ETV Bharat / bharat

ଅଗଷ୍ଟ ୭ ଆଜିର ରାଶିଫଳ; ଦୁଃଶ୍ଚିନ୍ତାରେ ରହିବେ ଧନୁ-ମୀନ ରାଶି, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇପାରେ ଝଗଡ଼ା - 7 August Today Horoscope

author img

By ETV Bharat Odisha Team

Published : Aug 7, 2024, 12:01 AM IST

Today Rasifala 7 August: ଆଜି ଆପଣଙ୍କର ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ ।

Ajira Rasifala
ଆଜିର ରାଶିଫଳ (ETV Bharat Odisha)
Ajira Rasifala
ଆଜିର ରାଶିଫଳ (ARIES)

ମେଷ: ଆଜି ଏକ ଆନନ୍ଦ ଉଲ୍ଳାସର ଦିନ ଅଟେ । ଆପଣଙ୍କ ବିନିଯୋଗ ଅର୍ଥରୁ ପ୍ରଚୁର ଲାଭ ମିଳିବ । ନିଜର ବୁଦ୍ଧି ଖଟାଇ ପ୍ରଜ୍ଞାଶାଳୀ ଯୋଜନା ପାଇଁ କାମ କରି ନିଜକୁ ଭାଗ୍ୟବାନ ମଣିବେ । ଅଳ୍ପଦିନ ପାଇଁ ପରିଭ୍ରମଣରେ ଯାଇ ପାରନ୍ତି । କଠିନ ପରିଶ୍ରମ କରିବା ପାଇଁ ଦିନଟି ଅତି ଶୁଭଙ୍କର ଅଟେ । ଆଜି ଆପଣଙ୍କୁ ଯିଏ ଭଲ ଲାଗନ୍ତି ତାଙ୍କ ଉପରେ ଆପଣଙ୍କ ଧ୍ୟାନ ରହିବ। କାହାରିକୁ ସମାଲୋଚନା କରନ୍ତୁ ନାହିଁ । ଘରର ପରିବେଶ ଉର୍ଜା ଭରା ହେବାର ସମ୍ଭାବନା ରହିଛି । ଏହାକୁ ଉପଭୋଗ କରନ୍ତୁ ।

Ajira Rasifala
ଆଜିର ରାଶିଫଳ (TAURUS)

ବୃଷ: ଆଜି ବିଭିନ୍ନ ବୁଦ୍ଧି ମନକୁ ଆସିବ କାରଣ ଆଜି ଆପଣ ସମ୍ପୂର୍ଣ୍ଣ ସୃଜନାତ୍ମକ ମନୋଭାବରେ ରହିବେ । ଆପଣଙ୍କ ବ୍ୟବସାୟ ପ୍ରଖରତା ଆପଣଙ୍କୁ ସମସ୍ୟାଗୁଡିକର ସହଜ ସମାଧାନରେ ସାହାଯ୍ୟ କରିବ । ଆପଣଙ୍କ ଚୁପ ରହିବା ଗୁଣ ଆପଣଙ୍କ ହସରେ ଆଜି ବାହାରିବ ଯେତେବେଳେ ଆପଣ କାର୍ଯ୍ୟସ୍ଥଳରେ ଆପଣଙ୍କ ଉପରିସ୍ଥ ଅଧିକାରୀ ଓ ସହକର୍ମୀମାନଙ୍କ ସହ କାମ କରିବେ । ଆର୍ଥିକ ସ୍ଥିତି ସ୍ୱଛଳ ରହିବ । ଆଜି ଆପଣ ଯାହା ଇଛା କରିବେ ତାହା ଅକ୍ଲେଶରେ ପାଇପାରିବେ । ଏକ ଭଲ ସମୟ ଆରମ୍ଭ ହେଉଛି, ତେଣୁ ଛାତ୍ରଛାତ୍ରୀ ଏହାର ଲାଭ ଉଠାଇବା ଆବଶ୍ୟକ । ସୃଜନାତ୍ମକ କାମରେ ମନୋନିବେଶ କରନ୍ତୁ । ଧାର୍ମିକ କାର୍ଯ୍ୟକଳାପରେ ଆପଣ ସାମିଲ ହେବାର ସମ୍ଭାବନା ରହିଛି ।

Ajira Rasifala
ଆଜିର ରାଶିଫଳ (GEMINI)

