ETV Bharat / bharat

ବିବାଦରୁ ଦୂରେଇ ରୁହନ୍ତୁ ଏହି ରାଶିର ଲୋକେ, ଜାଣନ୍ତୁ କେମିତି ରହିବ ଆଜିର ଦିନ - Odia Rashifal Today

Daily Odia Rashifal: ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Odia Horoscope Today
Odia Horoscope Today (ETV Bharat Odisha)
author img

By ETV Bharat Odisha Team

Published : Oct 1, 2024, 12:01 AM IST

ମେଷ: ଆପଣଙ୍କ ନକ୍ଷତ୍ର ସୃଜନଶୀଳତାର ସଂକେତ ଦେଉଛି, ଆପଣ ବହୁ ଦିନରୁ ଚାହୁଁଥିବା କବିତା ଲେଖିବା ପାଇଁ ଆଜି ଭଲ ଦିନ ଅଟେ କିମ୍ବା ଆପଣ କୌଣସି କଳାକୃତି ତିଆରି ମଧ୍ୟ କରିପାରିବେ । ଘରର ପରିବେଶ ଉର୍ଜା ଭରା ହେବାର ସମ୍ଭାବନା ରହିଛି । ସନ୍ଧ୍ୟାରେ କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ, ସ୍କୁଲ ଦିନର ସୁଖଦ ସ୍ମୃତିର ମନ୍ଥନ ଏହା କରିପାରେ । ଏହାକୁ ଉପଭୋଗ କରନ୍ତୁ । କର୍ମସ୍ଥଳରେ ଉପରିସ୍ଥ କର୍ମଚାରୀଙ୍କ ସହ କାମ କଲାବେଳେ ସତର୍କ ରୁହନ୍ତୁ, ତାଙ୍କୁ ଅସମ୍ମାନ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ଆପଣଙ୍କ ସମାଲୋଚକ ସହ ମତଭେଦ ବଡ଼ ଗଣ୍ଡଗୋଳର ରୂପ ନେଇ ପାରେ, ଏଭଳି ସ୍ଥିତି ଏଡ଼ାଇବାକୁ ଚେଷ୍ଟା କରନ୍ତୁ ।

Daily Odia Rashifal
Daily Odia Rashifal (ARIES)

ବୃଷ: ଆଜିର ଦିନ ଆପଣଙ୍କ ସାଧାରଣ ହୋଇପାରେ । ଆପଣ ବିଭିନ୍ନ ପ୍ରସଙ୍ଗକୁ ନେଇ ବ୍ୟସ୍ତ ରହିପାରନ୍ତି, ବିଶେଷ କରି ଆପଣଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ଚିନ୍ତିତ କରିପାରେ । ସ୍ଥାବର ସଂପତ୍ତି ସଂପର୍କିତ କୌଣସି ଲେଖାପଢ଼ା କିମ୍ବା ଡିଲ୍ ଠାରୁ ଦୂରେଇ ରୁହନ୍ତୁ । ନିରାଶାବାଦୀ ମନୋଭାବ ପରିତ୍ୟାଗ କରନ୍ତୁ, କାରଣ ସନ୍ଧ୍ୟାରେ ପରିସ୍ଥିତି ଭଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଚିନ୍ତା ଦୂର ହୋଇଥିବାରୁ ଆପଣ ଶାରିରୀକ ଓ ମାନସିକ ଭାବେ ସୁସ୍ଥ ଅନୁଭବ କରିବେ । ଏକ ଭଲ ସମୟ ଆରମ୍ଭ ହେଉଛି, ତେଣୁ ଛାତ୍ରଛାତ୍ରୀ ଏହାର ଲାଭ ଉଠାଇବା ଆବଶ୍ୟକ । ସୃଜନାତ୍ମକ କାମରେ ମନୋନିବେଶ କରନ୍ତୁ । ଧାର୍ମିକ କାର୍ଯ୍ୟକଳାପରେ ଆପଣ ସାମିଲ ହେବାର ସମ୍ଭାବନା ରହିଛି ।

Daily Odia Rashifal
Daily Odia Rashifal (TAURUS)

