ETV Bharat / bharat

ଜୁଲାଇ ୧୮ ରାଶିଫଳ: ଗୁରୁବାରରେ ମା'ଲକ୍ଷ୍ମୀଙ୍କ କୃପା, ମାଲାମାଲ ହେବେ ଏହି ରାଶି - DAILY ODIA HOROSCOPE OF 18 JULY

Today Rashifal Horoscope 18 July: ଆଜି ଆପଣଙ୍କର ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)
author img

By ETV Bharat Odisha Team

Published : Jul 18, 2024, 12:01 AM IST

Updated : Jul 18, 2024, 9:28 AM IST

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିପାରେ । ଆପଣଙ୍କର ଆଧ୍ୟାତ୍ମିକ ଇଚ୍ଛା ଭୌତିକ ଇଚ୍ଛାଠାରୁ ବଳବାନ ହୋଇପାରେ । ଆଧ୍ୟାତ୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ନିଜର ବ୍ୟବହାର ଓ ବାକ୍ୟାଳାପ ସମୟରେ ସତର୍କତା ଅବଲମ୍ୱନ କରନ୍ତୁ । ଆପଣ ନିଜର କଥା କହିବାର ଶୈଳୀକୁ ମାର୍ଜିତ କରିବାକୁ ଚେଷ୍ଟା କରନ୍ତୁ । ନଚେତ୍ ଆପଣଙ୍କ ଜୀବନରେ ଝଡଝଞ୍ଜା ଦେଖାଦେଇପାରେ । ନୂତନ କର୍ମର ଶୁଭାରମ୍ଭ କରନ୍ତୁ ନାହିଁ । ଦୁର୍ନାମ ରଚୁଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କୁ କୌଣସି ଏକ ଉତ୍ସରୁ ଅର୍ଥପ୍ରାପ୍ତି ହେବାର ଯୋଗ ଅଛି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ହୋଇପାରେ । ଆଜି ବିବାହ ଯୋଗ ରହିଛି । ଭ୍ରମଣର ଯୋଜନା କରିପାରନ୍ତି । ବିଦେଶରେ ଥିବା ସମ୍ପର୍କୀୟଙ୍କ ସୁଖବର ଖୁସିର କାରଣ ହେବ । ଆର୍ଥିକ ଖର୍ଚ୍ଚ ବଢିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଆପଣଙ୍କ ପରିବାର ଏବଂ ସନ୍ତାନ ବିଷୟରେ ଭଲ ଖବର ପାଇପାରନ୍ତି । ଆଜିର ଦିନରେ ଆପଣ ଆପଣଙ୍କର ପିଲାଦିନର ସାଙ୍ଗମାନଙ୍କ ସହ ମିଶିପାରନ୍ତି ଏବଂ ଆପଣଙ୍କର ସ୍କୁଲ ଦିନର କଥା ମନେ ପକାଇ ଅତି ଖୁସି ଅନୁଭବ କରିବେ । ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନଟି କଷ୍ଟଦାୟକ ହୋଇପାରେ । ଏଣୁ ପୁଞ୍ଜି ନିବେଶ କରୁଥିବା ବେଳେ ସତର୍କତା ଅବଲମ୍ୱନ କରିବେ । ଆଇନ ସମ୍ୱନ୍ଧୀୟ ଘଟଣାରେ ଅଧିକ ସତର୍କତା ଅବଲମ୍ବନ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ଆଜିର ଦିନ ଉତ୍କଣ୍ଠାପୂର୍ଣ୍ଣ ହେବ । ପାରିବାରିକ ଜୀବନ ଶାନ୍ତ ଓ ଆନନ୍ଦଦାୟକ ହେବ । ପୁରୁଣା କାମ ଶେଷ କରିବେ । ପ୍ରଶଂସା ପାଇବେ । କର୍ମକ୍ଷେତ୍ରରେ ସେମାନଙ୍କ ପଦୋନ୍ନତି ହୋଇପାରେ । ଆଜିର ଦିନରେ ଆପଣ ନିଜର ବନ୍ଧୁମାନଙ୍କ ସହ ବାହାରକୁ କିମ୍ୱା ବଣଭୋଜି କରିବାକୁ ଯାଇପାରନ୍ତି । ଅର୍ଥଲାଭ ମଧ୍ୟ ହୋଇପାରେ । ଖର୍ଚ୍ଚ ବଢିବ । ଅର୍ଥ ସଦୁପୋଯୋଗ କରିବାର ନିଷ୍ପତ୍ତି ନେବେ । ଶରୀର ସୁସ୍ଥ ରହିବ । ଅଯଥା ପ୍ରତିଦ୍ୱନ୍ଦ୍ବିତା ମୂଳକ ପରିସ୍ଥିତି ଉପୁଜିବ । କିନ୍ତୁ କାହାରିକୁ କଟୁକଥା କହନ୍ତୁ ନାହିଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ଆଜି ଆରାମରେ ରହନ୍ତୁ । ଶାରୀରିକ ଓ ମାନସିକ ଅବସ୍ଥା ଖରାପ ହୋଇପାରେ । ମସ୍ତିଷ୍କ ତଥା ପେଟ ପାଇଁ ଗୋଳମାଳରେ ପଡିପାରନ୍ତି । ହଠାତ ଖର୍ଚ୍ଚ କରିବେ । ନୂଆ କାମ ଓ ଯାତ୍ରା କରନ୍ତୁ ନାହିଁ । ମଧ୍ୟାହ୍ନ ପରେ ଆପଣଙ୍କ ଅସୁସ୍ଥ ଶରୀର ଧିରେ ଧିରେ ସୁସ୍ଥ ହେବ । ମାନସିକ ଶାନ୍ତି ପାଇବାକୁ ଧ୍ୟାନ ଓ ଯୋଗ କରନ୍ତୁ । ଆପଣ ଶରୀର ପାଇଁ ହିତକାରୀ ଖାଦ୍ୟ ଖାଆନ୍ତୁ । ଆପଣଙ୍କର ଆତ୍ମବିଶ୍ୱାସ ଦୃଢ ହେବ ଏବଂ ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠା ଓ ସମ୍ମାନ ମଧ୍ୟ ବୃଦ୍ଧି ପାଇବ । ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟରୁ ଯଥେଷ୍ଟ ଲାଭ ପାଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆପଣଙ୍କ ପାଇଁ ଦିନଟି ସୁନ୍ଦର ଅଟେ । ଅଯଥା ଯୁକ୍ତି ତର୍କ କରନ୍ତୁ ନାହିଁ । ଦେହ ଓ ମନ ଭଲ ରହିବ । ବିଚଳିତ ହେଲେ ନକରାତ୍ମକ କଥା ଚିନ୍ତା କରିବେ । ମାଆଙ୍କ ଦେହ ଭଲ ରହିବ ନାହିଁ । ନିଦ ଭଲ ହେବ ନାହିଁ । ସ୍ତ୍ରୀ ମାନେ ପାଣି ପ୍ରତି ସତର୍କ ରୁହନ୍ତୁ । ଖାଦ୍ୟ ସମୟରେ ମିଳିବ ନାହିଁ । କର୍ମ କ୍ଷେତ୍ରରେ କଷ୍ଟ ମିଳିବ । ସମ୍ପତ୍ତିର ଧ୍ୟାନ ଦିଅନ୍ତୁ । ନିଜର ପ୍ରତିଦ୍ୱନ୍ଦ୍ବୀଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁନାହିଁ । ନମ୍ର ଓ ଶାନ୍ତ ରୁହନ୍ତୁ । ନିଜର କ୍ରୋଧକୁ ଆୟତ୍ତକରନ୍ତୁ ନଚେତ ସମସ୍ୟାର ସମ୍ମୁଖୀନ ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: କିଛି କରିବା ଆଗରୁ ଦୁଇଥର ଭାବନ୍ତୁ । ସାଙ୍ଗଙ୍କ ସହ ଦିନଟି ଭଲରେ କାଟିବେ । ଭାବବିହ୍ୱଳ ହେବେ । ଅନ୍ତରଙ୍ଗ ଲୋକଙ୍କ ସହ ମିଶିବେ । ପୁଅ ସାଙ୍ଗ ସାହାଯ୍ୟ କରିବେ । କୌଶଳ କରି କାର୍ଯ୍ୟ ହାସଲ କରିବେ । ଯନ୍ତ୍ରତନ୍ତ୍ରର ପ୍ରୟୋଗ କରି କାମ ହାସଲ କରିବେ । ବନ୍ଧୁଙ୍କ ସହ ଆନନ୍ଦମୟ ଏବଂ ଖୁସି ସମୟ କଟାଇପାରନ୍ତି । ଆଜି ନିଜର ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ । ଚିକିତ୍ସା ପାଇଁ କିଛି ଅର୍ଥ ଖର୍ଚ୍ଚ କରିପାରନ୍ତି।