ETV Bharat / bharat

ମୋଦି ସରକାରଙ୍କ ବିଭାଗ ବଣ୍ଟନ; କାହାକୁ ମିଳିଲା କେଉଁ ବିଭାଗ ? ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା - Modi 3 0 Portfolio Allocation

author img

By ETV Bharat Odisha Team

Published : Jun 10, 2024, 8:09 PM IST

Updated : Jun 10, 2024, 8:46 PM IST

Modi 3.0 Portfolio Allocation: ମୋଦି ସରକାରଙ୍କ ବିଭାଗ ବଣ୍ଟନ । ଜାଣନ୍ତୁ କାହାକୁ ମିଳିଲା କେଉଁ ମନ୍ତ୍ରାଳୟ ? ଅଧିକ ପଢନ୍ତୁ

Modi 3.0 Portfolio Allocation
Modi 3.0 Portfolio Allocation (ETV Bharat Odisha)

ନୂଆଦିଲ୍ଲୀ: କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ତୃତୀୟ ପାଳିରେ ମୋଦି ସରକାର ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି । 4 ଗୁରୁତ୍ବପୂର୍ଣ୍ଣ ବିଭାଗରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ରାଜନାଥ ସିଂ, ଅମିତ ଶାହ, ଏସ ଜୟଶଙ୍କର, ନିର୍ମଳା ସୀତାରମଣ ପୂର୍ବ ଦାୟିତ୍ବ ବଜାୟ ରଖିଥିବା ବେଳେ 3 ଓଡ଼ିଆ ମନ୍ତ୍ରୀଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା, ଜୁଏଲ ଓରାମଙ୍କୁ ଆଦିବାସୀ କଲ୍ୟାଣ ଓ ଅଶ୍ବିନୀ ବୈଷ୍ଣବଙ୍କୁ ରେଳ, ସୂଚନା ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ହୋଇଛନ୍ତି । ଜେପି ନଡ୍ଡା ହୋଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ବ ସମ୍ଭାଳିବା ପୂର୍ବରୁ ନଡ୍ଡା ମୋଦିଙ୍କ ପ୍ରଥମ ପାଳିରେ ସ୍ବାସ୍ଥ୍ୟମନ୍ତ୍ରୀ ଥିଲେ । 4ବର୍ଷ ଧରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ବ ସୁଚାରୁରୂପେ ତୁଲାଇବା ପରେ ସେ ପୁଣି ପୂର୍ବ ଦାୟିତ୍ବ ସମ୍ଭାଳିବାକୁ ଯାଉଛନ୍ତି ।

କ୍ୟାବିନେଟ ମନ୍ତ୍ରୀ:-

  1. ରାଜନାଥ ସିଂ- ପ୍ରତିରକ୍ଷା
  2. ଅମିତ ଶାହ- ଗୃହ
  3. ଏସ. ଜୟଶଙ୍କର- ବୈଦେଶିକ
  4. ଜେପି ନଡ୍ଡା- ସ୍ବାସ୍ଥ୍ୟ
  5. ନିର୍ମଳା ସୀତାରମଣ- ଅର୍ଥ
  6. ନୀତିନ ଗଡକରୀ- ସଡ଼କ ଓ ପରିବହନ
  7. ଶିବରାଜ ସିଂ ଚୌହାନ- କୃଷି ଏବଂ ଚାଷୀ କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ
  8. ଧର୍ମେନ୍ଦ୍ର ପ୍ରଧାନ- ଶିକ୍ଷା
  9. ମନୋହର ଲାଲ ଖଟ୍ଟର- ଶକ୍ତି
  10. କିରନ ରିଜିଜୁ- ସଂସଦୀୟ ବ୍ୟାପାର
  11. ସର୍ବାନନ୍ଦ ସୋନୱାଲ- ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ
  12. ହରଦ୍ବୀପ ସିଂ ପୁରୀ- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ
  13. ଅଶ୍ବିନୀ ବେଷ୍ଣବ- ରେଳ, ସୂଚନା ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା
  14. ଜୁଏଲ ଓରାମ- ଆଦିବାସୀ କଲ୍ୟାଣ
  15. ଚିରାଗ ପାସୱାନ- ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ
  16. ଗିରିରାଜ ସିଂ- ବୟନ ଶିଳ୍ପ
  17. ଗଜେନ୍ଦ୍ର ସିଂ ଶେଖାୱତ- ସଂସ୍କୃତି ଓ ପର୍ଯ୍ୟଟନ
  18. ଏଚ.ଡି କୁମାରସ୍ବାମୀ- ଇସ୍ପାତ, ଭାରି ଶିଳ୍ପ
  19. ମନସୁଖ ମାଣ୍ଡଭ୍ୟା- ଶ୍ରମ, ନିଯୁକ୍ତି, କ୍ରୀଡା ଓ ଯୁବ ବ୍ୟାପାର
  20. ଜ୍ୟୋତିରାଦିତ୍ୟ ସିନ୍ଧିଆ- ଯୋଗାଯୋଗ
  21. କେ ରାମମୋହନ ନାଇଡୁ- ବେସାମିରକ ଚଳାଚଳ
  22. ପ୍ରହ୍ଲାଦ ଯୋଶୀ- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ
  23. ପୀୟୂଷ ଗୋଏଲ- ବାଣିଜ୍ୟ ଓ ଶିଳ୍ପ
  24. ଜିତନ ରାମ ମାଞ୍ଝୀ- MSME
  25. ଲଲନ ସିଂ- ମତ୍ସ୍ୟ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ
  26. ବିରେନ୍ଦ୍ର କୁମାର- ସାମାଜିକ ନ୍ୟାୟ ଓ ସଶକ୍ତିକରଣ
  27. ସି.ଆର ପାଟିଲ- ଜଳ ଶକ୍ତି
  28. ଜି କିଶନ ରେଡ୍ଡୀ- କୋଇଲା ଓ ଖଣି
  29. ଭୂପେନ୍ଦ୍ର ଯାଦବ- ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ
  30. ଅନ୍ନପୂର୍ଣ୍ଣା ଦେବୀ- ମହିଳା ଓ ଶିଶୁ ବିକାଶ

୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)

  1. ରାଓ ଇନ୍ଦରଜିତ (ବିଜେପି)- ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ଓ ସଂସ୍କୃତି
  2. ଜିତେନ୍ଦ୍ର ସିଂହ (ବିଜେପି)- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଆଟୋମିକ ଓ ସ୍ପେଶ୍‌, ପିଏମଓ
  3. ଅର୍ଜୁନ ରାମ ମେଘୱାଲ (ବିଜେପି)- ଆଇନ ଓ ନ୍ୟାୟ ଓ ସଂସଦୀୟ ବ୍ୟାପାର
  4. ପ୍ରତାପରାଓ ଗଣପତିରାଓ ଯାଦବ (ଶିବସେନା)- ଆୟୁଷ ମନ୍ତ୍ରାଳୟ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ
  5. ଜୟନ୍ତ ଚୌଧୁରୀ (ଆରଏଲଡି)- ଏମଏସଏମଇ ସ୍ୱାଧୀନ ଦାୟିତ୍ୱ ଓ ଶିକ୍ଷା ମନ୍ତ୍ରାଳୟ

36ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ମିଳିଲା କେଉଁ ଦାୟିତ୍ବ ?

