ETV Bharat / bharat

ଜୁଲାଇ ୩୦ ମଙ୍ଗଳବାର ରାଶିଫଳ: ଆଜି ଲାଭବାନ ହେବେ ଏହି ରାଶି, ପ୍ରଶଂସାର ପାତ୍ର ହେବା ସହ ଅର୍ଜିବେ ବିପୁଳ ଧନ - DAILY ODIA HOROSCOPE OF 30 JULY

author img

By ETV Bharat Odisha Team

Published : Jul 30, 2024, 12:00 AM IST

Today Rashifal Horoscope 30 July: ଆଜି ଆପଣଙ୍କର ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (Getty)
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ଆଜି, ଆପଣ ସବୁ କିଛି କରିବା ପାଇଁ ସ୍ଵାଧୀନ ହେବେ । ସାମାଜିକ ସମ୍ପର୍କ ବଢିବ । ଆପଣ ଆଜି ପରିବାର ସହିତ ସମୟ ବିତାଇବେ । ବୌଦ୍ଧିକ ଆଲୋଚନା ଆପଣଙ୍କୁ ଉତ୍ସାହିତ କରିବ ଏବଂ ଆପଣଙ୍କର ଅଂଶଗ୍ରହଣ ପ୍ରଶଂସିତ ହେବ । ଆପଣଙ୍କର ସମାଲୋଚନା ମନୋଭାବ ନିୟନ୍ତ୍ରଣରେ ରଖନ୍ତୁ । ଆପଣଙ୍କ ଭାଷା ଏବଂ ରାଗ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ ଦିଆହେଉଛି । କୌଣସି ବିବାଦସ୍ପଦ ବିଷୟ ଏବଂ ଅନାବଶ୍ୟକ କଳହରେ ନିଜକୁ ସଂପୃକ୍ତ କରିବେ ନାହିଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଆଜି ଆପଣ ପାଖ ସ୍ଥାନକୁ ବରଂ ହେଉ ବୁଲିବାକୁ ଯିବାକୁ ଚାହୁଁଛନ୍ତି । ଆପଣ ଖୁସି ମନରେ ଯୋଜନା ଓ ବ୍ୟବସ୍ଥା କରିବା, ବୁଲିବା ପାଇଁ ଟଙ୍କା ସଂଗ୍ରହ କରିବା ଓ ଯେଉଁମାନେ ଆପଣଙ୍କ ସହ ଯିବାକୁ ଚାହାଁନ୍ତି ସେମାନଙ୍କ ସହ କଥା ହୋଇପାରନ୍ତି । ଏପରି ମଧ୍ୟ ହୋଇପାରେ କି ଆପଣଙ୍କ ସବୁ ଯୋଜନା ବନ୍ଦ କରି ଆପଣ ଘରେ ରହିବାକୁ ନିଷ୍ପତ୍ତି ନେଇପାରନ୍ତି । ନୂଆ ଭାବରେ ପ୍ରାପ୍ତ ହୋଇଥିବା ଏକ ଖୁସି ଖବର ଆପଣଙ୍କ ପରିବାର ଏବଂ ଆପଣଙ୍କୁ ଅନେକ ଖୁସି ଏବଂ ଆନନ୍ଦ ଦେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ଆଜି ଦିନଟି ଶୁଭଫଳ ପ୍ରଦାନକାରୀ ଅଟେ । ଆପଣ କିଛିକାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ କରିବାରେ ସକ୍ଷମ ହେବେ । ଆଜି ଦିନଟିରେ ଆପଣଙ୍କର ନାମ ଓ ସମ୍ମାନ ବୃଦ୍ଧି କରିବ । ପାରିବାରିକ ଜୀବନ ସୁଖମୟ ହେବ । ଆପଣ ଆଜି ବହୁତ ପରିମାଣର ଅର୍ଥ ଉପାର୍ଜନ କରିବେ । ମାତ୍ର କୌଣସି ଅନିର୍ବାଯ୍ୟ କାରଣ ପାଇଁ ଅତ୍ୟଧିକ ପରିମାଣର ଅର୍ଥ ଖର୍ଚ୍ଚ କରିବେ । ଆପଣଙ୍କ ସହକର୍ମୀ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବେ । ସମାଜରେ ଆପଣଙ୍କର ଖ୍ୟାତି ବଢିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: କାମିକା