ETV Bharat / bharat

ଜୁଲାଇ ୨୫ ଗୁରୁବାର ରାଶିଫଳ: ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ ଏହି ରାଶି ବ୍ୟକ୍ତି, ହୋଇପାରେ ସମସ୍ୟା - DAILY ODIA HOROSCOPE OF 25 JULY

author img

By ETV Bharat Odisha Team

Published : Jul 25, 2024, 12:01 AM IST

Today Rashifal Horoscope 25 July: ଆଜି ଆପଣଙ୍କର ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (Getty)
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ଆପଣଙ୍କ ପାଇଁ ଆଜିର ଦିନଟି ମିଶ୍ରିତ ଫଳ ଦେବ । ଆପଣଙ୍କ ବ୍ୟବସାୟରେ ଆପଣ ଲାଭ ପାଇପାରନ୍ତି ଏବଂ ତା ସହିତ ଆପଣ ସମାଜରେ ପରିଚୟ ପାଇବାର ଆନନ୍ଦ ମଧ୍ୟ ଦେଇପାରନ୍ତି । ବିବାହ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ବିବାହ ଯୋଗ ରହିଛି । ଅବଶ୍ୟ ଅପରାହ୍ନ ସମୟରେ, ଆପଣ କାର୍ଯ୍ୟରେ ଧ୍ୟାନ ଏବଂ ଏକାଗ୍ରତା ହରାଇ ବସିପାରନ୍ତି । ଆପଣଙ୍କର ଅଯଥା ଖର୍ଚ୍ଚ ବଢିପାରେ । ଏହା ଆପଣଙ୍କ ପାଇଁ ଭଲ ହେବ ଯେ ଆପଣ ଆପଣଙ୍କ ସଞ୍ଚିତ ଧନକୁ ନିବେଶ କରିବା ପାଇଁ ଯୋଜନା ମୁତାବକ କରିବେ । ଆପଣ ସାହାଯ୍ୟ ପାଇବାର ସମ୍ଭାବନାରୁ ବଞ୍ଚିତ ହୋଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଆପଣଙ୍କୁ ସତର୍କତା ଏବଂ ସଞ୍ଜମ ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି । ଦିନସାରା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଆପଣଙ୍କ ସମ୍ପ୍ରଦାୟକୁ ଶାସନ କରିବାର ଆପଣଙ୍କ ଇଚ୍ଛା ଆପଣଙ୍କ ପାଖ ପଡୋଶୀ ବଢାଇ ପାରନ୍ତି । ଏପରି ଧାରଣାରେ ବହି ଯାଆନ୍ତୁ ନାହିଁ ଓ ଦାଦାଗିରି କରନ୍ତୁ ନାହିଁ । ଆପଣଙ୍କ କାର୍ଯ୍ୟକୁ କେହି ପସନ୍ଦ କରିବେ ନାହିଁ । ଏହା ନିଶ୍ଚିତ ହୁଅନ୍ତୁ ଯେ ଆପଣ ଅନେକ ଶତ୍ରୁ ସୃଷ୍ଟି କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ଆପଣଙ୍କ ନିତିଦିନିଆ କଠିନ ପରିଶ୍ରମରୁ ବାହାରିବା ପାଇଁ ଆପଣ ଛୋଟ ଯାତ୍ରାରେ ଯିବାକୁ ଇଚ୍ଛା କରିବେ । ଆପଣ ଏହି ମଜାଦାର ଓ ଆରାମ ଯାତ୍ରାର ଯୋଜନା ଓ କାର୍ଯ୍ୟକାରୀ ସଫଳତାର ସହିତ କରିବେ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବେଶ ଅନୁକୂଳ ରହିବ, ଆପଣ ହୁଏତ ପୁରସ୍କାର ପାଇପାରନ୍ତି କିମ୍ୱା ଅଫିସ୍‌ ପଦବୀରେ ଉନ୍ନତି ହୋଇପାରେ । ସଂଧ୍ୟା ସମୟରେ ଆପଣ କିଛି ବାକି ଥିବା କାର୍ଯ୍ୟପ୍ରକଳ୍ପ ହାତକୁ ନେବେ । ଏଥିସହ ପୂର୍ବରୁ ଆରମ୍ଭ ହୋଇଥିବା ପ୍ରକଳ୍ପ ଫଳପ୍ରଦ ହେବ ଏବଂ ଆପଣ ସେଥିରୁ ଲାଭବାନ ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ଆପଣ ଲୋକମାନଙ୍କ ମନକୁ ନିଜ କଥା କହିବା ଶକ୍ତି ଦ୍ଵାରା ଜିତିବେ । ଏହା ଦ୍ଵାରା ଆପଣଙ୍କ କାମ ମଧ୍ୟ ଶୀଘ୍ର ହେବ । ଅପରାହ୍ନରେ ଆପଣ ଅଫିସରେ ଆର୍ଥିକ ଲାଭର ଖବର ପାଇବେ । ସଚେତନ ରୁହନ୍ତୁ କାରଣ ଛୋଟ ପୀଡା ଆପଣଙ୍କୁ ହଇରାଣ କରିପାରେ । ପେଶାଦାରମାନଙ୍କ ପାଇଁ ଏହି ଦିନଟି ଫଳପ୍ରଦ ହେବ । ପଦୋନ୍ନତି ହେବାର ସମ୍ଭାବନା ଅଛି । ଆପଣ ଆପଣଙ୍କ ପରିବାର ସଦସ୍ୟଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଆଲୋଚନା କରିପାରନ୍ତି । ଆପଣ ସମ୍ମାନ ଏବଂ ଟଙ୍କା ଅର୍ଜନ କରିବେ । ଆପଣ ଆପଣଙ୍କ ଘରର ଡେକୋରେସନ କରି ସୌନ୍ଦର୍ଯ୍ୟ ବଢାଇ ପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ବ୍ୟବସାୟୀ ଓ ବେପାରୀମାନେ ସେମାନଙ୍କ ପ୍ରତିଯୋଗୀ ପାଇଁ ଚିନ୍ତିତ ରହିବା ଆବଶ୍ୟକ । ସେମାନେ ଆପଣଙ୍କ ପ୍ରଗତିରେ ଇର୍ଷାନ୍ଵିତ ହେବେ ଓ ଆପଣଙ୍କୁ ତଳକୁ ଟାଣିବା ପାଇଁ କୁଟିଳ ଯୋଜନା କରିବେ । ଆତ୍ମବିଶ୍ୱାସ ଏବଂ ସ୍ୱଚ୍ଛ ମନ ନେଇ ଆପଣ ଆଜି ଯେକୌଣସି ଯୋଜନା କରିବେ, ତାହା ସଫଳ ରୂପାୟନ ହେବ । ଏହାଦ୍ୱାରା ସାମାଜିକ ଜୀବନରେ ଆପଣଙ୍କର ମର୍ଯ୍ୟାଦା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଆପଣଙ୍କୁ ଆତ୍ମସନ୍ତୋଷ ମିଳିବ । ଆପଣଙ୍କର ପିତା ଆପଣଙ୍କୁ ପ୍ରତି ପଦକ୍ଷପରେ ସାହାଯ୍ୟ କରିବେ । ଆପଣ ନିଜେ ଶାରିରୀକ ଅସୁସ୍ଥତାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ଶରୀରର ଯତ୍ନ ନିଅନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଆଜି ଆପଣ ଗ୍ରହଣ କରିବା ମନରେ ରହିବେ ଓ ସମସ୍ତ ଧାରଣାକୁ ଧ୍ୟାନ ଦେବେ; ତଥାପି ନିଷ୍ପତ୍ତି ନେବା ସମୟରେ ଜିଦି ଗୁଣ ପ୍ରଭାବିତ କରିବ । ଆଜି କାର୍ଯ୍ୟସ୍ଥଳରେ କାମଗୁଡିକ ଠିକ ଭାବେ ସଜାଡନ୍ତୁ । ବନ୍ଧୁ ଓ ପ୍ରିୟଜନଙ୍କ ସଙ୍ଗେ ଯୁକ୍ତି ତର୍କ କିମ୍ୱା ପାଟିତୁଣ୍ଡ କରନ୍ତୁ ନାହିଁ । ଏପରି ଅପ୍ରୀତିକର ପରିସ୍ଥିତିଠାରୁ ଦୂରେଇ ନରହିଲେ ଏହା ଆପଣଙ୍କର ଶରୀର ଉପରେ ପ୍ରଭାବ ପକାଇପାରେ । ଧର୍ମକାର୍ଯ୍ୟରେ ଯୋଗଦାନ କରି ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଧ୍ୟାନ କଲେ ଆପଣ ଆପଣଙ୍କର ମାନସିକ ଶାନ୍ତି ଫେରିପାଇ ପାରନ୍ତି । ନିଜ ଶରୀରର ଯତ୍ନ ନିଅନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ଆପଣଙ୍କୁ ନିଜ ଜ୍ଞାନ ଓ ଦକ୍ଷତାକୁ ବଢାଇବା ଦରକାର । ଆପଣଙ୍କ ଶେଷ ଲକ୍ଷ୍ୟ ପାଇବା ପାଇଁ ଆପଣ ନିଜ ବ୍ୟକ୍ତିତ୍ଵ ବଢାଇବା ପାଇଁ ଚେଷ୍ଟା କରିବେ । ଖରା ବେଳ ସୁଦ୍ଧା ଆପଣ କିଛି ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି କିନ୍ତୁ ଜୀବନରେ ଏପରି ଛୋଟ ଛୋଟ ସମସ୍ୟା ଆସେ ଓ ଆପଣ ସେଥିରେ ଅଧିକ ଧ୍ୟାନ ଦେବା ଉଚିତ ନୁହେଁ । ଦୂରଯାତ୍ରା ନେଇ ଯନ୍ତ୍ରଣା ଭୋଗିପାରନ୍ତି । ଜୀବନ ସାଥି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନବାଞ୍ଛା ପୂର୍ଣ୍ଣ ହେବ । ସୁସ୍ୱାଦୁ ଖାଦ୍ୟ ଖାଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଆପଣଙ୍କ ଆଜି ଦିନ ଶକ୍ତିସମ୍ପନ୍ନ ଭାବେ ଯିବ । କାର୍ଯ୍ୟସ୍ଥଳରେ ଆପଣଙ୍କ ଉଜ୍ଜ୍ଵଳ ମନୋଭାବ ଆପଣଙ୍କ ଦଳର ଅନ୍ୟ ସଦସ୍ୟମାନଙ୍କୁ ଆଶ୍ଚାର୍ଯ୍ୟନ୍ଵିତ କରିଦେବ । ଆପଣଙ୍କ ଶକ୍ତି ସ୍ତର ସବୁବେଳେ ଉଚ୍ଚ ରହିବ ଯାହା ଦ୍ଵାରା ଆପଣ ସଂଧ୍ୟାରେ ମଉଜ କରିପାରନ୍ତି । ସହଜରେ କାର୍ଯ୍ୟ ସାଧନ କରିବେ । ସାମାଜିକ ପ୍ରତିଷ୍ଠା ମିଳିବା ସହ କର୍ମକ୍ଷେତ୍ରରେ ପଦୋନ୍ନତି ହେବ । ପାରିବାରିକ ଅବସ୍ଥା ଶାନ୍ତ ହେବ । ଅଫିସ କାମରେ ଦୂରକୁ ଯାତ୍ରା କରିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆପଣଙ୍କ ଜୀବନସାଥୀଙ୍କ ଦାଦାଗିରି ସ୍ଵଭାବ ଯୋଗୁଁ ଆପଣଙ୍କ ମନ ଖରାପ ରହିପାରେ । କାର୍ଯ୍ୟସ୍ଥଳରେ ଆପଣ ବେସହାୟ ଅନୁଭବ କରିପାରନ୍ତି ଓ ଚିନ୍ତାରେ ରହିପାରନ୍ତି । ଆପଣ ନିଜ ଜୀବନସାଥୀଙ୍କ ସହ ବସି ମିଳିମିଶି ଉଭୟଙ୍କ ମଧ୍ୟରେ ଥିବା