ETV Bharat / bharat

ଜୁଲାଇ ୩୧ ବୁଧବାର ରାଶିଫଳ: ମନର ସାଥୀ ପାଇବେ ଏହି ରାଶିର ବ୍ୟକ୍ତି, ସୁଖରେ କଟିବ ଦାମ୍ପତ୍ୟ ଜୀବନ - DAILY ODIA HOROSCOPE OF 31 JULY

author img

By ETV Bharat Odisha Team

Published : Jul 31, 2024, 12:04 AM IST

Today Rashifal Horoscope 31 July: ଆଜି ଆପଣଙ୍କର ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ଆପଣ ଆଜି ନିଜକୁ ଏକ ଅନିଶ୍ଚିତ ଅବସ୍ଥାରେ ପାଇପାରନ୍ତି । ଆପଣ ଆହ୍ଵାନପୂର୍ଣ୍ଣ ଅନୁଭବ କରିପାରନ୍ତି ଓ ସ୍ରୋତର ବିପରୀତ ଦିଗରେ ଯାଇପାରନ୍ତି, ଯାହା ଦ୍ଵାରା ଓଲଟା ପ୍ରଭାବ ହୋଇପାରେ । କିଛି କାମ ଠିକ ନ ହେବା ଭଳି ଲାଗିପାରେ । ଏପରି ସମୟରେ କାମରୁ କିଛି ସମୟ ବିରତି ନେବା ଚାପ କମାଇବ । ସନ୍ଧ୍ୟାଟି ଆପଣଙ୍କ ପାଇଁ ଉତ୍କଷ୍ଟ ସମୟ ଅଟେ । ଆପଣ ନିଜର ଖର୍ଚ୍ଚ ପ୍ରତି ସଜାଗ ରୁହନ୍ତୁ । ଅତ୍ୟଧିକ ଖର୍ଚ୍ଚ ଆପଣଙ୍କ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଆପଣ ଆଜି ମାନସିକ ଭାବେ ସଚେତନ ଓ ଜାଗ୍ରତ ରହିପାରନ୍ତି । ଆପଣ ଯାହା କଲେ ବି ରଚନାତ୍ମକତା ଆପଣଙ୍କ ଉଚ୍ଚରେ ରହିବ । ଆପଣ କଳା, ଡିଜାଇନ, ଗ୍ରାଫିକ୍‍ସ ଓ ସ୍ପେସିଆଲ ଇଫେକ୍ଟରୁ କିଛି କିଛି କରିପାରନ୍ତି । ଆପଣ ବିପରୀତ ଲିଙ୍ଗକୁ ଆକର୍ଷିତ ହୋଇପାରନ୍ତି । ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ଏହି ଦିନଟି ଏକ ଅତି କଷ୍ଟଦିନ ଅଟେ । ଏଣୁ ସଠିକ୍‌ ସ୍ଥାନରେ ନିବେଶ କରୁଛନ୍ତି କି ନାହିଁ ସୁନିଶ୍ଚିତ ହେବେ । ଆଇନ ଏବଂ କୋର୍ଟ ସମ୍ପର୍କିତ କାମରେ ଅଧିକ ସତର୍କତା ଅବଲମ୍ବନ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ଆପଣ ଆଜି ଅନ୍ୟମାନଙ୍କ ଭାବନାଗୁଡିକର ସୁରକ୍ଷା କରିବାରେ ଅତିବାହିତ କରିବେ ଓ ଏହା ଆପଣଙ୍କ ନିଜ ହିତ ପାଇଁ ହି ହେବ । ଦିନର ଅଧିକାଂଶ ସମୟରେ, ଆପଣ ପରିବାର ଠାରୁ ଦୂରରେ ରହିବେ, ଯାହା କି ବ୍ୟବସାୟ ସମ୍ପର୍କିତ କିମ୍ଵା ଆମୋଦପ୍ରମୋଦ ଉଦ୍ଦେଶ୍ୟରେ ଥିବା ଏକ ଯାତ୍ରା ପାଇଁ ହୋଇପାରେ । ଆଜି, ଆପଣଙ୍କ ମନରେ କେବଳ ଏକ ସଫଳ କ୍ୟାରିଅର ବିଷୟରେ ହିଁ ଭାବନା ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ଆପଣ ଠକାମୀରେ ପ୍ରଖର ଓ ଆପଣଙ୍କ ତେଲ ମରା କଥା ଆପଣଙ୍କ ପଦ୍ଧତିରେ ଏକ ପ୍ରଧାନ ଭୂମିକା ଗ୍ରହଣ କରେ । ଆଜି ଆପଣ ଦୂରରୁ ଅସୁବିଧା ଜାଣିପାରିବେ ଓ କେତେବେଳେ ବାଟ ବଦଳାଇବେ ସେ ବିଷୟରେ ଜାଣିପାରିବେ । ଆପଣଙ୍କ ପଦ୍ଧତି ଯୋଗୁଁ ଆପଣଙ୍କ ସହ କାମ କରୁଥିବା ଉଚିତ ଲୋକମାନେ ପସନ୍ଦ କରି ନ ପାରନ୍ତି, କିନ୍ତୁ ଆପଣ ଭାବିପାରନ୍ତି ଯେ ଉପରକୁ ଯିବା ପାଇଁ ଏହା ସବୁଠାରୁ ସହଜ ବାଟ । ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଓ ସମ୍ମାନ ମଧ୍ୟ ବୃଦ୍ଧିପାଇବ । ବ୍ୟବସାୟୀ ମାନେ ସେମନଙ୍କର ବ୍ୟବସାୟରୁ ଯଥେଷ୍ଟ ଲାଭ ପାଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆଜି ଆପଣଙ୍କର ଦୃଢ ବିଚାର ଓ ବିଶ୍ୱାସ କିଛି ଚମତ୍କାର ଦେଖାଇପାରେ । ଏହା ଫଳରେ ଆପଣ ନିଜର କାର୍ଯ୍ୟକୁ ଠିକ୍‍ ସମୟରେ ସଫଳତାର ସହ ସମ୍ପୂର୍ଣ୍ଣ କରିପାରିବେ । ଗ୍ରହ ମାନଙ୍କ ଶୁଭ ଦୃଷ୍ଟିରୁ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି । ଏହା ଛଡା ନିଜର ପୈତୃକ ସମ୍ପତ୍ତି ପାଇଁ ଆପଣଙ୍କ ଖୁସିର ପରିମାଣ ବୃଦ୍ଧି ପାଇପାରେ । କ୍ରିଡାବିତ ଓ ସୃଜନ ସୃଷ୍ଟି କରିବାର ବ୍ୟକ୍ତିମାନଙ୍କ ପାଇଁ ନିଜର ପ୍ରତିଭା ପ୍ରଦର୍ଶନ କରିବା ଉଚିତ୍‍ । ଏହା ଦ୍ୱାରା ସେମାନେ ନିଜର କଳାରେ ପ୍ରତିଷ୍ଠା ଅର୍ଜନ କରିପାରିବେ । ଆର୍ଥିକ ସମ୍ବଳତା ବୃଦ୍ଧି ପାଇବାରେ । ସରକାରୀ କାର୍ଯ୍ୟରେ ଦରକାରୀ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଦିନଟି ଶୁଭଙ୍କର ଅଟେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଆପଣ ଆଜି ଦିନର ପ୍ରାରମ୍ଭରୁ ପ୍ରାର୍ଥନା ଓ ଠାକୁର ମନ୍ଦିରକୁ ଯାଇ ଆରାଧନା କରନ୍ତୁ । ତାହାହେଲେ ଦିନର ବାକି ସମୟ ଭଲରେ କଟିପାରେ । ବାନ୍ଧବୀଙ୍କ ଦର୍ଶନ ତଥା ଭାଇ ଭଉଣୀଙ୍କ ସାଙ୍ଗ ଲାଭ ଆପଣଙ୍କ ହୃଦୟରେ ଶାନ୍ତି ଓ ଣଉଜରେ କଟିବ । ଦେଶ ବାହାରକୁ ଯିବା ପାଇଁ ଲାଳାୟିତ ବ୍ୟକ୍ତିଙ୍କ ନିମିତ୍ତ ଆଜି ଦିନଟି ସର୍ବୋତ୍ତମ ଅଟେ । ଦୂର ବିଦେଶରୁ ଶୁଭ ଖବର ପାଇ ଆନନ୍ଦିତ ହେବେ । ଦିନଟି ଆମୋଦ ପ୍ରମୋଦରେ କଟିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ଆଜି ଆପଣ ନିଜକୁ ସଞ୍ଜତ ରଖନ୍ତୁ । ନିଜ ତୁଣ୍ଡରୁ ବାହାରିଥିବା ତିକ୍ତ ବାକ୍ୟ ଅନ୍ୟ ମନରେ ଆଘାତ ଦେଇପାରେ । ଆପଣଙ୍କର କ୍ଷଣିକ ଉତ୍ତେଜନା ଓ କ୍ରୋଧ ଆପଣଙ୍କ ସମସ୍ୟାକୁ କେବେହେଲେ ସମାଧାନ କରିପାରିବ ନାହିଁ । ଧ୍ୟାନ ଓ ପ୍ରାର୍ଥନା ବଳରେ ଆପଣଙ୍କୁ ମାନସିକ ଶାନ୍ତି ମିଳିପାରେ । ଅନୈତିକ କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ, ନଚେତ ଆପଣଙ୍କର ମାନସିକ ବ୍ୟସ୍ତତା ବୃଦ୍ଧି ପାଇପାରେ । ଆଜି କୌଣସି ବ୍ୟକ୍ତିଙ୍କ ସହ ନୂତନ ଭାବେ ବନ୍ଧୁତା ସ୍ଥାପନ କରନ୍ତୁ ନାହିଁ | ନିଜର ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ । ନ ହେଲେ ଆର୍ଥିକ ଅଘଟଣ ଘଟିପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଆପଣ ଘରେ ସୁଖ ଏବଂ ଶାନ୍ତି ବଜାୟ ରଖିବେ । ଆପଣଙ୍କ ବନ୍ଧୁଙ୍କ ସହ ସକାଳଟି ଆନନ୍ଦମୟ ଏବଂ ଖୁସିରେ କଟିବ । ମଉଜ ମଜଲିସ୍‌ କରିପାରନ୍ତି । ଆପଣଙ୍କ ବିଜିନେସ୍‌ ପାର୍ଟନରଙ୍କ ସହ ଅତି ଉତ୍ତମ ଭାବରେ ମଜା ନେଇପାରନ୍ତି । ନିଜ ପ୍ରେମିକ ବା ପ୍ରେମିକାଙ୍କ ସହ ବିବାହ କରିବାକୁ ମନସ୍ଥ କରୁଥିଲେ ପରିବାର ସଦସ୍ୟ ବିବାହକୁ ଅନୁମୋଦନ କରିବାର ସମ୍ଭାବନା ଅଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆପଣଙ୍କର ସ୍ୱାସ୍ଥ୍ୟ, ଅର୍ଥ ଏବଂ ମାନସିକ ସୁସ୍ଥତା ଦିନଟିକୁ ସୁଖରେ କାଟିବା ପାଇଁ ପ୍ରେରଣା ଯୋଗାଇବ । ଗୃହର ଐକ୍ୟ ଓ ଶାନ୍ତି ପରିବେଶ ଆପଣଙ୍କୁ ନିଜ କାର୍ଯ୍ୟ କରିବାକୁ ଶକ୍ତି ଓ ପ୍ରେରଣା ଯୋଗାଇବ । ସହକର୍ମୀ ମାନଙ୍କର ସହଯୋଗ ଏବଂ ସଫଳତା ସହ କାର୍ଯ୍ୟ ସମ୍ପନ୍ନ ଆପଣଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିବ । ଅର୍ଥଲାଭ ଯୋଗୁଁ ଖୁସିରେ ଉଲ୍ଲସିତ ହେବେ । ନିଜ ମୁହଁରେ ସ୍ମିତ ହାସ ଫୁଟାଇ ଦିନଟି ଖୁସିବାସିରେ କାଟିବେ । ନିଜର ସାଥୀଙ୍କ ମଧ୍ୟରେ ଥିବା କୌଣସି ଭୁଲ ବୁଝାମଣା ଦୂର ହେବ । ବୈବାହିତ ଜୀବନ ସୁଖରେ କଟିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଆପଣ ବ୍ୟସ୍ତତା ଏବଂ କ୍ଲାନ୍ତକୁ ଅତିକ୍ରମ କରିପାରନ୍ତି । ଆପଣ ଦିନସାରା ହଇରାଣ ଏବଂ ଦୟନୀୟ ଅବସ୍ଥା ଅନୁଭବ କରିପାରନ୍ତି ।ପେଶା କ୍ଷେତ୍ରରେ, କିମ୍ବା ବ୍ୟବସାୟ କ୍ଷେତ୍ରରେ ଭାଗ୍ୟ ଆପଣଙ୍କର ସାଥି ଦେବନାହିଁ । ବଡମାନେ ଆପଣଙ୍କ ପ୍ରତି ଅସନ୍ତୁଷ୍ଟ ଦେଖାଇବେ । ଦ୍ୱନ୍ଦ୍ୱ ଏବଂ ସିଦ୍ଧାନ୍ତ ବିହୀନତା ବିଷୟକୁ ଖରାପ କରିବାରେ । ଆପଣଙ୍କର ପିଲାମାନଙ୍କର ସ୍ୱାସ୍ଥ୍ୟ ଆପଣଙ୍କୁ ଯନ୍ତ୍ରଣା ଦେଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଆପଣ ଆପଣଙ୍କର ଯିଦିପଣତାକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦିଆଯାଇଥାଏ । ତୀବ୍ର ଭାବ ପ୍ରବଣତା ଆପଣଙ୍କୁ ଅସୁସ୍ଥ କରିପକାଇବ । ଅଦରକାରୀ ଆଶଙ୍କା ଭିତରକୁ ଆପଣ ନାମ ଆଣନ୍ତୁ ନାହିଁ । ବାସସ୍ଥାନ ଏବଂ ସମ୍ପତ୍ତି ସମ୍ପର୍କିତ ବିଷୟ ଉପରେ କଥାବାର୍ତ୍ତା କଲାବେଳେ ବିଶେଷ ଭାବରେ ଯତ୍ନଶୀଳ ହୁଅନ୍ତୁ । ଆପଣଙ୍କ ମାଆଙ୍କଠାରୁ ବିଶେଷ ବ୍ୟବହାର ଏବଂ ଲାଭ ପାଇବାର ଦୃଢ ଭାବରେ ସଙ୍କେତ ଦେଉଅଛି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଗଭୀର ଭାବରେ ସିଦ୍ଧାନ୍ତ ନେବା ପାଇଁ ଆଜି ଦିନଟିକୁ ବ୍ୟବହାର କରନ୍ତୁ । ଆପଣ ଦିନସାରା ସୃଜନଶୀଳ ଏବଂ କଳ୍ପନାତ୍ମକ ଭାବରେ ରହି ପାରନ୍ତି । ଆପଣଙ୍କ ଭାବନାର ପରିସର ପୁରାପୁରି ସଫା ଏବଂ ଲକ୍ଷ୍ୟ ଯୁକ୍ତ ଏବଂ ଆପଣଙ୍କୁ ଆପଣଙ୍କର ଦାୟିତ୍ୱ ଆରାମ ଭାବରେ ପରିଚାଳନା କରିବାରେ ସାହାଯ୍ୟ କରିବ । ବନ୍ଧୁମାନଙ୍କ ସହ ଏକ ଆନନ୍ଦମୟ ଯାତ୍ରାର ଆୟୋଜନ ହୋଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.