ମିଥୁନ: ଆଜି ଆପଣ ମାନସିକ ଭାବରେ ଶାନ୍ତି ଏବଂ ଶାରୀରୀକ ଭାବରେ ସୁସ୍ଥ ରହିବେ । ଆଜି ଆପଣଙ୍କ ଭାବନା ଆପଣଙ୍କ ବିବେକ ବୁଦ୍ଧିକୁ ପ୍ରଭାବିତ କରିବ । ଆପଣ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । କିଛି ଧାର୍ମିକ ସ୍ଥାନକୁ ଯିବା ଦ୍ଵାରା ଆପଣଙ୍କ ମନକୁ ଶାନ୍ତି ମିଳିବ । ଶାନ୍ତ ମନୋଭାବ ଆପଣଙ୍କ ପାଇଁ ଆଜି ବହୁତ କାମ ଦେବ । ଆଜି ଯାତ୍ରା ନକରି ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖନ୍ତୁ । ଖଳ ପ୍ରକୃତିର ଲୋକଙ୍କଠାରୁ ଦୂରେଇ ରୁହନ୍ତୁ । ମଧ୍ୟାହ୍ନ ପର୍ଯ୍ୟନ୍ତ ଗ୍ରହମାନଙ୍କର ଶୁଭ ଦୃଷ୍ଟି ରହିବ । ମଧ୍ୟାହ୍ନ ପରେ ସେମାନଙ୍କର କୁପ୍ରଭାବର ପରିକଳ୍ପନା କରାଯାଇ ନପାରେ ।

Ajira Rasifala
ଆଜିର ରାଶିଫଳ (CANCER)

କର୍କଟ: ନିଜର ଶାରୀରିକ ସୁସ୍ଥତା ଏବଂ ପରିବାର ସଦସ୍ୟଙ୍କ ସହ ଆତ୍ମିୟତା ଛଡା ଦିନଟି ଆଦୌ ଶୁଭଦାୟକ ନୁହେଁ । ମାତ୍ର ଅଧୈର୍ଯ୍ୟ ହୁଅନ୍ତୁ ନାହିଁ, କାରଣ ଏହି ବିରୋଧିତା ସାମୟିକ ଭାବେ ଦେଖାଦେବ । ତଥାପି ଏହି ସମୟରେ ଆପଣ ଚିନ୍ତାଗ୍ରସ୍ତ ରହିବା ଯୋଗୁଁ ଚିଡଚିଡ଼ା ହୋଇପାରନ୍ତି ଏବଂ ଠିକ୍‍ ସିଦ୍ଧାନ୍ତରେ ପହଞ୍ଚି ନ ପାରନ୍ତି । ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ ପରିସ୍ଥିତିକୁ ଆହୁରି ଜଟିଳ କରିପାରେ । ମାତ୍ର ଦିନର ଅବଶିଷ୍ଟ ପର୍ଯ୍ୟାୟରେ ଆପଣଙ୍କ ମନରେ ଆତ୍ମସନ୍ତୋଷ ଦେଖାଦେବ ଏବଂ ନିଜର ବ୍ୟକ୍ତିଗତ ଜୀବନରେ ଉନ୍ନତ ପରିଲକ୍ଷିତ ହେବ । ଆପଣଙ୍କର ଜଣେ ସହୃଦୟ ବନ୍ଧୁ ଆପଣଙ୍କ ସମଦୁଃଖରେ ଭାଗୀଦାରି ହୋଇ ଆପଣଙ୍କ ସମସ୍ୟା ଦୂର କରିପାରନ୍ତି । ଏହାଦ୍ୱାରା ଆପଣ ଆଶ୍ୱସ୍ତ ଅନୁଭବ କରିବେ ।

Ajira Rasifala
ଆଜିର ରାଶିଫଳ (LEO)

