ETV Bharat / bharat

ଆଜିର ରାଶିଫଳ:ଏହି ରାଶିର ବ୍ୟକ୍ତି ହୋଇପାରନ୍ତି ଖର୍ଚ୍ଚାନ୍ତ, ଦୂର ଯାତ୍ରା କରୁଥିଲେ ରୁହନ୍ତୁ ସାବଧାନ - DAILY RASIFALA 13 AUGUST

author img

By ETV Bharat Odisha Team

Published : Aug 13, 2024, 12:01 AM IST

Today Rasifal Horoscope 13 August Tuesday: ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ରହିଛି ମାନସମ୍ମାନ ଯୋଗ । କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Etv Bharat
Etv Bharat (Etv Bharat)

ମେଷ: ଆଜି ଦିନଟି ପରିବାର ପାଇଁ ଅଟେ । ସ୍ତ୍ରୀ/ସ୍ବାମୀଙ୍କ ସହ ସମୟ ଅତିବାହିତ କରନ୍ତୁ । ନିଜର ଭାବପ୍ରବଣତା ଓ ଶାରୀରିକ ପରିସ୍ଥିତି ଆପଣଙ୍କୁ ସନ୍ତୁଷ୍ଟ କରିବ । ଆର୍ଥିକ କ୍ଷେତ୍ରରେ ଦିନଟି ଅନୂକୁଳ ଅଟେ । ଆପଣଙ୍କ କାର୍ଯ୍ୟକୁ ଲୋକ ପ୍ରଶଂସା କରିବେ । ଭଲ ଦିନଟିକୁ ନଷ୍ଟ କରିବାକୁ ଦିଅନ୍ତୁ ନାହିଁ । ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ । ବନ୍ଧୁ ସହାୟତା ମିଳିବ । ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସା ସାଉଁଟିବେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ଦିନ ଅଟେ । ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବେ । କୌଣସି ଭଲ କାରଣ ପାଇଁ ଦିନ ସାରା ସୌଖିନ ବସ୍ତ୍ର ପିନ୍ଧିବ । ଅର୍ଥ ବିନିଯୋଗରୁ ଭଲ ଅର୍ଥ ଫେରିପାଇବେ । ପିତୃ ସ୍ଥାନୀୟଙ୍କ ଦ୍ୱାରା ଅର୍ଥ ଆଗମନ ହେବ । ଖରାପ ସମୟର ଅନ୍ତ ଘଟିବ ଏବଂ ଭଲ ସମୟ ଆରମ୍ଭ ହେବ । ସୁସ୍ଥ ଓ ନିରାମୟ ରହିବେ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିପାରନ୍ତି । ଆକସ୍ମିକ ଧନ ଲାଭ ହୋଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ମିଥୁନ: ଆଜି ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେବେ । ନୂଆ କାମ ହାତକୁ ନେବେ, କିନ୍ତୁ ଚାହୁଁଥିବା କାର୍ଯ୍ୟ ହେବନାହିଁ । ପିଲାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପଛରେ ଅର୍ଥ ଖର୍ଚ୍ଚ ହେବ । ସ୍ୱାସ୍ଥ୍ୟ ଭଲ ନ ରହିବା ଆପଣଙ୍କୁ ବ୍ୟସ୍ତ କରିବ । ପ୍ରତିଶୋଧ ପରାୟଣ ହୋଇପାରନ୍ତି । କଥାବାର୍ତ୍ତାରେ ଭାରସାମ୍ୟ ହରାଇ ଅପଦସ୍ତ ହେବେ । ସ୍ତ୍ରୀ/ସ୍ବାମୀଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହିବେ । ଛାତ୍ରଙ୍କ ପାଇଁ ଦିନଟି ଭଲ ରହି ନ ପାରେ । ମାତ୍ର କଠିନ ପରିଶ୍ରମ ଫଳ ଆଣିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନାହିଁ । ଅତି ଖରାପ ଚିନ୍ତାରେ ରହିବେ । ଖରାପ ସମୟ ଦେଇ ଗତି କରିପାରନ୍ତି । ମୁଣ୍ଡରେ ଚିନ୍ତା ରହିବ ଓ ବିବ୍ରତ ହେବେ । କାହାକୁ କ'ଣ କହୁଛନ୍ତି ତାହା ଜାଣିପାରିବେ ନାହିଁ । ପରିବାର ବର୍ଗ ଯଥା କୌଣସି ସ୍ତ୍ରୀ ଲୋକ ସହ ଝଗଡ଼ା ଲାଗିପାରେ । ଅର୍ଥହାନୀ ହୋଇପାରେ । କିଛି ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ସ୍ବାମୀ/ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିପାରେ । କଠିନ ପରିଶ୍ରମ କରି ମଧ୍ୟ ଆଶାତିତ ଲାଭ ପାଇବେ ନାହିଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