ମନମାଳିନ୍ୟର ସମାଧାନ କରିପାରିବେ । ବ୍ୟବସାୟରେ ବାଧାବିଘ୍ନ ଉପୁଜିପାରେ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଅନୁରୂପ ବୁଘ୍ନ ଦେଖାଦେଇପାରେ । ବିପଦ ସଂକୁଳ ଚିନ୍ତା ତ୍ୟାଗ କରନ୍ତୁ । ବ୍ୟହାରରେ ସଂଯମତା ରକ୍ଷା କରନ୍ତୁ । ଯତ୍ନ ସହକାରେ ଯୋଜନାକୁ ପରିଚାଳିତ କରନ୍ତୁ । ପ୍ରତିଯୋଗୀଙ୍କ ସହ ଝଗଡା କରନ୍ତୁ ନାହିଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହଁ । ଅଚାନକ ଦେହ ଖରାପ କାରଣରୁ ଖର୍ଚ୍ଚ ବଢିବ । ସାମାଜିକ ଓ ନିତ୍ୟଦିନ କାର୍ଯ୍ୟ କରିବେ । ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ । ଅସ୍ଥିର ହୁଅନ୍ତୁ ନାହିଁ । ସୁନ୍ଦର କଥା ମନକୁ ଆଣି ଦୁଶ୍ଚିନ୍ତାରୁ ଦୂରେଇ ରୁହନ୍ତୁ । କାର୍ଯ୍ୟାଳୟର ବାତାବରଣ ଆପଣଙ୍କ ସହାୟକ ହେବ । ନିଜ ବ୍ୟବସାୟୀ ସାଙ୍ଗ ମାନଙ୍କ ସହ ମତଭେଦ ହୋଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଆଜି, ଆପଣଙ୍କ ପାଇଁ ମଧ୍ୟମ ଧରଣର ହେବ । ଆପଣଙ୍କର ଆଧ୍ୟାତ୍ମିକ ମନ ଦିନକୁ ସନ୍ତୁଷ୍ଟମୟ କରିବ ଏବଂ ଆପଣ ସମସ୍ତ ପ୍ରତିକୂଳତାକୁ ଦୂରରେ ରଖିବାରେ ସମର୍ଥ ହେବେ । ଯଦି ଏହା କରିବାରେ ବିଫଳ ହୁଅନ୍ତି, ତେବେ ନିଷ୍ପତ୍ତି ନେବାର ଦକ୍ଷତାରେ ହାନୀ ପହଞ୍ଚାଇବ ଏବଂ ଆପଣଙ୍କ ଉତ୍ସାହ ମଧ୍ୟ କମ୍‌ କରିବ । କାର୍ଯ୍ୟଭାର ଯୋଗୁଁ ଆପଣ ଭାଙ୍ଗି ପଡ଼ିବେ । ଆପଣଙ୍କ ଯୋଗ୍ୟତା ଅଧିନସ୍ଥଙ୍କୁ ପ୍ରେରଣା ଯୋଗାଇବ ଓ ପ୍ରତିବଦ୍ଧତାପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ସମ୍ମାନ ବଢ଼ାଇବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଆଜିର ଯଥା ସମ୍ଭବ ଲାଭ ନେବା ପାଇଁ ଆପଣଙ୍କ ସମସ୍ତ ଶକ୍ତି ଏକାଠି କରନ୍ତୁ ଏବଂ ଅନୁକୂଳ ଦିଗରେ ପ୍ରୟୋଗ କରନ୍ତୁ । ଅବଶ୍ୟ, ଧ୍ୟାନ କିମ୍ୱା ଯୋଗ କରିବା ଦ୍ୱାରା ଆପଣ ଏହା ସମ୍ଭବ କରିପାରିବେ । ପରିବାର ସଦସ୍ୟ ଏବଂ ପ୍ରୀୟଜନଙ୍କ ମଧ୍ୟରେ କଳହ ଏବଂ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି; ଆପଣଙ୍କର ଭାଷା ଏବଂ ଆକ୍ରମଣାତ୍କକ ବ୍ୟବହାର ନିୟନ୍ତ୍ରଣରେ ରଖନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.