ସିଂହ: ଆପଣ ନିଜ ଆତ୍ମବିଶ୍ୱାସରେ ଦୃଢ ଥିବା ସତ୍ତ୍ୱେ ଆଜି ତାହା ସ୍ମୃତି ନିଦର୍ଶନର ସମାନ ଅଂଶ ମାତ୍ର ଅଟେ । ଆପଣଙ୍କ ଆତ୍ମସମ୍ମାନ ଓ ଆତ୍ମବିଶ୍ୱାସ ଅତ୍ୟଧିକ ଥିବା ଯୋଗୁଁ ଆପଣ ସୁମଧୁର ଫଳ ପାଇବେ । ଆପଣଙ୍କର ଦକ୍ଷ ନେତୃତ୍ୱ ଏବଂ ସିଦ୍ଧାନ୍ତ ନେବାରେ ଶକ୍ତିହିଁ ଏହାର କାରଣ ଅଟେ । ଆପଣ ନିପୁଣ ଭାବରେ ନିଜର ସମସ୍ୟାକୁ କାର୍ଯ୍ୟକାରୀ କରିବାରେ ସିଦ୍ଧହସ୍ତ ଥିବାରୁ ସରକାରୀ କାମ କିମ୍ଵା ବେସରକାରୀ କାମକୁ ସୁଚାରୁରୂପେ ତୁଲାଇ ପାରିବେ । ଗୃହର ସଦସ୍ୟମାନେ ଆପଣଙ୍କୁ ସହଯୋଗ ପ୍ରଦାନ କରିବେ । ଆପଣଙ୍କ ଖର୍ଚ୍ଚର ପରିମାଣ ବହୁ ପରିମାଣରେ ବୃଦ୍ଧି ପାଇପାରେ । ଘରପାଇଁ ଏଣୁ ତେଣୁ ଖର୍ଚ୍ଚର ମାତ୍ରା ବୃଦ୍ଧିକୁ ନ ଅଟକାଇଲେ ସୁଖ ପରିବର୍ତ୍ତେ ମନରେ ଅଶାନ୍ତି ଦେଖାଦେବ ।

Ajira Rasifala
ଆଜିର ରାଶିଫଳ (VIRGO)

କନ୍ୟା: ଆଜି ଆପଣଙ୍କ ଶକ୍ତି ଓ ଆର୍ଥିକ ଅବସ୍ଥା ସବୁଠାରୁ ଭଲ ରହିବ । ଆହୁରିମଧ୍ୟ ଆଗକୁ ଯଦି କୌଣସି ଆର୍ଥିକ ସମସ୍ୟା ଆସିପାରେ ତାହା ପାଇଁ ଏବେ ଠାରୁ କିଛି ଆର୍ଥିକ ବ୍ୟବସ୍ଥା କରିବାକୁ ଚାହିଁବେ । ଆପଣଙ୍କ ଚାରିପାଖରେ ଥିବା ଲୋକମାନେ ଆଜି ଆପଣଙ୍କ ନେତୃତ୍ଵ ନେବା ଗୁଣକୁ ଦେଖିବେ । ଅପରାହ୍ନରେ ଆପଣଙ୍କର ଆତ୍ମବିଶ୍ୱାସ ବଳରେ ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ପାଇବ । ମାତ୍ର କ୍ଷଣକୋପ ଏବଂ ଅସହନୀୟ ପ୍ରକୃତିକୁ ନିଜ ଆୟତ୍ତରେ ରଖିବାକୁ ଚେଷ୍ଟା କରନ୍ତୁ ।

Ajira Rasifala
ଆଜିର ରାଶିଫଳ (LIBRA)

ତୁଳା: ଆଜି ଆପଣ ସମସ୍ତ କାମକୁ ଠିକ ସମୟରେ ଶେଷ କରିବା ପାଇଁ ଆପଣଙ୍କ ମାନସିକ ଦକ୍ଷତାର ବ୍ୟବହାର କରିବେ । ଆପଣ କାମରେ କିମ୍ଵା ଅଫିସରେ ଅଧିକ ସମୟ ଓ ଧ୍ୟାନ ଦେଉଥିବାରୁ ଆପଣଙ୍କ ପରିବାରକୁ ଉପେକ୍ଷା କରିପାରନ୍ତି । ଆପଣଙ୍କ ଅଦ୍ଵିତୀୟ ବୁଦ୍ଧିମତା ଆଜି ଆପଣ କାର୍ଯ୍ୟସ୍ଥଳରେ ଦେଖେଇବାର ସୁଯୋଗ ପାରିବେ । କର୍ମଜୀବୀଙ୍କ ପାଇଁ ସକାଳଟି ଶାନ୍ତ ରହିବା ସହ କୌଣସି ବାଟରେ ଉପକୃତ ହେବେ । ମାତ୍ର ଅପରାହ୍ନରେ ପରିସ୍ଥିତି ଶାନ୍ତ ରହିନପାରେ । ଆପଣ ହଠାତ୍‍ ପେଟ ଯନ୍ତ୍ରଣାରେ କଷ୍ଟ ପାଇପାରନ୍ତି । ଲୋକଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଅନ୍ୟଥା ଭୁଲବୁଝାମଣାର ଶିକାର ହୋଇପାରନ୍ତି । ଆଇନ ସମ୍ପର୍କୀୟ କାର୍ଯ୍ୟରେ ସାବଧାନତା ଅବଲମ୍ଵନ କରନ୍ତୁ ।

Ajira Rasifala
ଆଜିର ରାଶିଫଳ (SCORPIO)