  1. ଜିତିନ ପ୍ରସାଦ (ବିଜେପି)- ବାଣିଜ୍ୟ ଓ ଶିଳ୍ପ, ସୂଚନା ପ୍ରଯୁକ୍ତିବିଦ୍ୟା
  2. ଶ୍ରୀପଦ ନାଏକ (ବିଜେପି)- ଶକ୍ତି ଓ ପୁନଃନବୀକରଣ ଯୋଗ୍ୟ
  3. ପଙ୍କଜ ଚୌଧୁରୀ (ବିଜେପି)- ଅର୍ଥ ରାଷ୍ଟ୍ରମନ୍ତ୍ରୀ
  4. କ୍ରିଷ୍ଣ ପଲ ଗୁରଜାର (ବିଜେପି)- କର୍ପୋରେସନ ରାଷ୍ଟ୍ରମନ୍ତ୍ରୀ
  5. ରାମଦାସ ଅଠାୱାଲେ (ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ)- ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ
  6. ନିତ୍ୟାନନ୍ଦ ରାଏ (ବିଜେପି)- ସ୍ୱରାଷ୍ଟ୍ର ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ
  7. ଅନୁପ୍ରିୟା ପଟେଲ (ଆପନା ଦଳ)- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ
  8. ବି ସୋମନ୍ନା (ବିଜେପି)- ଜଳ ଶକ୍ତି ଓ ରେଳ ରାଷ୍ଟ୍ରମନ୍ତ୍ରୀ
  9. ଚନ୍ଦ୍ର ଶେଖର ପେମ୍ମାସାନି(ଟିଡିପି)- ଗ୍ରାମୀଣ ବିକାଶ ଓ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ
  10. ଏସ.ପି ସିଂହ ବଘେଲ (ବିଜେପି)- ମତ୍ସ୍ୟ ସମ୍ପଦ ଓ ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ
  11. ଶୋଭା କରନ୍ଦାଲାଜେ (ବିଜେପି)- ଏମଏସଏମଇ, ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ
  12. ବିଏଲ ବର୍ମା (ବିଜେପି)- ଖାଦ୍ୟ, ଖାଉଟି ବ୍ୟାପାର, ସାଧାରଣ ବଣ୍ଟନ, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ
  13. ଶାନ୍ତନୁ ଠାକୁର (ବିଜେପି)- ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ରାଷ୍ଟ୍ରମନ୍ତ୍ରୀ
  14. ସୁରେଶ ଗୋପି (ବିଜେପି)- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ
  15. ଏଲ ମୁରଗାନ (ବିଜେପି)- ସୂଚନା ଓ ପ୍ରାସରଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ
  16. ଅଜୟ ଟାମଟା (ବିଜେପି)- ସଡ଼କ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ
  17. ବଣ୍ଡି ସଞ୍ଜୟ କୁମାର (ବିଜେପି)- ସ୍ୱରାଷ୍ଟ୍ର ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ
  18. କମଲେଶ ପାସୱାନ (ବିଜେପି)- ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ
  19. ଭାଗୀରଥି ଚୌଧୁରୀ (ବିଜେପି)- କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ
  20. ସତୀଶ ଦୁବେ (ବିଜେପି)- କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ
  21. ସଞ୍ଜୟ ସେଠ (ବିଜେପି)- ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ
  22. ରବନୀତ ସିଂହ ବିଟ୍ଟୁ (ବିଜେପି)- ଖାଦ୍ୟ ପ୍ରକ୍ରିୟାକରଣ, ରେଳବାଇ ରାଷ୍ଟ୍ରମନ୍ତ୍ରୀ
  23. ଦୁର୍ଗାଦାସ ଉଇକି (ବିଜେପି)- ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ
  24. ରକ୍ଷା ଖଡସେ (ବିଜେପି)- ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ
  25. ସୁକାନ୍ତ ମଜମୁଦର (ବିଜେପି)- ଶିକ୍ଷା ରାଷ୍ଟ୍ରମନ୍ତ୍ରୀ
  26. ସାବିତ୍ରୀ ଠାକୁର (ବିଜେପି)- ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ
  27. ତୋଖନ ସାହୁ (ବିଜେପି) - ଗୃହ ଓ ନଗର ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ
  28. ରାଜଭୂଷଣ ଚୌଧୁରୀ (ବିଜେପି)- ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ
  29. ଭୂପତି ରାଜୁ ଶ୍ରୀନିବାସ ବର୍ମା (ବିଜେପି)- ଭାରି ଶିଳ୍ପ ଓ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ
  30. ହର୍ଷ ମାଲହୋତ୍ରା (ବିଜେପି)- ସଡ଼କ ଓ ପରିବହନ, କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ
  31. ନିମୁବେନ ବାମଭାଣିୟା (ବିଜେପି) - ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ
  32. ମରୁଲୀଧର ମୋହର (ବିଜେପି)- ବେସାମାରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ
  33. ଜର୍ଜ କୁରିୟନ (ବିଜେପି)- ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ
  34. ପବିତ୍ର ମାର୍ଗେରିଟା (ବିଜେପି)- ବୈଦେଶିକ ବ୍ୟାପାର ଓ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ
  35. ରାମନାଥ ଠାକୁର (ଜେଡିୟୁ)- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ
  36. କୀର୍ତ୍ତି ବର୍ଦ୍ଧନ ସିଂହ(ବିଜେପି)- ପରିବେଶ, ଜଙ୍ଗଲ ଓ ଜୟବାୟୁ ପରିବର୍ତ୍ତନ, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ

ଏହା ବି ପଢନ୍ତୁ- ମୋଦିଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି; ଗୃହହୀନଙ୍କ ପାଇଁ ଆଉ 3କୋଟି ଘର

Last Updated : Jun 10, 2024, 8:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.