ମିଥୁନ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ସକାଳଟି ବୃତ୍ତିଧାରୀଙ୍କ ପାଇଁ ଶୁଭଦାୟକ । ଆପଣଙ୍କ ଉଦ୍ୟମ ଯୋଗୁଁ କାର୍ଯ୍ୟରେ ସଫଳତା ପାଇବା ସଙ୍ଗେସଙ୍ଗେ ପ୍ରତିଦ୍ୱନ୍ଦୀମାନେ ପରାଜିତ ହେବେ । ମଧ୍ୟାହ୍ନ ପର୍ଯ୍ୟନ୍ତ ଗ୍ରହମାନଙ୍କର ଶୁଭ ଦୃଷ୍ଟି ରହିବ । ମଧ୍ୟାହ୍ନ ପରେ ସେମାନଙ୍କର କୁପ୍ରଭାବର ପରିକଳ୍ପନା କରାଯାଇ ନପାରେ । ନିଜକୁ ସଂଜତ କରନ୍ତୁ, ନଚେତ ପଛରେ ପଶ୍ଚାତାପ କରିପାରନ୍ତି । ନିଜ ମାଆଙ୍କର ସ୍ୱାସ୍ଥ୍ୟଜନିତ ଚିନ୍ତା ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରିପାରେ । ଧର୍ଯ୍ୟ ଧରନ୍ତୁ, ଏହି ଅବସ୍ଥା ନିଶ୍ଚୟ ସୁଧୁରିଯିବ ।

Daily Odia Rashifal
Daily Odia Rashifal (GEMINI)

କର୍କଟ: ନିଜର ଶାରୀରିକ ସୁସ୍ଥତା ଏବଂ ପରିବାର ସଦସ୍ୟଙ୍କ ସହ ଆତ୍ମୀୟତା ଛଡା ଦିନଟି ଆଦୌ ଶୁଭଦାୟକ ନୁହେଁ । ମାତ୍ର ଅଧର୍ଯ୍ୟ ହୁଅନ୍ତୁ ନାହିଁ, କାରଣ ଏହି ବିରୋଧିତା ସାମୟିକ ଭାବେ ଦେଖାଦେବ । ତଥାପି ଏହି ସମୟରେ ଆପଣ ଚିନ୍ତାଗ୍ରସ୍ତ ରହିବା ଯୋଗୁଁ ଚିଡିଚିଡ଼ା ହୋଇପାରନ୍ତି ଏବଂ ଠିକ୍‍ ସିଦ୍ଧାନ୍ତରେ ପହଞ୍ଚି ନ ପାରନ୍ତି । ତେଣୁ ଆପଣ ଗୋଲକଧନ୍ଦାରେ ପଡି ନିଜର ଇଚ୍ଛାକୁ କାର୍ଯ୍ୟକାରୀ କରିପାରିବେ ନାହିଁ । ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ ପରିସ୍ଥିତିକୁ ଆହୁରି ଜଟିଳ କରିପାରେ । ମାତ୍ର ଦିନର ଅବଶିଷ୍ଟ ପର୍ଯ୍ୟାୟରେ ଆପଣଙ୍କ ମନରେ ଆତ୍ମସନ୍ତୋଷ ଦେଖାଦେବ ଏବଂ ନିଜର ବ୍ୟକ୍ତିଗତ ଜୀବନରେ ଉନ୍ନତ ପରିଲକ୍ଷିତ ହେବ । ଆପଣଙ୍କର ଜଣେ ସହୃଦୟ ବନ୍ଧୁ ଆପଣଙ୍କ ସମଦୁଃଖରେ ଭାଗୀଦାରି ହୋଇ ଆପଣଙ୍କ ସମସ୍ୟା ଦୂର କରିପାରନ୍ତି । ଏହାଦ୍ୱାରା ଆପଣ ଆଶ୍ୱସ୍ତ ଅନୁଭବ କରିବେ ।

Daily Odia Rashifal
Daily Odia Rashifal (CANCER)

ସିଂହ: ଆପଣ ନିଜ ଆତ୍ମବିଶ୍ୱାସରେ ଦୃଢ ଥିବା ସତ୍ତ୍ୱେ ଆଜି ତାହା ସ୍ମୃତି ନିଦର୍ଶନର ସମାନ ଅଂଶ ମାତ୍ର ଅଟେ । ଆପଣଙ୍କ ଆତ୍ମସମ୍ମାନ ଓ ଆତ୍ମବିଶ୍ୱାସ ଅତ୍ୟଧିକ ଥିବା ଯୋଗୁଁ ଆପଣ ସୁମଧୁର ଫଳ ପାଇବେ । ଆପଣଙ୍କ ଦକ୍ଷ ନେତୃତ୍ୱ ଏବଂ ସିଦ୍ଧାନ୍ତ ନେବାରେ ଶକ୍ତିହିଁ ଏହାର କାରଣ ଅଟେ । ଆପଣ ନିପୁଣ ଭାବରେ ନିଜର ସମସ୍ୟାକୁ କାର୍ଯ୍ୟକାରୀ କରିବାରେ ସିଦ୍ଧହସ୍ତ ଥିବାରୁ ସରକାରୀ କାମ କିମ୍ଵା ବେସରକାରୀ କାମକୁ ସୁଚାରୁରୂପେ ତୁଲାଇ ପାରିବେ । ଗୃହର ସଦସ୍ୟମାନେ ଆପଣଙ୍କୁ ସହଯୋଗ ପ୍ରଦାନ କରିବେ । ଆପଣଙ୍କ ଖର୍ଚ୍ଚର ପରିମାଣ ବହୁ ପରିମାଣରେ ବୃଦ୍ଧି ପାଇପାରେ । ଘରପାଇଁ ଏଣୁତେଣୁ ଖର୍ଚ୍ଚର ମାତ୍ରା ବୃଦ୍ଧିକୁ ନ ଅଟକାଇଲେ ସୁଖ ପରିବର୍ତ୍ତେ ମନରେ ଅଶାନ୍ତି ଦେଖାଦେବ ।

Daily Odia Rashifal
Daily Odia Rashifal (LEO)

କନ୍ୟା: ଆପଣ ସାଧାରଣତଃ ଭାବପ୍ରବଣ ଅଟନ୍ତି । ମାତ୍ର ଅତି ମାତ୍ରା ସବୁବେଳେ ଭଲ ନୁହେଁ । ଆଜି ଆପଣଙ୍କର ଭାବପ୍ରବଣତା ଓ ମାନସିକ ଉଲ୍ଳାସ କୂଳ ଲଙ୍ଘନ କରିବ । ବିନା ଡ଼ାକରାରେ କୌଣସି କାର୍ଯ୍ୟରେ ଆଦୌ ହସ୍ତକ୍ଷେପ କରନ୍ତୁନାହିଁ । କୌଣସି ଆଲୋଚନା ବା ବିବାଦସ୍ଥଳୀରୁ ନିଜକୁ ଦୂରେଇ ରଖନ୍ତୁ, ଅନ୍ୟଥା ଲୋକମାନେ ଆପଣଙ୍କର ସବୁବେଳେ ଦୁର୍ବଳତା ଉପରେ ଆଘାତ କରିବେ । ଆଜି ହଠାତ୍‍ ଆପଣ ଝଗଡା କରିପାରନ୍ତି, ତେଣୁ ଆପଣ ଆଜି ଶାନ୍ତ ରୁହନ୍ତୁ ଏବଂ ପରିସ୍ଥିତିକୁ ଧିରସ୍ଥିର ଭାବରେ ସମାଧାନ କରନ୍ତୁ । ଅପରାହ୍ନରେ ଆପଣଙ୍କର ଆତ୍ମବିଶ୍ୱାସ ବଳରେ ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ପାଇବ । ମାତ୍ର କ୍ଷଣକୋପ ଏବଂ ଅସହନୀୟ ପ୍ରକୃତିକୁ ନିଜ ଆୟତ୍ତରେ ରଖିବାକୁ ଚେଷ୍ଟା କରନ୍ତୁ ।

Daily Odia Rashifal
Daily Odia Rashifal (VIRGO)

ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ଏକ ଶୁଭ ଦିନ ଅଟେ । ପ୍ରାତଃ ସମୟଟି ଅତ୍ୟନ୍ତ ମଧୁମୟ ହେବ ଏବଂ ଆପଣ ନିଜର ବନ୍ଧୁ ଓ ପରିବାର ବର୍ଗଙ୍କ ସହ ଏକ ବଣଭୋଜି କିମ୍ଵା ଭ୍ରମଣରେ ଯିବାକୁ ଯୋଜନା କରିପାରନ୍ତି । ଗୋଟିଏ ପର୍ଯ୍ୟଟନ ସ୍ଥଳକୁ ଯାଇ ଆନନ୍ଦ ଉପଭୋଗ କରିବା ସହ ମୌଜ ମଜଲିସ କରିବେ । କର୍ମଜୀବିଙ୍କ ପାଇଁ ସକାଳଟି ଶାନ୍ତ ରହିବା ସହ କୌଣସି ବାଟରେ ଉପକୃତ ହେବେ । ମାତ୍ର ଅପରାହ୍ନରେ ପରିସ୍ଥିତି ଶାନ୍ତ ରହିନପାରେ । ଆପଣ ହଠାତ୍‍ ପେଟ ଯନ୍ତ୍ରଣାରେ କଷ୍ଟ ପାଇପାରନ୍ତି । ଲୋକଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଅନ୍ୟଥା ଭୁଲବୁଝାମଣାର ଶିକାର ହୋଇପାରନ୍ତି । ଆଇନ ସମ୍ପର୍କୀୟ କାର୍ଯ୍ୟରେ ସାବଧାନତା ଅବଲମ୍ଵନ କରନ୍ତୁ ।

Daily Odia Rashifal
Daily Odia Rashifal (LIBRA)

ବିଛା: ଆପଣ ପ୍ରତ୍ୟେକ କାର୍ଯ୍ୟକୁ ସହଜରେ ସମ୍ପାଦନ କରିବେ । ଆଜି ଆପଣ ନିଜର ଦୃଢ ଆତ୍ମବିଶ୍ୱାସ ଏବଂ ସଂକଳ୍ପ ଦ୍ୱାରା କାର୍ଯ୍ୟସାଧନ କରିବେ । ଲୋକମାନେ ଆପଣଙ୍କ କର୍ମକ୍ଷେତ୍ରରେ କିମ୍ଵା ବ୍ୟବସାୟରେ ଆପଣଙ୍କର ତୀକ୍ଷ୍ଣ ବୁଦ୍ଧି, ଦକ୍ଷତା ଓ ପ୍ରବୀଣତାର ଯଥେଷ୍ଟ ପ୍ରଶଂସା କରିପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କ ଉପରିସ୍ଥ ହାକିମଙ୍କ ଶୁଭଦୃଷ୍ଟି ଯୋଗୁଁ ପ୍ରଶଂସିତ ହେବେ । ଦରମା ବୃଦ୍ଧି ଘଟିପାରେ କିମ୍ଵା ପଦୋନ୍ନତି ମଧ୍ୟ ହୋଇପାରେ । ଅଜି ଦିନରେ ଆପଣଙ୍କୁ ବାପା କିମ୍ଵା ବାପତୁଲ୍ୟ ବ୍ୟକ୍ତିଙ୍କ ସାନିଧ୍ୟରେ ଆନନ୍ଦ ଉପଭୋଗ କରିବେ । ଏହାଦ୍ୱାରା ସମ୍ପର୍କର ନିବିଡତା ବୃଦ୍ଧି ପାଇପାରେ । ଦିବସର ଶେଷ ଭାଗରେ ଏକ ମାନସିକ ଗୋଲକଧନ୍ଦାରେ ପଡିଯାଇପାରନ୍ତି । ବନ୍ଧୁମାନଙ୍କ ଗହଣରେ ଆମୋଦ ପ୍ରମୋଦରେ ମଜ୍ଜି ରହିଲେ ମାନସିକ ଶାନ୍ତି ଫେରିପାଇବେ ।

Daily Odia Rashifal
Daily Odia Rashifal (SCORPIO)