ବିଛା: ଆପଣଙ୍କ ସହଜ ଜ୍ଞାନ ଭାବନାଗୁଡିକ ଆଜି ଆପଣଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ କରିବ । ଆପଣ କାର୍ଯ୍ୟର ଚାପକୁ ପଛରେ ପକାଇ ଅଧିକ ଉତ୍ସାହର ସହ କାମଗୁଡିକ କରିବେ । ଲୋକମାନେ ଆପଣଙ୍କ କର୍ମକ୍ଷେତ୍ରରେ କିମ୍ଵା ବ୍ୟବସାୟରେ ଆପଣଙ୍କର ତୀକ୍ଷ୍ନ ବୁଦ୍ଧି, ଦକ୍ଷତା ଓ ପ୍ରବୀଣତାର ୟଥେଷ୍ଟ ପ୍ରଶଂସା କରିପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କ ଉପରିସ୍ଥ ହାକିମଙ୍କ ଶୁଭଦୃଷ୍ଟି ଯୋଗୁଁ ପ୍ରଶଂସିତ ହେବେ । ଦରମା ବୃଦ୍ଧି ଘଟିପାରେ କିମ୍ଵା ପଦୋନ୍ନତି ମଧ୍ୟ ହୋଇପାରେ । ଆଜି ଦିନରେ ଆପଣଙ୍କୁ ବାପା କିମ୍ଵା ବାପତୁଲ୍ୟ ବ୍ୟକ୍ତିଙ୍କ ସାନିଧ୍ୟରେ ଆନନ୍ଦ ଉପଭୋଗ କରିବେ ।

Ajira Rasifala
ଆଜିର ରାଶିଫଳ (SAGITTARIUS)

ଧନୁ: ଆଜି ଆପଣ ନିଜର କ୍ଷୁବ୍ଧ ମନ ଏବଂ କ୍ରୋଧକୁ ନିଜ ଆୟତ୍ତରେ ରଖନ୍ତୁ । ମାନସିକ ଉତ୍ତେଜନା ବୃଦ୍ଧି ପାଇପାରେ । ଆପଣ ଅଯଥାରେ ନିଜର ଶକ୍ତି ଓ ସାମର୍ଥ୍ୟକୁ ବିନିୟୋଗ କରିବେ । ଆପଣଙ୍କର ଜୀବନସାଥୀଙ୍କ ସହ ଯୁକ୍ତି ହୋଇପାରେ ସେଥିପାଇଁ ସେ ସବୁରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ । ଆପଣ ୟନ୍ତ୍ରଣାରୁ ମୁକ୍ତି ପାଇବା ସଙ୍ଗେସଙ୍ଗେ ମନରୁ ଦୁଃଶ୍ଚିନ୍ତା ହ୍ରାସ ପାଇବ । ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚାନ୍ତ ହୋଇପାରନ୍ତି । ଆପଣଙ୍କ ଧ୍ୟାନ ଓ ଯୋଗ କରିବାରୁ ପରାମର୍ଶ ଦିଆଯାଉଛି । ଏହା କରିବା ଦ୍ୱାରା ଆପଣ ଯନ୍ତ୍ରଣାରୁ ମୁକ୍ତି ପାଇବା ସଙ୍ଗେସଙ୍ଗେ ଆପଣଙ୍କ ମନରୁ ଦୁଃଶ୍ଚିନ୍ତା ହ୍ରାସ ପାଇବ ।

Ajira Rasifala
ଆଜିର ରାଶିଫଳ (CAPRICORN)

ମକର: ଆପଣ ନିଜକୁ ଭାଗ୍ୟଶାଳୀ ମନେ କରିବେ । ପରିବାର ଦୃଷ୍ଟିକୋଣରୁ ଆପଣଙ୍କ ମନରେ ଆନନ୍ଦ ଏବଂ ସନ୍ତୁଷ୍ଟି ରହିବ । ଆପଣଙ୍କ ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ଏକ ପ୍ରେମଭରା ମିଳନ ଆପଣଙ୍କ ହୃଦୟ ଏବଂ ଆତ୍ମାକୁ ଶାନ୍ତି ମିଳିବ । ବ୍ୟବସାୟରେ ଆର୍ଥିକ ବିଷୟକୁ ନେଇ ଆପଣ ଭ୍ରମଣ କରିବାକୁ ପଡିପାରେ, କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଏହା ଆପଣଙ୍କ ପାଇଁ ଭାଗ୍ୟଶାଳୀ ଏବଂ ଲାଭଦାୟକ ପ୍ରମାଣିତ ହେବ । ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚାନ୍ତ ହୋଇପାରନ୍ତି । ସମ୍ଭବତଃ ଅପରାହ୍ନରେ ଗ୍ରହମାନଙ୍କ ଶୁଭଦୃଷ୍ଟି ଯୋଗୁଁ କିଛି ଗୃହ ସାମଗ୍ରୀ କିଣିବାକୁ ଯାଇପାରନ୍ତି କିମ୍ଵା ଏକ ଧାର୍ମିକ ସ୍ଥାନ ପରିଭ୍ରମଣରେ ଯାଇପାରନ୍ତି ।

