ETV Bharat / bharat

ଜୁଲାଇ ୧୫ ସୋମବାର ରାଶିଫଳ: ଆଜି ଏହି ରାଶିଙ୍କ ଉପରେ ରହିବ ଜଗାଙ୍କ କୃପା, ପୁରା ହେବ ମନସ୍କାମନା - DAILY ODIA HOROSCOPE OF 15 JULY

author img

By ETV Bharat Odisha Team

Published : Jul 15, 2024, 12:00 AM IST

Today Rashifal Horoscope 15 July: ଆଜି ଜନ୍ମବେଦୀରୁ ନବଦିନାତ୍ମକ ଯାତ୍ରା ସାରି ଫେରିବେ ମହାପ୍ରଭୁ । ବାହୁଡ଼ା ଯାତ୍ରା ଅବସରରେ ଆପଣଙ୍କର କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

ଜୁଲାଇ ୧୫ ସୋମବାର ରାଶିଫଳ: ଆଜି ଏହି ରାଶିଙ୍କ ଉପରେ ରହିବ ଜଗାଙ୍କ କୃପା, ପୁରା ହେବ ମନସ୍କାମନା
ଜୁଲାଇ ୧୫ ସୋମବାର ରାଶିଫଳ: ଆଜି ଏହି ରାଶିଙ୍କ ଉପରେ ରହିବ ଜଗାଙ୍କ କୃପା, ପୁରା ହେବ ମନସ୍କାମନା (ETV Bharat Odisha)
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ମହାବାହୁଙ୍କ ବାହୁଡ଼ା ଯାତ୍ରାରେ ମେଷ ରାଶିଙ୍କ ପାଇଁ ଶୁଭ ରହିବ । ଆଜି ଆପଣ ଖୁସି ଏବଂ ସନ୍ତୁଷ୍ଟ ରହିବେ । ଆପଣଙ୍କ ମାନସିକ ସୁସ୍ଥତା ଯୋଗୁଁ ପ୍ରଫୁଲ୍ଳ ରହିବେ । ପାରିବାରିକ ଜୀବନ ସୁଖମୟ ହେବ । ବିଭିନ୍ନ ଜାଗା ପରିଭ୍ରମଣ କରିବେ ଏବଂ ପସନ୍ଦ ମୁତାବକ ସୁସ୍ୱାଦୁ ଖାଦ୍ୟ ଖାଇ ତୃପ୍ତ ହେବେ । ନିଜର ମନକୁ ଚିନ୍ତାରୁ ଦୂରେଇ ରଖନ୍ତୁ । ଯେଉଁ ବ୍ୟକ୍ତିମାନେ ବିଦେଶରେ ବ୍ୟବସାୟରେ ଲିପ୍ତ, ସେମାନଙ୍କରେ ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଆଜି ପୁରା ଦିନଟିରେ ଆପଣଙ୍କର ମନରେ ଶିଥିଳତା ଦେଖାଦେବ । ଆପଣଙ୍କ ଯୋଜନା ଅନୁସାରେ କାର୍ଯ୍ୟରେ କ୍ରମାଗତ ଭାବେ ଉନ୍ନତି ପରିଲକ୍ଷିତ ହେବ । ଅସମ୍ପୁର୍ଣ୍ଣ ଥିବା କାର୍ଯ୍ୟକୁ ସମ୍ପୁର୍ଣ୍ଣ କରିପାରିବେ । କାର୍ଯ୍ୟାଳୟରେ ସହକର୍ମୀମାନଙ୍କଠାରୁ ଯଥେଷ୍ଟ ସାହାଯ୍ୟ ମିଳିବ । ପିତାମାତାଙ୍କଠାରୁ ଶୁଭ ଖବର ପାଇବେ । ଶାରିରୀକ ସୁସ୍ଥତା ବଜାୟ ରଖିବେ । ଆପଣଙ୍କ ଅଭିନବ କୌଶଳ ଏବଂ ଉନ୍ନତ ଶିଳ୍ପ କଳା ଆପଣଙ୍କ ବ୍ୟବସାୟକୁ ଉଚିତ ଦିଗରେ ଆଗେଇ ନେବାକୁ ପ୍ରୋତ୍ସାହନ ଦେବାର ସମ୍ଭାବନା ଅଛି । ଆପଣଙ୍କ ଉଚ୍ଚ ପଦସ୍ଥ କର୍ମଚାରୀ ଆପଣଙ୍କ କାର୍ଯ୍ୟରେ ଖୁସି ଥିବାରୁ ଆପଣ ଏକ ପଦୋନ୍ନତି ଆଶା କରିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ଆଜି ଆପଣଙ୍କୁ ଯାହା