ଧନୁ: ଆଜି ଆପଣ ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଦେବେ । ତେଣୁ ଆପଣ ଏକ ତୀର୍ଥସ୍ଥାନ ଭ୍ରମଣ କରିବାର ଯୋଜନା କରିପାରନ୍ତି । ଏହାର ସୁଫଳ ଆପଣଙ୍କୁ ମିଳିପାରେ । ସମ୍ଭବତଃ ଏକ ସନ୍ତାନ ଜନ୍ମ କିମ୍ଵା ଘରର କୌଣସି ଏକ ଶୁଭକର୍ମ ଘଟିପାରେ । ନିଜ ପ୍ରିୟଜନଙ୍କ ସହ ହସଖୁସିରେ ସମୟ କାଟିବେ । ନିଜର ଉତ୍ତମ ବ୍ୟବହାର ଏବଂ କାର୍ଯ୍ୟଦକ୍ଷତା ବଳରେ ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଅତି ସହଜରେ ସମ୍ପୂର୍ଣ୍ଣ କରିପାରିବେ । ନିଜର ଉପରିସ୍ଥ ହାକିମଙ୍କ ପ୍ରେରଣା ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ । ଏହା ଫଳରେ ଆପଣଙ୍କ ବ୍ୟକ୍ତିତ୍ୱରେ ଆପଣ ଉଲ୍ଳସିତ ହେବେ । ସନ୍ଧ୍ୟାରେ ଆପଣଙ୍କ ଗ୍ରହମାନଙ୍କର ଅଶୁଭ ଦୃଷ୍ଟି ଯୋଗୁଁ ଆପଣ କ୍ରୋଧାନ୍ୱିତ ହୋଇପାରନ୍ତି । ତେଣୁ ପୂର୍ବରୁ ସତର୍କତା ଅବଲମ୍ଵନ କରନ୍ତୁ ।

Daily Odia Rashifal
Daily Odia Rashifal (SAGITTARIUS)

ମକର: ଆଜି ଆପଣ ନିଜର କ୍ଷୁବ୍ଧ ମନ ଏବଂ କ୍ରୋଧକୁ ନିଜ ଆୟତ୍ତରେ ରଖନ୍ତୁ । ଆପଣ ବାଧ୍ୟହୋଇ ବଦ୍‍ମିଜାଜୀ ହେବେ ଏବଂ ମାନସିକ ଉତ୍ତେଜନା ବୃଦ୍ଧି ପାଇପାରେ । ଆପଣ ଅଯଥାରେ ନିଜର ଶକ୍ତି ଓ ସାମର୍ଥ୍ୟକୁ ବିନିଯୋଗ କରିବେ । ସ୍ୱାସ୍ଥ୍ୟର ସୁରକ୍ଷା ପ୍ରତି ଆପଣ ଯତ୍ନଶୀଳ ହେବେ । ସେଥିପାଇଁ ଆପଣଙ୍କୁ ସ୍ୱାସ୍ଥ୍ୟରକ୍ଷାର ସମସ୍ତ କୌଶଳ ଅଭ୍ୟାସ କରିବାକୁ ପଡିବ । ଏହା କରିବା ଦ୍ୱାରା ଆପଣଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ଏହାଦ୍ୱାରା ଆପଣ ଯନ୍ତ୍ରଣାରୁ ମୁକ୍ତି ପାଇବା ସଙ୍ଗେସଙ୍ଗେ ମନରୁ ଦୁଃଶ୍ଚିନ୍ତା ହ୍ରାସ ପାଇବ । ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚାନ୍ତ ହୋଇପାରନ୍ତି । ସମ୍ଭବତଃ ଅପରାହ୍ନରେ ଗ୍ରହମାନଙ୍କ ଶୁଭଦୃଷ୍ଟି ଯୋଗୁଁ କିଛି ଗୃହ ସାମଗ୍ରୀ କିଣିବାକୁ ଯାଇପାରନ୍ତି କିମ୍ଵା ଏକ ଧାର୍ମିକ ସ୍ଥାନ ପରିଭ୍ରମଣରେ ଯାଇପାରନ୍ତି ।

Daily Odia Rashifal
Daily Odia Rashifal (CAPRICORN)

