ETV Bharat / bharat

ଜୁନ ୨୯ ଶନିବାର ରାଶିଫଳ: ଏହି ରାଶି ବ୍ୟକ୍ତିଙ୍କ ବଢିବ ରୋଜଗାର, ମଉଜ ମଜଲିସରେ କଟିବ ଦିନ - Horoscope Of 29 June

author img

By ETV Bharat Odisha Team

Published : Jun 29, 2024, 12:01 AM IST

Today Rashiphala Horoscope 29 June: ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା କେଉଁ ରାଶି ବ୍ୟକ୍ତି ରହିବେ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଦରକାର ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ଆପଣ ଆଜି ଆଧ୍ୟାତ୍ମିକତା ଆଡକୁ ଢଳି ପଡିବେ । ଏଣୁ ଆପଣଙ୍କର ମାନସିକ ଅବସ୍ଥା ଏବଂ ଶାରୀରିକ ସୁସ୍ଥତାରେ ଅଭାବ ଦେଖାଦେବ । ଆପଣଙ୍କର ଅଯଥା ଖର୍ଚ୍ଚ ବଢିପାରେ । ଏହା ଆପଣଙ୍କ ପାଇଁ ଭଲ ହେବ ଯେ ଆପଣ ଆପଣଙ୍କ ସଞ୍ଚିତ ଧନକୁ ନିବେଶ କରିବା ପାଇଁ ଯୋଜନା ମୁତାବକ କରିବେ । ଆପଣ ସାହାଯ୍ୟ ପାଇବାର ସମ୍ଭାବନାରୁ ବଞ୍ଚିତ ହୋଇପାରନ୍ତି । ତେଣୁ ସତର୍କ ହେବେ । ସନ୍ଧ୍ୟାରେ ସମସ୍ୟାର ପରିବର୍ତ୍ତନ ହୋଇ ସୁଖଶାନ୍ତି ମିଳିପାରେ । ପାରିବାରିକ ପରିବେଶ ଅତ୍ୟନ୍ତ ପ୍ରିତିକର ଓ ମଧୁମୟ ହେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଏହି ଦିନରେ ଆପଣ ବହୁତ ଖୁସିରେ ରହିବେ । ବନ୍ଧୁ ଏବଂ ପ୍ରିୟଜନ ଆପଣଙ୍କ ପରିବେଶକୁ ଖୁସିରେ ଭରପୁର କରିଦେବେ । ନୂଆ ନୂଆ ଯୋଗାଯୋଗ ଏବଂ ବନ୍ଧୁତ୍ୱ ଆପଣଙ୍କର ବ୍ୟବସାୟ ଏବଂ ପେଶା ପାଇଁ ଲାଭଜନକ ସାବ୍ୟସ୍ତ ହେବ । ଗୋଟିଏ ଛୋଟ ଯାତ୍ରା ଆପଣଙ୍କୁ ଆନନ୍ଦ ଦେବ । ସ୍ୱଳ୍ପରେ କହିବାକୁ ହେଲେ, ଏହି ଦିନର ଆପଣଙ୍କର ସମସ୍ତ ଖୁସି ପୁରା କରିବ । ଆଇନ ଏବଂ କୋର୍ଟ ସମ୍ପର୍କିତ କାମରେ ଅଧିକ ସତର୍କତା ଅବଲମ୍ବନ କରିବେ । ଆପଣ ଆପଣଙ୍କର ପିଲାଦିନର ସାଙ୍ଗମାନଙ୍କ ସହ ମିଶିବାରେ ଏବଂ ଆପଣଙ୍କର ସ୍କୁଲ ଦିନର କଥା ମନେପକାଇ ଅତି ଖୁସି ଅନୁଭବ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ମଜବୁତ ଶାରିରୀକ ସ୍ୱାସ୍ଥ୍ୟ ଏବଂ ଶାନ୍ତ ମନ ଆପଣଙ୍କୁ ଆଜି ସନ୍ତୁଷ୍ଟ ଏବଂ ଆନନ୍ଦମୟ ରହିବ । କର୍ମଜୀବୀଙ୍କ ନିମନ୍ତେ ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ ଅଟେ । ଅଫିସରେ ଆପଣଙ୍କର କର୍ମଦକ୍ଷତା ଓ କଠିନ ପରିଶ୍ରମର ଫଳ ସ୍ୱରୁପ ଆପଣ ନିଜର ହାକିମଙ୍କ ପ୍ରିୟପାତ୍ର ହୋଇପାରିବେ । ଏହି ଖୁସିରେ ସେ ଆପଣଙ୍କର ପଦୋନ୍ନତି କରିପାରନ୍ତି । ଆଜି ସନ୍ଧ୍ୟାରେ ଆପଣ ନିଜର ବନ୍ଧୁମାନଙ୍କ ସହ ବାହାରକୁ କିମ୍ଵା ବଣଭୋଜି କରିବାକୁ ଯାଇପାରନ୍ତି । ଅର୍ଥଲାଭ ହୋଇପାରେ । ଭବିଷ୍ୟତରେ ଆହୁରି ଅଧିକ ଅର୍ଥଲାଭ ହେବାର ସମ୍ଭାବନା ମଧ୍ୟ ରହିଛି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ଦିନର ଅଧିକାଂଶ ସମୟ ଆପଣ ପ୍ରାର୍ଥନା, ମନ୍ଦିର ପରିଦର୍ଶନ ଏବଂ ଧାର୍ମିକ ପ୍ରବଚନରେ ବ୍ୟସ୍ତ ରହିବେ । କଣ ଭୁଲ୍‌ ଏବଂ କଣ ଠିକ୍‌ ସେହି ତର୍କରେ ଆପଣ ବ୍ୟସ୍ତ ରହିବେ । ଧାର୍ମିକ ପରିଦର୍ଶନ କିମ୍ୱା ଏକ୍ସକରସନ୍‌ରୁ ଆପଣ ଲାଭଦାୟକ ହେବ । ପରିବାର ସଦସ୍ୟମାନେ ଆପଣଙ୍କ ସହ ଯାଇପାରନ୍ତି, ଆପଣ ମିଳିମିଶି ଆନନ୍ଦ ଉଲ୍ଲାସରେ ସମୟ କାଟିବେ । ଶରୀର ପାଇଁ ହିତକାରୀ ଖାଦ୍ୟ ଖାଆନ୍ତୁ । ମାନସିକ ଶାନ୍ତି ପାଇବାକୁ ଧ୍ୟାନ ଓ ଯୋଗର ଆଶ୍ରୟ ନିଅନ୍ତୁ । ମଧ୍ୟାହ୍ନ ପରେ ଆପଣଙ୍କର ଅସୁସ୍ଥ ଶରୀର ଧିରେ ଧିରେ ସୁସ୍ଥ ହେବ । ଆପଣଙ୍କ ଭାଙ୍ଗି ପଡିଥିବା ମନ ଓ ସାହାସ ପୁନର୍ବାର ଯୋଡି ହୋଇଯିବ ଏବଂ ଆପଣଙ୍କର ଆତ୍ମବିଶ୍ୱାସ ମଧ୍ୟ ଦୃଢ ହେବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଓ ସମ୍ମାନ ମଧ୍ୟ ବୃଦ୍ଧିପାଇବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆଜି ଆପଣଙ୍କ ପାଇଁ ଦିନଟି ଶୁଭଙ୍କର ନୁହେଁ । ଆପଣ ଆଜି ଯାହା ବି କରନ୍ତୁ, ସତର୍କତା ଅବଲମ୍ବନ କରିବେ। ଯତ୍ନଶୀଳ ହୁଅନ୍ତୁ, କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଅକସ୍ମାତ୍‌ ଖରାପ ହୋଇପାରେ । ଅସୁସ୍ଥତା ଦୃଷ୍ଟିରୁ ଆପଣଙ୍କୁ ହଠାତ୍‌ ଖର୍ଚ୍ଚ କରିବାକୁ ପଡିପାରେ । ଆଜି ଆପଣ ନିଜ ଅଫିସରେ ମନ ଲଗାଇ କାମ କରନ୍ତୁ ଏବଂ ପ୍ରତି ଘଣ୍ଟାରେ ଆପଣଙ୍କ ପାଖକୁ ଅଜସ୍ର ସଫଳତା ମିଳିପାରେ । ମଝିରେ ମଝିରେ ବିଶ୍ରାମ ନିଅନ୍ତୁ ନଚେତ୍‍ ଆପଣଙ୍କ ସ୍ୱାସ୍ଥ୍ୟର ଅବନତି ଘଟିପାରେ । ଅପ୍ରତ୍ୟାଶିତ ଭାବରେ ଅର୍ଥଲାଭ ହୋଇପାରେ । ନିଜର ପ୍ରତିଦ୍ୱନ୍ଦୀଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁନାହିଁ । ଅନ୍ୟଥା ସେମନେ ଆପଣଙ୍କୁ ଉତ୍ତେଜିତ କରିପାରନ୍ତି । କ୍ରୋଧ ଉପରେ ନିୟନ୍ତ୍ରଣ ରଖି ନମ୍ର ଓ ଶାନ୍ତ ରୁହନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଲୋକପ୍ରିୟତା, କ୍ଷମତାରେ ବୃଦ୍ଧି, ପ୍ରଶଂସା ଏବଂ ସାମାଜିକ ଯଶ ଆପଣଙ୍କ ଅପେକ୍ଷାରେ ଅଛି । ଆପଣ କରିଥିବା କଠିନ ପରିଶ୍ରମର ଫଳର ଲାଭ ପାଇବାକୁ ପ୍ରସ୍ତୁତ ରହନ୍ତୁ । କାର୍ଯ୍ୟ କ୍ଷେତ୍ରରେ ହେଉ କିମ୍ୱା ଘରେ ହେଉ ସଂପର୍କ ବଜାୟ ରଖନ୍ତୁ ଏବଂ ସେଥିରେ ଉନ୍ନତି କରନ୍ତୁ । ଆପଣ ନିଜକୁ ଏବଂ ଅନ୍ୟମାନଙ୍କୁ ଉତ୍ସାହିତ କରନ୍ତୁ । ମଉଜ ମଜଲିସ୍‌ କରିପାରନ୍ତି । ଆପଣଙ୍କ ବିଜିନେସ୍‌ ପାର୍ଟନରଙ୍କ ସହ ଅତି ଉତ୍ତମ ଭାବରେ ମଜା ନେଇପାରନ୍ତି । ଏକ ଗାଡି କିମ୍ୱା ମୂଳ୍ୟବାନ ଅଳଙ୍କାର କିଣି ଆପଣ ନିଜକୁ ପୁରସ୍କୃତ କରିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ମୋଟ ଉପରେ, ଆଜି ପାଇଁ ଭଲ ଦିନ ରହିବ । ପରିବାର ଏବଂ ଘର ଦୃଷ୍ଟିକୋଣରୁ ଭଲ ରହିବ ଯେଉଁଠାରେ ଆପଣଙ୍କ ମନପ୍ରାଣ ରହିଛି । ଏହା ଦ୍ୱାରା ମଧ୍ୟ ଆପଣ ମାନସିକ ଶାନ୍ତି ଏବଂ ସ୍ଥିରତା ପ୍ରାପ୍ତ କରିବେ । କାର୍ଯ୍ୟ କ୍ଷେତ୍ରରେ କନିଷ୍ଠ ଅଧିକାରୀ, ସହକର୍ମୀ ଏବଂ ପରିଷ୍ଠ ଅଧିକାରୀ ଙ୍କ ସହିତ ସ୍ୱହାର୍ଦପୁର୍ଣ୍ଣ ପରିବେଶ ରହିବ । ଆପଣଙ୍କ ମାନସିକ ସ୍ତର ମଧ୍ୟ ଭଲ ରହିବ । କିନ୍ତୁ ଆପଣଙ୍କ ଶରୀର ଅସୁସ୍ଥ ହୋଇପାରେ ଏବଂ ଏହାକୁ ଠିକ୍‌ କରିବାରେ ବହୁତ ପଇସା ଖର୍ଚ୍ଚ ହୋଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଆଜି ଗୃହ ପରିବେଶ ଶାନ୍ତ ରହିବ । ଆପଣଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ଅସୁସ୍ଥତା ଭୋଗୁଥିବା ବ୍ୟକ୍ତି ଶୀଘ୍ର ସୁସ୍ଥ ହୋଇପାରନ୍ତି । ଆପଣ ନିଜର ସହକର୍ମୀଙ୍କ ଠାରୁ ସହଯୋଗ ପାଇବେ ଏବଂ ନିଜର ପ୍ରତିଯୋଗୀଙ୍କୁ କାର୍ଯ୍ୟରେ ପରାସ୍ତ କରି ସଫଳତା ଲାଭ କରିବେ । ଜଣେ ପୁରୁଣା ବାନ୍ଧବୀଙ୍କ ସହ ସାକ୍ଷାତ କରି ଉତଫୁଲିତ ହେବେ । ମାମୁଁ ଘରୁ ଶୁଭଖବର ପାଇବାର ସମ୍ଭାବନା ଅଛି । ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟକୁ ଆଜି ସମ୍ପୂର୍ଣ୍ଣ କରିବେ । ଆର୍ଥିକ ଉନ୍ନତି ହେବା ସଙ୍ଗେ ସଙ୍ଗେ ଖର୍ଚ୍ଚର ପରିମାଣ ହ୍ରାସ ପାଇବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆଜି ପାଇଁ ପର୍ଯ୍ୟଟନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖନ୍ତୁ । ପେଟ ଗୋଳମାଳ କିମ୍ୱା ଅଜିର୍ଣ୍ଣ ପାଇଁ ପେଟ ଯନ୍ତ୍ରଣା ଭୋଗିପାରନ୍ତି । ଆପଣ ନିଜର ସନ୍ତାନମାନଙ୍କର ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପାଇଁ ଦିନସାରା ଚିନ୍ତାଗ୍ରସ୍ତ ରହିବେ । ଆପଣଙ୍କର କାର୍ଯ୍ୟର ଅସଫଳତା ପାଇଁ ମଧ୍ୟ ଆଶ୍ଚର୍ଯ୍ୟଚକିତ ହେବେ । ଆଜି ଆପଣ ନିଜର କ୍ରୋଧକୁ ସଞ୍ଜତ କରି କରନ୍ତୁ । କୌଣସି ଆଲୋଚନାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ଖୁସିର କଥା , ଆପଣ ନିଜେ ଆଜି କଳା ଓ ସାହିତ୍ୟ ପ୍ରତି ଅନୁରକ୍ତ ହେବେ। ନିଜର ସାଥୀଙ୍କ ସହ ଆମୋଦ ପ୍ରମୋଦରେ ସମୟ କଟାଇବେ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଆଜି ଆପଣଙ୍କର ସାମର୍ଥ୍ୟର ଅଭାବ ଏବଂ ନିରୁତ୍ସାହିତ ଭାବ ଶାରୀରିକ ଏବଂ ମାନସିକ ଅସୁସ୍ଥତାର କାରଣ ହୋଇପାରେ । ପରିବାରର ସଦସ୍ୟମାନଙ୍କ ସହ ଝଗଡା ଏହାର ମୁଖ୍ୟ କାରଣ ହୋଇପାରେ । ଆପଣଙ୍କର ଛାତିରେ ଯନ୍ତ୍ରଣା ହୋଇପାରେ କିମ୍ୱା ଆପଣ ନିଦ୍ରାହିନତାର ଶିକାର ହୋଇପାରନ୍ତି । ସାମାଜିକ ଜୀବନରେ ଏପରି ଘଟଣା ଘଟିପାରେ ଯେଉଁଥିପାଇଁ ଆପଣଙ୍କର ପ୍ରତିଷ୍ଠା ଏବଂ ସମ୍ମାନହାନି ହୋଇପାରେ । ନିଜର ମାନସିକ ଅଶାନ୍ତି ପାଇଁ ଆପଣ ଆଜି ନିଜକୁ ଅବସନ୍ନ ଓ ଅସହାୟ ମନେକରି ପାରନ୍ତି । ଜଳ ଠାରୁ ଦୂରତ୍ୱ ରକ୍ଷା କରନ୍ତୁ ଏବଂ ଖଳ ପ୍ରବୃତ୍ତି ମହିଳାଙ୍କ ପ୍ରଭାବରୁ ଦୂରେଇ ରୁହନ୍ତୁ । ନିଜର ଶେଷାର୍ଦ୍ଧରେ ଧ୍ୟାନରେ ସମୟ ବିତାନ୍ତୁ ଓ ସୁଖନିଦ୍ରା ଯାଆନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଖୁସିରେ ଆଜି ଦିନଟିକୁ କାଟିବେ । ମାନସିକ ଶାନ୍ତି ଲାଭ କରିବେ ଏବଂ ନିଜକୁ ହାଲୁକା ମନେକରିବେ । ଆପଣ ଆଜି ଚିନ୍ତାମୁକ୍ତ ଥିବାରୁ ଉଲ୍ଳସିତ ହେବେ । ବନ୍ଧୁ ଓ ଭାଇ ଭଉଣୀଙ୍କ ସାନିଧ୍ୟରେ ଆମୋଦ ପ୍ରମୋଦରେ ଦିନଟିକୁ କଟାଇବେ । ଆପଣ ନିଜ ନେତୃତ୍ୱରେ ଏକ ଛୋଟକାଟିଆ ପରିଭ୍ରମଣର ଆୟୋଜନ କରିବେ ଏବଂ ମୌଜ ମଜଲିସ କରିବେ । ନିଜ କାର୍ଯ୍ୟରେ ପ୍ରତିଦ୍ୱନ୍ଦୀମାନଙ୍କୁ ପରାଜିତ କରି ସଫଳତା ହାସଲ କରିବେ । ଅସୁସ୍ଥକର ଖାଦ୍ୟ ଆପଣଙ୍କ ଶରୀରକୁ ଖରାପ କରିପାରେ । ଆପଣଙ୍କର ସୃଜନଶୀଳ କାର୍ଯ୍ୟକଳାପ ଆଡକୁ ଗତି ଆପଣଙ୍କ ନାମ ଏବଂ ଯଶ ବଢାଇବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଆପଣ ଆଜି ନିଜର ଅର୍ଥର ଟିକିନିଖି ହିସାବ କରିବାକୁ ପ୍ରାଧାନ୍ୟ ଦେବେ । ଆଜି ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ଆପଣ ଠିକ୍‍ ସମୟରେ ଆପଣଙ୍କର କ୍ରୋଧ ଓ କଥାବାର୍ତ୍ତାରେ ସଞ୍ଜମତା ରକ୍ଷା ନ କଲେ ଭୁଲବୁଝାମଣା କିମ୍ୱା ଝଗଡାର ଶିକାର ହୋଇପାରନ୍ତି । ସ୍ୱାସ୍ଥ୍ୟ ସେତେ ଭଲ ରହିବ ନାହିଁ । ଟଙ୍କା ଦିଆନିଆ କାରବାରରେ ନିଜକୁ ସତର୍କ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରର ସଦସ୍ୟମାନଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ କିମ୍ୱା ନିଜ ମୁଣ୍ଡରେ ମୂଲ୍ୟହୀନ ଚିନ୍ତାକୁ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.