ସିଂହ: ଆଜି ଦିନଟି ଭଲ ରହିଛି । ସ୍ୱାସ୍ଥ୍ୟ ଭଲ ରହିବ । ଆତ୍ମୀୟ ସ୍ଵଜନଙ୍କ ସହିତ ସୁନ୍ଦର ଜାଗା ପରିଦର୍ଶନରେ ଯିବେ । ବନ୍ଧୁ ତଥା ନିଜ ଲୋକ ଉନ୍ନତିରେ ସହାୟ ହେବେ। ଶରୀର ଓ ମନ ଭଲ ରହିବ । କର୍ମଚଞ୍ଚଳ ହେବେ । ଭିନ୍ନ ଭିନ୍ନ ସ୍ତରରୁ ଲାଭ ଉଠାଇବେ । ଭୟଶୂନ୍ୟ ଜୀବନଯାପନ କରିପାରନ୍ତି । ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି । ଶତ୍ରୁଙ୍କୁ ପରାଜିତ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଜୀବନସାଥୀ ସହ ବୁଲିବାକୁ ଯିବେ । ଉଚ୍ଚାଭିଳାଷୀ ହେବେ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଭଲରେ କଟିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

କନ୍ୟା: ସବୁକ୍ଷେତ୍ରରୁ ସହଯୋଗ ପାଇବେ । ପରିବାର ଲୋକଙ୍କ ସହ ଆମୋଦ ପ୍ରମୋଦରେ ଦିନ କାଟିବେ । ଅର୍ଥ ଲାଭ ହେବ । ବୁଲାବୁଲି କରିବା ପାଇଁ ଆଜିର ଦିନଟି ଭଲ ରହିଛି । ଚାକିରି କ୍ଷେତ୍ରରେ ବାଟ ଅନୁକୂଳ ରହିବ । ଶାରୀରିକ ଓ ମାନସିକ ଭାବରେ ସୁସ୍ଥ ରହିବେ । ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିବେ । ବୁଦ୍ଧିମାନ ବିଚାରରେ ଭାଗ ନେବେ । ଧାର୍ମିକ କାର୍ଯ୍ୟରେ ଭାଗ ନେବେ । ସାଙ୍ଗସାଥୀଙ୍କ ସହଯୋଗ ରହିବ । ଆଜି ଅଯଥା ଖର୍ଚ୍ଚ ପ୍ରତି ଦୃଷ୍ଟି ଦିଅନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

ତୁଳା: ଆଜି ଦିନଟି ଚମତ୍କାର ଅଟେ । ରଚନାତ୍ମକ ଓ କଳାତ୍ମକ କାର୍ଯ୍ୟରେ ମନୋନିବେଶ କରିବେ । ଶାରୀରିକ ଓ ମାନସିକ ସ୍ତରରେ ସୁଦୃଢ ରହିବେ । ଆପଣଙ୍କ ଦୃଢ ଇଚ୍ଛା ଶକ୍ତି ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବ ଏବଂ ଅର୍ଥ ପରିଚାଳନାରେ ସମର୍ଥ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । ସହକର୍ମୀଙ୍କ ସାହାଯ୍ୟ ପାଇବେ । ବିଦ୍ୟାର୍ଥୀ ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ବିଛା: ଆଜି ସାବଧାନତା ଅବଲମ୍ବନ କରନ୍ତୁ । ଦୁର୍ଘଟଣା ପାଇଁ ସତର୍କ ହୁଅନ୍ତୁ । କୌଣସି ଅସ୍ତ୍ରୋପଚାର ହୋଇପାରେ । ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ନହେଲେ ଅଯଥା କଳି ଉପୁଜିପାରେ । ଦେହ ଓ ମନ ଭଲ ରହି ନପାରେ । ବ୍ୟସ୍ତ ବିବ୍ରତ ହେବା ସହ ମନ ବିଚଳିତ ଲାଗିବ । ବିଳାସବ୍ୟସନରେ ଅର୍ଥହାନି ହେବ । ନିଜ ଲୋକଙ୍କ ସହ ମନୋମାଳିନ୍ୟ ହୋଇପାରେ । ପଡ଼ୋଶୀଙ୍କ ସହ ଝଗଡ଼ା ଉତ୍ପନ୍ନ ହୋଇପାରେ । ଆପଣ ଆଜି ଦୂରଯାତ୍ରା ନ କରିବା ଭଲ ହେବ । ବିଦ୍ୟାର୍ଥୀ ପାଠପଢ଼ା ପ୍ରତି ଅନାଗ୍ରହ ପ୍ରକାଶ କରିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ଧନୁ: ଆଜି ପ୍ରତ୍ୟେକ କ୍ଷେତ୍ରରୁ ଆପଣକୁ ଲାଭ ହିଁ ଲାଭ ମିଳିବ । ନିଜର ପାରିବାରିକ ଜୀବନ ସମ୍ପୂର୍ଣ୍ଣ ଭାବରେ ଉପଭୋଗ କରିବେ । ସାଙ୍ଗଙ୍କ ସହିତ ଭ୍ରମଣରେ ଯାଇପାରନ୍ତି । ଗ୍ରହ ନକ୍ଷତ୍ରଙ୍କ ଉପସ୍ଥିତି ଆର୍ଥିକ ଲାଭ ଦେବ । ବନ୍ଧୁଙ୍କ ଜୀବନ ରକ୍ଷା କରିବେ । କର୍ମସ୍ଥଳରେ ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ । ପରିବାର ଲୋକ ଓ ସାଙ୍ଗସାଥୀଙ୍କ ସହଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଭଲ । ବ୍ୟବସାୟରେ ଉନ୍ନତି କରିବେ । ବିଦ୍ୟାର୍ଥୀ ଉଚ୍ଚଳିକ୍ଷା ପାଇଁ ମନବଲାଇବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ମକର: ଆଜି ଦିନଟି ଆପଣଙ୍କ ପାଇଁ ସଂଘର୍ଷମୟ ହେବ । ବାଣିଜ୍ୟ ବେପାରରେ ଭଲ ହୋଇନପାରେ । ସ୍ୱାସ୍ଥ୍ୟହାନୀ ହେବା ସହ ଦୁର୍ଘଟଣା ହୋଇପାରେ । ବେପାର କାମରେ ଭ୍ରମଣରେ ଯିବେ । ମନରେ ଖରାପ ଚିନ୍ତାଧାରା ଜାଗ୍ରତ ହୋଇପାରେ । ତେଣୁ ଆଜି ଭଗବାନଙ୍କ ପୂଜାରେ ଧ୍ୟାନ ଦିଅନ୍ତୁ । ମାତ୍ର ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀ ଖୁସୀ ହେବେ । ସନ୍ତାନ ସନ୍ତତିଙ୍କ ଉନ୍ନତି ପାଇଁ ମନକୁ ଆଶ୍ବସ୍ତି ମିଳିବ । ବିଦ୍ୟାର୍ଥୀମାନେ ପାଠ ପଢ଼ାରେ ଭଲ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

କୁମ୍ଭ: ଆଜି ମିଶ୍ରିତ ଦିନଟିଏ । ଶାରୀରିକ ଅସୁସ୍ଥତା ବ୍ୟସ୍ତ କରିବ । ତଥାପି କଠିନ ପରିଶ୍ରମ କରିବେ । କାର୍ଯ୍ୟ ବ୍ୟସ୍ତତାରେ ଅସୁସ୍ଥତା ଭୁଲିଯିବେ । ଖର୍ଚ୍ଚାନ୍ତ ହୋଇପାରନ୍ତି । ପେଟଜନୀତ ସମସ୍ୟା ଦେଖା ଦେବ । ଆପଣଙ୍କ ବନ୍ଧୁଙ୍କ ସହ ଶାଳୀନତାର ସହ କଥା ହୁଅନ୍ତୁ । ଆଜି ପ୍ରୟଜନଙ୍କ ସହ ସମ୍ପର୍କରେ ପାଟ ସୃଷ୍ଟି ହୋଇପାରେ । ମାତ୍ର ସନ୍ଧ୍ୟା ସମୟରେ ଖୁସି ଖବର ମିଲିପାରେ । ବ୍ୟବସାୟ ମାଧ୍ୟମରେ ଆନନ୍ଦ ପାଇଁ ସୁଯୋଗ ଅଛି । ଆପଣଙ୍କ ଉପରେ ନିର୍ଭର ଥିବା ବ୍ୟକ୍ତିଙ୍କୁ ସହାୟ ହେବେ । ଯୁକ୍ତି ତର୍କରେ ସମୟ ଓ ଶକ୍ତି ନଷ୍ଟ କରନ୍ତୁ ନାହିଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

ମୀନ: ଆଜି ଆପଣଙ୍କର ସମସ୍ତ କାର୍ଯ୍ୟ ଏବଂ କାରବାର ପାଇଁ ସଜାଗ ରହିବାକୁ ସତର୍କ ରୁହନ୍ତୁ । ଗୋପନୀୟ ବିଷୟ ଗୁଡିକରେ କିମ୍ବା ସରକାରୀ ବିଷୟରେ ସଂଯତ ରକ୍ଷା କରନ୍ତୁ । ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟ କରିବା ନୈତିକତା ଦୃଷ୍ଟିକୋଣରୁ ମଧ୍ୟ ଭୁଲ ଅଟେ । ନିଜେ ଶାନ୍ତ ରହନ୍ତୁ ଏବଂ ପରିସ୍ଥିତି କିମ୍ବା ବ୍ୟକ୍ତିବିଶେଷଙ୍କୁ ପରୀକ୍ଷା କଲାବେଳେ ଆତ୍ମବିଶ୍ୱାସୀ ରୁହନ୍ତୁ । ପରିବାର ମଧ୍ୟରେ ବିବାଦ ଦେଖା ଦେଇପାରେ । କୌଣସି କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ । ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ମନ ଭଲ ରହିବ ନାହିଁ । ବୁଲାବୁଲି କରିବାକୁ ଯିବା ସମୟରେ ସତର୍କତାର ସହ ଯାତ୍ରା କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.