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ମନ ବିଚଳିତ ରହିବ । ନୂଆ କାମ କରିବାରେ ମନ ଦ୍ୱନ୍ଦ୍ବରେ ରହିବ । ସାଙ୍ଗଙ୍କ ସହ ଶତ୍ରୁତା ଯୋଗୁଁ ବିଚଳିତ ରହିବେ । ସୁନ୍ଦର କାର୍ଯ୍ୟ ହାସଲ ବେଳେ ମନ ସ୍ଥିର ରହିବା ଆବଶ୍ୟକ । ଯାତ୍ରା ଆଗକୁ କରିବାକୁ ଚେଷ୍ଟା କରନ୍ତୁ । ସ୍ୱାସ୍ଥ୍ୟ ଓ ସମ୍ପର୍କ ଭଲ ରହିବ ନାହିଁ । କ୍ଷମତାରେ ଥିବା କେହି ଜଣେ ଆପଣଙ୍କୁ ମଜାରେ ହଇରାଣ କରିପାରନ୍ତି । କିନ୍ତୁ ଆପଣଙ୍କୁ କେହି ଅସୁବିଧାରେ ପକାଇ ପାରିବେ ନାହିଁ । ଜୀବନରେ କୌଣସି ସମସ୍ୟା ରହିଥିଲେ ଆଜି ତାହାର ସମାଧାନ ହେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଅନ୍ୟ ଦିନ ପରି ଭଲ ରହିବ । ମନ ଓ ଶରୀର ଭଲ ରହିବ । ପରିବାର ବର୍ଗଙ୍କ ସହ ମନ ଖୁସି ରହିବ । ବନ୍ଧୁ ତଥା ସମ୍ପର୍କୀୟଙ୍କ ଠାରୁ ଉପକାର ପାଇବେ । ପ୍ରେମିକ ପ୍ରେମିକାଙ୍କ ସହ ମଧୁର ସମ୍ପର୍କ ରହିବ । ସୁସମ୍ୱାଦ ପ୍ରାପ୍ତି ହେବ । ଯାତ୍ରା ଶୁଭ ହେବ । ପ୍ରେମାଳାପ ମଧୁରତାର ସହିତ ହେବ । ଛାତ୍ରମାନେ ସେମାନଙ୍କ ପାଠପଢାରେ ଅତି ଉତ୍ତମ ଫଳାଫଳ ପାଇବେ ଏବଂ ସେମାନଙ୍କ କ୍ୟାରିଅରରେ ଅତି ଉତ୍ତମ ପରିବର୍ତ୍ତନ ଆଣିବାରେ ସକ୍ଷମ ହେବେ । ଆପଣଙ୍କର ସୃଜନାତ୍ମକ କାର୍ଯ୍ୟକଳାପ ପ୍ରବାହିତ ହେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆଜି ଏକ କଷ୍ଟଦାୟକ ଦିନ ହେବ । ଘରେ ପାଟିତୁଣ୍ଡରେ ବିବ୍ରତ ରହିବ । ନିଜେ ଠିକରେ କଥାବାର୍ତ୍ତା କରନ୍ତୁ । ରାଗରୁଷା ଠାରୁ ନିବୃତ ରୁହନ୍ତୁ । ସାବଧାନ ଆଜି ଦୁର୍ଘଟଣା ଘଟିପାରେ । ଶାରୀରିକ ସମସ୍ୟା ଦେଖାଦେବ ଓ ଖର୍ଚ୍ଚ ବଢିବ । ଆପଣଙ୍କ ମାଆଙ୍କ ଦେହ ଅସୁସ୍ଥ ହୋଇପାରେ । ଆପଣ ତାଙ୍କର ବିଶେଷ ଯତ୍ନ ନିଅନ୍ତୁ । ଆପଣଙ୍କର ଆର୍ଥିକ ଏବଂ ସାମାଜିକ ପରିସ୍ଥିତି ପ୍ରତିକୂଳ ଭାବରେ ପ୍ରଭାବ ପଡିପାରେ । ଏଣୁ ଆପଣ ସତର୍କତା ଅବଲମ୍ବନ କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଭଲପାଉଥିବା ବ୍ୟକ୍ତି ତଥା ସାଙ୍ଗଙ୍କ ସହିତ ଖୁସିରେ ଦିନ କାଟିବେ । ଏହି ଦିନ ସାମାଜିକ, କାର୍ଯ୍ୟକଳାପ ତଥା ସମସ୍ତ କ୍ଷେତ୍ରରେ ସୁଫଳ ପ୍ରଦାନ କରିବ । ସୁବିଧାରେ ନିଜ ଜୀବନ ସାଥୀ ଖୋଜି ପାଇବେ ଏବଂ ବିବାହ ପାଇଁ ସ୍ଥିର କରିପାରିବେ । ବୁଲି ଯାଇପାରନ୍ତି । ପରିବାରରେ କୌଣସି ଶୁଭ କାମ ସମ୍ପୂର୍ଣ୍ଣ ହୋଇପାରେ । ଆଜିର ଦିନ ବହୁତ ଗୁରୁତ୍ଵପୂର୍ଣ୍ଣ ରହିବ କାରଣ ଆଜି ଆପଣ ଜଣଙ୍କ ସହ ଦେଖା କରିବେ ଯାହା ସହ ଆପଣ ଜୀବନ ସାରା ସମ୍ପୃକ୍ତ ରହିବେ । ଆହୁରିମଧ୍ୟ ଆଜିର ଅଧିକାଂଶ ସମୟ ଆପଣଙ୍କୁ ସମ୍ପର୍କ ଓ ସମ୍ପର୍କୀୟମାନେ ବ୍ୟସ୍ତ ରଖିବେ । ଆପଣଙ୍କୁ ଏହା ଭଲ ନ ଲାଗିପାରେ, କିନ୍ତୁ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେବେ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଆଜି ସୁଫଳଦାୟକ ଦିନ ଅଟେ । ଅତି ସୁବିଧାର ସହ ସମସ୍ତ କାମ ସାରିବେ, ଯାହା ପାଇଁ ଆପଣ ଖୁସି ରହିବେ। କାର୍ଯ୍ୟସ୍ଥଳରେ ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ନିଜ କାମରେ ତୃପ୍ତ କରିବେ । ଯାହା ପାଇଁ ଏହା ପଦୋନ୍ନତି କରାଇବାରେ ସହାୟକ ହେବ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ଅର୍ଥ ଲାଭ ହୋଇପାରେ । ପରିବାରରେ ଖୁସିର ଲହରୀ ଖେଳିବ । ଖାଦ୍ୟ ପ୍ରତି ସଜାଗ ରହିବେ । ଅସୁସ୍ଥକର ଖାଦ୍ୟ ଆପଣଙ୍କ ଶରୀରକୁ ଖରାପ କରିପାରେ । ଆପଣଙ୍କର ସୃଜନଶୀଳ କାର୍ଯ୍ୟକଳାପ ପାଇଁ ଆଜି ଆପଣ ନାମ ଏବଂ ଯଶ ଅର୍ଜିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ପ୍ରବଳ ମାନସିକ ଚାପରେ ଭାରାକ୍ରାନ୍ତ ରହିବେ । ଶରୀରର ପୀଡା ଓ ହାଲିଆ ଦୁଃଖ ଦେବ । ଗୁରୁଜନଙ୍କ ସହ କାମ କରୁଥିବାବେଳେ ସତର୍କ ରୁହନ୍ତୁ । ପୁରାଦିନ ପିଲାଙ୍କ ଚିନ୍ତାରେ ରହିପାରନ୍ତି । ଜରୁରୀ କାମ ନକରିବା ଭଲ ଅଟେ । ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେବେ । ଦୁଃଶ୍ଚିନ୍ତା ଛାଡନ୍ତୁ । ଏହା ଆପଣଙ୍କ ଉପରିସ୍ଥ ଅଧିକାରୀମାନଙ୍କ ସହ ଆପଣଙ୍କ ସମ୍ପର୍କ ଅଧିକ ଭଲ କରିବ । ଆଜି ଦିନ ସାରା ଆପଣ ପ୍ରଶଂସା ଶୁଣିବେ ।

Last Updated : Jul 18, 2024, 9:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.