ETV Bharat / bharat

ଅଗଷ୍ଟ 2 ଶୁକ୍ରବାର ରାଶିଫଳ: ଏହି ରାଶି ଦ୍ବନ୍ଦ୍ବରେ ରହିବେ; ସୁଯୋଗ ହେବ ହାତଛଡା, ପରିବାର ସଦସ୍ୟଙ୍କ ସହ ହେବ ମତଭେଦ - DAILY ODIA HOROSCOPE OF 2 AUGUST

author img

By ETV Bharat Odisha Team

Published : Aug 2, 2024, 12:01 AM IST

Today Rashifal Horoscope 2 August: ଆଜି ଆପଣଙ୍କର ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Today Rashifal Horoscope 2 August
Today Rashifal Horoscope 2 August (ETV Bharat Odisha)
Horoscope 2 August
Horoscope 2 August (ETV Bharat Odisha)

ମେଷ: ଏହି ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଆପଣଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କିମ୍ବା ଏକ ନୂଆ ପ୍ରକଳ୍ପ ହାତକୁ ନେବା ପାଇଁ ଏହା ଏକ ଭଲ ଦିନ । ତଥାପି, ନ ଭାବି ନଚିନ୍ତି କୌଣସି ସିଦ୍ଧାନ୍ତ ନେଇ ଆପଣଙ୍କ ଚିନ୍ତାଧାରାକୁ ଜଟିଳ କରନ୍ତୁ ନାହିଁ । ମୌଳିକକୁ ହିଁ ଅନୁସରଣ କରନ୍ତୁ ଏବଂ ସହଜ ରଖନ୍ତୁ । ଭ୍ରମଣ ଏବଂ ଯାତ୍ରାର ସମ୍ଭାବନା ରହିଛି ।

