ETV Bharat / bharat

ଜୁନ ୨୭ ଗୁରୁବାର ରାଶିଫଳ: ଆଶା କରୁଥିବା ଫଳ ପାଇବେ ଏହି ରାଶି ବ୍ୟକ୍ତି, ଖର୍ଚ୍ଚ ପ୍ରତି ସଜାଗ ରୁହନ୍ତୁ ତୁଳା-ସିଂହ ରାଶି - HOROSCOPE OF 27 JUNE

author img

By ETV Bharat Odisha Team

Published : Jun 27, 2024, 12:01 AM IST

Today Rashiphala Horoscope 27 June: ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟ ଏବଂ ଖର୍ଚ୍ଚ ରହିବେ ସତର୍କ ଏବଂ କେଉଁ ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ଆଜି ଆପଣଙ୍କ ବନ୍ଧୁମାନଙ୍କ ସହ ଭେଟ କରିବାର ଏକ ଅତି ଉତ୍ତମ ଦିନ । ଆପଣ ଉପହାର ଗ୍ରହଣ କରିପାରନ୍ତି । ସେମାନଙ୍କ ସହ ଆମୋଦପ୍ରମୋଦରେ ମଜ୍ଜି ରହିବେ । ଆପଣଙ୍କ ଭବିଷ୍ୟତ ପାଇଁ ନୂଆ ବନ୍ଧୁମାନେ ଲାଭଦାୟୀ ହେବେ । ଆପଣଙ୍କ ପିଲାମାନେ ଆପଣଙ୍କ ଭାଗ୍ୟକୁ ଅଧିକ ପ୍ରୋତ୍ସାହିତ କରିପାରନ୍ତି । କୌଣସି ଦୃଶ୍ୟମୟ ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଅଛି । ଆର୍ଥିକ କ୍ଷେତ୍ରରେ ଦିନଟି ଅନୂକୁଳ ଅଟେ । ଆପଣଙ୍କ କାର୍ଯ୍ୟକୁ ଲୋକ ପ୍ରଶଂସା କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଆଜି ସମସ୍ତ ଅଫିସ ଯିବା ଲୋକମାନଙ୍କ ପାଇଁ ହସଖୁସି ଭରା ଭାଗ୍ୟଶାଳୀ ଦିନଟିଏ ରହିବ । ଆଜି ସମସ୍ତ ଭଲ ଜିନିଷରେ ଭରା ରହିବ ଏବଂ ଭଗବାନଙ୍କ ଆଶୀର୍ବାଦ ଦିନସାରା ଆପଣଙ୍କୁ ପଥ ପ୍ରଦର୍ଶନ କରିବ । ସଫଳତାର ସହ ନୂଆ କାର୍ଯ୍ୟ ମିଳିବ । ବରିଷ୍ଠ ବ୍ୟକ୍ତିମାନେ ଆପଣଙ୍କ ସପକ୍ଷରେ ଯିବେ, ପୁରସ୍କାର ଏବଂ ପଦୋନ୍ନତି ହେବାର ସମ୍ଭାବନା ଅଛି । ଘରୋଇ ଦ୍ୱନ୍ଦ ଆଶା କରାଯାଏ । ଅସମ୍ପୂର୍ଣ୍ଣ କାର୍ଯ୍ୟ ସନ୍ତୁଷ୍ଟତାର ସହ ଶେଷ ହେବ । ଅଫିସିଆଲ ସହାୟତା ଆପନଙ୍କୁ ମିଳିବାର ଆଶା କରାଯାଏ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ଆଜି ଦିନଟି ଭଲ ଭାବରେ ଯିବାର ଆଶାକରା ଯାଇପାରେ ନାହିଁ । ଉଭୟ ଶାରୀରିକ ଏବଂ ମାନସିକ ଭାବରେ ଚିନ୍ତିତ ରହିବେ । ଆପଣଙ୍କ କାର୍ଯ୍ୟରେ ଆଗ୍ରହ କମି ଯାଇପାରେ। ଆପଣଙ୍କ ସହକର୍ମୀ ଏବଂ ବରିଷ୍ଠ ବ୍ୟକ୍ତିମାନେ ଆପଣଙ୍କ ସହ ବନ୍ଧୁତା ସ୍ଥାପନ କରିବେ । ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ଧୈର୍ଯ୍ୟ ରଖନ୍ତୁ, ଏହା ସମାପ୍ତ ହେବ, ଯଦିଓ କିଛି ସମୟ ବିଳମ୍ବ ହେବ, ଫଳ ନିଶ୍ଚୟ ମିଳିବ । ନେଇଥିବା କାର୍ଯ୍ୟ ଏବଂ ଆର୍ଥିକ କାରବାର ମଧ୍ୟ ସଫଳ ହେବ । ଦିବସର ଶେଷାର୍ଦ୍ଧରେ ଅର୍ଥପ୍ରାପ୍ତି ହୋଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ପ୍ରତିକୂଳ ପ୍ରଭାବ ଦେଖାଇବ। ଆପଣ ଶକ୍ତି ଏବଂ ଆଗ୍ରହ ହରାଇପାରନ୍ତି । ଏହା ଆପଣଙ୍କ ପାଇଁ ସାହାଯ୍ୟ କରିବ ଯଦି ଆପଣ ଏହାକୁ ନିରବ ରହିବେ । ଆପଣଙ୍କର ବିରକ୍ତି ଭାବକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରନ୍ତୁ । ଆଶାନୁତିତ ଖର୍ଚ୍ଚ କରିବା ପ୍ରସ୍ତୁତ ରୁହନ୍ତୁ । ପରିବାରବର୍ଗଙ୍କର ଚିକଣିଆ କଥାରୁ ବିରତ ରୁହନ୍ତୁ । ସାଙ୍ଗମାନଙ୍କ ସହ ଭ୍ରମଣ କରିବା ପାଇଁ ଆପଣ ସଫଳ ଯୋଜନା ପ୍ରସ୍ତୁତ କରିବେ । ଅପରାହ୍ନ ପରେ ଅଯଥା କଥା ବା ଚିନ୍ତା ଆପଣଙ୍କ ମନକୁ ଭାରାକ୍ରାନ୍ତ କରିପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆଜି ଆପଣ ଆପଣଙ୍କ ସ୍ତ୍ରୀ/ସ୍ୱାମୀଙ୍କ ସହ ଝଗଡା କରିପାରନ୍ତି । ଦାମ୍ପତ୍ୟ ଜୀବନରେ ସମସ୍ୟା ହେବ । ଘଟଣା ବହୁତ ଜଟିଳ ଏବଂ ହ୍ୟାଣ୍ଡେଲ୍‌ କରିବା କଷ୍ଟକର ହୋଇପାରେ। ଏହି ମତାନ୍ତର ପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ବିଗିଡିପାରେ ତେଣୁ ଏଥିପ୍ରତି ସଜାଗ ରୁହନ୍ତୁ । ସାଧାରଣ ଘଟଣାବଳୀ ଆପଣ ପ୍ରତିକୂଳ ଭାବନା ସହ ମିଶିଯାଇପାରେ । ସର୍ବସାଧାରଣ ଘଟଣାରେ, ସେହି ଘଟଣାକୁ ବର୍ଜନ କରନ୍ତୁ ଯାହା ଆପଣଙ୍କ ନାମ ବଦନାମ କରିବ । ଆପଣ ନିଜର ବିବାଦୀୟ ମନ ଓ ଆଚରଣକୁ ନିଜ ଆୟତ୍ତରେ ରଖିପାରିଲେ ସୁଫଳ ମିଳିବ । ବିବାଦୀୟ ଦିନଟିରେ ନିଜର ମନଟିକୁ ପ୍ରଫୁଲ୍ଳ ରଖିବାକୁ ଧ୍ୟାନ ଏବଂ ଯୋଗ କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଆଜି ଦିନଟି ବ୍ୟବସାୟୀ ଏବଂ ପେଶାଦାରମାନଙ୍କ ପାଇଁ ଅତି ଉତ୍ତମ ଦିନ । ଆପଣ ଆପଣଙ୍କ ପ୍ରତିଯୋଗୀ, ପାର୍ଟନର୍‌ , ଏବଂ ସହକର୍ମୀ ମାନଙ୍କ ଅପେକ୍ଷା ଉର୍ଦ୍ଧ୍ୱ ରହିବେ । ସହକର୍ମୀମାନେ ଟିକିଏ ସାହାଯ୍ୟକାରୀ ଏବଂ ବନ୍ଧୁତ୍ୱପୂର୍ଣ୍ଣ ହୋଇପାରନ୍ତି । ଆପଣଙ୍କର ଘରେ ଅନେକ ଆନନ୍ଦ ଏବଂ ଖୁସି ଆପଣଙ୍କ ଅପେକ୍ଷାରେ ଅଛି । ଅଳ୍ପ ପରିମାଣର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଆପଣ ଅଭିନବ ଧାରଣା ମନରେ ଆଣିବେ ଓ ଆପଣଙ୍କ ସମସ୍ୟା