ଲୋକମାନଙ୍କ ପାଖରେ କାମର ପରିମାଣ ବହୁତ ଅଧିକ ବଢିଯିବ । କାମର ପରିମାଣ ଏତେ ଅଧିକ ଥିବ ଯେ ସେମାନଙ୍କ ଉପରେ ବହୁତ ଚାପ ରହିବ । ଆପଣ ସହଜ ହେବା ଶିଖନ୍ତୁ ଓ ନା କହିବା ମଧ୍ୟ ଶିଖନ୍ତୁ ବୋଲି ପରାମର୍ଶ ଦିଆଯାଉଛି । ଅଯଥା ଯୁକ୍ତିତର୍କରୁ ନିବୃତ ରୁହନ୍ତୁ । ଯାତ୍ରାର ଯୋଜନାକୁ ସ୍ଥଗିତ ରଖନ୍ତୁ । ଗ୍ରହମାନଙ୍କର ଶୁଭଦୃଷ୍ଟି ନ ଥିବରୁ ଆପଣ ଏପରି କାର୍ଯ୍ୟରେ ଲିପ୍ତ ରୁହନ୍ତୁ ନାହିଁ । ଯାହା ଆପଣଙ୍କ ମାନସିକ ଅଶାନ୍ତିର କାରଣ ହେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆଜିଦିନ ଆପଣଙ୍କ ସପକ୍ଷରେ ନାହିଁ । ଆପଣଙ୍କ ନିଜ କ୍ଷମତା ଆପଣଙ୍କୁ କେବେ ଆଶ୍ଚାର୍ଯ୍ୟାନ୍ଵିତ କରିଛି କି? ଆଜି ଆପଣ ତାହା ଅନୁଭବ କରିବେ । ସୌହାର୍ଦ୍ଦ୍ୟପୂର୍ଣ୍ଣ ହାବଭାବ ଓ ହାନିକାରକ କ୍ରିୟାର ଅଭାବର ସଠିକ ମିଶ୍ରଣ ଦ୍ଵାରା ଆପଣ ସବୁ ଅବସରରେ ଆକର୍ଷଣର କେନ୍ଦ୍ର ହେବେ । ଏହି ଦିନ ଆପଣଙ୍କ ଠାରେ ନମନୀୟ ସ୍ଵଭାବ, ମାଧ୍ୟମିକ ମତାମତ ଓ ପରିପକ୍ଵ ଢଙ୍ଗର ପରିପ୍ରକାଶ ହେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ପିଲାମାନେ ଉଭୟ ଶ୍ରେଣୀ ଭିତରେ ଓ ବାହାରେ ପ୍ରଶଂସାର ପାତ୍ର ହେବେ । ତର୍କ ଓ ବିଚାରର ପ୍ରକ୍ରିୟାକରଣ ମଧ୍ୟ ବଢିବ । ଦିନ ସାରା ଯାହା ବି ହେଉ ଆପଣଙ୍କୁ ପରାମର୍ଶ ଦିଆଯାଉଛି ଯେ ଆପଣ ଶାନ୍ତ ରହି ଦିନର ମଜା ନେବେ । ଆପଣଙ୍କ କଥା ଅଧିକ ମିଠା ଲାଗିବ । ଭଲ ସଂପର୍କ ରଖିବାର ଲାଭ ଆପଣ ଆଜି ଅନୁଭବ କରିପାରିବେ । ଆପଣଙ୍କୁ ନ୍ୟସ୍ତ କରାଯାଇଥିବା କାର୍ଯ୍ୟ ଆପଣ ସମୟ ପୂର୍ବରୁ ସମାପ୍ତ କରିପାରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ନୂଆ କାମ ଆରମ୍ଭ କରିବା ପାଇଁ ଆଜି ଦିନ ବହୁତ ଶୁଭ । ଆପଣଙ୍କ ଯାଦୁ ଦ୍ଵାରା ଆପଣ ସମସ୍ତଙ୍କ ହୃଦୟ ଜିତିପାରିବେ । ଆପଣଙ୍କ ଘର ଓ ଏହାର ଭିତର ସାଜସଜ୍ଜା ଲୋକମାନଙ୍କୁ ପ୍ରଭାବିତ କରିବ । ଏହାର ସକାରାତ୍ମକତାର ଲାଭ ଉଠାନ୍ତୁ । ବ୍ୟକ୍ତି, ସମସ୍ୟା ଏବଂ ଜୀବନ ପ୍ରତି ଆବଶ୍ୟକ ଅନୁସାରେ ପରିବର୍ତ୍ତନଶୀଳ ମନୋବୃତ୍ତି ଏକ ଆଶୀର୍ବାଦ ଭଳି କାର୍ଯ୍ୟ କରିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଆଜି ଆପଣ ଜଣେ ଦିବ୍ୟଦ୍ରଷ୍ଟା ଓ ଆଜି ଆପଣ ଯାହା କରିବେ ତାହା ଏକ ସଫଳ ଭବିଷ୍ୟତ ତିଆରି କରିବ । କିନ୍ତୁ ତୁରନ୍ତ ଫଳ ଆଶା କରିବା ମୂର୍ଖାମୀ ହେବ । ଆପଣଙ୍କ ଜୀବନରେ ସେହି ପରିବର୍ତ୍ତନ ଗୁଡିକ ଆଣିବା ପାଇଁ ଆପଣଙ୍କୁ ଧୈର୍ଯ୍ୟ ଧରିବାକୁ ହେବ । ଅପେକ୍ଷା କରନ୍ତୁ ଓ ଦେଖନ୍ତୁ କିପରି ଆପଣଙ୍କ ଧୈର୍ଯ୍ୟ ଆପଣଙ୍କୁ ଭବିଷ୍ୟତରେ ଭଲ ଫଳ ଦେବ । ଡ୍ରାଇଭିଂ କଲାବେଳେ ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ ଏବଂ ଯଦି କୌଣସି ଡାକ୍ତରୀ ଚିକିତ୍ସା ପାଇଁ ଯିବାର ଯୋଜନା କରିଛନ୍ତି, ତେବେ ଆଜି ନ କରି ଆଗକୁ ଘୁଞ୍ଚାନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆପଣ ଅର୍ଥ, ସମାଜ ଏବଂ ପରିବାର ଭଳି ମୁଖ୍ୟ କ୍ଷେତ୍ରରେ ଖୁସି ଏବଂ ଭଲ ଭାଗ୍ୟର ଆଶୀର୍ବାଦ ପାଇଛନ୍ତି । ଅର୍ଥ ଏବଂ ଅନ୍ୟ ଜିନିଷ ସମାନ ଭାବରେ ପ୍ରାପ୍ତ କରିବାର ଅଛି । ମୋଟ ଉପରେ ଏହା ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବାକୁ ଯାଉଛି ଏବଂ ବ୍ୟବସାୟରେ ଆପଣ ପୁରସ୍କାର ଏବଂ ଲାଭ ଉଭୟ ପ୍ରାପ୍ତ କରିବାର ଅଛି ଏବଂ ପ୍ରିୟଜନଙ୍କ ସହିତ ଏକ ପର୍ଯ୍ୟଟନ ସ୍ଥାନକୁ ଯିବାର ମଧ୍ୟ ସମ୍ଭାବନା ରହିଛି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଆପଣ ବିଦେଶରେ ଅଧିକ ପାଠ ପଢିବା ପାଇଁ ବହୁତ ଚେଷ୍ଟା କରିପାରନ୍ତି କିନ୍ତୁ ଶେଷରେ ଅସଫଳ ହୁଅନ୍ତି । ଆପଣଙ୍କୁ ଆଜି ପୁଣି ଥରେ ଚେଷ୍ଟା କରିବାକୁ ପରାମର୍ଶ ଦିଆଯାଉଛି । ଯେଉଁମାନେ ଜୁଆ ଖେଳରେ ସମ୍ପୃକ୍ତ ଥାଆନ୍ତି, ଷ୍ଟକ୍‍ ଓ ସେୟାରରେ ଟ୍ରାଞ୍ଜାକ୍ସନ କରନ୍ତି ଓ ଭଲ ଲାଭ ପାଇପାରନ୍ତି । ସୁଯୋଗ ପ୍ରଚୁର ଥାଏ କିନ୍ତୁ ଆପଣଙ୍କ ପାଇଁ କେଉଁଟି ସବୁଠାରୁ ଭଲ ତାହା ଜାଣିବା ପାଇଁ ଆପଣଙ୍କୁ ସେଗୁଡିକୁ ଖେଳେଇବାକୁ ପଡିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଆଜି ଆପଣଙ୍କ ପାଇଁ ଶୁଭଦିନ ହେବାର ଆଶା କରାଯାଉଛି । ସମସ୍ତ କାର୍ଯ୍ୟ ସମୟ ପୂର୍ବରୁ ସହଜରେ ସମାପ୍ତ ହୋଇପାରିବ । ଘରେ ଏବଂ କାର୍ଯ୍ୟ କ୍ଷେତ୍ରରେ ସବୁ ଜିନିଷ ଅନୁକୂଳ ରହିବ । ବ୍ୟବସାୟୀ ଏବଂ ପେଶାଦାରମାନେ ଏକ ବଡ ଆଶ୍ଚର୍ଯ୍ୟ ଜନକ ଖବର ପାଇବେ । ମିଳିତ ସହଯୋଗ, ପାର୍ଟନରସିପ୍‌ ଭାଗ୍ୟଶାଳୀ ପ୍ରମାଣିତ ହେବେ । ମାନସିକ ଭାବରେ କୋହଳ ଏବଂ କୌତୁହଳୀ ଅନୁଭବ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଆଜି ଆପଣ ବ୍ୟାକୁଳ ଏବଂ ଶାନ୍ତ ଅନୁଭବ କରିପାରନ୍ତି । ଧୈର୍ଯ୍ୟ ରଖନ୍ତୁ ଏବଂ ନିଜ ଉପରେ ବିଶ୍ୱାସ ରଖନ୍ତୁ । ସମୟ କ୍ରମେ ସବୁ ଜିନିଷ ଭଲ ହୋଇଯିବ । ଅବଶ୍ୟ ପରିସ୍ଥିତି ପ୍ରଭାବରୁ ଆପଣ ମାନ୍ଦା କିମ୍ୱା କ୍ଳାନ୍ତ ଅନୁଭବ କରିପାରନ୍ତି । ଅନ୍ୟ କୌଣସି ସମସ୍ୟା ଯୋଗୁଁ ମଧ୍ୟ ଆପଣଙ୍କୁ ବ୍ୟସ୍ତ ଏବଂ ବିରକ୍ତି କରୁଛି । ଆପଣଙ୍କୁ ଯୁକ୍ତିତର୍କରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.