କୁମ୍ଭ: ଏକ ଅପ୍ରତ୍ୟାଶିତ ଘଟଣା ଘଟିପାରେ ଯାହାକୁ ଆପଣଙ୍କ ନିୟନ୍ତ୍ରଣ କରିବାରେ ଅସମର୍ଥ ହେବେ । ସମ୍ଭବତଃ ଲୋକମାନେ ପ୍ରତିବନ୍ଧକର ପାଚେରୀ ସ୍ୱରୁପ ଆପଣଙ୍କୁ କୁକର୍ମ କରିବାକୁ ପ୍ରବର୍ତ୍ତାଇ ପାରନ୍ତି । ଏହା ଆପଣଙ୍କ ପାରିବାରିକ ଜୀବନକୁ ବିପଦଗ୍ରସ୍ତ କରିପାରେ । ଆପଣ ନିଜେ ଅବିଚଳିତ ନରହି ସେମାନଙ୍କ ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । ଆଇନଗତ କାର୍ଯ୍ୟରେ ସତର୍କତା ଅବଲମ୍ଵନ କରନ୍ତୁ, ନଚେତ ହଠାତ୍‍ ଅପମାନିତ ହେବା ସଙ୍ଗେସଙ୍ଗେ କିଛି କ୍ଷତି ହୋଇପାରେ । କୌଣସି କାର୍ଯ୍ୟର ପୁରୋଧା ହୁଅନ୍ତୁ ନାହିଁ । ଧର୍ଯ୍ୟଧରି ଶୁଭବେଳାକୁ ଅପେକ୍ଷା କରନ୍ତୁ । ମାନସିକ ଅସ୍ଥିରତା ଶୀଘ୍ର ଦୂର ହେବ । ଧ୍ୟାନ ପ୍ରାର୍ଥନା କରିବା ଦ୍ୱାରା ମାନସିକ ଅବସାଦ ହ୍ରାସ ପାଇବ ।

Daily Odia Rashifal
Daily Odia Rashifal (AQUARIUS)

ମୀନ: ଆଜି ଦିନଟିରେ ସେତେ ଶୁଭଫଳ ମିଳି ନପାରେ । ଆପଣ ସବୁବେଳେ ଉତ୍କଣ୍ଠିତ ରହିବା ସଙ୍ଗେସଙ୍ଗେ ଗଭୀର ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଆପଣଙ୍କ କାର୍ଯ୍ୟରେ ଅପ୍ରତ୍ୟାଶିତ ପ୍ରତିବନ୍ଧକ ଯୋଗୁଁ ହତୋତ୍ସାହିତ ହେବେ ଏବଂ କାରଣ ନଥାଇ କର୍ମ କରିବାରେ ବିଳମ୍ଵ ହେବ । ସହକର୍ମୀମାନେ ସେମାନଙ୍କର ସହଯୋଗର ହାତ ବଢାଇବେ ନାହିଁ, ଏପରିକି ଆପଣଙ୍କ ଧର୍ମପତ୍ନୀ ମଧ୍ୟ ସହୋଯୋଗ କରିବେ ନାହିଁ । ଏହି ପରିସ୍ଥିତିରେ ଘଟଣାର ପର୍ଯ୍ୟାଲୋଚନା କରିବାଦ୍ୱାରା ପାରିବାରିକ ଅଶାନ୍ତି ଦେଖାଦେଇପାରେ । ତେଣୁ ଏହାକୁ ହାଲ୍‍କା ଭାବେ ଗ୍ରହଣ କରନ୍ତୁ । ଏହା ବ୍ୟତୀତ ଏକ ଝଗଡା ହୋଇପାରେ । ତେଣୁ ଧର୍ଯ୍ୟର ସହିତ ଏହାର ସମାଧାନ କରନ୍ତୁ । ମିଳିତଭାବେ କରୁଥିବା ଆପଣଙ୍କ ବ୍ୟବସାୟର ଅଗ୍ରଗତି ଅନୁଧ୍ୟାନ କରନ୍ତୁ । ଆଇନ ସମ୍ପର୍କୀୟ କୌଣସି କାର୍ଯ୍ୟକଳାପ ପାଇଁ ଆଜି ଦିନଟି ଶୁଭ ନୁହେଁ ।

Daily Odia Rashifal
Daily Odia Rashifal (PISCES)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.