ସମାଧାନର ପଦ୍ଧତି ମଧ୍ୟ ଅଧିକ ବିକଶିତ ହେବ । ଅବିବାହିତ ବ୍ୟକ୍ତିମାନେ ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ଆଜି ହେଉଛି ଶୁଭ ଦିନ । ଶାରୀରିକ ସୁସ୍ଥତା ବଜାୟ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ଆପଣଙ୍କ ନମ୍ର ବ୍ୟବହାର ଦ୍ୱାରା ଆପଣ ବନ୍ଧୁ ଏବଂ ଅଜଣା ଲୋକମାନଙ୍କ ମନ ଜୟଯୁକ୍ତ କରିବା ସମ୍ଭବ ହୋଇପାରିବ । ଆଲୋଚନା ଏବଂ ତର୍କ ମାଧ୍ୟମରେ ଆପଣ ଭାବନା ଅନ୍ୟମାନକୁ ଖୁସି ଏବଂ ପ୍ରଭାବିତ କରିପାରେ । କାର୍ଯ୍ୟ କରିବା କ୍ଷେତ୍ରରେ, ଆପଣଙ୍କ ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ । କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତି ଅନ୍ୟମାନଙ୍କର ଅନାବଶ୍ୟକ ଧ୍ୟାନ ଆକର୍ଷଣ କରନ୍ତୁ ନାହିଁ । ଆପଣ ଆପଣଙ୍କ ତଳେ ଥିବା କର୍ମଚାରୀମାନଙ୍କ ଠାରୁ ଚାପରେ ରହିପାରନ୍ତି । ଏଥିପ୍ରତି ସଜାଗ ରୁହନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଘନିଷ୍ଟ ବନ୍ଧୁ ଏବଂ ସମ୍ପର୍କୀୟ ମାନଙ୍କୁ ଦାୟିତ୍ୱର ସହ ହ୍ୟାଣ୍ଡେଲ୍‌ କରନ୍ତୁ । ଆପଣଙ୍କର ଶାରୀରିକ ଏବଂ ମାନସିକ ଅସୁସ୍ଥତା ଆପଣଙ୍କର ଚିନ୍ତାର କାରଣ ହେବ । କାରଣ ଆପଣଙ୍କର ମାଆ ମଧ୍ୟ ଅସୁସ୍ଥ ହୋଇପାରନ୍ତି । ଆଜି ଆପଣଙ୍କର ଆର୍ଥିକ ଅବସ୍ଥା ଏବଂ ମର୍ଯ୍ୟାଦା ଯୋଗୁଁ ଆପଣ ଅଶାନ୍ତି ହୋଇପାରନ୍ତି । ପାରିବାରିକ ଶାନ୍ତି ଅସୁସ୍ଥ ମନୋଭାବ ଯୋଗୁଁ ଦବିଯାଇପାରେ ଏବଂ ଆଗ୍ରହ ମଧ୍ୟ କମି ଯାଇପାରେ । ଆପଣଙ୍କର କର୍ମଦକ୍ଷତା ପ୍ରଦର୍ଶନ କରି ଉପରିସ୍ଥ ଅଧିକାରୀଙ୍କୁ ପ୍ରଭାବିତ କରନ୍ତୁ, ଯାହାଦ୍ୱାରା ଆପଣ ଆତ୍ମସନ୍ତୋଷ ଲାଭ କରିବେ ଏବଂ ଶୁଭ ଫଳାଫଳ ପାଇପାରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ନୂଆ ପ୍ରକଳ୍ପ ଶୁଭାରମ୍ଭ କରିବା ପାଇଁ ଆଜି ଦିନଟି ହେଉଛି ଅତ୍ୟନ୍ତ ଉତ୍ତମ । ବନ୍ଧୁ ଏବଂ ସଂପର୍କୀୟମାନଙ୍କ ସହ ଆପଣ ଅନେକ ଖୁସିବାସୀରେ ସମୟ କାଟି ପାରନ୍ତି । ଗୋଟିଏ ଛୋଟ ଯାତ୍ରା କରିପାରିବେ । ଶରୀର ସମସ୍ୟା ରହିବ ନାହିଁ । ଧାର୍ମିକ ବିଷୟ ଉପରେ ଆଗ୍ରହ ନେଇପାରନ୍ତି । କାର୍ଯ୍ୟକଳାପ ଭଲ ଭାବରେ ହୋଇପାରେ । କ୍ରୋଧ, ହତାଶା, ହତୋତ୍ସାହ କିମ୍ଵା ଅଳସୁଆମିକୁ ପରିତ୍ୟାଗ କଲେ ଆଗକୁ ଅଗ୍ରଗତି କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । କଳହପ୍ରିୟ ଲୋକଙ୍କ ସଙ୍ଗେ କୌଣସି ସମ୍ପର୍କ ରଖନ୍ତୁ ନାହିଁ କି ସେମାନଙ୍କ ସଙ୍ଗେ କୌଣସି ବାର୍ତ୍ତାଳପ କରନ୍ତୁ ନାହିଁ । ନଚେତ ଆପଣଙ୍କ ଦିନଟି ଅଯଥାରେ କଟିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଆପଣ ପରିବାର ଭିତରେ କଳହ ଏବଂ ଗଣ୍ଡଗୋଳ ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଯଦି ଆପଣ କୋମଳ ଭାଷୀ ରହିବେ ତେବେ ସମସ୍ୟାଠାରୁ ଦୂରରେ ରହିବେ । ଆଜି ଷ୍ଟକ୍‌ ଏବଂ ସେୟାରରେ ନିବେଶ କରିପାରନ୍ତି । ଶରୀର ପକ୍ଷେ ଆପଣ ଅତ୍ୟନ୍ତ ଭଲ ହୋଇ ନ ପାରନ୍ତି । ଆଖି ସମସ୍ୟା ଦେଖା ଦେଇପାରେ । ଛାତ୍ରମାନେ ନିଜ ପାଇଁ କଠିନ ପରିଶ୍ରମ କରିପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟର ଅବନତି ଘଟିପାରେ । ମନରୁ ଦୁଃଶ୍ଚିନ୍ତା ପ୍ରତ୍ଯାହାର କରନ୍ତୁ । ମାନସିକ ଶାନ୍ତି ପାଇବା ପାଇଁ ଧ୍ୟାନ ଓ ଯୋଗ କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ‌ଆଜି ଦିନଟି ଆପଣଙ୍କ ପାଇଁ ଖୁସି ଏବଂ ଲାଭଦାୟକ ଦିନ ହେବ । ଉଭୟ ଶାରୀରିକ ଏବଂ ମାନସିକ ଭାବରେ ଅତ୍ୟନ୍ତ ଖୁସି ଅନୁଭବ କରିବେ । ଆପଣ ଉଭୟ ମାନସିକ ଏବଂ ଆଧ୍ୟାତ୍ମିକ ଭାବରେ ଖୁସି ଅନୁଭବ କରିବେ । ଆଜି ଦିନରେ ଆପଣ ଆପଣଙ୍କ ବନ୍ଧୁ ଏବଂ ପରିବାର ବର୍ଗଙ୍କ ଆନନ୍ଦରେ ଖିଆପିଆ କରି ଉପହାର ଗ୍ରହଣ କରି, ବାହାରେ ସମୟ ବିତାଇବେ, ଏ ସମସ୍ତ ତାରକାମାନଙ୍କ ଦ୍ୱାରା ସମ୍ଭବ ହେଉଛି । ଆପଣ ସାରାଦିନ ଆଧ୍ୟାତ୍ମିକ ଭାବନା ଅନୁଭବ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଆପଣଙ୍କ ଲୋଭ ଏବଂ ଆଶାକୁ ନିୟନ୍ତ୍ରଣରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଅର୍ଥ ସମ୍ବନ୍ଧୀୟ ବିଷୟ ହ୍ୟାଣ୍ଡେଲିଙ୍ଗ କରିବାବେଳେ ସାବଧାନତା ଅବଲମ୍ବନ କରିବାକୁ ପଡିବ । କଥାବାର୍ତ୍ତା ଏବଂ ନିବେଶ କରିବା ପୂର୍ବରୁ ଦୁଇଥର ଭାବନ୍ତୁ । ଆପଣଙ୍କ ଶରୀର ଆପଣଙ୍କୁ ହଇରାଣରେ ପକାଇଦେଇପାରେ । ମାନସିକ ଭାବରେ, ଆପଣଙ୍କୁ ଲକ୍ଷ୍ୟ ଏବଂ ସନ୍ତୁଳନ ବଜାୟ ରଖିବାରେ କଷ୍ଟସାଧ୍ୟ ହେବ । ଧାର୍ମିକ ବିଷୟରେ ହେଉଥିବା ଖର୍ଚ୍ଚକୁ ହଟାଇପାରିବେ ନାହିଁ । ପାରିବାରିକ କଳହ ହେବାର ସମ୍ଭାବନା ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.