Horoscope 2 August
Horoscope 2 August (ETV Bharat Odisha)
ବୃଷ: ଆଜି ଦିନଟି ଭଲରେ କଟିବନି । ସୁଯୋଗରୁ ଆପଣ ଦୂରେଇ ଯିବାର ସମ୍ଭାବନା ରହିଛି । ଅବଶ୍ୟ, ନିଶ୍ଚିତ କରିବା ଯେ ଆପଣ ଏହି ସୁଯୋଗ ହରାଇବେ ନାହିଁ, ଆପଣ ନିଜର ପ୍ରକ୍ରିୟାରେ ଅପରିବର୍ତ୍ତିତ ଭାବରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ । ଆଜି କୌଣସି ନୂଆ କିମ୍ବା ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କିମ୍ବା ପ୍ରକଳ୍ପ ହାତକୁ ନିଅନ୍ତୁ ନାହିଁ ।
Horoscope 2 August
Horoscope 2 August (ETV Bharat Odisha)
ମିଥୁନ: ପ୍ରିୟଜନ ଏବଂ ବନ୍ଧୁମାନଙ୍କ ସହିତ ସମୟ କାଟିବା ଏବଂ ମଜା କରିବା ପାଇଁ ଏହା ହେଉଛି ଏକ ଭଲ ଦିନ । ତେଣୁ କୌଣସି କାର୍ଯ୍ୟକ୍ରମର ଆୟୋଜନ କରନ୍ତୁ ଏବଂ ଆପଣଙ୍କ ବନ୍ଧୁମାନଙ୍କୁ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରନ୍ତୁ କିମ୍ବା ତାଙ୍କ ସହିତ ବାହାରକୁ ଯାଆନ୍ତୁ । ଆର୍ଥିକ ଦୃଷ୍ଟିକୋଣରୁ, ଆପଣ ବହୁତ ଲାଭ ପାଇବେ । ଅବଶ୍ୟ, ସେଥିପାଇଁ ଆପଣ ଅତ୍ୟଧିକ ଖର୍ଚ୍ଚ କରନ୍ତୁ ନାହିଁ । ଆପଣଙ୍କ ଖର୍ଚ୍ଚକୁ ସୀମା ଭିତରେ ରଖନ୍ତୁ ଏବଂ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ ।
Horoscope 2 August
Horoscope 2 August (ETV Bharat Odisha)
କର୍କଟ: ଆଜି ଦିନରେ ଆପଣ ଦ୍ବନ୍ଦ୍ବ ଭିତରେ ରହିପାରନ୍ତି । ଗୁରୁତ୍ବପୂର୍ଣ୍ଣ ସିଦ୍ଧାନ୍ତ ଗ୍ରହଣ କରିବେ । ଆପଣ ଏବଂ ଆପଣଙ୍କ ପରିବାର ସଦସ୍ୟମାନଙ୍କ ମଧ୍ୟରେ ମତଭେଦ ହେବାର ଦେଖାଦେଇପାରେ । ଖର୍ଚ୍ଚ ଅଧିକ ହୋଇପାରେ । ଘରୋଇ ବିଷୟ ପାଇଁ ଆପଣ ଆପଣଙ୍କ ବଜେଟ୍‌ ବଢାଇପାରନ୍ତି । ଆପଣ ତୁଣ୍ଡରେ ଲଗାମ ରଖନ୍ତୁ ଏବଂ ଅବୁଝାମଣାକୁ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ ।
Horoscope 2 August
Horoscope 2 August (ETV Bharat Odisha)
ସିଂହ: ଆପଣଙ୍କ ପାଇଁ ପରିସ୍ଥିତି ଆଜି ଅତ୍ୟନ୍ତ ଅନୁକୂଳ ଅଟେ, କିନ୍ତୁ ଆପଣ ଏହାର ଉତ୍ତମ ବ୍ୟବହାର କରିବାରେ ଆପଣ ବିଫଳ ହୋଇପାରନ୍ତି । ଧ୍ୟାନ କେନ୍ଦ୍ରୀଭୂତ କରିବା ଆପଣଙ୍କ ମୂଳ ଲକ୍ଷ୍ୟ ହେବା ଉଚିତ । ନୂଆ ପ୍ରକଳ୍ପ କିମ୍ବା ନୂଆ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ । ଆଜି ଦିନ ସେଥିପାଇଁ ଅନୁକୂଳ ନୁହେଁ ।
Horoscope 2 August
Horoscope 2 August (ETV Bharat Odisha)
କନ୍ୟା: ଯଦି ଆପଣ ନୂଆ ପ୍ରକଳ୍ପ ହାତକୁ ନେବାପାଇଁ ଯୋଜନା କରୁଛନ୍ତି, ତେବେ ତାହା ଆପଣ ବିଳମ୍ବ ନକରି ହାତକୁ ନେବା ଉଚିତ । କାରଣ ଏହିଦିନ ଆପଣଙ୍କ ପେଶାଦାର ଜୀବନ ପାଇଁ ଶୁଭ ଅଟେ ଏବଂ ଆଉ ଅଧିକ ଉନ୍ନତି କରିବା ପାଇଁ ଲକ୍ଷ୍ୟ ରଖନ୍ତୁ । ଆପଣ ନିଶ୍ଚିତ ଭାବରେ ପଦନ୍ନୋତି ପାଇବା ଆଶା କରିବେ ଏବଂ ଅଫିସ୍‌ରେ ପ୍ରଶଂସାର ପାତ୍ର ହେବେ ।
Horoscope 2 August
Horoscope 2 August (ETV Bharat Odisha)
ତୁଳା: ବୁଦ୍ଧିମତ୍ତା କାର୍ଯ୍ୟକଳାପରେ ନିଜକୁ ସଂପୃକ୍ତ କରିବାର ପ୍ରବଳ ଇଚ୍ଛା ଆପଣଙ୍କୁ ଲେଖା ଏବଂ ଡ୍ରଇଙ୍ଗ୍‌ ଭଳି ସୂକ୍ଷ୍ମକଳା ଆଡକୁ ଟାଣିନେବ । ନୂଆ କାର୍ଯ୍ୟ ହାତକୁ ନେବା ପାଇଁ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆଜି ହେଉଛି ସବୁଠାରୁ ଉତ୍ତମ ଦିନ । ପେଶାଦାର ଦୃଷ୍ଟିକୋଣରୁ ଆପଣ ନିପୁଣ ହେବେ ଏବଂ ସହକର୍ମୀ, ବରିଷ୍ଠମାନଙ୍କଠାରୁ ପ୍ରୋତ୍ସାହନ ଏବଂ ସାହାଯ୍ୟ ପ୍ରାପ୍ତ କରି ଆପଣଙ୍କ କାର୍ଯ୍ୟ ଦକ୍ଷତା ଆହୁରି ବୃଦ୍ଧି ପାଇବ ।
Horoscope 2 August
Horoscope 2 August (ETV Bharat Odisha)
ବିଛା: ଏହି ଦିନ ଭଲ ହେବା ପାଇଁ ଆଶା କରନ୍ତୁ ନାହିଁ । ଅନୈତିକ କିମ୍ବା ଆଇନ୍‌ ବିରୁଦ୍ଧ କାର୍ଯ୍ୟକଳାପରୁ ନିବୃତ ରହନ୍ତୁ । ଅଜଣା ବ୍ୟକ୍ତିଙ୍କ ସହିତ ମିଳାମିଶା କରିବା କିମ୍ବା ନୂଆ ସଂପର୍କ ବଢାଇବା ଏକ ଭଲ ଚିନ୍ତାଧାରା ପ୍ରମାଣିତ ହୋଇ ନପାରେ । ବୈକଳ୍ପିକ ଭାବରେ, ଆପଣ ବନ୍ଦ କରନ୍ତୁ, ଅଟକନ୍ତୁ, ଭାବନ୍ତୁ ଏବଂ ତାପରେ ଲୋକଙ୍କ ସହିତ ବନ୍ଧୁତ୍ବ କରନ୍ତୁ । ଆଜିପାଇଁ ସବୁଠାରୁ ଉତ୍ତମ କାର୍ଯ୍ୟ ହେଉଛି ଯୋଗ କିମ୍ବା ଧ୍ୟାନ କରିବା ।
Horoscope 2 August
Horoscope 2 August (ETV Bharat Odisha)
ଧନୁ: ଆଜିର ଦିନ ଆପଣଙ୍କ ପାଇଁ ଶୁଭଙ୍କର । ଆଜି ଦିନଟି ଆପଣଙ୍କର ଖୁସିରେ କଟିବ । ସାମାଜିକ ଏକତ୍ରିକରଣ ଏବଂ କୌଣସି କାର୍ଯ୍ୟକ୍ରମରେ ଆପଣ ବିଭିନ୍ନ ଆଧ୍ୟାତ୍ମିକ ବ୍ୟକ୍ତିବିଶେଷଙ୍କ ସହିତ ଭେଟିବାର ସୁଯୋଗ ପାଇବେ । ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଆମୋଦ ଭ୍ରମଣରେ ଯିବା ପାଇଁ ଯୋଜନା କରିବା ଏକ ଭଲ ଚିନ୍ତାଧାରା ହେବ ।
Horoscope 2 August
Horoscope 2 August (ETV Bharat Odisha)
ମକର: ବ୍ୟବସାୟରେ ବିସ୍ତାରଣ ଆଜି ପାଇଁ ଅତ୍ୟନ୍ତ ଲାଭଜନକ ପ୍ରମାଣିତ ହେବ । ପ୍ରତ୍ୟେକ ଜିନିଷ ଯୋଜନା ମୁତାବକ ହେବାର ଆଶା କରାଯାଏ । ଆର୍ଥିକ କାରବାର ଆପଣଙ୍କ ସପକ୍ଷରେ ଯିବ । ବ୍ୟବସାୟରେ ବିନା ଦ୍ବିଧାରେ ଆଗକୁ ବଢିବ । ପାର୍ଟନର୍‌ ଏବଂ ସହକର୍ମୀମାନେ ବନ୍ଧୁତ୍ବପୂର୍ଣ୍ଣ ରହିବେ । ଉତ୍ତମ ସ୍ବାସ୍ଥ୍ୟ ସୁନିଶ୍ଚିତ । ଶାନ୍ତି ଏବଂ ମୈତ୍ରୀ ଆପଣଙ୍କ ଦ୍ବାରସ୍ଥ ହେବେ ।
Horoscope 2 August
Horoscope 2 August (ETV Bharat Odisha)
କୁମ୍ଭ: ଆଜି ଦିନରେ ଆପଣଙ୍କର ଭାବିବା ଏବଂ କହିବା ଭିତରେ ଫରକ୍‌ ଆସିବ । ଆପଣ ଏକ ଜ୍ଞାନଭିତ୍ତିକ ଆଲୋଚନା ଏବଂ ଭାଷଣରେ ଭାଗ ନେଇପାରନ୍ତି । କଳ୍ପନାମୂଳକ ଏବଂ ସୃଜନଶୀଳତାର ବୀଜ ଦୃଢ ଭାବରେ ଅଙ୍କୁରିତ ହେବ । ଅଚାନକ ଖର୍ଚ୍ଚ ବଢିଯିବାର ମଧ୍ୟ ସମ୍ଭାବନା ଅଛି । ଆପଣ ବଦହଜମୀ ଉପରେ ପୀଡିତ ହୋଇପାରନ୍ତି ଏବଂ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯିବେ ।
Horoscope 2 August
Horoscope 2 August (ETV Bharat Odisha)
ମୀନ: ଆଜି ଆଗ୍ରହ ଏବଂ ଶକ୍ତିର ଅଭାବ ଦେଖାଦେବ । ଆପଣଙ୍କ ପରିବାର ସଦସ୍ୟ ସହ ଦ୍ବନ୍ଦ୍ବ ବିବାଦର ଆଶା କରାଯାଇପାରିବ, ଆପଣ କଳହ ଏବଂ ଯୁକ୍ତିତର୍କ ନ କରିବା ଭଲ । ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଦୁର୍ବଳ ଏବଂ ଶକ୍ତିହୀନ ଅନୁଭବ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.