ପସନ୍ଦ ତାହା କରିବେ । ଅଭାବରେ ଥିବା ଲୋକଙ୍କୁ ସାହାଯ୍ୟ କରିବେ ଓ ଏହାଦ୍ୱାରା ଆପଣଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ । ଆପଣ ଅନ୍ୟମାନଙ୍କୁ ନିଜର ନମ୍ର-ବ୍ୟବହାର ଏବଂ ମିଠା କଥାରେ ପ୍ରଭାବିତ କରିପାରିବେ । ଏହା ଆପଣଙ୍କୁ ଅନେକ ପ୍ରକାରରେ ସାହାଯ୍ୟ କରିବ । ବୌଦ୍ଧିକ ଦୃଷ୍ଟିକୋଣରୁ ଆପଣଙ୍କର ବିକାଶ ହେବ । ଆପଣଙ୍କ ଦୃଷ୍ଟିକୋଣରେ ମଧ୍ୟ ହଠାତ୍‌ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ, ଉଭୟ ଶାରିରୀକ ଏବଂ ମାନସିକ ଭଲ ରହିବ । କେତେକ ଭଲ ଖବର ଆପଣଙ୍କ ଅପେକ୍ଷାରେ ଅଛି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ଆଜି ଦିନଟି ଶୁଭ ଫଳଫ୍ରଦ ନୁହେଁ । ଆଜି ଆପଣ ଦେଖିଚାହିଁ ପାଦପକାନ୍ତୁ । ଆପଣଙ୍କ ଶାରିରୀକ ଶକ୍ତିର ସୁରକ୍ଷା ରଖିନପାରନ୍ତି । ମାନସିକ ଶାନ୍ତି ମଧ୍ୟ ବ୍ୟାହତ ହୋଇପାରେ । ରାତିରେ ଯନ୍ତ୍ରଣା ତଥା ଅନ୍ୟାନ୍ୟ ଶାରିରୀକ ପିଡା ଆପଣଙ୍କୁ କଷ୍ଟ ଦେଇପାରେ । ପରିବାରର ସଦସ୍ୟମାନଙ୍କ ବ୍ୟବହାର ଆପଣଙ୍କୁ ଦୁଃଖିତ କରିପାରେ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ଆପଣଙ୍କୁ ଅପଦସ୍ତ ହେବା ପରିସ୍ଥିତି ଉପୁଜିବା ପାଇଁ ସୁଯୋଗ ଦିଅନ୍ତୁ ନାହିଁ । ନିଦ୍ରାହୀନତା ଆପଣଙ୍କୁ କଷ୍ଟ ଦେଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ବର୍ତ୍ତମାନ ଆପଣଙ୍କ ଜୀବନକୁ ସଂପର୍କ, ମିଳିତ ସହଯୋଗ ଏବଂ ଆସୋସିଏସନ୍‌ ଅତ୍ୟନ୍ତ ପ୍ରଭାବିତ କରି ରଖିଛି । ଆପଣ ଏସବୁକୁ ଅଧିକ ବିକଶିତ କରିବାକୁ ଚାହୁଁଛନ୍ତି ଏବଂ ନକ୍ଷତ୍ର ଗଣ ଆଜି ସେଥିପାଇଁ ପ୍ରଚୁର ଭାବରେ ସାହାଯ୍ୟ କରିବେ । ଏହି ମାନବିକ ପାରସ୍ପାରିକ ସମ୍ପର୍କ ଆମକୁ ଅନୁଭବ କରାଇଥାଏ ଯେ ଜୀବନ କେତେ ସୁନ୍ଦର, ତେଣୁ ଯଦି ବେଳେବେଳେ କଷ୍ଟକର ହୋଇଥାଏ, ଆମେ ସହ୍ୟ କରିବା ଆବଶ୍ୟକ । ଅବଶ୍ୟ ଆମେ ହେଉଛୁ ସାମାଜିକ ପ୍ରାଣୀ, ‍ଏଗୁଡିକ ବ୍ୟତୀତ ଆମେ ବଞ୍ଚିପାରିବା ନାହିଁ, ଏଗୁଡିକ ଆମ ଜୀବନରେ ଗୁଣ ଏବଂ ପ୍ରକାର ପ୍ରଦାନ କରିଥାନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଆଜି ଦିନଟି ଶୁଭ ଫଳଦାୟକ ଅଟେ । ମାନସିକ ତଥା ଶାରିରୀକ ସୁସ୍ଥତା ବଜାୟ ରହିବ । ଆର୍ଥିକ ସ୍ଥିତି ସୁଦୃ଼ଢ ହେବ । ନିଜର ବନ୍ଧୁ ଓ ପ୍ରିୟନଙ୍କ ସହ ଆମୋଦ ପ୍ରମୋଦରେ ସମୟ କଟାଇବେ । ଭଲ ସଂପର୍କ ରଖିବାର ଲାଭ ଆପଣ ଆଜି ଅନୁଭବ କରିପାରିବେ ଯେତେବେଳେ ଆପଣ ଲୋକମାନଙ୍କର ପ୍ରଶଂସା ପାଇବେ । ଆପଣଙ୍କୁ ନ୍ୟସ୍ତ କରାଯାଇଥିବା କାର୍ଯ୍ୟ ଆପଣ ସମୟ ପୂର୍ବରୁ ସମାପ୍ତ କରିପାରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ଆଜିର ଦିବସଟି ଆପଣଙ୍କ ନିମନ୍ତେ ଶୁଭ ଫଳଦାୟକ ଅଟେ । ଆଜି ଆପଣ ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟକଳାପରେ ନିଜକୁ ବ୍ୟସ୍ତ ରଖିବେ । ଆପଣଙ୍କ ବୃତ୍ତିରେ ନିଜ କାର୍ଯ୍ୟ ଦକ୍ଷତାର ପ୍ରମାଣ ଆପଣଙ୍କ ଉପରିସ୍ଥ କର୍ମଚାରୀଙ୍କୁ ପ୍ରଭାବିତ କରିବ ଏବଂ ଆପଣ ଏଥିପାଇଁ ଉପକୃତ ହେବେ । ଆପଣଙ୍କର ପଦୋନ୍ନତି ହୋଇପାରେ କିମ୍ଵା ଦରମା ବୃଦ୍ଧି ଘଟିପାରେ । ପାରିବାରିକ ଜୀବନ ସୁଖମୟ ହେବ । ପରିବାରର ସଦସ୍ୟଙ୍କ ସଙ୍ଗେସଙ୍ଗେ ପରିଭ୍ରମଣରେ ଯିବାପାଇଁ ଯୋଜନା କରିପାରନ୍ତି । ଅବିବାହିତ ବ୍ୟକ୍ତିମାନେ ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ଆଜି ହେଉଛି ଶୁଭ ଦିନ । ଶାରୀରିକ ସୁସ୍ଥତା ବଜାୟ ରହିବ । ବ୍ୟବସାୟରେ ବିନିଯୋଗ କରିଥିବା ସମସ୍ତ ବିକଳ୍ପ ସଫଳ ହେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଆପଣଙ୍କ ପାଇଁ ଏହି ଦିନଟି ଘଟଣା ପୂର୍ଣ୍ଣ ରହିବ । ଆପଣଙ୍କ ଭାଷା ଏବଂ କଥାବାର୍ତ୍ତାରେ ଆପଣ ସତର୍କ ଏବଂ ନିୟନ୍ତ୍ରିତ ହେବା ପାଇଁ ପରାମର୍ଶ ଦିଆଯାଉଛି । ସାଧାରଣ ଅସୁସ୍ଥତା, ମାନ୍ଦାପଣ ଏବଂ ଷ୍ଟ୍ରେସ୍‌ ଆଜି ଆପଣଙ୍କୁ ଶାନ୍ତ ରହିବା ପାଇଁ ଦେବ ନାହିଁ । ଡ୍ରାଇଭିଂ କଲାବେଳେ ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ ଏବଂ ଯଦି କୌଣସି ଡାକ୍ତରୀ ଚିକିତ୍ସା ପାଇଁ ଯିବାର ଯୋଜନା କରିଛନ୍ତି, ତେବେ ଆଜି ନ କରି ଆଗକୁ ଘଞ୍ଚାନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦବୁଦ୍ଧ ହୋଇ ଦିନଟିକୁ ଶାନ୍ତ ମାର୍ଗରେ କାଟିପାରନ୍ତି । ଭାଇ ଭଉଣୀଙ୍କ ସମ୍ପର୍କ ବୃଦ୍ଧି ପାଇବ । ବନ୍ଧୁମାନଙ୍କ ଗହଣରେ ଚା' ପାନର ମଜ୍ଜା ନେଇପାରିବେ ଏବଂ ବହୁ ଦିନରୁ ଦେଖା ହୋଇନଥିବା ଏକ ବନ୍ଧୁଙ୍କର ସାକ୍ଷାତ ମିଳିପାରେ । କଥୋପକଥନରେ ବହୁତ ସମୟ ଅତିବାହିତ କରି ଆନନ୍ଦ ଉପଲବ୍ଧ କରିବେ । ଆଜି ଦିନଟି ଶୁଭଫଳ ଦାୟକ ହୋଇଥିବାରୁ ବନ୍ଧୁ ମିଳନରେ ଆତ୍ମସନ୍ତୋଷ ପାଇବେ । ଭ୍ରମଣର ଆନନ୍ଦ ଉପଭୋଗ କରି ଧନୀ ମନେ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଆଜି ଆପଣଙ୍କୁ କାର୍ଯ୍ୟରେ ପ୍ରଶଂସା ମିଳିବ ଓ ଅନ୍ୟ ଦିନମାନଙ୍କ ପରି ସହକର୍ମୀମାନେ ଈର୍ଷା କରିବେ ନାହିଁ । ଆପଣଙ୍କ ପ୍ରତି ସେମାନଙ୍କର ପୂର୍ଣ୍ଣ ସମର୍ଥନ ରହିବ । ଚାକିରି ପରିଵର୍ତ୍ତନ ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ ନୁହେଁ । ମହିଳା ମାନେ ଘର କାମରେ ଅକ୍ଲାନ୍ତ ପରିଶ୍ରମ କରି ନିଜକୁ ଗୌରବାନ୍ୱିତ ମନେ କରିବେ । ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ନୁହେଁ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । ଚକ୍ଷୁରେ ଯନ୍ତ୍ରଣା ପାଇପାରନ୍ତି । ମନରୁ ଦୁଶ୍ଚିନ୍ତା ଦୂର କରିବାକୁ ଚେଷ୍ଟା କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଭଗବାନ ଆପଣଙ୍କୁ ପୀଡ଼ା ଦେବା ସହ ଆନନ୍ଦ ରୂପକ ଆଶୀର୍ବାଦ ମଧ୍ୟ ଦିଅନ୍ତି । କର୍ମମୟ ଦିନର ଆରମ୍ଭ ଦୀର୍ଘ ସୂଚୀ ବିଶିଷ୍ଟ ହେବ ଓ ସୌଭାଗ୍ୟରେ ଆପଣ ସେସବୁକୁ ଗୋଟିକ ପରେ ଗୋଟିଏ ପୁରା କରିଦେବେ । ଏହା ଆପଣଙ୍କୁ ଭାରାକ୍ରାନ୍ତ କରିଦେବ ସେଥିପାଇଁ ଗରମ ପାଣିରେ ସ୍ନାନ କରନ୍ତୁ ଆରାମ ମିଳିବ । ଅବସରକାଳୀନ ଯାତ୍ରା ବନ୍ଧୁମେଳରେ ଖୁସିର ଲହରୀ ସୃଷ୍ଟି କରିବ । ବ୍ୟବସାୟ ସଂକ୍ରାନ୍ତୀୟ ଏକ ବନ୍ଧୁ ମିଳନରେ ଆମୋଦ ପ୍ରମୋଦ କରିପାରନ୍ତି । ମାତାଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣିଦେଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଈଶ୍ଵର ବିଶ୍ଵାସୀ ହୁଅନ୍ତୁ । ଆଜି କିଛି ସକରାତ୍ମକ ପରିସ୍ଥିତି ଉପୁଜିପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କୌଣସି ଅଙ୍ଗ ପାଇଁ ଅନେକ ଅର୍ଥ ସାରିପାରନ୍ତି । ଧୈର୍ଯ୍ୟର ସହ ପରିବାରଜନଙ୍କ ସହ ମିଶିବାକୁ ପଡିବ । ଚିନ୍ତା କରିନଥିବା ଅର୍ଥର ଆଗମନ ପାଇଁ ଖୁସି ହେବେ । ବ୍ୟବସାୟୀଙ୍କ ବାକିଥିବା ଅର୍ଥ ଆଦାୟ ହୋଇପାରେ । ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ଲଗାଇବା ଅନୁଚିତ । ସାମାଜିକ କାର୍ଯ୍ୟରେ ନିଜକୁ ବିନିଯୋଗ କରିପାରନ୍ତି କିମ୍ୱା ଧର୍ମକାର୍ଯ୍ୟରେ ନିଜକୁ ଯୋଗ ଦେଇ ପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.