାକୁ ଯାଉଛି । ଆପଣ ଏହା ଦ୍ଵାରା ଲାଭବାନ ହେବେ । ନିଜର ଅଧିକାରୀମାନଙ୍କ ସହିତ ଆପଣଙ୍କର ସମ୍ପର୍କ ପୂର୍ବାପେକ୍ଷା ଆହୁରି ଦୃଢ ହେବ । ବ୍ୟବସାୟ ପାଇଁ ଆପଣଙ୍କର ନୂଆ ଲୋକମାନଙ୍କ ସହିତ ଭେଟ ହେବ । ଏହି ସମୟରେ ଅନେକ କାମ କରିବାକୁ ପଡିପାରେ ।

ଉପଚାର – ଆପଣ ସୂର୍ଯ୍ୟାଷ୍ଟକ ଜପ କରିବା ଆବଶ୍ୟକ ।

କନ୍ୟା: ସଂକ୍ରାନ୍ତି ଠାରୁ ଗୋଟିଏ ମାସ ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ । ନିଜର ବିରୋଧୀମାନଙ୍କ ଉପରେ ଆପଣଙ୍କର ବିଜୟ ସୁନିଶ୍ଚିତ ହେବ । ଏହି ମାସରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ଚାକିରୀ କରୁଥିବା ଲୋକଙ୍କର କାମ ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ଅଛି ।

ଉପଚାର – ଗାୟତ୍ରୀ ଚାଳିଶା ଜପ କରନ୍ତୁ ।

ତୁଳା: ଆସନ୍ତା ଗୋଟିଏ ମାସ ସମୟ ତୁଳା ରାଶିର ଲୋକଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ହେବ । ଏହି ସମୟରେ ଆପଣ ସନ୍ତାନମାନଙ୍କ ସମ୍ବନ୍ଧିତ କିଛି ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ଅଛି । ପ୍ରେମ ଜୀବନରେ ମଧ୍ୟ ଆପଣ ବିଚ୍ଛେଦର ସମ୍ମୁଖୀନ ହୋଇପାରନ୍ତି ।

ଉପଚାର – ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ ।

ବିଛା: ବର୍ତ୍ତମାନ କୁମ୍ଭ ରାଶିକୁ ରବିଙ୍କର ଚାଳନ ହେବ । ଏହି ସମୟରେ ଆପଣଙ୍କୁ ବ୍ୟବସାୟ ସମ୍ବନ୍ଧିତ କିଛି ମିଟିଂରେ ଯୋଗ ଦେବାକୁ ପଡିପାରେ । ବ୍ୟବସାୟ ସହଭାଗୀଙ୍କ ସହିତ ଯୁକ୍ତିତର୍କ କରିବା ଉଚିତ ନୁହେଁ । କିଏ କ’ଣ କହିଲେ, ସେହି କଥାକୁ ନେଇ ଆପଣ ମନ କଷ୍ଟ କରିବା ମଧ୍ୟ ଉଚିତ ନୁହେଁ, ତେଣୁ ଆପଣ ବହୁତ ସତର୍କତାର ସହ କାମ କରିବା ଉଚିତ ।

ଉପଚାର - ପ୍ରତିଦିନ ଗାଈକୁ ଗୁଡ ଖାଇବାକୁ ଦିଅନ୍ତୁ ।

ଧନୁ: କୁମ୍ଭ ରାଶିରେ ରବିଙ୍କର ପ୍ରବେଶ ହେଉଥିବା ସମୟ ଆପଣଙ୍କ ପାଇଁ ବହୁତ ଭଲ ହେବ । ଆପଣ ପୂର୍ବ ଭଳି ସାହସୀ ହେବେ । ବାଧାବିଘ୍ନ ଗୁଡିକୁ ଭୟ କରନ୍ତୁ ନାହିଁ । ଏହି ସମୟରେ ଆପଣଙ୍କ ଘରକୁ ବନ୍ଧୁବାନ୍ଧବମାନଙ୍କର ଆଗମନ ହେବାର ସମ୍ଭାବନା ଅଛି । ଏହି ପର୍ଯ୍ୟାୟରେ ବହୁତ ଅଧିକ ରିସ୍କ ନିଅନ୍ତୁ ନାହିଁ ।

ଉପଚାର – ସୂର୍ଯ୍ୟ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ମକର: କୁମ୍ଭ ରାଶିରେ ରବିଙ୍କର ଆଗମନ, ଆପଣଙ୍କ ପାଇଁ ଭଲ ସମୟ ଆଣିଦେବ । ଆପଙ୍କର ଅର୍ଥ ସମ୍ବନ୍ଧିତ କାମ ଅନେକ ସଫଳତା ପାଇବ । ପରିବାର ସଦସ୍ୟମାନଙ୍କ ସହିତ ଲାଗି ରହିଥିବା କନ୍ଦଳର ସମାଧାନ ହେବ ।

ଉପଚାର – ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରନ୍ତୁ ।

କୁମ୍ଭ: କୁମ୍ଭ ସଂକ୍ରାନ୍ତି ଅର୍ଥ ବର୍ତ୍ତମାନ ରବି ଆପଣଙ୍କ ମୂଳ ରାଶିରେ ଅବସ୍ଥାନ କରିଛନ୍ତି । ଆପଣଙ୍କ ସ୍ଵଭାବରେ ଅହଂ ଭାବ ଦେଖିବାକୁ ମିଳିପାରେ । ଏହି ସମୟରେ ଆପଣ ଓ ଆପଣଙ୍କ ଜୀବନସାଥିଙ୍କ ମଧ୍ୟରେ ବ୍ୟବଧାନ ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ଆପଣ ନିଜକୁ ଅତି ସତର୍କତାର ସହ ପରିଚାଳିତ କରିବା ଆବଶ୍ୟକ ।

ଉପଚାର – ଭଗବାନ ଶିବଙ୍କର ଜଳାଭିଷେକ କରନ୍ତୁ ।

ମୀନ: କୁମ୍ଭ ରାଶିରେ ରବିଙ୍କର ପ୍ରବେଶ କରିବା ପୂର୍ବରୁ ଗୋଟିଏ ମାସ ସମୟ ଆପଣଙ୍କ ପାଇଁ ଶୁଭ ହେବ । ବିରୋଧୀମାନେ ଆପଣଙ୍କ ଦ୍ଵାରା ପରାଜିତ ହେବେ । ଏହି ସମୟରେ ବିଦେଶ ସମନ୍ଧିତ ଯେକୌଣସି କାମ କରୁଥିବା ଲୋକମାନେ ଲାଭବାନ ହେବେ ।

ଉପଚାର – ଗାଈକୁ ଗୁଡ ଖାଇବାକୁ ଦିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.