Ajira Rasifala
ଆଜିର ରାଶିଫଳ (AQUARIUS)

କୁମ୍ଭ: ଏକ ଅପ୍ରତ୍ୟାଶିତ ଘଟଣା ଘଟିପାରେ ଯାହାକୁ ଆପଣଙ୍କ ନିୟନ୍ତ୍ରଣ କରିବାରେ ଅସମର୍ଥ ହେବେ । ଏହା ଆପଣଙ୍କ ପାରିବାରିକ ଜୀବନକୁ ବିପଦଗ୍ରସ୍ତ କରିପାରେ । ଆପଣ ନିଜେ ଅବିଚଳିତ ରହି ସେମାନଙ୍କ ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । ଆଇନଗତ କାର୍ଯ୍ୟରେ ସତର୍କତା ଅବଲମ୍ଵନ କରନ୍ତୁ । ନଚେତ ହଠାତ୍‍ ଅପମାନିତ ହେବା ସଙ୍ଗେସଙ୍ଗେ କିଛି କ୍ଷତି ହୋଇପାରେ । କୌଣସି କାର୍ଯ୍ୟର ପୁରୋଧା ହୁଅନ୍ତୁ ନାହିଁ । ଧୈର୍ଯ୍ୟଧରି ଶୁଭବେଳାକୁ ଅପେକ୍ଷା କରନ୍ତୁ । ମାନସିକ ଅସ୍ଥିରତା ଶୀଘ୍ର ଦୂର ହେବ । ଧ୍ୟାନ ପ୍ରାର୍ଥନା କରିବାଦ୍ୱାରା ମାନସିକ ଅବସାଦ ହ୍ରାସ ପାଇବ ।

Ajira Rasifala
ଆଜିର ରାଶିଫଳ (PISCES)

ମୀନ: ସବୁଦିନ ପରି ଆଜି ଦିନଟିରେ ସେତେ ଶୁଭଫଳ ମିଳି ନପାରେ । ଆପଣ ସବୁବେଳେ ଉତ୍କଣ୍ଠିତ ରହିବା ସଙ୍ଗେସଙ୍ଗେ ଗଭୀର ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଆପଣଙ୍କ କାର୍ଯ୍ୟରେ ଅପ୍ରତ୍ୟାଶିତ ପ୍ରତିବନ୍ଧକ ଯୋଗୁଁ ହତୋତ୍ସାହିତ ହେବେ । କାରଣ ନଥାଇ କର୍ମ କରିବାରେ ବିଳମ୍ଵ ହେବ । ସହକର୍ମୀମାନେ ସେମାନଙ୍କର ସହଯୋଗର ହାତ ବଢାଇବେ ନାହିଁ । ଏପରିକି ଆପଣଙ୍କ ଧର୍ମପତ୍ନୀ ମଧ୍ୟ ସହଯୋଗ କରିବେ ନାହିଁ । ଏହି ପରିସ୍ଥିତିରେ ଘଟଣାର ପର୍ଯ୍ୟାଲୋଚନା କରିବାଦ୍ୱାରା ପାରିବାରିକ ଅଶାନ୍ତି ଦେଖାଦେଇପାରେ । ତେଣୁ ଏହାକୁ ହାଲ୍‍କା ଭାବେ ଗ୍ରହଣ କରନ୍ତୁ । ଏହା ବ୍ୟତୀତ ଏକ ଝଗଡା ହୋଇପାରେ । ତେଣୁ ଧୈର୍ଯ୍ୟର ସହିତ ଏହାର ସମାଧାନ କରନ୍ତୁ । ମିଳିତଭାବେ କରୁଥିବା ଆପଣଙ୍କ ବ୍ୟବସାୟର ଅଗ୍ରଗତି ଅନୁଧ୍ୟାନ କରନ୍ତୁ । ଆଇନ ସମ୍ପର୍କୀୟ କୌଣସି କାର୍ଯ୍ୟକଳାପ ପାଇଁ ଆଜି ଦିନଟି ଶୁଭ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.